ରାଜ୍ୟର ଆଉ ୨୦୩ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ଆଉ ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ୫୭୦୫ ଜଣ ଆକ୍ରାନ୍ତ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି...
View Articleଶ୍ରୀଜିଉଙ୍କ ଅଧରପଣା ନୀତି ପାଇଁ ଚାଲିଛି ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ ଆଉି ଶ୍ରୀଜିଉଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ। ରଥ ଉପରେ ତିନି ଠାକୁରଙ୍କୁ ଲାଗି ହେବ ପଣା। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଧରପଣା ପାଇଁ ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆପଟ ସେବାୟତମାନେ ପାଣି...
View Article୨୨ ଶହ ଟଙ୍କାରେ କରୋନା ଟେଷ୍ଟିଂ, ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବକୁ ଅନୁମତି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ୨୨ ଶହ ଟଙ୍କାରେ କରିହେବ କରୋନା ଟେଷ୍ଟିଂ। ରାଜ୍ୟର ୪ଟି ଘରୋଇ ହସ୍ପିଟାଲରେ ଲୋକମାନେ ଟଙ୍କା ଦେଇ କରୋନା ନମୁନା ପରୀକ୍ଷା କରିପାରିବେ। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫି’ ଧାର୍ଯ୍ୟ କରାଯାଇଛି।...
View Article‘ଘରେ ଘରେ ଅରୁଣିମା’ ଶିଶୁମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି: ଲଳିତା ପଟ୍ଟନାୟକ
ଓଡିଶାଲାଇଭ୍ ବ୍ୟୁରୋ କରୋନା ସଙ୍କଟ ବେଳେ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ କହିଛନ୍ତି ୟୁନିସେଫ୍ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ। କରୋନା...
View Articleତିନି ରଥରେ କେମିତି ହୁଏ ଅଧରପଣା?
ଓଡିଶାଲାଇଭ ବ୍ୟୁରୋ ପୁରୀରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ଲାଗି ହୋଇଛି। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ।...
View Articleକଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ବ୍ୟାପିଲା କରୋନା?
ଓଡିଶାଲାଇଭ ବ୍ୟୁରୋ କ୍ୟାନସର ହସ୍ପିଟାଲରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ। ଗୋଟିଏ କି ଦୁଇଟି ନୁହଁ, କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରୁ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାନସର ରୋଗରୁ ଭଲ ହେବା ପାଇଁ...
View Article୮ ତାରିଖ ଯାଏ କଟକ ସହର ସଟଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରକୁ ସଟଡାଉନ୍ ଘୋଷଣା କଲା ସିଏମସି। ଆସନ୍ତା ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକ ସହର ସଟଡାଉନ୍ ରହିବ। ଏନେଇ ସିଏମସି ପକ୍ଷରୁ ଘୋଷଣା କରାଯାଇଛି। ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସିଏମସି...
View Articleକରୋନା ପାଇଁ ବୋଲବମ୍ ଯାତ୍ରା ବନ୍ଦ, କଟକଣା ଲଗାଇଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ଏଥର ଶ୍ରାବଣ ମାସର ବୋଲବମ୍ ଯାତ୍ରା ବନ୍ଦ। କୌଣସି କାଉଡ଼ିଆ ପାଣି ନେଇ ମନ୍ଦିରରେ ଜଳଲାଗି କରିପାରିବେ ନାହିଁ। ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି ସୂଚନା ଦେଇଛନ୍ତି। କୌଣସି କାଉଡିଆ ଏବର୍ଷ...
View Articleବାହାଘରରେ ଭାଙ୍ଗିଲା କୋଭିଡ ନିୟମ –ଉଭୟ ପକ୍ଷକୁ ୫୦ ହଜାର ଟଙ୍କା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରରେ ଏକ ବାହାଘର ଉତ୍ସବରେ କୋଭିଡ ନିୟମ ଭାଙ୍ଗି ଅଡ଼ୁଆରେ ପଡ଼ିଛନ୍ତି ଉଭୟ ପୁଅ ଓ ଝିଅ ଘରର ଲୋକ। ବାହାଘରରେ କୋଭିଡ ନିୟମ ଭାଙ୍ଗି ରୋଶଣୀ କରି ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିବାରୁ ଉଭୟ ପକ୍ଷରୁ ୫୦ ହଜାର ଟଙ୍କା...
View Articleରାଜଧାନୀରୁ ଆଉ ୪୫ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪ ଶହ ଟପିଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୫ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଶହ ଟପିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି। ଆଜି କ୍ୱାରେଣ୍ଟାଇନରେ ଥିବା ୩୭ ଜଣ ଲୋକ ପଜିଟିଭ୍...
