ଓଡ଼ିଶାରେ କରୋନା ସ୍ଥିତି –ଖସୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟାରେ ସ୍ଥିରତା
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ୪,୩୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ଆଜି ୪୪ ଜଣଙ୍କ ଜୀବନ ନେଲା ମହାମାରୀ ମୋଟ୍ ପଜିଟିଭ୍ ସଂଖ୍ୟା ୮,୫୬,୧୨୧କୁ ବୃଦ୍ଧି ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୩୪୬ ଓଡ଼ିଶାର କରୋନା ସ୍ଥିତିରେ ଏବେ...
View Articleସୋନୁ ସୁଦଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଚାଲି ଚାଲି ଗଲେ ଭେଙ୍କଟେଶ
ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ବଲିଉଡ୍ ଅଭିନେତା ସୋନୁ ସୁଦ ଭଗବାନ ପାଲଟି ଯାଇଛନ୍ତି। ଏମିତିକି ଅନେକ ସ୍ଥାନରେ ଲୋକମାନେ ତାଙ୍କ ମୂର୍ତ୍ତି ତିଆରି...
View Articleଜୁନ୍ ୧୬ରୁ ଖୋଲିବ ରାଜ୍ୟର ସମସ୍ତ କୀର୍ତ୍ତିରାଜି
ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ଓଡ଼ିଶାର ସମସ୍ତ କୀର୍ତ୍ତିରାଜି ଜୁନ୍ ୧୬ରେ ଖୋଲିବ। ଲକଡାଉନ୍ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା। ଆଜି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ(ଏଏସଆଇ) ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ...
View Articleକୋଭିଡ-୧୯ ଦ୍ୱିତୀୟ ଲହରରେ ଓଡ଼ିଶାରେ ୨୮ଜଣ ଡାକ୍ତରଙ୍କ ଜୀବନ ଯାଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ-୧୯ ଦ୍ଵିତୀୟ ଲହରରେ ଓଡ଼ିଶାରେ ୨୮ଜଣ ଡାକ୍ତରଙ୍କ ଜୀବନ ଯାଇଛି। କରୋନା କାଳରେ ଓଡ଼ିଶାରେ କେତେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ତାକୁ ନେଇ ରାଜ୍ୟ ସରକାର ଓ ଓଡ଼ିଶା ମେଡିକାଲ ସେବା ସଂଘ (ଓମସା) ନିରବ ରହିଥିବାବେଳେ ଭାରତୀୟ...
View Articleଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପର୍ଯ୍ୟଟନ ଶିଳ୍ପ ଲାଗି ରାଜ୍ୟ ସରକାର ଖୁବ୍ଶୀଘ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବେ। ଫିକି ଓଡ଼ିଶା ପକ୍ଷରୁ ଆୟୋଜିତ ‘କୋଭିଡ୍-୧୯: ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ...
View Articleଜାଣନ୍ତୁ ଆଜିର ରାଶିଫଳ – (୧୫ ଜୁନ୍ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ୫ମୀ ରାତ୍ରି ୧୦:୫୭:୦୭ ଗତେ ୬ଷ୍ଠୀ ତିଥି। କର୍କଟ ଚନ୍ଦ୍ର ରାତ୍ରି ୦୯:୪୧...
View Articleଆଜି ରଜ ସଂକ୍ରାନ୍ତି – କରୋନା କଟକଣା ଭିତରେ ରଜ ପାଳୁଛନ୍ତି ଝିଅ ବୋହୂ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। କରୋନା କଟକଣା ଭିତରେ ଗାଁରୁ ସହର ସବୁଠି ପାଳନ ହେଉଛି ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ପୂର୍ବ ବର୍ଷଗୁଡ଼ିକ...
View Articleକରୋନାରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା, ମା’, ଅନାଥ ହୋଇଗଲେ ୩ ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କଅଁଳ ବୟସ। ଦୁନିଆକୁ ଏଯାଏଁ ଭଲକରି ଦେଖି ବି ନାହାନ୍ତି। ହେଲେ ଦଇବ ନିଷ୍ଠୁର ସାଜିଲା, କିଛି ବୁଝିବା ଆଗରୁ ଆଗପଛ କରି କରୋନାରେ ଚାଲିଗଲେ ବାପା,ମା’। ତିନି ତିନିଟା ପିଲାଙ୍କୁ ଅନାଥ...
View Articleସେଲିବ୍ରିଟିମାନଙ୍କ ଲକଡାଉନ୍ ରଜ – ଘରେ ରହି ପିଠା ଖାଇ କରୁଛନ୍ତି ମଉଜ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡ଼ିଛି ରଜ। ଓଡ଼ିଆ ସେଲିବ୍ରିଟିମାନେ ଘରେ ରହି ପାଳୁଛନ୍ତି ଲକଡାଉନ୍ ରଜ। ଏଥର ରଜ ଉପରେ କରୋନା ମାଡ଼। ପୂର୍ବବର୍ଷ କରୋନାର ପ୍ରଥମ ଲହର ସଂକ୍ରମଣ ପାଇଁ ଫିକା ପଡ଼ିଥିଲା...
View Articleବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ କ’ଣ ଓ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଙ୍କଟ ମଧ୍ୟରେ କଳା ଫିମ୍ପି ବା ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତାର କାରଣ ହୋଇଛି। ସାଧାରଣତଃ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି କିମ୍ଵା କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ବ୍ଲାକ୍ ଫଙ୍ଗସ୍ରେ...
View Articleଓଡ଼ିଶାର ଘରୋଇ ହସ୍ପିଟାଲ ପାଇଁ ସଂରକ୍ଷିତ ଥିବା ଟିକାକୁ କମେଇବାକୁ କେନ୍ଦ୍ରକୁ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୨୫ ପ୍ରତିଶତ ଟିକା ସଂରକ୍ଷିତ ରହିଛି। ସେହି ଟିକାକୁ ଆଣି ସରକାରଙ୍କ ଷ୍ଟକରେ ଯୋଡ଼ା ଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର ୫ ପ୍ରତିଶତ ଟିକା ଯଦି ଘରୋଇ...
View Articleବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକର ହାଇଡ୍ରାମା –୫ ଘଣ୍ଟାରେ କାବୁ କଲା ପୋଲିସ, ଘଟଣା ପଛରେ...
ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀର ସହରରେ ମଙ୍ଗଳବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଶାନ୍ତିପଡ଼ା ଅଞ୍ଚଳର ଦିବ୍ୟଲୋଚନ ହୋତାଙ୍କ ଘରେ ଆଜି ସକାଳେ ଜଣେ ଯୁବକ ପଶି ବନ୍ଧୁକ ଦେଖାଇ ପୂରା ପରିବାରକୁ ବନ୍ଧକ ବନାଇଦେଇଥିଲେ। ପାଞ୍ଚ ଘଣ୍ଟାର ଅପରେସନ...
View Articleଏବେବି କୋରାପୁଟର ଅନେକ ଗାଁରେ ପଶିପାରିନି କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ପ୍ରଥମ ଲହର ପରେ ଦ୍ଵିତୀୟ ଲହର ସଂକ୍ରମଣ ଥମିବାରେ ଲାଗିଲାଣି କିନ୍ତୁ ଏବେବି କୋରାପୁଟ ଜିଲ୍ଲାର ଅନେକ ଅଞ୍ଚଳରେ ପଶିପାରିନି ଅଦୃଶ୍ୟ କରୋନା ଭୂତାଣୁ। ଗାଁର କୌଣସି ବି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇନାହାଁନ୍ତି।...
