Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

କୃଷି ପାଇଁ ସରକାରଙ୍କ ଦରଦ –ତିନି ଗୁଣ ଅଧିକ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ଯେଉଁ ବଜେଟ ଆଗତ କରିଥିଲେ ସେଥିରେ କୃଷି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ୨୦୨୦-୨୧ ପାଇଁ ମୋଟ ୧୯ ହଜାର ୪୦୮ କୋଟି ଟଙ୍କା ବ୍ୟୟ ବରାଦ...

View Article


Image may be NSFW.
Clik here to view.

ପୂଜାରୀଙ୍କ ବଜେଟରେ ‘ପୁଷ୍ଟି’ ଚିନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ପାଇଁ ଆଣିଥିବା ବଜେଟରେ ଗୋଟିଏ ନୂଆ କଥା ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ପାଇଁ ବ୍ୟାପକ ଅର୍ଥ ମଞ୍ଜୁରୀ ହୋଇଛି। ରାଜ୍ୟର ଅପପୁଷ୍ଟି ଓ ସ୍ୱଳ୍ପ...

View Article


Image may be NSFW.
Clik here to view.

କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି। କଂଗ୍ରେସର ସଦସ୍ୟ ସଂଖ୍ୟ ଅଧିକ ଥାଇ ମଧ୍ୟ ବିଜେଡିର ବିଜୟ ବର୍ତ୍ତମାନ ରାୟଗଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି।...

View Article

Image may be NSFW.
Clik here to view.

ବିଧାନସଭାରେ ମିଳୁନି ସଠିକ୍ ଉତ୍ତର – ମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ ସଭ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାରେ ପ୍ରଶ୍ନ ପଚରା ଯାଉଛି ଗୋଟେ, ହେଲେ ଉତ୍ତର ମିଳୁଛି ଆଉ ଗୋଟେ। ଏହାକୁ ନେଇ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଛି। ବିରୋଧୀ ଦଳ ସରକାରଙ୍କୁ ଏହି ପ୍ରସଙ୍ଗକୁ ନେଇ ଘେରିଥିଲେ। ଆଜି ବିଧାନସଭାରେ ଓଡ଼ିଶା ଭାଷାକୁ...

View Article

Image may be NSFW.
Clik here to view.

ମାଟ୍ରିକ ପରୀକ୍ଷା –ପ୍ରଥମ ଦିନ କପି କରି ଧରାପଡ଼ିଲେ ୧୧୪ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରୀକ୍ଷା ଦେଲେ ୫ ଲକ୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଆରମ୍ଭରୁ ବିଭ୍ରାଟ ମାତୃଭାଷା ପ୍ରଶ୍ନପତ୍ର ଲିକ୍‌କୁ ଫାଙ୍କିଦେଲେ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷା ପରେ ଲିକ୍‌ ହୋଇଥିବା ସଫେଇ ଜଣେ ନକଲି ପରୀକ୍ଷାର୍ଥୀ ଅଟକ କଟକ: ଚଳିତ...

View Article


Image may be NSFW.
Clik here to view.

ଝାରସୁଗୁଡ଼ା ଡବଲ ମର୍ଡର ଘଟଣା: ଡେମୋ ଦେଖାଇବେ ଅନୁପ ଓ ଡ୍ରାଇଭର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ଡେମୋ ଦେଖାଇବେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ। ଏନେଇ ସୂଚନା ଦେଇଛନ୍ତି ବିଳାଶପୁର ରେଞ୍ଜ ଆଇଜି ଦୀପାଂଶୁ କାବ୍ରା। ବୁଧବାର ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିଥିଲା...

View Article

Image may be NSFW.
Clik here to view.

ବିଜେଡିକୁ ଟାର୍ଗେଟ କଲେ ନିରଞ୍ଜନ – କହିଲେ ରାଜ୍ୟ ବଜେଟ୍ ହତାଶଜନକ, ଚାଷୀ ପୁଅଙ୍କ ଅସୁବିଧା...

ଓଡ଼ିଶାଲାଇଭ୍ ବ୍ୟୁରୋ “ଏଥରକ ରାଜ୍ୟ ବଜେଟ୍ ହେଉଛି ଏକ ହତାଶ ବଜେଟ୍। ଲୋକମାନଙ୍କ କୌଣସି ପ୍ରତିଶ୍ରୁତିକୁ ସରକାର ରକ୍ଷା କରିନାହାନ୍ତି। ପୂର୍ବବର୍ଷ ତୁଳନାରେ ଏଥରର ବଜେଟ୍ ମାତ୍ର ୯ ହଜାର କୋଟି ଅଧିକ”, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ...

