Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଆସନ୍ତାକାଲିଠୁ ଦୁଇଦିନ ନେଟଫ୍ଲିକ୍ସ ମାଗଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆସନ୍ତା ଦୁଇ ଦିନ ପାଇଁ ମାଗଣା ସେବା ଯୋଗାଇବ ଅନଲାଇନ୍ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ। ଯେ କୌଣସି ବ୍ୟକ୍ତି ଏହି ଦୁଇ ଦିନ ମାଗଣାରେ ନେଟଫ୍ଲିକ୍ସର ସମସ୍ତ ସୋ’କୁ ଦେଖିପାରିବେ ବୋଲି କମ୍ପାନି ଘୋଷଣା...

View Article


Image may be NSFW.
Clik here to view.

ପ୍ରଥମ ଟି-ଟ୍ୱେଣ୍ଟିରେ ବାଜି ମାରିଲା ଟିମ୍ ଇଣ୍ଡିଆ: ୧-୦ରେ ସିରିଜ୍ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ କଙ୍ଗାରୁ ଦଳକୁ ପରାଜୟ ଭେଟିଦେଇଛି ଟିମ୍ ଇଣ୍ଡିଆ। ବିରାଟ ବାହିନୀ ଅଷ୍ଟ୍ରେଲିଆ ଦଳକୁ ୧୧ ରନରେ ପରାସ୍ତ କରିଛି। ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଟି-୨୦ ମ୍ୟାଚ୍...

View Article


Image may be NSFW.
Clik here to view.

ବଲିଉଡର ନୂଆ ଟ୍ରେଣ୍ଡ – ବିଗତ ଦିନର ବିବାଦୀୟ ଓ ଚର୍ଚ୍ଚିତ ମହିଳାଙ୍କୁ ନେଇ ତିଆରି ହୋଇଛି...

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ  ଏମାନେ ଥିଲେ ବିଗତ ଦିନର ବିବାଦୀୟ ଏବଂ ଚର୍ଚ୍ଚିତ ମହିଳା। ଏମାନଙ୍କୁ ନେଇ ତିଆରି ହୋଇଥିବା ବାୟୋପିକ୍ ସିନେମା ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏମାନେ ହେଉଛନ୍ତି ଭାରତର ବିବାଦୀୟ ଏବଂ ଚର୍ଚ୍ଚିତ ମହିଳା।...

View Article

Image may be NSFW.
Clik here to view.

ଦାରୁଣ ଦୁଃଖରେ ଦମୟନ୍ତୀ – ୭୦ ବର୍ଷରେ ଭିକ ମାଗି ପୋଷୁଛନ୍ତି ପେଟ

ଓଡ଼ିଶାଲାଇଭ୍ ବ୍ୟୁରୋ “ବାବୁ, ଟିକେ ସାହାଯ୍ୟ କର… ଏ ବୁଢ଼ୀ ମା’କୁ କ’ଣ ଟିକିଏ ଦିଅ। ମୋର ପେଟ କଥା ବୁଝିବାକୁ କେହି ନାହାନ୍ତି,  ଟିକେ ତ ସାହାଯ୍ୟ କର।” ଭୁବନେଶ୍ୱର ଜୟଦେବ ବିହାର ପାଖ ରାସ୍ତା କଡ଼ରେ ବସିଥିବା ଜଣେ ବୃଦ୍ଧାଙ୍କର ଏ ଥିଲା...

View Article

Image may be NSFW.
Clik here to view.

‘ପରୀ’ମୃତ୍ୟୁ ଘଟଣା – ନୟାଗଡ଼ ଏସପି, ଜିଲ୍ଲାପାଳଙ୍କୁ ସମନ କଲେ ଜାତୀୟ ଶିଶୁ ଅଧିକାର...

ଓଡ଼ିଶାଲାଇଭ୍ ବ୍ୟୁରୋ ପାଞ୍ଚ ବର୍ଷର କୁନି ଝିଅ ‘ପରୀ’ର ମୃତ୍ୟୁକୁ ନେଇ ନୟାଗଡ଼ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଡିସେମ୍ବର ୯ ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ହାଜର ହୋଇ ତାଙ୍କୁ ଜବାବ ରଖିବାକୁ...

View Article


Image may be NSFW.
Clik here to view.

୧୫ ଦିନ ପୂର୍ବରୁ କୋଭିଡ୍ ଟିକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଟିକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଜ ବିଜ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁମାନେ ବି ନିକଟରେ ତାଙ୍କ...

