Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୦୯ ଜୁନ୍ ୨୦୨୧, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଜ୍ୟେଷ୍ଠ କୃଷ୍ଣ ୧୪ଶୀ ଦିବା ୦୧:୫୮:୨୫ ଗତେ ଅମାବାସ୍ୟା ତିଥି। ବୃଷ ଚନ୍ଦ୍ର ଅହୋରାତ୍ର।...

View Article


Image may be NSFW.
Clik here to view.

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନୂତନ ନିର୍ବାଚନ କମିସନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ଭାରତର ନୂତନ ନିର୍ବାଚନ କମିସନର ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏନେଇ କେନ୍ଦ୍ର ଆଇନ୍ ଏବଂ ନ୍ୟାୟ...

View Article


Image may be NSFW.
Clik here to view.

ଗତ ୨୪ଘଣ୍ଟାରେ ଦେଶରୁ ବାହାରିଲେ ୯୨ହଜାର ପଜିଟିଭ୍‌, ୨୨୧୯ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶ ପାଇଁ ଆସ୍ୱସ୍ତିକର ଖବର। ଦେଶରେ ଏବେ ଦୈନିକ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨ହଜାର ୫୯୬ ନୂଆ ଆକ୍ରାନ୍ତ ଚିହ୍ନଟ...

View Article

Image may be NSFW.
Clik here to view.

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ –ଦିନକରେ ଚିହ୍ନଟ ହେଲେ ୬ହଜାର ୦୧୯ ପଜିଟିଭ୍‌, ୪୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୬ହଜାର ୦୧୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...

View Article

Image may be NSFW.
Clik here to view.

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସ୍ଥିତି ସମୀକ୍ଷା – ସଂକ୍ରମଣ ହାର କମ୍‌ ଥିବା ଜିଲ୍ଲାରେ ଆରମ୍ଭ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ହାରକୁ ଦେଖି ପର୍ଯ୍ୟାୟକ୍ରମେ ଲାଗୁ ହେବାକୁ ଯାଉଛି ‘ଅନଲକ୍‌’ ପ୍ରକ୍ରିୟା। ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏଭଳି...

View Article


Image may be NSFW.
Clik here to view.

ତୃତୀୟ ଲହର ପାଇଁ ଆଗୁଆ ପ୍ରସ୍ତୁତି – ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ, ଏବେଠୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ଲହରକୁ ନେଇ ଏବେଠୁ ପ୍ରସ୍ତୁତି ଶିଶୁମାନେ ଅଧିକ ପ୍ରଭାବିତ ନେଇ ଆଶଙ୍କା ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଚିକିତ୍ସା ପାଇଁ ଜେନେରାଲ ଓ ଆଇସିୟୁ ବେଡ୍‌...

View Article

Image may be NSFW.
Clik here to view.

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ –ଶ୍ରଦ୍ଧାଞ୍ଜଳି ଜଣାଇଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୦ତମ ଜନ୍ମ ଜୟନ୍ତୀ। ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାରେ ଲୌହମାନବୀ ଭାବେ ବେଶ ପରିଚିତ। ଓଡ଼ିଶାର ବିକାଶରେ...

View Article

Image may be NSFW.
Clik here to view.

ଅଭୟ ପାଠକ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଚାକିରି ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିଛି। ଓଡ଼ିଶା ହାଇକୋର୍ଟ ପାଠକ ବାପ-ପୁଅଙ୍କୁ ଜାମିନ ଦେଇଛନ୍ତି। ଦୁଇ ଲକ୍ଷ...

View Article


Image may be NSFW.
Clik here to view.

କରୋନା ଲଢେଇର ସମ୍ମୁଖ ଯୋଦ୍ଧା କିନ୍ନର ପ୍ରିନସେସ୍‌ – ଟିକାକରଣ କେନ୍ଦ୍ରରେ ଲୋକଙ୍କୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ  ରାଉରକେଲା ସହରର ଏକମାତ୍ର କିନ୍ନର ଭାବେ କରୋନା ଲଢେଇରେ ସାମିଲ ହୋଇଛନ୍ତି ପ୍ରିନସେସ୍‌। କରୋନା ମହାମାରୀ ପାଇଁ ସବୁଠି ହା ହା କାର ପରିସ୍ଥିତି। ଏହି ଅଦୃଶ୍ୟ ଭୂତାଣୁ ଡରରେ ପାଖ ମାଡ଼ୁ ନାହାଁନ୍ତ ସାହି ପଡ଼ିଶା, ବନ୍ଧୁ...

View Article


Image may be NSFW.
Clik here to view.

ଆଜି ସାବିତ୍ରୀ ଅମାବାସ୍ୟା, ସ୍ଵାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ରଖନ୍ତି ସଧବା ନାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଜ୍ୟୋଷ୍ଠ ଅମାବାସ୍ୟା ଅର୍ଥାତ ଆଜିର ଦିନକୁ ସମସ୍ତେ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରିଥାନ୍ତି। ସ୍ଵାମୀଙ୍କ ସୁସ୍ଥ ଶରୀର ଓ ନୀରାମୟ ଜୀବନ କାମନା କରି ସବୁ ସଧବା ନାରୀମାନେ ଆଜି ବ୍ରତ ରଖିଛନ୍ତି। ଆଜିର ଦିନରେ...

View Article

Image may be NSFW.
Clik here to view.

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ଆଜି ପ୍ରବଳ ବର୍ଷିବ ୪୮ ଘଣ୍ଟାରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଗୁରୁବାର ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ମୌସୁମୀ...

View Article

Image may be NSFW.
Clik here to view.

