ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ – ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାସ୍ତାରୋକ
ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ରାଜ୍ୟରେ ବନ୍ଦର ଆଂଶିକ ପ୍ରଭାବ ପିକେଟିଂ ସହ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ ବସ୍ ଓ ରେଳ ଚଳାଚଳ...
View Articleଚାଷୀ ଆନ୍ଦୋଳନରେ ନୂଆ ମୋଡ଼ – ଆଜି ସନ୍ଧ୍ୟା ୭ଟାରେ ଶାହଙ୍କ ସହ କୃଷକ ନେତାଙ୍କ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଗତ ୧୩ ଦିନଧରି ଆନ୍ଦୋଳନରେ ବସିଛନ୍ତି। ଆଜି ଏହାକୁ ନେଇ ସାରା ଭାରତରେ ବନ୍ଦ ମଧ୍ୟ ପାଳନ ହୋଇଛି। ଏହାରି ଭିତରେ ମଙ୍ଗଳବାର ସନ୍ଧ୍ୟା ୭ଟାରେ କେନ୍ଦ୍ର...
View Articleତୃତୀୟ ଟି-ଟ୍ୱେଣ୍ଟିରେ ବାଜି ମାରିଲା ଅଷ୍ଟ୍ରେଲିଆ: ୨-୧ରେ ସିରିଜ୍ ଜିତିଲା ବିରାଟ ବାହିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ବାଜି ମାରିଛି କଙ୍ଗାରୁ ଦଳ। ଟିମ୍ ଇଣ୍ଡିଆକୁ ୧୨ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହାସତ୍ତ୍ୱେ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଥିବାରୁ...
View Articleବିଭିନ୍ନ ରାଜ୍ୟରେ ଭାରତ ବନ୍ଦର ପ୍ରଭାବ – ଗଡ଼ିଲାନି ଚକ, ରାସ୍ତାରେ ଜଳିଲା ଟାୟାର
ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଦେଇଥିବା ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଚାଷୀଙ୍କ ଏହି ବିକ୍ଷୋଭରେ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀରୁ ଆରମ୍ଭ କରି...
View Articleଓଲିଉଡର ୮ ଟପ୍ ନାୟିକା –ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରି ହୋଇଛନ୍ତି ସଫଳ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରିବା ସେତେଟା ସହଜ ନୁହେଁ। କିନ୍ତୁ ଓଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦକ୍ଷ ଅଭିନୟ ଦ୍ୱାରା ଫିଲ୍ମ ପରଦାରେ ଅଭିନେତ୍ରୀ ହେବାର ସୌଭାଗ୍ୟ ଲାଭ...
View Articleଆଜିର ଟପ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ ୮ ଡିସେମ୍ବର ୨୦୨୦ ବିଭିନ୍ନ ରାଜ୍ୟରେ ଭାରତ ବନ୍ଦର ପ୍ରଭାବ – ଗଡ଼ିଲାନି ଚକ, ରାସ୍ତାରେ ଜଳିଲା ଟାୟାର ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ, ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାସ୍ତାରୋକ ଚାଷୀ ଆନ୍ଦୋଳନ:...
View Articleଜାଣନ୍ତୁ ଆଜିର ରାଶିଫଳ – (୦୯ ଡିସେମ୍ବର ୨୦୨୦, ବୁଧବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ମାର୍ଗଶିର କୃଷ୍ଣ ନବମୀ ଦିବା ୦୩:୧୭:୫୪ ଗତେ ଦଶମୀ ତିଥି। କନ୍ୟାଚନ୍ଦ୍ର ଅହୋରାତ୍ର।...
View Articleଡିସେମ୍ବର ୨୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ମେଘାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୨୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ମେଘାଳୟ। ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଅଗ୍ରଗତି ଦେବାକୁ ଯାଇ ଏପରି ଘୋଷଣା କରିଛନ୍ତି ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗାମା। କୋଭିଡ୍ ହେତୁ ଦୀର୍ଘ ଦିନ ଧରି...
View Article୧୪ ଦିନରେ ଆନ୍ଦୋଳନ – କୃଷି ଆଇନରେ ସଂଶୋଧନ ପାଇଁ ଲିଖିତ ପ୍ରସ୍ତାବ ଦେବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ ୧୪ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ମଙ୍ଗଳବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚାଷୀଙ୍କର ବସିଥିବା ବୈଠକରେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନି। କେନ୍ଦ୍ର ସରକାର କୃଷି ଆଇନ ଉଚ୍ଛେଦ କରିବେନି ବୋଲି ବୈଠକ...
