Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ବଢ଼ୁଛି ଅମ୍ପନର ପ୍ରକୋପ –ପାରାଦୀପରେ ଭାଙ୍ଗିଲା ଗଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପରୁ ଆଉ ୧୨୦ କିଲୋମିଟର ଦୂରରେ ଅଛି ବାତ୍ୟା ଅମ୍ପନ। ଆଉ ୨ ଘଣ୍ଟା ମଧ୍ୟରେ ପାରଦୀପ ଦେଇ ଅତିକ୍ରମ କରିବ ଅମ୍ପନ। ଏହାର ପ୍ରଭାବରେ ଏବେ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ଓ ପବନ ହୋଇଛି। ଏଠାରେ ୧୦୨ କିଲୋମିଟର...

View Article


Image may be NSFW.
Clik here to view.

ରାତି ସାଢ଼େ ୮ରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମୁଦ୍ର ମଧ୍ୟରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହା ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଥିବା ସୁନ୍ଦରବନ ନିକଟରେ ଏହି ବାତ୍ୟା...

View Article


Image may be NSFW.
Clik here to view.

ରାଜ୍ୟରେ ପୁଣି ୭୪ କରୋନା ପଜିଟିଭ୍, ଆକ୍ରାନ୍ତ ସଂଖ୍ୟା ହଜାରେ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ବୁଧବାର ଓଡ଼ିଶାରେ ପୁଣି ୭୪ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହଜାରେ ଟପଛି। ବୁଧବାର ଚିହ୍ନଟ...

View Article

Image may be NSFW.
Clik here to view.

କରୋନାରେ ଗଲା ଆଉ ଜଣଙ୍କ ଜୀବନ –ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ କରୋନା ଯୋଗୁଁ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୦ ବର୍ଷିୟ ବ୍ୟକ୍ତି। ଆଜି ଜଣକୁ ମିଶାଇ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ...

View Article

Image may be NSFW.
Clik here to view.

ଦୀଘାରେ କୂଳ ଲଙ୍ଘିଲା ସମୁଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ଯେତିକି ନିକଟତର ହେଉଛି ଭୟ ସେତିକି ବଢୁଛି। ବର୍ଷା ଓ ପବନର ପରିମାଣ ମଧ୍ୟ ବଢ଼ି ଚାଲିଛି। ଗତକାଲି ରାତିରୁ ଆଜି ସକାଳ ଯାଏଁ ପାରାଦୀପରେ ବର୍ଷା ଓ ପବନର ପରିମାଣ ଅଧିକ ଥିଲା। ଦିନ ୧୦ଟା ପରେ ପାରାଦୀପରେ...

View Article


Image may be NSFW.
Clik here to view.

ଆସୁଛି ବାତ୍ୟା ଅମ୍ପନ, ଆଗାମୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଓଡ଼ିଶାରେ ପବନ ବଢ଼ିବା ସହିତ ବାତ୍ୟା ଅମ୍ପନ ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି। ଖୁବଶୀଘ୍ର ଏହା ପାରାଦୀପ ବନ୍ଦର ଦେଇ ଅତିକ୍ରମ କରିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତେଣୁ ଆଗାମୀ ୬ରୁ ୮...

View Article

Image may be NSFW.
Clik here to view.

ଓଡ଼ିଶାରେ ‘ଅମ୍ପନ’ ତାଣ୍ଡବ – ଉପାଡ଼ିଲା ଗଛ, ଭାଙ୍ଗିଲା କାନ୍ଥ, ଗାଁରେ ପଶିଲା ସମୁଦ୍ର ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି। ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ଅମ୍ପନ’। ଦୀଘା ଓ ହାତୀଆ ଦ୍ୱୀପ ମଝିରେ ସୁନ୍ଦରବନରେ ସ୍ଥଳଭାଗ...

View Article

Image may be NSFW.
Clik here to view.

୪୮ ଘଣ୍ଟାରେ ଅମ୍ପନ କ୍ଷୟକ୍ଷତିର ରିପୋର୍ଟ ଦେବେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର। ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ଆକଳନ...

View Article


Image may be NSFW.
Clik here to view.

ଲ୍ୟାଣ୍ଡଫଲ୍ କଲା ଅମ୍ପନ, ଅତିକ୍ରମ କଲା ସୁନ୍ଦରବନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରବନରେ ସ୍ଥଳଭାଗ ପାର ହେଲା ବାତ୍ୟା ଅମ୍ପନ। ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଏବେ ସ୍ଥଳଭାଗ ଛୁଇଁବା ସହ ସୁନ୍ଦରବନ ପାର କରିଛି। ସୁନ୍ଦରବନ ପାର୍ କରିବା ସମୟରେ ସେଠାରେ ପବନର ବେଗ ୧୫୫ରୁ ୧୬୫...

View Article


Image may be NSFW.
Clik here to view.

ସମୁଦ୍ରରୁ ସୁନ୍ଦରବନ – କେମିତି ଥିଲା ବାତ୍ୟା ‘ଅମ୍ପନ’ର ଯାତ୍ରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଘୁଚାପରୁ ଅବପାତ, ବାତ୍ୟା, ମହାବାତ୍ୟା ଓ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସ୍ଥଳଭାଗ ଛୁଇଁଛି ‘ଅମ୍ପନ’। ସମୁଦ୍ରରେ କରାଳ ରୂପ ଧରି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିବା ବାତ୍ୟା ‘ଅମ୍ପନ’ ସ୍ଥଳଭାଗ...

View Article

Image may be NSFW.
Clik here to view.

