ଜାଣନ୍ତୁ ଆଜିର ରାଶିଫଳ – (୦୫ ଜୁନ୍ ୨୦୨୧, ଶନିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ତିଥି ଅହୋରାତ୍ର। ମୀନଚନ୍ଦ୍ର ରାତ୍ରି ୧୧:୨୮ ଗତେ ମେଷଚନ୍ଦ୍ର।...
View Articleଆଜି ରାଜ୍ୟରୁ ଚିହ୍ନଟ ହେଲେ ୭ହଜାର ୩୯୫ ପଜିଟିଭ୍, କରୋନାରେ ୪୦ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୩୯୫ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...
View Articleକୋଭିଡ୍ ଟିକା ନେବା ପରେ କେମିତି ଡାଉନଲୋଡ୍ କରିବେ ଟିକାକରଣ ସାର୍ଟିଫିକେଟ୍?
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହମାରୀର ଦ୍ୱିତୀୟ ଲହରରେ ସଂକ୍ରମଣର ଭୟ ସାଂଘାତିକ ହୋଇଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି କୋଭିଡ୍ ଟିକା। ଏଥିପାଇଁ ଦେଶବ୍ୟାପୀ ଏବେ ଟିକାକରଣ ଚାଲିଛି। ଟିକା ନେବା ପରେ ହିତାଧିକାରୀମାନେ...
View Articleରାଉରକେଲାରେ ଆରମ୍ଭ ହୋଇଛି ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା ବର୍ଷକ ମଧ୍ୟରେ ଶେଷ ହେବ କାମ ଖର୍ଚ୍ଚ ହେବ ୧୩୦ କୋଟି ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଯାଉଥିବା ବିର୍ସା ମୁଣ୍ଡା...
View Articleରାଜ୍ୟରେ ଦିଆଗଲାଣି ପାଖାପାଖି ଏକ କୋଟି ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ଟିକା ଦାନ ବେଶ ଅଗ୍ରଗତି କରିଛି। ଜାନୁଆରୀ ୧୬ରୁ ରାଜ୍ୟରେ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ି କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ପରବର୍ତ୍ତୀ...
View Articleଫେସ୍ବୁକ୍ରୁ ପ୍ରେମ ପରେ ପାକିସ୍ତାନରେ ବନ୍ଦୀ –ଦୀର୍ଘ ଚାରି ବର୍ଷ ପରେ ବିଶାଖାପାଟଣା...
ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ପାକିସ୍ତାନ ଜେଲ୍ରେ ଦୀର୍ଘ ଚାରି ବର୍ଷର ସଜା କାଟିବାପରେ ନିଜ ଦେଶକୁ ଫେରିଛନ୍ତି ଆନ୍ଧ୍ରପ୍ରଦେଶ ବିଶାପାଟଣାର ଜଣେ ୩୨ବର୍ଷୀୟ ଯୁବକ। ତାଙ୍କର ନାଁ ହେଉଛି ୱାଇଣ୍ଡମ...
View Articleଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଭୁବନେଶ୍ୱରରେ କମୁଛି ସଂକ୍ରମଣ ହାର – ବିଏମ୍ସି କମିସନର
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି। କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପଜିଟିଭି ହାର କମିବାରେ ଲାଗିଛି। ଏହି ଧାରା ବଜାୟ ରଖିବା ପାଇଁ ବିଏମ୍ସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ...
View Article‘କେତେ ନୂଆ ବାଟ ସିଜିନ୍ ୨’– ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ...
ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’...
View Articleକୋଭିଡ୍ ସଚେତନତା ସହ ବୃକ୍ଷରୋପଣ କରି ‘ବିଶ୍ଵ ପରିବେଶ ଦିବସ’ପାଳିଲା ସ୍ପ୍ରେଡ ହାପିନେସ...
ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଓ ସ୍ଵାତୀ ଏନଜିଓ ପକ୍ଷରୁ ଶନିବାର ବିଶ୍ଵ ପରିବେଶ ଦିବସ ପାଳନ ହୋଇଛି। ଏହି ଅବସରରେ ଭଞ୍ଜନଗର ବ୍ଳକ ଦଦରାଲୁଣ୍ଡା ପଞ୍ଚାୟତର ପଇତା ଗାଁରେ ଉଭୟ ଅନୁଷ୍ଠାନ ପକ୍ଷରୁ...
View Articleଜାଣନ୍ତୁ ଆଜିର ରାଶିଫଳ – (୦୬ ଜୁନ୍ ୨୦୨୧, ରବିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଜ୍ୟେଷ୍ଠ କୃଷ୍ଣ ଏକାଦଶୀ (ମଳ) ପ୍ରାତଃ ୦୬:୧୯:୪୯ ଗତେ ଦ୍ଵାଦଶୀ ତିଥି। ମେଷଚନ୍ଦ୍ର...