View Articleଆଜି ରାଜ୍ୟ କ୍ୟାବିନେଟ ବୈଠକ – ୧୧ଟି ପ୍ରସ୍ତାବକୁ ମିଳିପାରେ ମଞ୍ଜୁରି
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ଆସିପାରେ ୧୧ଟି ପ୍ରସ୍ତାବ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସନ୍ଧ୍ୟା ୬ଟା ୪୫ ମିନିଟରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ...
View Articleସହରାଞ୍ଚଳ ପ୍ରଶାସନ ସେବାରେ ଓଡ଼ିଶା ନମ୍ବର ଓ୍ୱାନ
ଓଡ଼ିଶାଲାଇଭ୍ ବ୍ୟୁରୋ ସହରାଞ୍ଚଳ ପ୍ରଶାସନ ସେବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ପ୍ରଜା ଫାଉଣ୍ଡେସନ ଏନଜିଓ ପକ୍ଷରୁ ୨୯ଟି ରାଜ୍ୟର ୪୦ଟି ସହରକୁ ଏକ ସର୍ଭେ କରାଯାଇଥିଲା। ଫାଉଣ୍ଡେସନ ଟୁଇଟ କରି ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି,...
View Article‘ପରୀ’ ପାଇଁ ନ୍ୟାୟ ଦାବି –୨୧ରେ ଭୁବନେଶ୍ୱରରୁ ଯଦୁପୁର ପଦଯାତ୍ରା କରିବ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦାବିରେ ବିଜେପି ପଦଯାତ୍ରା କରିବ। ଡିସେମ୍ବର ୨୧ରେ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ବିଜେପି ଏହି ବିଶାଳ ପଦଯାତ୍ରା କରିବ। ଏନେଇ ବୁଧବାର ବିଜେପି ସାଧାରଣ ସମ୍ପାଦକ...
View Articleକ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ପରେ ଏବେ ଆକାଶ ପାଠକଙ୍କ ଠକେଇ ଗୁମର ଖୋଜିବ କମିସନରେଟ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ ଆକାଶ ପାଠକଙ୍କ ପାଇଁ ଅଡୁଆ ଧୀରେ ଧୀରେ ବଢ଼ିବାକୁ ଲାଗିଛି। ପ୍ରଥମେ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ପରେ ଏବେ ପୋଲିସ ବି ଆକାଶଙ୍କୁ ଜେରା କରିବ। ଚାର୍ଟର ପ୍ଲେନରେ ଉଡ଼ି ଟ୍ରାଭେଲ୍ସ କମ୍ପାନିକୁ ଲକ୍ଷାଧିକ ଟଙ୍କାର ଚୂନ...
View Articleକେନ୍ଦ୍ର ସରକାରଙ୍କ ‘ପିଏମ ବାଣୀ’ ଯୋଜନା – ଗାଁରୁ ସହର ସବୁଠି ମିଳିବ ମାଗଣା ଓ୍ୱାଇ ଫାଇ...
ଓଡ଼ିଶାଲାଇଭ୍ ବ୍ୟୁରୋ ସାରାଦେଶରେ ପିଏମ୍ ବାଣୀ (Prime Minister wifi Access Network Interface) ଯୋଜନା ଲାଗୁ କରାଯିବ। ଏହି ଯୋଜନା ଅଧୀନରେ ଦେଶରେ ୧ କୋଟି ଡାଟା ସେଣ୍ଟର ଖୋଲାଯିବା ସହିତ ମାଗଣା ଓ୍ୱାଇ ଫାଇ ବ୍ୟବସ୍ଥା ଆରମ୍ଭ ହେବ।...
View Articleକେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ ସଂଗଠନ, ୧୪ରେ ପୁଣି ହେବ ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ, ଅମ୍ଵାନୀଙ୍କ ସମସ୍ତ ମଲ୍, ସାମଗ୍ରୀକୁ ଦେଶବ୍ୟାପୀ ବୟକଟ କରାଯିବ ୧୨ ତାରିଖ ପର୍ଯ୍ୟନ୍ତ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ ୧୪ରେ ପୁଣି ଦେଶବ୍ୟାପୀ ଧାରଣା ୧୨ ତାରିଖ ଟୋଲ ପ୍ଲାଜା ବନ୍ଦ କରାଯିବ ବିଜେପି ନେତା,...