View Article

Image may be NSFW.
Clik here to view.

ସିଲ ହେଲା ପଟିଆ ବିଗ୍‌ ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ପଟିଆ ବିଗ୍‌ ବଜାର ବିଲ୍‌ଡିଂକୁ ସିଲ୍‌ କଲା ବିଏମ୍‌ସି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ କରାଯାଇଥିବାରୁ ଏହି ସପିଂ ମଲକୁ...

View Article


Image may be NSFW.
Clik here to view.

ଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ?

ଓଡ଼ିଶାଲାଇଭ୍‌ ବ୍ୟୁରୋ  ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ଶୈବ ପୀଠ। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ  କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଜାଣନ୍ତୁ କେଉଁ ପଟେ ଯିବେ ଓ...

View Article


Image may be NSFW.
Clik here to view.

ଟ୍ରମ୍ପଙ୍କ ପାଇଁ ସଜେଇ ହେଉଛି ଅହମ୍ମଦାବାଦରୁ ଆଗ୍ରା – ଜାଣନ୍ତୁ ଟ୍ରମ୍ପଙ୍କ ୪୮ ଘଣ୍ଟିଆ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରି ୨୪/୨୫ରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଟ୍ରମ୍ପଙ୍କ ଗସ୍ତକୁ ନେଇ ଅହମ୍ମଦାରୁ ଆଗ୍ରା ଓ ଦିଲ୍ଲୀରେ ପ୍ରସ୍ତୁତି ଜୋରସୋର ଚାଲିଛି। ଗୁଜରାଟରେ ଟ୍ରମ୍ପଙ୍କୁ ଭବ୍ୟ...

View Article

Image may be NSFW.
Clik here to view.

ସର୍ବକ୍ଷମା ଆବେଦନ ଅବଧିକୁ ନେଇ ବିଧାନସଭାରେ ହଙ୍ଗାମା  – ମନ୍ତ୍ରୀ କହିଲେ ଆଉ ବଢ଼ିବନି ସମୟ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ବଢ଼ିବନି ସର୍ବକ୍ଷମା ଅବଧି। ଯେଉଁ ଲୋକମାନେ ୨୦ ତାରିଖ ସୁଦ୍ଧା ସର୍ବକ୍ଷମା ପାଇଁ ଆବେଦନ କରିଛନ୍ତି ସେମାନଙ୍କ କଥା ବିଚାରକୁ ନିଆଯିବ। ଏଥିସହିତ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆବେଦନ ଏଥିପାଇଁ କରିନାହାନ୍ତି...

View Article

Image may be NSFW.
Clik here to view.

ଏପ୍ରିଲ ପହିଲାରୁ ଭାରତରେ ବିକ୍ରି ହେବ ବିଏସ୍-୬ ମାନର ପେଟ୍ରୋଲ, ଡିଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ୍ ପହିଲାରୁ ଭାରତରେ ବିକ୍ରି ହେବ ବିଏସ୍ –୬ ମାନର ପେଟ୍ରୋଲ୍ ଓ ଡିଜେଲ୍। ଦେଶରେ ପ୍ରଦୁଷଣର ମାତ୍ରା କମ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। ବିଏସ୍-୬ ମାନର ପେଟ୍ରୋଲ୍ ଓ ଡିଜେଲ୍ ହେଉଛି ଅନ୍ୟ ଇନ୍ଧନ...

View Article

Image may be NSFW.
Clik here to view.

ଓଡ଼ିଶା ସରକାର ଟଙ୍କା ଖର୍ଚ୍ଚ କରି ପାରୁ ନାହାନ୍ତି –ରାମ ମାଧବ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି ଯେ କେନ୍ଦ୍ରରୁ ଯେତେ ଅର୍ଥ ଆସୁଛି ଓଡ଼ିଶା ସରକାର ତାହାକୁ ଖର୍ଚ୍ଚ କରି ପାରୁ ନାହାଁନ୍ତି। ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଯେଉଁଭଳି ହାତ...

View Article


Image may be NSFW.
Clik here to view.