View Article‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘ଓଡ଼ିଶାରେ...
ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’...
View Article୬ ହଜାର ତଳକୁ ଖସିଲା ସଂକ୍ରମଣ –୨୪ ଘଣ୍ଟାରେ ରାଜ୍ୟରୁ ୫,୮୯୬ କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଦିନର ଦ୍ରୁତ ସଂକ୍ରମଣ ପରେ ରାଜ୍ୟରେ ଏବେ କରୋନା କେସ୍ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବଂ ଷ୍ଟେଟପୁଲ୍କୁ ମିଶାଇ ୫ ହଜାର ୮୯୬ଟି ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ...
View Articleକମୁଛି ସଂକ୍ରମଣ – ଦେଶରୁ ବାହାରିଲେ ୧ଲକ୍ଷରୁ କମ୍ ପଜିଟିଭ୍, ୨୧୨୩ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ପାଇଁ ଆସ୍ୱସ୍ତିକର ଖବର। ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ତଥ୍ୟ ଅନୁସାରେ ଅନେକ ଦିନର ବ୍ୟବଧାନପରେ ଆଜି ୧ଲକ୍ଷରୁ କମ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା...
View Articleନୟାଗଡ଼ରେ ୧୮-୪୪ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା, ଜିଲ୍ଲାରେ ଟିକା ନେଲେଣି ଦେଢ଼ ଲକ୍ଷରୁ...
ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ରେ ପ୍ରଥମଥର ପାଇଁ ସୋମବାର ଦିନ ୧୮-୪୪ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଯାଇଛି। କେବଳ ନୟାଗଡ଼ ସହରାଞ୍ଚଳର ନାଗରିକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ଜୁନ୍ ୭...
View Articleବଦଳିବାକୁ ଯାଉଛି ରାଉରକେଲା ସହରର ଚିତ୍ର ଓ ପରିଚୟ
ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ସମୟରେ ଜର୍ମାନୀ ସହାୟତାରେ ନିର୍ମିତ ଇସ୍ପାତ କାରଖାନା ପାଇଁ ରାଉରକେଲା ସହର ଓଡ଼ିଶାରେ ନାଁ କରିଥିଲା। ଏକ ଶିଳ୍ପସମୃଦ୍ଧ ସହର ଓ ସଂସ୍କୃତି ସମ୍ପନ୍ନ ଲୋକଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ରାଉରକେଲା ମହାନଗର ଏବେ...
View Articleଏକାମ୍ର ଯୋଜନା ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ...
ଓଡ଼ିଶାଲାଇଭ୍ ବ୍ୟୁରୋ ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର। ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଚାରିପଟେ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଏବେ ଆଗେଇବ। ଏକାମ୍ର କ୍ଷେତ୍ର ବିକାଶର...
View Articleଲକ୍ଡାଉନ୍ ସମୟରେ ଅସହାୟଙ୍କ ଆଶ୍ରୟ ପାଲଟିଛି ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଅସହାୟ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଉଛି ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’। କରୋନା ମହାମାରୀ ସମୟରେ ଜନସାଧାରଣ କଠିନ ପରିସ୍ଥିତି ଦେଇ ଗତି କରୁଥିବାବେଳେ ସେମାନଙ୍କୁ...
View Articleସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ କୋଭିଡ୍ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬କୋଟି ୨୯ଲକ୍ଷ ୭୧ହଜାର ମଞ୍ଜୁର ଉପକୃତ ହେବେ ୮୬ହଜାର ୬୫୭ ଉଠାଦୋକାନୀ ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା...
View Articleଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଛି। ଏଥିପାଇଁ ମଙ୍ଗଳବାର କଟକ ଅଶ୍ୱିନୀ ହସ୍ପିଟାଲରୁ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚାଇବା ପାଇଁ ଏକ ଗ୍ରୀନ କରିଡର...
View Articleସୋସିଆଲ ମିଡିଆରେ ସେୟାର କରନ୍ତୁନି ଟିକା ପ୍ରମାଣ ପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ ଟିକା ନେବାପରେ ସୋସିଆଲ ମିଡିଆରେ ନିଜର ଟିକା ପ୍ରମାଣ ପତ୍ର ସେୟାର କରୁଥିଲେ ହୋଇଯାଆନ୍ତୁ ସାବଧାନ୍। ପ୍ରମାଣ ପତ୍ରରେ ଥିବା ‘କ୍ୟୁଆର୍ କୋଡ’ ଆପଣଙ୍କ ପାଇଁ ବିପଦ ହୋଇପାରେ। ଏଭଳି ସତର୍କ ସୂଚନା ଜାରି କରିଛି କମିସନରେଟ...
View Article