View Articleଟାଟା କମ୍ପାନିରେ ଚାକିରି ଠକେଇ ମାମଲା –ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ...
ଓଡ଼ିଶାଲାଇଭ୍ ବ୍ୟୁରୋ ଟାଟା କମ୍ପାନିରେ ଚାକିରି କରାଇଦେବା କହି କୋଟି କୋଟି ଟଙ୍କା ଠକେଇ କରିଛନ୍ତି ଆକାଶ ପାଠକ। ଖୋଦ୍ ଆକାଶଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର୍ କ୍ରାଇମବ୍ରାଞ୍ଚକୁ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହାପରେ ଆକାଶଙ୍କ ପାଇଁ...
View Articleକେଉଁ ରାଜ୍ୟରେ କେତେ ପ୍ରବାସୀ ଶ୍ରମିକ? ହିସାବ ଆରମ୍ଭ କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଆରମ୍ଭ ହେବା ବେଳେ ଯଦି ସବୁଠାରୁ ଅଧିକ କଷ୍ଟ କିଏ ପାଇଥାନ୍ତି, ସେମାନେ ହେଲେ ପ୍ରବାସୀ ଶ୍ରମିକ। କାରଣ ପରିବାର ପୋଷିବାକୁ ସେମାନେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇଥିଲେ, ଆଉ ସଟଡାଉନ ଆରମ୍ଭ ହେବା କ୍ଷଣି...
View Article‘ପରୀ’ ପାଇଁ ନ୍ୟାୟ ଦାବିରେ ପ୍ରଭାରୀ –ଚେଲ୍ଲାକୁମାରଙ୍କ ପରେ ପୁରନ୍ଦେଶ୍ୱରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ପରୀକୁ ନ୍ୟାୟ ଦାବିରେ ଚେଲ୍ଲାକୁମାର ଓ ପୁରନ୍ଦେଶ୍ୱରୀ। ପରୀ ମୃତ୍ୟୁ ଘଟଣାକୁ ଏବେ ଉଠୁଛି ପଡୁଛି ରାଜ୍ୟ ରାଜ୍ୟନୀତି। ବିରୋଧୀ ବିଜେପି ଏହାକୁ ପ୍ରସଙ୍ଗ କରି ମାଇଲେଜ୍ ନେଉଥିବାବେଳେ କଂଗ୍ରେସ ବି କିଛି ପଛରେ ପଡ଼ିନି।...
View Articleବାୟୁସେନା ପୋଷାକ ପିନ୍ଧି କାହିଁକି ବିବାଦରେ ଅନିଲ କପୁର?
ଓଡ଼ିଶାଲାଇଭ୍ ବ୍ୟୁରୋ ଅନିଲ କପୁରଙ୍କ ଆଗାମୀ ସିରିଜକୁ ନେଇ ବିବାଦ ବାୟୁସେନା ଉଠାଇଲା ଆପତ୍ତି ବିବାଦୀୟ ସିନ୍ ହଟାଇବାକୁ ନେଟଫ୍ଲିକ୍ସକୁ କହିଲା ବାୟୁସେନା କ୍ଷମା ମାଗିଲେ ଅନିଲ କପୁର ବଲିଉଡ ଅଭିନେତା ଅନିଲ କପୁର ଏବେ ବିବାଦ ଘେରରେ। ତାଙ୍କର...
View Articleଜାନୁଆରିରେ ଖୋଲିବ ସ୍କୁଲ୍, କଲେଜ – ପାଠପଢ଼ା ସରିଲେ ହେବ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ମାସରେ ଖୋଲିବ ସ୍କୁଲ୍, କଲେଜ। ନୂଆବର୍ଷରୁ ପିଲାମାନେ ପୁଣି ସ୍କୁଲ୍ ଏବଂ କଲେଜକୁ ଫେରିବା ସହିତ ପାଠପଢ଼ି ପରୀକ୍ଷା ଦେବେ ବୋଲି ଗୁରୁବାର ସୂଚନା ମିଳିଛି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ...
View Article