Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ସୋସିଆଲ ମିଡିଆ ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? –ହୋମ୍ ଡେଲିଭରି ନାଁରେ ଟଙ୍କା...

ଓଡ଼ିଶାଲାଇଭ୍ ବ୍ୟୁରୋ ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆସୁଥିବା ବିଜ୍ଞାପନରୁ ଅର୍ଡର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ। କାହିଁକି ନା ସାଇବର ଅପରାଧୀମାନେ ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ...

View Article


Image may be NSFW.
Clik here to view.

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପାଇଁ ପୁଣି ଏକ ଖୁସି ଖବର। ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଗତକାଲି ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କାଙ୍କୁ ମଧ୍ୟ ଜାତୀୟ...

View Article


Image may be NSFW.
Clik here to view.

ଲକଡାଉନ ସମୟର ସଦୁପଯୋଗ କରିବା, ନୂଆ କଥା ଶିଖିବା – ଆକାଶ ଦାସନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକଡାଉନ୍‌ ଆମକୁ ସମୟ ଦେଇଛି କିଛି ନୂଆ କରିବା ପାଇଁ। ତେଣୁ ଏ ସମୟର ସୁଯୋଗ ନିଅନ୍ତୁ ବୋଲି କହିଛନ୍ତି ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ। ‘‘ବର୍ତ୍ତମାନ କୋଭିଡ ମହାମାରୀ ପାଇଁ  ଦେଶରେ ଏକ ଅଭାବନୀୟ...

View Article

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୨୩ ଜୁନ୍ ୨୦୨୧, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ୧୩ଶୀ ପ୍ରାତଃ ୦୬:୫୯:୫୯ ଗତେ ୧୪ଶୀ ରାତ୍ରି ୦୩:୩୨:୫୦ ଗତେ ପୂର୍ଣ୍ଣିମା...

View Article

Image may be NSFW.
Clik here to view.

ମୟୂରଭଞ୍ଜ –ଜେଲଫେରନ୍ତାଙ୍କୁ ଆପଣେଇଲା ପରିବୀକ୍ଷଣ ହୋମ୍, ସମାଜର ମୁଖ୍ୟ ସ୍ରୋତରେ ପୁଣି...

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଦାଶରଥୀ ଦେହୁରୀ। ଏକ ହତ୍ୟା ଘଟଣାରେ ୧୬ ବର୍ଷ କାରଦଣ୍ଡ କାଟି ଜେଲରୁ ମୁକୁଳିଛନ୍ତି। ହେଲେ କାରାଦଣ୍ଡ ଭିତରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆରପାରିକୁ...

View Article


Image may be NSFW.
Clik here to view.

ବାହାରିନରେ ପାଳନ ହେଲା ଆନ୍ତର୍ଜାତିକ ଯୋଗ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନରେ ଥିବା ଭାରତୀୟ ଦୂତାବାସ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ ଓ ବାହାରିନ ଓଡ଼ିଆ ସମାଜର ମିଳିତ ଆନୁକୂଲ୍ୟରେ ସୋମବାର ଦିନ ବାହାରିନରେ ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଛି। କରୋନା ପାଇଁ...

View Article

Image may be NSFW.
Clik here to view.

ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ କ’ଣ ଓ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବା?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଙ୍କଟ ମଧ୍ୟରେ କଳା ଫିମ୍ପି ବା ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତାର କାରଣ ହୋଇଛି। ସାଧାରଣତଃ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି କିମ୍ଵା କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ବ୍ଲାକ୍ ଫଙ୍ଗସ୍‌ରେ...

View Article

Image may be NSFW.
Clik here to view.

କାଶ୍ମୀର କଥାବାର୍ତ୍ତା

ଭାସ୍କର ପରିଚ୍ଛା ଜାମ୍ମୁ କାଶ୍ମୀର ସ୍ଥିତିର ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଯେଉଁ ବୈଠକ ଡାକିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୫ ଅଗଷ୍ଟ ୨୦୧୯ରେ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପରେ ଏବଂ କାଶ୍ମୀରକୁ...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୨୪ ଜୁନ୍ ୨୦୨୧, ଗୁରୁବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ– ଆଜି ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ରାତ୍ରି ୧୨:୦୯:୩୭ ଗତେ ପ୍ରତିପଦ ତିଥି। ବିଛା ଚନ୍ଦ୍ର ଦିବା...

View Article


Image may be NSFW.
Clik here to view.

ଖାଁ ଖାଁ ବଡ଼ଦାଣ୍ଡ, ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଛି। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଏହା ଆଦ୍ୟପର୍ବ। ଏହି ଦିନରେ ଚତୁର୍ଦ୍ଧା ମୂର୍ତ୍ତି ବଡ଼ ଦେଉଳୁ ବାହାରି ସ୍ନାନ...

View Article

Image may be NSFW.
Clik here to view.

କାଲି ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହାପରେ ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ଏନେଇ ଗୁରୁବାର...

View Article

Image may be NSFW.
Clik here to view.

ରିଲାଏନ୍ସ ଏଜିଏମ୍‌ରେ ନୀତା ଅମ୍ଵାନିଙ୍କ ଘୋଷଣା –ଚଳିତବର୍ଷ କାର୍ଯ୍ୟକ୍ଷମ ହେବ ଜିଓ...

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ଚଳିତବର୍ଷ ନଭି ମୁମ୍ଵାଇଠାରେ କାର୍ଯ୍ୟକ୍ଷମ ହେବ ଜିଓ ଇନ୍‌ଷ୍ଟିଚ୍ୟୁଟ୍। ‌ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଗୁରୁବାର ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ପାଇଁ ଗତବର୍ଷ ପରି...