ପଶ୍ଚିମବଙ୍ଗରେ ତାଣ୍ଡବ କରୁଛି ଅମ୍ପନ – ଉପୁଡ଼ିଲା ଗଛ, ୨ ମହିଳା ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ଼ ଅମ୍ପନ। ଆଜି ସନ୍ଧ୍ୟାରେ ଏହି ଝଡ଼ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗରେ ତାର କରାଳ ରୂପ ଦେଖାଇଛି। ବର୍ତ୍ତମାନ ଏହି ବାତ୍ୟା କୋଲକାତାରେ...

View Article

Image may be NSFW.
Clik here to view.

ରାଜ୍ୟରେ ପୁଣି ୫୧ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା। ଗୁରୁବାର ଓଡ଼ିଶାରେ ପୁଣି ୫୧ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ଟପିଛି।...

View Article

Image may be NSFW.
Clik here to view.

କରୋନାରେ ଆଉ ଜଣେ ମୃତ –ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୮୫ ବର୍ଷିୟ ସୁରତ ଫେରନ୍ତା ବୃଦ୍ଧ। ବୃଦ୍ଧଙ୍କ ରକ୍ତଚାପ ସହ ବିଭିନ୍ନ ସ୍ଵସ୍ଥ୍ୟଗତ ସମସ୍ୟା ଥିଲା। ଏହାସହ ରାଜ୍ୟରେ କରୋନା ମୃତ୍ୟୁ...

View Article


Image may be NSFW.
Clik here to view.

କୋଣାର୍କ ହେବ ସୂର୍ଯ୍ୟନଗରୀ, ପୂରା ସହର ହେବ ସୌରଚାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସୂର୍ଯ୍ୟମନ୍ଦିର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଅର୍ଜନ କରିଥିବା କୋଣାର୍କ ସହର ହେବ ସୌରଚାଳିତ। କୋଣାର୍କ ସୂର୍ଯ୍ୟମନ୍ଦିର ସହ ପୂରା ସହରକୁ ଶତ ପ୍ରତିଶତ ସୌରଚାଳିତ କରିବାକୁ ଯୋଜନା କରିଛି କେନ୍ଦ୍ର ନୂତନ ଓ ଅକ୍ଷୟ...

View Article

Image may be NSFW.
Clik here to view.

ବାଲେଶ୍ଵରରେ ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍‌ –୪ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍‌। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୪୬ ଜଣ ବର୍ତ୍ତି ଯାଇଛନ୍ତି। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ। ସମସ୍ତ ଶ୍ରମିକ କୋଲକାତାର...

View Article


Image may be NSFW.
Clik here to view.

କୋଲକାତାରେ ତାଣ୍ଡବ ରଚିଲା ବାତ୍ୟା ଅମ୍ପନ, ଏୟାରପୋର୍ଟ ଜଳବନ୍ଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉପକୂଳରେ ନିଜର ଉଗ୍ରରୂପ ଦେଖାଇବା ପରେ କୋଲାକାତାରେ ମଧ୍ୟ ତାଣ୍ଡବ ରଚିଛି ବାତ୍ୟା ଅମ୍ପନ। ସହରର ବିଭିନ୍ନ ଅଞ୍ଚଳରେ ଭୀଷଣ ପବନ ବହିବା କାରଣରୁ ବିଭିନ୍ନ ଗଛବୃକ୍ଷ, କଚ୍ଚା ଘର ଆଦି ଭାଙ୍ଗି ପଡ଼ିଛି। ଲଗାଣ...

View Article

Image may be NSFW.
Clik here to view.

ପଶ୍ଚିମବଙ୍ଗରେ ଅମ୍ପନ ନେଲା ଜୀବନ –୭୨ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବାତ୍ୟାରେ ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

View Article


Image may be NSFW.
Clik here to view.

୨୬ ତାରିଖରୁ ମାଟ୍ରିକ ଖାତାଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ମେ ମାସ ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା। ପୂର୍ବ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଖାତାଦେଖା ଆରମ୍ଭ ହେବ। ଏନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ବାତ୍ୟା ଅମ୍ପନ କାରଣରୁ...

View Article

Image may be NSFW.
Clik here to view.

ଦିଲ୍ଲୀରେ ମଦ ଦାମ ହେବ ଶସ୍ତା!

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ମଦ ଦାମ କମ ହେବ। ଦିଲ୍ଲୀ ସରକାର ମଦ ଉପରେ ଲାଗିଥିବା ଅତିରିକ୍ତ ୭୦ ପ୍ରତିଶତ କରୋନା ଟ୍ୟାକ୍ସକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ମଦର ଦାମ ପୂର୍ବ ଅପେକ୍ଷା ଶସ୍ତା ହେବ ବୋଲି କୁହାଯାଉଛି।...

View Article

Image may be NSFW.
Clik here to view.

ଇଞ୍ଜିନିୟରରୁ ଅଭିନେତା –ଜାଣନ୍ତୁ ମହାଭାରତର ସକୁନିଙ୍କ ସଫର୍‌

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୩ରେ ଷ୍ଟାରପ୍ଲସରେ ଟେଲିକାଷ୍ଟ ହୋଇଥିବା ମହାଭାରତରେ ସକୁନି ମାମାଙ୍କ ଚରିତ୍ର କରିଥିଲେ ଅଭିନେତା ପ୍ରଣୀତ ଭଟ୍ଟ। ବି.ଆର ଚୋପ୍ରାଙ୍କ ମହାଭାରତ ପରେ ୨୦୧୩ରେ ଆସିଥିବା ସିଦ୍ଧାର୍ଥ କୁମାର ତିୱାରୀଙ୍କ...

View Article
Browsing all 11715 articles
Browse latest View live