ଟିକା ପାଇଁ ଆଗୁଆ ସ୍ଲଟ୍ ବୁକିଙ୍ଗ ଆଉ ଜରୁରୀ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକାକରଣ ପଦ୍ଧତିରେ କୋହଳ କରାଯାଇଛି। ଏବେ ଟିକା ପାଇଁ ଆଉ ଆଗୁଆ ସ୍ଲଟ୍ ବୁକିଙ୍ଗ କରିବାକୁ ପଡିବ ନାହିଁ। କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଆଗରୁ ବୁକିଙ୍ଗ କରିବା...

View Article

Image may be NSFW.
Clik here to view.

କରୋନା କଟକଣା –ଏଥର ବି ବିନା ଭକ୍ତରେ ହେବ ରଥଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା କରୋନା ପାଇଁ ଏଥର ବିନା ଭକ୍ତରେ ହେବ ରଥଯାତ୍ରା କେବଳ ପୁରୀକୁ ଛାଡ଼ି ବାକି ସବୁଠି ରଥଯାତ୍ରା ବନ୍ଦ ଦୁଇ ଡୋଜ୍ ଟିକା ନେଇଥିବା ସେବାୟତ ହେବେ ସାମିଲ ଆରଟି-ପିସିଆର ନେଗେଟିଭ୍ ଥିବା...

View Article


Image may be NSFW.
Clik here to view.

ମାଲକାନଗିରିର କିଶୋରୀ ହେମାଶ୍ରୀ ଖମାରୀଙ୍କ କୋଭିଡ ଡାଏରି

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘କରୋନା ମହାମାରୀ ପାଇଁ ଆମେ ସମସ୍ତେ ଘରେ ରହିଛୁ। ଭାଇ ଭଉଣୀମାନଙ୍କ ସହ ସମୟ ବିତାଉଛୁ। ଘରୁ ବାହାରକୁ ଯିବା ବେଳେ ମାସ୍କ ବ୍ୟବହାର କରୁଛୁ ଏବଂ ଘରକୁ ଆସିଲେ ୨୦ ସେକେଣ୍ଡ ଯାଏଁ ହ୍ୟାଣ୍ଡୱାସ୍‌ରେ ହାତ ଧୋଉଛୁ। ଆମ ସାହି...

View Article

Image may be NSFW.
Clik here to view.

ଘରେ ରହି ବ୍ୟାୟାମ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ –ହକି ଖେଳାଳି ଅମିତ ରୋହିଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍-୧୯ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଛି। ଭାରତୀୟ ଖେଳ ଜଗତ ମଧ୍ୟ ଏଥିରେ ବେଶ୍ ପ୍ରଭାବିତ ହୋଇଛି। କେତେ ନୂଆ ବାଟ ମିଡିଆ କ୍ୟାମ୍ପେନରେ ଯୋଗ ଦେଇ ଭାରତୀୟ ହକି ଖେଳାଳି ଅମିତ ରୋହିଦାଶ କୋଭିଡ୍‌ରୁ କିପରି ସୁରକ୍ଷିତ...

View Article


Image may be NSFW.
Clik here to view.

ସଂକ୍ରମଣକୁ ଟପିଲା ସୁସ୍ଥ ସଂଖ୍ୟା –ଆଜି ରାଜ୍ୟରୁ ସୁସ୍ଥ ହେଲେ ୮,୨୯୯ ଜଣ କରୋନା ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁସ୍ଥହାର ବଢ଼ିବାରେ ଲାଗିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରୁ ୮ ହଜାର ୨୯୯ ଜଣ କରୋନା ରୋଗୀ ସୁସ୍ଥ ହୋଇ...

View Article

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୧୧ ଜୁନ୍ ୨୦୨୧, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦ ସନ୍ଧ୍ୟା ୦୬:୩୦:୫୨ ଗତେ ୨ୟା ତିଥି। ମିଥୁନ ଚନ୍ଦ୍ର ଅହୋରାତ୍ର।...

View Article


Image may be NSFW.
Clik here to view.

ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ ଆଗୁଆ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେଉଁମାନେ ବିଦେଶ ଗସ୍ତରେ ଯିବେ ସେମାନଙ୍କ ପାଇଁ ଟିକା ନିୟମରେ କୋହଳ କରାଯାଇଛି। ଚାକିରି, ପଢ଼ାପଢ଼ି କିମ୍ବା ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ଯେଉଁମାନେ ଭାଗ ନେବାକୁ ଯାଉଛନ୍ତି ସେମାନଙ୍କୁ ଏବେ ଆଗୁଆ କରୋନା ଟିକା...

View Article

Image may be NSFW.
Clik here to view.

ଧାନର ଏମ୍‌ଏସ୍‌ପିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ – କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ବୃଦ୍ଧିକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି। କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇଥିବା ଅଣଧାନ ସହାୟକ ମୂଲ୍ୟକୁ ନେଇ ସନ୍ତୁଷ୍ଟ ନାହିଁ...

View Article

Image may be NSFW.
Clik here to view.

ଶ୍ରଦ୍ଧାଞ୍ଜଳି –ରାଧାମୋହନ (୧୯୪୩ – ୨୦୨୧)

ଭାସ୍କର ପରିଛା ଜଣେ ଗାନ୍ଧୀବାଦୀ, ସମାଜସେବୀ, ପରିବେଶବିତ୍ ଓ ଜୈବିକ କୃଷି ପ୍ରବର୍ତ୍ତନ କର୍ମୀ ଥିଲେ ରାଧାମୋହନ। ୧୯୪୩ ମସିହା ଜାନୁଆରୀ ୩୦ ତାରିଖରେ ନୟାଗଡ଼ ଜିଲ୍ଲାର ରଙ୍ଗଣିପାଟଣାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ଗାଁରେ ସ୍କୁଲ ଶିକ୍ଷା...

View Article
Browsing all 11715 articles
Browse latest View live