View Articleକାନପୁର ଏନକାଉଣ୍ଟର: ସହିଦ ଏସ୍.ଓ ମହେଶ ଯାଦବଙ୍କ ଶେଷ ଫୋନକଲ୍ ବଞ୍ଚାଇଥିଲା ଅନେକ...
ଓଡ଼ିଶାଲାଇଭ୍ ବ୍ୟୁରୋ “ଅପରାଧୀ ଆମକୁ ଚାରିପଟୁ ଆକ୍ରମଣ କରୁଛନ୍ତି, ଗୁଳି ଚାଲିଛି। ଜଲଦି ଫୋର୍ସ ପଠାନ୍ତୁ।” ଏହା ଥିଲା କାନପୁର ହିଂସାରେ ସହିଦ ହୋଇଥିବା ଏସ୍.ଓ ମହେଶ ଯାଦବଙ୍କ ଶେଷ ଫୋନ କଲ୍। କିନ୍ତୁ ଏହି ଫୋନ କଲ ବଞ୍ଚାଇପାରିଛି ଅନେକ...
View Articleନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ – ଦେଖନ୍ତୁ, ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାର ଅନ୍ତିମ ପର୍ବରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଆରମ୍ଭ ହୋଇଛି। ରଥକୁ ଛାଡ଼ି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ରଥରୁ ନେଇ...
View Articleବର୍ଷକୁ ଗୋଟିଏ ଦିନ ମହାପ୍ରଭୁଙ୍କୁ ଲାଗି ହୁଏ ରସଗୋଲା ଭୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ରଥଯାତ୍ରାର ଆଜି ଶେଷ ଦିନ। ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିବେ। ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି...
View Articleରାଜ୍ୟର ଆଉ ୨୨୯ ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରୁ ସସ୍ଥ ହେଲେ ଆଉ ୨୨୯ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୫୯୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ସୁସ୍ଥ ହୋଇଥିବା...
View Articleଶେଷ ହେଲା ନୀଳାଦ୍ରି ବିଜେ – ରତ୍ନସିଂହାସନରେ ତିନି ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରି ବିଜେ ନୀତି ଶେଷ ହୋଇଛି। କରୋନା କଟକଣା ଥିବାରୁ ଆଜି ସବୁ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା। ଗୋଟି ପହଣ୍ଡିରେ ଯାଇ ତିନି ଠାକୁର ଏବେ...
View Articleକଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଏବେ କରୋନା ହଟ୍ସ୍ପଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାନ୍ସର ହସ୍ପିଟାଲରୁ ଚିହ୍ନଟ ହେଲେଣି ୧୧୩ କରୋନା ରୋଗୀ। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବେ କରୋନା ହଟ୍ସ୍ପଟ୍ ପାଲଟି ଯାଇଛି। ମାତ୍ର ୧୨ ଦିନ ଭିତରେ ୧୧୩ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା...
View Articleବଡ଼ବିଲ ସହର ସପ୍ତାହେ ପାଇଁ ସଟଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲାର ବଡ଼ବିଲ ସହର ସପ୍ତାହେ ପାଇଁ ସଟଡାଉନ୍। ସେଠାରେ ଲୋକାଲ୍ କେସ୍ ସଂଖ୍ୟା ବୃଦ୍ଧି ପାଇବାରୁ ଜିଲ୍ଲାପାଳ ଏହାକୁ ସଟଡାଉନ୍ ଘୋଷଣା କରିଛନ୍ତି। ବଡ଼ବିଲରୁ ଆଜି ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ...
View Articleଭୁବନେଶ୍ୱରରେ ଆଜି ୧୯ କରୋନା ପଜିଟିଭ୍ –ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ ଜଣ କରୋନା ପଜିଟିଭ୍। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୬୯ ପଜିଟିଭଙ୍କ ମଧ୍ୟରୁ ୧୯ ଜଣ ଭୁବନେଶ୍ୱରର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ...
View Articleପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ –ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ ମାୟାନଗରୀ ମୁମ୍ବାଇରେ ଗତ ୪୮ ଗଣ୍ଟା ହେବା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଲଗାଣ ବର୍ଷା କାରଣରୁ ଚେମ୍ବୁର ଏବଂ ଆନ୍ଧେରିର ଅନେକ ଅଞ୍ଚଳ ପାଣିଘେରରେ ରହିଛି। ଫଳରେ ଏହି ଅଞ୍ଚଳରେ...
View Articleକଟକ ସହରରୁ ୭୪ ନୂଆ ପଜିଟିଭ୍ – ୨୮ ଜଣ ହୋମ୍ କ୍ୱାରେଣ୍ଟାଇନ୍, ୪୬ ଜଣ ସରକାରୀ...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ ଆଜି ଚିହ୍ନଟ ହେଲେ ୭୪ ନୂଆ ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି। ଏନେଇ ସିଏମସି ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ...
View Article