ଲକଡାଉନ୍ ୪.୦ – ଜାଣନ୍ତୁ, ପୂରା ଗାଇଡଲାଇନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି କରିଛନ୍ତି । ଏଥିସହ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ସେନେଇ ଗୃହ ମନ୍ତ୍ରଣାଳୟ ଏକ...
View Articleଦର୍ଶକଙ୍କ ପାଇଁ ଦୁଃଖ –ଏ ବର୍ଷ ଆଉ ରିଲିଜ୍ ହେବନି ‘କେଜିଏଫ୍ ୨’
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୨୦ରେ ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ୍ ୨କୁ ରିଲିଜ କରିବା ଆଉ ସମ୍ଭବ ନୁହେଁ। ତେଣୁ ଏହା ୨୦୨୧ରେ ରିଲିଜ ହେବ ବୋଲି ଜଣାପଡ଼ିଛି। ବହୁ ଚର୍ଚ୍ଚିତ ଫିଲ୍ମର କେଜିଏଫ୍ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। ଏ...
View Articleରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା। ସୋମବାର ରାଜ୍ୟରେ ପୁଣି ୪୮ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
View Articleଅମ୍ଫନ ଅପଡେଟ୍ – ଦିନ ୧୧ଟା ସୁଦ୍ଧା ବାତ୍ୟାର ଟିକିନିଖ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ଅମ୍ଫନ୍। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫନ୍ ଅପ୍ଡେଟ୍ରୁ… ସୁପର ସାଇକ୍ଲୋନରେ ପରିଣତ ହୋଇପାରେ ବାତ୍ୟା ଅମ୍ପନ। ବଙ୍ଗୋପସାଗରରେ ଲଗାତାର ଘନୀଭୂତ ହେଉଛି ଅମ୍ଫନ। ଆଜି...
View Articleଜେଲ ଭିତରେ ପଶିଲା କରୋନା, ଜଣେ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପ୍ରଥମ ଥର ପାଇଁ ଜେଲ୍ ଭିତରେ ଚିହ୍ନଟ ହୋଇଛି କରୋନା। ସୋମବାର ଚିହ୍ନଟ ହୋଇଥିବା ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଜେଲ୍ ମଧ୍ୟରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ...
View Articleକନ୍ଧମାଳ ଛୁଇଁଲା କରୋନା –୨ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପ୍ରଥମ ଥର କରି କନ୍ଧମାଳ ଜିଲ୍ଲାକୁ ଛୁଇଁଲା କରୋନା। ରାଜ୍ୟର ୨୩ତମ ଜିଲ୍ଲା ଭାବେ ଏହି ରାଜ୍ୟକୁ ଛୁଇଁଛି କରୋନା। ଆଜି ଚିହ୍ନଟ ହୋଇଥିବା ୪୮ ଜଣଙ୍କ ମଧ୍ୟରୁ କନ୍ଧମାଳରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ...
View Articleଅମ୍ପନ ପାଇଁ ଦିନେ ଘୁଞ୍ଚିଲା ମାଟ୍ରିକ ଖାତାଦେଖା
ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନ ଯୋଗୁଁ ମାଟ୍ରିକ ଓ ଯୁକ୍ତ ଦୁଇ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି। ମେ’ ୨୦ ତାରିଖ ପରିବର୍ତ୍ତେ ୨୧ରୁ ମାଟ୍ରିକ ଖାତା ଦେଖାଯିବ। ଘରଠୁ ୧୦ କିଲୋମିଟର ଭିତରେ ଖାତା ଦେଖିବେ ଶିକ୍ଷକ। ଗଣଶିକ୍ଷା ମନ୍ତ୍ରୀଙ୍କ...
View Article୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ପୂରା ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ନେଇ ତାଜା ଅପଡେଟ୍ ଦେଲେ ରାଜ୍ୟ ସରକାର। ଯେଉଁଥିରେ ଭାରତ ସମେତ ଓଡ଼ିଶାର ପ୍ରତିଟି ତାଜା ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଲକଡାଉନ୍ ୪.୦ ଗାଇଡଲାଇନ୍ ଲକଡାଉନ୍ ୪.୦ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କଲେ ରାଜ୍ୟ...
View Articleରାଜ୍ୟରେ ପୁଣି ୨୦ ପଜିଟିଭ୍ ଚିହ୍ନଟ –ସବୁ ଜଗତସିଂହପୁରର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଆଉ ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଜଗତସିଂହପୁର ଜିଲ୍ଲାର। ଏହାସହ ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏନେଇ ଟୁଇଟ କରି ସୂଚନା...