View Article

Image may be NSFW.
Clik here to view.

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମୁଣ୍ଡରେ ଆଘାତ, ଶେଷ ଦୁଇ ଟି-୨୦ରୁ ବାଦ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ବିସିସିଆଇ ତାଙ୍କୁ ଶେଷ ଦୁଇ ଟି-ଟ୍ୱେଣ୍ଟି ମ୍ୟାଚରୁ ବାଦ୍ ଦେଇଛି। ତାଙ୍କ ବଦଳ...

View Article

Image may be NSFW.
Clik here to view.

ଏଥର ଅନଲାଇନରେ ହେବ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ କାରଣରୁ ଏଥର ଅନଲାଇନରେ ହେବ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ। ଏଥିରେ କେବଳ ଅଳ୍ପ କିଛି ଲୋକ ଅତିଥି ଭାବେ ଯୋଗେଦେବେ ବୋଲି ସୂଚନା ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ...

View Article


Image may be NSFW.
Clik here to view.

‘ପରୀ’ ମୃତ୍ୟୁ ଘଟଣା – ନେତାଙ୍କ ଗର୍ଜନରେ ଉଠୁଛି ପଡ଼ୁଛି ନୟାଗଡ଼ର ଯଦୁପୁର ଗାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରୀ ପରିବାରକୁ ଭେଟିବାକୁ ନୟାଗଡ଼କୁ ମାରାଥନ ଗସ୍ତ କରୁଛନ୍ତି ବିଜେପି, କଂଗ୍ରେସ। ‘ପରୀ’ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଏସ୍‌ଆଇଟି ତଦନ୍ତ ଜୋରସୋର ଚାଲିଥିଲା ବେଳେ ବିଜେପି ଓ...

View Article


Image may be NSFW.
Clik here to view.

କ୍ରାଇମବ୍ରାଞ୍ଚରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ –ଅନ୍ୟ ରାଜ୍ୟକୁ ଲମ୍ଵିଛି ଆକାଶ ପାଠକଙ୍କ ଠକେଇ...

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ୩ ଦିନିଆ ରିମାଣ୍ଡ ଅବଧି ଜେଲ୍‌ ଗଲେ ପାଠକ ବାପା-ପୁଅ ଆକାଶଙ୍କ ବାହାଘର ବଜେଟ ୧୦ କୋଟି ଆକାଶ ପାଠକ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ବି ଠକେଇ କାରବାର କରୁଥିଲେ। କ୍ରାଇମବ୍ରାଞ୍ଚକୁ ଏପରି ତଥ୍ୟ ଦେଲେ ଆକାଶଙ୍କ ପିଏ...

View Article

Image may be NSFW.
Clik here to view.

କୋରାପୁଟର ଡୁଡୁମା, ଦେଓମାଳି, ଶାବର ଶ୍ରୀକ୍ଷେତ୍ର –ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ଆପଣଙ୍କ  କୋରାପୁଟର ବିଭିନ୍ନ ସ୍ଥାନକୁ ବୁଲି ଯାଇପାରିବେ। ସତେଜ ସବୁଜ ବନାନୀରେ ଭିତରେ ରହିଛି କୋରାପୁଟ ଜିଲ୍ଲା। ଜଙ୍ଗଲ, ଜଳପ୍ରପାତ ଏବଂ ଝରଣାରେ ପରିଶୋଭିତ ଏହି...

View Article

Image may be NSFW.
Clik here to view.

ଏଣିକି ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ବାଇକ ଚାଳକ ଓ ପଛରେ ବସିଥିବା ଲୋକ ଉଭୟଙ୍କୁ ହେଲମେଟ୍‌ ପିନ୍ଧିବାକୁ ପଡ଼ିବ। ଉଭୟ ହେଲମେଟ ନପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ଟୁଇଟ ଯୋଗେ ସୂଚନା ଦେଇଛି। ଡିସେମ୍ବର ୪ରେ...

View Article

Image may be NSFW.
Clik here to view.

ତାମିଲନାଡୁ ରାଜନୀତିରେ ରଜନୀକାନ୍ତଙ୍କ ନୂଆ ଦଳ – କାହାକୁ ମିଳିବ ଫାଇଦା?

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁରେ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ରଜନୀକାନ୍ତ। ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି। ଏହାପୂର୍ବରୁ କିନ୍ତୁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନିଜର ନୂଆ ରାଜନୈତିକ...

View Article


Image may be NSFW.
Clik here to view.