View Article

Image may be NSFW.
Clik here to view.

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଷ୍ଟ୍ରାର୍ଟେଜିକ୍ ପାର୍ଟନର ଭାବେ ଯୋଗଦେଲା ସାଉଦି ଆରାମ୍‌କୋ

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଷ୍ଟ୍ରାର୍ଟେଜିକ୍ ପାର୍ଟନର ଭାବେ ସାଉଦି ଆରାମ୍‌କୋ ଯୋଡ଼ି ହୋଇଛି। ୪୩୦ କୋଟି ବିଲିୟନ୍ ଡଲାର ଅଂଶଧନରେ ରିଲାଏନ୍ସ ବୋର୍ଡରେ ସାମିଲ ହୋଇଛି ସାଉଦି ଆରାମ୍‌କୋ। ରିଲାଏନ୍ସ ଏଜିଏମ୍‌...

View Article


Image may be NSFW.
Clik here to view.

ସେପ୍ଟେମ୍ଵର ୧୦ରେ ବଜାରକୁ ଆସିବ ‘ଜିଓଫୋନ୍ ନେକ୍ସଟ୍’

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ରିଲାଏନ୍ସ ଜିଓ ଏବଂ ଗୁଗଲ୍ ଦ୍ଵାରା ବିକଶିତ ସ୍ମାର୍ଟ ଫୋନ୍ ‘ଜିଓଫୋନ୍ ନେକ୍ସଟ୍’ ସେପ୍ଟେମ୍ଵର ୧୦ ତାରିଖରେ ବଜାରକୁ ଆସିବ। ଗଣେଶ ଚତୁର୍ଥୀ ଅବସରରେ କମ୍ପାନିର ଏହି ନୂଆ ସ୍ମାର୍ଟ ଫୋନ୍‌ର ବଜାର ପ୍ରବେଶ ହେବ...

View Article

Image may be NSFW.
Clik here to view.

ଗ୍ରୀନ୍ ଏନର୍ଜୀ ବ୍ୟବସାୟରେ ପାଦ ଦେବ ରିଲାଏନ୍ସ

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ୨୦୧୬ ମସିହାରେ ଜିଓ କମ୍ପାନିର ଲୋକାର୍ପଣ କରି ଟେଲିକମ୍ ବ୍ୟବସାୟରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଖୁବ୍ ଶ୍ରୀଘ୍ର ଗ୍ରୀନ୍ ଏନର୍ଜୀ ବ୍ୟବସାୟରେ ପାଦ ଦେବ ବୋଲି ୪୪ତମ ରିଲାଏନ୍ସ ଏଜିଏମ୍‌...

View Article


Image may be NSFW.
Clik here to view.

ତେଲ ଦର ବୃଦ୍ଧି ଓ ବର୍ଷା ଯୋଗୁଁ ରାଜଧାନୀରେ ପନିପରିବା ଦାମ ଅକାଶଛୁଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାତାର ତେଲ ଦର ବୃଦ୍ଧି ଓ ବର୍ଷା କାରଣରୁ ରାଜଧାନୀ ଭୁବନେଶ୍ଵରରେ ପରିବା ଦର ଏବେ ଅକାଶଛୁଆଁ ହୋଇଛି। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବା ହେତୁ ରାଜଧାନୀକୁ ପରିବା ଟ୍ରକ ଆସୁନାହିଁ। ତେଣେ ଦୈନନ୍ଦିନ ପେଟ୍ରୋଲ,...

View Article

Image may be NSFW.
Clik here to view.

‘କେତେ ନୂଆ ବାଟ ସିଜିନ୍ ୨’ – ଜୁନ୍ ୨୬ରେ ଦେଖନ୍ତୁ ଭିଡିଓ ସିରିଜର ତୃତୀୟ ଅଧ୍ୟାୟ...

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’...

View Article


Image may be NSFW.
Clik here to view.

ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୧ କୋଟିର କୋଭିଡ୍ ସହାୟତା ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ...

View Article

Image may be NSFW.
Clik here to view.

ଡେଲ୍ଟା ଭାରିଏଣ୍ଟ ଆତଙ୍କ –କେମିତି ମୁକାବିଲା କରିବା?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଏକ ନୂଆ ଭାରିଏଣ୍ଟ ଯାହାକୁ ଡେଲ୍ଟା ଭାରିଏଣ୍ଟ କୁହାଯାଉଛି ତାହା ଏବେ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଆମେରିକାର ସେଣ୍ଟର୍ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି) ଏହାକୁ ‘ଭାରିଏଣ୍ଟ ଅଫ...

View Article

Image may be NSFW.
Clik here to view.

ରାଜ୍ୟରେ ଜୁନ୍ ୩୦ରୁ ଶିଶୁମାନଙ୍କୁ ଦିଆଯିବ ନ୍ୟୁମୋକୋକଲ କଞ୍ଜୁଗେଟ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଜୁନ୍ ୩୦ ତାରିଖରୁ ସମଗ୍ର ରାଜ୍ୟରେ ନ୍ୟୁମୋକୋକଲ କଞ୍ଜୁଗେଟ ଭାକ୍ସିନ ବା ପିସିଭି ଦିଆଯିବ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ରବିବାର ଦିନ ଭର୍ଚୁଆଲ ମୋଡ୍‌ରେ...

View Article
Browsing all 11715 articles
Browse latest View live