ଫାଶୀରୁ ବଞ୍ଚିବାକୁ ପୁଣି ଚାଲ୍‌ – ବିନୟ ମାନସିକ ରୋଗରେ ପୀଡ଼ିତ ଥିବା କୋର୍ଟରେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫାଶୀରୁ ବଞ୍ଚିବାକୁ ନିର୍ଭୟା ଦୋଷୀ ନୂଆ ନୂଆ ଚାଲ୍‌ କରୁଛନ୍ତି। ବର୍ତ୍ତମାନ ଦୋଷୀ ବିନୟ ଶର୍ମାଙ୍କ ତରଫରୁ ତାଙ୍କ ଓକିଲ ଏପି ସିଂହ କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ଏହି ପିଟିସନ୍‌ରେ ବିନୟଙ୍କ ମାନସିକ ସ୍ଥିତି ଖରାପ...

View Article

Image may be NSFW.
Clik here to view.

ସରକାରଙ୍କୁ ବିଜେପି ଯୁବମୋର୍ଚ୍ଚା ପଚାରିଲା ପ୍ରଶ୍ନ –ଓଡ଼ିଆ ଯୁବକଙ୍କୁ କେବେ ନିଯୁକ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେରୋଜଗାର ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ବେରୋଜଗାର ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ଯୁବ ମୋର୍ଚ୍ଚା। ଓଡ଼ିଆ ଯୁବକଙ୍କୁ କେବେ ନିଯୁକ୍ତି ଦେବ...

View Article


Image may be NSFW.
Clik here to view.

ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ବିରୋଧ କରି ଆଜି ଭୀମ ସେନା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭୁବନେଶ୍ଵରରେ ମଧ୍ୟ ଦେଖିବାକୁ ମିଳିଛି। ଭୀମ ସେନା ପକ୍ଷରୁ...

View Article

Image may be NSFW.
Clik here to view.

ପିପିଲିରେ ହାତୀ ଆକ୍ରମଣ, ଚାଲିଗଲା ୩ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଜିଲ୍ଲା ପିପିଲି ବ୍ଲକରେ ବଣୁଆ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ...

View Article


Image may be NSFW.
Clik here to view.

‘ମନ୍‌ କି ବାତ୍‌’ରେ ମୋଦୀଙ୍କ ଆହ୍ଵାନ – “ଦେଶକୁ ହିଟ୍‌ କରିବାକୁ ଫିଟ୍‌ ରହିବା ଜରୁରୀ”

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଯେଉଁ ଦେଶ ଫିଟ୍‌ ସେ ସବୁବେଳେ ହିଟ୍‌ ରହିବ। ତେଣୁ ଆମ ଦେଶକୁ ହିଟ୍‌ ରଖିବାକୁ ଆମକୁ ଫିଟ୍‌ ରହିବା ଜରୁରୀ। ବିଜ୍ଞାନ ପ୍ରତି ଯୁବକଙ୍କ ଆକର୍ଷଣ ବଢ଼ିଛି, ଯାହା ସକାରାତ୍ମକ ବାର୍ତ୍ତା ଦେଉଛି। ଏହାସହ ଯୁବ ପିଢ଼ି...

View Article

Image may be NSFW.
Clik here to view.

ନୌସେନାର ମିଗ୍-୨୯k ବିମାନ ଦୁର୍ଘଟଣାଗସ୍ତ, ପାଇଲଟ ସୁରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନାର ମିଗ୍-୨୯k ବିମାନ ଦୁର୍ଘଟଣାଗସ୍ତ ହୋଇଛି। ରବିବାର ଗୋଆରେ ଟ୍ରେନିଂ ପାଇଁ ପ୍ରତିଦିନ ଭଳି ଉଡ଼ାଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି। ଏଥିରେ...

View Article

Image may be NSFW.
Clik here to view.

ଖେଳ ହେଲା କାଳ – ନିଆଁରେ ଜଳି ୩ ଶିଶୁ ମୃତ, ଜଣେ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଳ ଗଦାରେ ଖେଳିବା ହେଲା କାଳ। ନିଆଁରେ ଜଳି ଚାଲିଗଲା ୩ଶିଶୁଙ୍କ ଜୀବନ। ଏଥିରେ ଅନ୍ୟ ଜଣେ ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ଖଇରଛଟା ଗାଁରେ। ସମସ୍ତ...

View Article
Browsing all 11715 articles
Browse latest View live