ଓଲିଉଡରେ ବାପ-ପୁଅ ଯୋଡ଼ି, ଏକାଠି କାମ କରି ଫିଲ୍ମକୁ କରିଛନ୍ତି ହିଟ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଦୁଇ ଷ୍ଟାରସନ୍ ହେଲେ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ୍‌ ଓ ମିହିର ଦାସଙ୍କ ପୁଅ ଅମ୍ଳାନ। ଏହି ବାପା-ପୁଅଙ୍କ ଯୋଡ଼ି କିଛି ଫିଲ୍ମରେ ଏକାଠି ନଜର ଆସିଥିଲେ ଯାହା, ବକ୍ସ ଅଫିସରେ ହିଟ୍‌ ହୋଇଥିଲା।...

View Article

Image may be NSFW.
Clik here to view.

ଆମେରିକାରେ ଲକଡାଉନ ବେଳେ ଲେମ୍ବୁ ଚାଷ କରୁଛନ୍ତି ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣ ବଢ଼ିବା ଯୋଗୁଁ କାଲିଫର୍ଣ୍ଣିଆର ଲସ୍‌ ଆଞ୍ଜେଲସରେ ପୁଣି ଲକଡାଉନ ଘୋଷଣା ହୋଇଛି। ଏହି ସମୟରେ ଲସ୍‌ ଆଞ୍ଜେଲସରେ ରହୁଥିବା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ବଗିଚାରେ ଲେମ୍ବୁ ଚାଷ ଆରମ୍ଭ କରି...

View Article


Image may be NSFW.
Clik here to view.

ଭାରତରେ କେମିତି ହେବ କରୋନା ଟିକାକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ସହ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ଏକାଧିକ ଫାର୍ମା କମ୍ପାନି ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗି ସାରିଛନ୍ତି। ଅନୁମତି...

View Article

Image may be NSFW.
Clik here to view.

ନୂଆ କୃଷି ଆଇନକୁ କାହିଁକି ବିରୋଧ କରୁଛନ୍ତି ଚାଷୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି କରିଛନ୍ତି ଦେଶର କୃଷକ ସଂଗଠନ। କିନ୍ତୁ ସରକାର ଏହାକୁ ମାନିବାକୁ ନାରାଜ। ଫଳସ୍ଵରୂପ ମଙ୍ଗଳବାର...

View Article


Image may be NSFW.
Clik here to view.

ବ୍ରିଟେନରେ ଆରମ୍ଭ ହେଲା କରୋନା ଟିକାକରଣ – ପ୍ରଥମେ ଟିକା ନେଲେ ୯୦ ବର୍ଷୀୟ ବୃଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟେନରେ ଆରମ୍ଭ ହେଲା କରୋନା ଟିକାକରଣ। ପ୍ରଥମ ବ୍ୟକ୍ତି ଭାବେ ଫାଇଜର-ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଲେ ୯୦ ବର୍ଷୀୟ ବୃଦ୍ଧା ମାର୍ଗାରେଟ୍ କେନନ। ଗତ ଡିସେମ୍ବର ୨ ତାରିଖରେ ଆମେରିକୀୟ ଫାର୍ମା...

View Article

Image may be NSFW.
Clik here to view.

ବିଶ୍ୱର ୧୦ଟି ଦେଶ, ଯେଉଁଠି ଏବେ ବି ନାହିଁ ରେଳପଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱରେ ଅନେକ ଦେଶ ଏବେ ବିଜ୍ଞାନର ଶୀର୍ଷରେ ପହଞ୍ଚିଲାଣି। ନୂଆ, ନୂଆ ଜ୍ଞାନ କୌଶଳର ଉନ୍ନତି କରି ସଫଳତା ପାଇଲେଣି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେବି ବିଶ୍ୱରେ ଅନେକ ଦେଶ ରହିଛି ଯେଉଁଠି ରେଳପଥ ନାହିଁ।...

View Article

Image may be NSFW.
Clik here to view.

ଚାଷୀ ଆନ୍ଦୋଳନ –ବିଜେଡିର ‘ହଁ’,’ନା’ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛି ନା ବିରୋଧ କରୁଛି ବିଜେଡି? ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ପାଳନ କରିଛନ୍ତି କୃଷକ ସଙ୍ଗଠନ। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ କିଛିଟା ଭାବେ ଦେଖିବାକୁ ମିଳିଛି।...

View Article
Browsing all 11715 articles
Browse latest View live