View Articleବାତ୍ୟା ମୁକାବିଲା ପାଇଁ ୪ ଆଇଏଏସ୍ଙ୍କୁ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନ ମୁକାବିଲା କରିବା ପାଇଁ ୪ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାଲେଶ୍ୱର ଜିଲ୍ଲା ପାଇଁ ମଧୁସୂଦନ ପାଢ଼ୀ, ଭଦ୍ରକ ପାଇଁ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା,...
View Articleସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ ମହାବାତ୍ୟା ଅମ୍ପନ
ଓଡ଼ିଶାଲାଇଭ୍ ବ୍ୟୁରୋ ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିବ ଅମ୍ପନ ପାରାଦୀପଠାରୁ ୭୭୦ କିଲୋମିଟର ଦୂରରେ ଅମ୍ପନ ବଙ୍ଗୋପସାଗରରେ ଅମ୍ପନ ହେଉଛି ଦ୍ୱିତୀୟ ମହାବାତ୍ୟା ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୬୫ରୁ ୧୭୫ ରହିବ ଆଜିଠୁ...
View Articleଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ ମେ’ ୧୮ରେ ପ୍ରତିବର୍ଷ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ସାରା ବିଶ୍ଵରେ ମେ’ ୧୮ ତାରିଖରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଏ। ପୁରୁଣା ଯୁଗର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ...
View Article୧୮୯୧ରୁ ୨୦୨୦ – ଓଡ଼ିଶା ଉପକୂଳ ଦେଇ ଯାଇଛି ୧୦୦ରୁ ଅଧିକ ବାତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୯୯ ମହାବାତ୍ୟାକୁ ପୂରିଛି ୨୦ ବର୍ଷ। ଏହି ଅବସରରେ ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା କେତେ ବାତ୍ୟା ମାଡ଼ ଖାଇଛି। ପୂର୍ବ ଉପକୂଳ ଭାରତ ସବୁଠାରୁ ଅଧିକ ବାତ୍ୟାପ୍ରବଣ ଅଞ୍ଚଳ। ପୂର୍ବ ଭାରତର ଅନ୍ୟ ରାଜ୍ୟମାନଙ୍କ...
View Articleମହାବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାର କେଉଁଠି କେବେ ହେବ ବର୍ଷା?
ଓଡ଼ିଶାଲାଇଭ୍ ବ୍ୟୁରୋ ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇଥିବା ଅମ୍ପନ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ରାତିରୁ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି...
View Articleରାଜ୍ୟରେ ପୁଣି ୧୦୨ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ...
View Articleକରୋନା ନେଲା ଆଉ ଏକ ଜୀବନ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଯୋଗୁଁ ରାଜ୍ୟରେ ଆଉ ଜଣକ ମୃତ୍ୟୁ ହୋଇଛି। ମୃତକ ଜଣକ କଟକର ଜଣେ ୭୫ ବର୍ଷିୟ ବୃଦ୍ଧ। ସେ ଭୁବନେଶ୍ଵରେ ଏମ୍ସରେ ଚିକତ୍ସିତ ହେଉଥିଲେ। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏନେଇ ସୂଚନା...
View Articleବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ମାସ୍କ ପିନ୍ଧିବା ଦ୍ୱାରା ଲୋକେ କରୋନାର ମୁକାବିଲା କରିପାରିବେ...
View Articleପାରାଦୀପଠାରୁ ଦିଗ ବଦଳାଇଲା ଅମ୍ପନ –ଆଜି ସନ୍ଧ୍ୟାରେ କରିବ ଲ୍ୟାଣ୍ଡଫଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପଠାରୁ ଦିଗ ବଦଳାଇଲା ବାତ୍ୟା ଅମ୍ପନ। ପାରାଦୀପଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ଅମ୍ପନ ଗତି କରୁଛି। ଏବେ ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ଅମ୍ପନ। ବାତ୍ୟା ସନ୍ଧ୍ୟା ସାଢ଼େ ୮ ପରେ ଲ୍ୟାଣ୍ଡଫଲ୍...
View Articleଅମ୍ପନ ଅପ୍ଡେଟ୍ – ସକାଳ ୧୦ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍ଡେଟ୍ରୁ… ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ବାତ୍ୟା ଅମ୍ପନ। ଆଜି ଅପରାହଣ ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ...
View Articleଉପକୂଳରେ ଅମ୍ପନ କରୁଛି କମ୍ପନ –ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ରହିବ ଅଧିକ ପ୍ରଭାବ
ଓଡ଼ିଶାଲାଇଭ୍ ବ୍ୟୁରୋ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ଧିରେ ଧିରେ ପଡ଼ିବାରେ ଲାଗିଲାଣି। ଆଜି ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପକାଇବ। ଫଳରେ ଉତ୍ତର ଓଡ଼ିଶାରେ ପବନର ବେଗ...
View Article