ପରିବେଶ ପ୍ରେମରେ ଦିବ୍ୟା – ଖବରକାଗଜରୁ ତିଆରି କରୁଛନ୍ତି ଇକୋଫ୍ରେଣ୍ଡଲି ବ୍ୟାଗ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଖବରକାଗଜରୁ ଇକୋଫ୍ରେଣ୍ଡଲି ପେପର ବ୍ୟାଗ୍ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି କେରଳର କୋଚୀନ ସହରରେ ରହୁଥିବା ଜଣେ ମହିଳା। ତାଙ୍କ ନାମ ହେଉଛି ଦିବ୍ୟା ତୋମସ। ପରିବେଶରେ ଉପରେ ପ୍ରଭାବ ପକାଉଥିବା ପ୍ଲାଷ୍ଟିକର...
View Articleକରୋନା କ୍ଷତି ଭରଣା ପାଇଁ ନିଆ ଯାଉଛି ଟିକସ, ବଢୁଛି ତେଲ ଦର –ପେଟ୍ରୋଲିୟମ ମନ୍ତ୍ରୀ...
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଏବେ ପେଟ୍ରୋଲ, ଡିଜେଲ ଦର ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଦର ବୃଦ୍ଧିକୁ ନେଇ ଦେଶରେ ରାଜନୀତି ବି ବେଶ୍...
View Articleଦିବ୍ୟାଙ୍ଗଙ୍କୁ ବାହାହେଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ ଦିବ୍ୟାଙ୍ଗ ଯୁବକ ବିବାହ କଲେ ବା ଜଣେ ଭଲ ମଣିଷ ଜଣେ ଦିବ୍ୟାଙ୍ଗଙ୍କୁ ବାହା ହେଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ଏନେଇ ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ...
View Articleମାର୍ଚ୍ଚ ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ମାସ ଆର୍ଥିକ ବର୍ଷର ଶେଷ ମାସ। ଏହି ମାସରେ ସାଧାରଣତଃ ବ୍ୟାଙ୍କଗୁଡ଼ିକ ସହିତ ଜଡିତ କାମ ଅଧିକ ଥାଏ। କିନ୍ତୁ ଜାଣି ରଖନ୍ତୁ ମାର୍ଚ୍ଚ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର...
View Articleଆଜି ମୋଟେରା ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ – ଟିମ୍ ଇଣ୍ଡିଆ ପାଇଁ...
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଆଜି ତୃତୀୟ ମ୍ୟାଚ ଖେଳାଯିବ। ପ୍ରଥମଥର ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗୁଜୁରାଟର ମୋଟେରା ଷ୍ଟାଡିୟମ ହେଉଛି ବିଶ୍ୱର ସବୁଠାରୁ ବଡ଼...
View Articleଓଡ଼ିଶାରେ ବଢୁଛି ଦିନ ତାପମାତ୍ରା –ମାର୍ଚ୍ଚ ସୁଦ୍ଧା ୪୦ ଛୁଇଁବ ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ ଏବେ ଶୀତ ପ୍ରବାହ କମିଥିବା ବେଳେ ଗରମ ପଡ଼ିବା ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜଧାନୀ ଭୁବନେଶ୍ଵରରୁ ସର୍ବାଧିକ ୩୭.୧...
View Articleଭୁବନେଶ୍ୱର ବିମାନ ବନ୍ଦରରେ ବାଧ୍ୟତାମୂଳକ ନୁହେଁ କରୋନା ଟେଷ୍ଟିଂ – ବିଏମ୍ସି କମିସନର
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶକୁ ପୁଣିଥରେ ଫେରିଛି କରୋନା। ରେଳ ପଥ ଓ ବିମାନ ବନ୍ଦରରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଗମନା ଗମନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ରାଜ୍ୟରେ କରୋନାର...
View Articleନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହେଲା ମୋଟେରା ଷ୍ଟାଡିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜୁରାଟର ମୋଟେରା ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି। ଏହା ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ ହୋଇଥିବା ବେଳେ ଏବେ ଏହାକୁ ସମସ୍ତେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଭାବେ ଜାଣିବେ। ବୁଧବାର...
View Articleମନେ ପଡ଼ନ୍ତି ବଲିଉଡ ଚାନ୍ଦିନୀ ଶ୍ରୀଦେବୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୮ ଆଜିର ଦିନରେ ବଲିଉଡରୁ ଆସିଥିଲା ଏକ ଦୁଃଖଦ ଖବର। ବଲିଉଡର ଚାନ୍ଦିନୀ ଶ୍ରୀଦେବୀଙ୍କର ଏହି ଦିନ ମୃତ୍ୟୁ ଘଟିଥିଲା। ଏହି ଖବର ସମସ୍ତ ସିନେପ୍ରେମୀଙ୍କୁ ଦୁଃଖ ଦେଇଥିଲା। ଆଜି ତାଙ୍କ ତୃତୀୟ...
View Articleକରୋନାର ନୂଆ ଷ୍ଟ୍ରେନ୍ –କ’ଣ ରହିଛି ଲକ୍ଷଣ, କେମିତି ରହିବେ ସତର୍କ?
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ନୂଆ ଷ୍ଟ୍ରେନକୁ କିପରି ଚିହ୍ନିବେ ଏବଂ ଏଥିପାଇଁ କେମିତି ସତର୍କ ରହିବେ ଜାଣନ୍ତୁ। ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ କଲାଣି। କରୋନାର ନୂଆ...
View Articleପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ୩ ବର୍ଷ – ଉପହାର ନାଁରେ ମିଳିଥିଲା ମୃତ୍ୟୁର ବୋମା
ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ହେଲା ୩ ବର୍ଷ। ଆଖିରେ ଆଖିଏ ସ୍ୱପ୍ନ ଏବଂ ମନରେ ନୂଆ ଆଶା ନେଇ ପାଟଣାଗଡ଼ର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ହାତ ଧରିଥିଲେ ରିମା। ସୌମ୍ୟଶେଖର...
View Articleମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ କରୋନା ଟିକା –ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ...
ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପରେ ଏବେ ବୟସ୍କମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ...
View Articleମାର୍ଚ୍ଚ ପହିଲାରୁ ଆରମ୍ଭ ଯୁକ୍ତ ୩ ପ୍ରଥମ ବର୍ଷର କ୍ଲାସ – ଅନଲାଇନରେ ହେବ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ ଅନଲାଇନରେ ହେବ ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଲାସ। ୨୦୨୧-୨୨ ଶିକ୍ଷା ବର୍ଷର ଛାତ୍ରଛାତ୍ରୀ ମାର୍ଚ୍ଚ ପହିଲାରୁ ଅନଲାଇନରେ ପଢ଼ିବେ ପାଠ। ପୁଣିଥରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଫିଜିକାଲ...
View Articleକାଲି ଭାରତ ବନ୍ଦ –ହେବ ଚକାଜାମ୍, ସ୍ଵାଭାବିକ ରହିବ ଜରୁରୀ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ କାଲି ବନ୍ଦ ରହିବ ସବୁ ଦୋକାନ ବଜାର ଖୋଲା ରହିବ ପେଟ୍ରୋଲ ପମ୍ପ, ଔଷଧ ଦୋକାନ କେନ୍ଦ୍ର ସରକାରଙ୍କ ଜିଏସ୍ଟି ଆଇନରେ ବାରମ୍ଵାର ପରିବର୍ତ୍ତନକୁ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ...
View Articleକାଞ୍ଜିପାଣି ଘାଟି ସାଜିଛି ମରଣ ଯନ୍ତା – ସପ୍ତାହେ ମଧ୍ୟରେ ଘଟିଲାଣି ୨ ବସ୍ ଦୁର୍ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର କାଞ୍ଜିପାଣି କୁସୁମ ଘାଟି ସାଜିଛି ମରଣ ଯନ୍ତା। ପୂର୍ବରୁ ଏହି ସ୍ଥାନରେ ଅନେକ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିଲା ବେଳେ ଏହି ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ବସ୍ ଦୁର୍ଘଟଣା ଘଟିଲାଣି। ୬ ଦିନ ତଳେ ଏକ...
View Articleକଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ – ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଗୁରୁବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ଗୋଷ୍ଠୀ ଜଗତସିଂହପୁରର ହୋଇଥିବା ସୂଚନା ମିଳିଛି । ଆଜି କଂଗ୍ରେସ ଭବନରେ ଓବିସି ସେଲର ବୈଠକ ଚାଲିଥିବା ସମୟରେ ଗଣ୍ଡଗୋଳ...
View Articleକେତେବେଳେ ଲାଗୁ ହୁଏ ରାଷ୍ଟ୍ରପତି ଶାସନ, କ’ଣ ପଡ଼େ ପ୍ରଭାବ?
ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନ ପରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହୋଇଥାଆନ୍ତା। ହେଲେ ନିର୍ବାଚନ ପୂର୍ବରୁ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ କହିବା ମୁତାବକ...
View Articleଆଉ ଚଳିବନି ସୋସିଆଲ ମିଡିଆରେ ଅଗଲବଗଲ – ସରକାର ଲଗାଇଲେ ଲଗାମ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଓଟିଟି ଓ ସୋସିଆଲ ମିଡିଆ ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଏହି ନୂଆ ଗାଇଡଲାଇନ ସମ୍ପର୍କରେ କହିଛନ୍ତି। ଏଣିକି...
View Articleବଢ଼ିଲା ପାସେଞ୍ଜର ଟ୍ରେନ ଭଡ଼ା –କରୋନା ରୋକିବାକୁ ରେଳ ମନ୍ତ୍ରାଳୟର ପଦକ୍ଷେପ
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶରେ ରେଳ ଭଡ଼ାକୁ ବୃଦ୍ଧି କରାଯାଇଛି। ଲୋକାଲ ପାସେଞ୍ଜର ଟ୍ରେନରେ ଅଳ୍ପଦୂର ବା ୩୦ରୁ ୪୦ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡ଼ାକୁ ଦୁଇଗୁଣା କରିଦିଆଯାଇଛି। କରୋନା ମହାମାରୀରୁ ରକ୍ଷା...
View Articleଭାରତରେ ସୋସିଆଲ ମିଡିଆ ବ୍ୟବହାର – ଆଗରେ ହ୍ୱାଟସଆପ୍, ସବାପଛରେ ଟୁଇଟର
ଓଡ଼ିଶାଲାଇଭ୍ ବ୍ୟୁରୋ ହ୍ୱାଟସଆପ୍ ବ୍ୟବହାରକାରୀ – ୫୩ କୋଟି ୟୁଟ୍ୟବ୍ – ୪୪.୮ ଫେସବୁକ – ୪୧ କୋଟି ଇନଷ୍ଟାଗ୍ରାମ- ୨୧ କୋଟି ଟୁଇଟର -୧ କୋଟି ୪୫ ଲକ୍ଷ ଭାରତରେ କେତେ ଲୋକ ବ୍ୟବହାର କରନ୍ତି କେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମ ସେନେଇ...
View Article