View Articleସଙ୍ଗୀତ: ଜୀବନର ଗୀତ
ଡକ୍ଟର ଭାଗ୍ୟଲିପି ମଲ୍ଲ ଆଜି ବିଶ୍ୱ ସଙ୍ଗୀତ ଦିବସ। ସାରା ବିଶ୍ୱ ସଙ୍ଗୀତ ପାଇଁ ସମର୍ପିତ। କାହିଁକି? କାରଣ ସ୍ପଷ୍ଟ। ମଣିଷର ଭାବ ସହିତ ଭାବକୁ ଯୋଡ଼ିବାରେ ସଙ୍ଗୀତ ଏକ ଶକ୍ତିଶାଳୀ ମାଧ୍ୟମ। ଏହି ବାସ୍ତବତା ପ୍ରତ୍ୟେକଙ୍କ ଭିତରେ ସଂଚରୀ ଦେବାଲାଗି...
View Articleଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ – କଟକଣା ଭିତରେ ଜୋରସୋରରେ...
ଓଡ଼ିଶାଲାଇଭ୍ ବ୍ୟୁରୋ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ହୋଇଯାଇଛି। ଜୁନ୍ ୨୪ରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କରୋନା ସଙ୍କଟ ଟଳିନଥିବାରୁ ସ୍ନାନ...
View Articleରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ୫ ପ୍ରତିଶତ ତଳକୁ ଖସିଲା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର କରୋନା ସଂକ୍ରମଣ ଗ୍ରାଫ୍ରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି। ସୋମବାର ଦିନ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ୍ ହାର ବା ଟିପିଆର ୫ ପ୍ରତିଶତ ତଳକୁ ଖସିଛି। ରବିବାର ଦିନ ଏହି ହାର ୫ ପ୍ରତିଶତରୁ ଅଧିକ ରହିଥିଲା।...
View Articleନବରଙ୍ଗପୁର ବସ୍ ଷ୍ଟାଣ୍ଡ ଖଲାସୀଙ୍କୁ ଔଷଧ ଦୋକାନୀଙ୍କ ପକ୍ଷରୁ ଚାଉଳ ଓ ମାସ୍କ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କାଳରେ ଠପ୍ ହୋଇଯାଇଛି ଜୀବିକା। ଅନେକ ଚାକିରି ହରାଇଛନ୍ତି, ତ’ ଅନେକ ଭୂତାଣୁ ସଂକ୍ରମଣ ଡରରେ ବାହାରକୁ ନଯାଇପାରି ଘରେ ବସିଛନ୍ତି, ଆଉ କିଏ କିଏ ଲକଡାଉନ୍ କଟକଣା ଯୋଗୁଁ ଖାଇବାକୁ...
View Articleଜୋର ଧରିଲା ଟିକା ରାଜନୀତି – ବାଲେଶ୍ଵର ଓ ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲା...
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଟିକାକରଣକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ବାଲେଶ୍ଵର ଓ ଅନୁଗୁଳରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ତେଜିଛି ରାଜନୀତି। ବିଜେପି...
View Articleଜାଣନ୍ତୁ ଆଜିର ରାଶିଫଳ – (୨୨ ଜୁନ୍ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ୧୨ଶୀ ଦିବା ୧୦:୨୨:୨୧ ଗତେ ୧୩ଶୀ ତିଥି। ତୁଳା ଚନ୍ଦ୍ର ଦିବା ୦୮:୫୯ ଗତେ...
View Articleରାଜ୍ୟରେ ଖସୁଛି କରୋନା ଗ୍ରାଫ୍ –୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ ୨୪ ଘଣ୍ଟାରେ ରାଜ୍ୟରୁ ୨,୯୫୭ ନୂଆ ପଜିଟିଭ୍ ଚିହ୍ନଟ ଆଜି ରାଜ୍ୟରୁ ୩୮ଟି କୋଭିଡ୍ ମୃତ୍ୟୁ ରେକର୍ଡ ମୋଟ୍ ସଂକ୍ରମିତ ସଂଖ୍ୟା ୮,୮୩,୪୯୦ ୩,୬୭୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା କରୋନାଜନିତ ଲକ୍ଡାଉନ୍, ସଟ୍ଡାଉନ୍ ମଧ୍ୟରେ...
View Article