ନିର୍ଭୟା କାଣ୍ଡ: ପୁଣି ଘୁଞ୍ଚିଲା ଫାଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ମିଳିବନି ଫାଶୀ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି। ତୃତୀୟ ଥର ପାଇଁ ଏହି ରୋକ୍ ଲାଗିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଦିଅଯାଇ ପାରିବ...
View Articleପୁଣି ଘୁଞ୍ଚିଲା ଫାଶୀ, କୋର୍ଟ ବାହାରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ ତୃତୀୟ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀ ଘୁଞ୍ଚିଛି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଫାଶୀ ଘୁଞ୍ଚାଇବା ପରେ ନିର୍ଭୟାଙ୍କ ମା’ ଆଶାଦେବୀ କାନ୍ଦି ପକାଇଛନ୍ତି। ‘‘କାହିଁକି ବାରମ୍ବାର ଫାଶୀ ଘୁଞ୍ଚୁଛି ? କୋର୍ଟ କାହିଁକି...
View Articleଭାରତରେ କୋରୋନା ଭୟ – ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ହେବ କଡ଼ା ଯାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ପାଇଁ କଠୋର ହେଲେ ଭାରତ ସରକାର। କରୋନା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ କଡ଼ା ଯାଞ୍ଚ କରାଯିବ। ଏକାଧିକ ଦେଶର ଯାତ୍ରୀଙ୍କୁ ସ୍କ୍ରିନିଂ ଟେଷ୍ଟ କରାଯିବ। ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ସ୍କ୍ରିନିଂ ଟେଷ୍ଟ...
View Articleମୋ ଝିଅକୁ ନ୍ୟାୟ ଦେବାକୁ ୭ ବର୍ଷ ୩ ମାସ ହେଲା କରୁଛି ସଂଘର୍ଷ – ନିର୍ଭୟାଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ। ଝିଅକୁ ନ୍ୟାୟ ଦେବାକୁ ୭ ବର୍ଷ ୩ ମାସ ଧରି କରୁଥିବା ସଂଘର୍ଷର କଥା କହିଲେ ନିର୍ଭୟାଙ୍କ ମା’। “ମୋ ଝିଅକୁ ନ୍ୟାୟ ଦେବାକୁ ୭ ବର୍ଷ ୩ ମାସ ହେଲା ସଂଘର୍ଷ କରି ଆସୁଛି। କିଏ କହୁଛି...
View Articleଟ୍ରାଫିକ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଗାଡ଼ି ଚାଳକ, ୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା ଆଦାୟ
ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧ରୁ ଜୋରଦାର ହୋଇ ଟ୍ରାଫିକ ଧରପଗଡ଼। ନିୟମ ଭାଙ୍ଗି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଗୋଡ଼େଇ ଗୋଡ଼େଇ ଧରୁଛି ପୋଲିସ। ଟ୍ରାଫିକ ନିୟମ ନମାନି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ...
View Articleଡରାଉଛି କୋରୋନା – ଭୁବନେଶ୍ଵର ଏୟାରପୋର୍ଟରେ କଡ଼ାକଡ଼ି ଯାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ପାଇଁ ଭୁବନେଶ୍ଵର ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ଵାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ...
View Articleସୋସିଆଲ ମିଡିଆକୁ ବାଏ ବାଏ କହିବେନି ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ୍ ମିଡିଆକୁ ବାଏ ବାଏ କହିବେନି ମୋଦୀ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍ ମିଡିଆଠୁ ଦୂରେଇ ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ମୋଦୀ। ସେ...
View Articleସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ ୪୯୪.୯୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ୧୦୩୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୦୨ଟି ପ୍ରକଳ୍ପର ଶିଳାନ୍ୟାସ...
View Articleଜାଣନ୍ତୁ ବୀଣାପାଣି ମହାନ୍ତିଙ୍କୁ, ଯିଏ ପାଇବେ ଅତିବଡ଼ୀ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡ଼ୀ ପୁରସ୍କାର। ଜାଣନ୍ତୁ ଓଡ଼ିଶା ସାହିତ୍ୟ ପ୍ରତି ବୀଣାପାଣିଙ୍କ ଅବଦାନ ବିଷୟରେ। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ...
View Articleପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବାପ-ଝିଅ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ମସିହା ପୁଲୱାମା ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଏନ୍ଆଇଏ। ଜାମ୍ମୁର ଲେଥପୋରା ଅଞ୍ଚଳରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅ ଇନଶା ଜାନ। ଏହି...
View Articleଭାରତକୁ କୋରୋନା ଭୟ! ସବୁଠି ଆଲର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ଘାରିଛି କୋରନା ଭାଇରସ୍ ଭୟ। ଉତ୍ତରପ୍ରଦେଶର ନୋଏଡା ଏବଂ ଆଗ୍ରାରେ କୋରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ସାଧାରଣ ଲୋକଙ୍କୁ ଭୟ ଘାରିଛି। ଏହି ଭାଇରସ୍ କେମିତି ଅଧିକ ନବ୍ୟାପିବ ସେଥିପାଇଁ କେନ୍ଦ୍ର ସରକାର ସତର୍କ...
View Articleକୋରୋନା କଟକଣା – ୪ ଦେଶର ଭିସା ରଦ୍ଦ କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ଭାଇରସକୁ ନେଇ ଭାରତ ସରକାର କଟକଣା ଜାରି କରିଛନ୍ତି। ୪ ଦେଶ ଜାପାନ, ଦକ୍ଷିଣ କୋରିଆ, ଇଟାଲି ଓ ଇରାନ ଦେଶର ନାଗରିକଙ୍କ ଭିସା ରଦ୍ଦ କଲା ଭାରତ। ମାର୍ଚ୍ଚ ୩ ତାରିଖ ପୂର୍ବରୁ ଜାରି ହୋଇଥିବା ଇ-ଭିସାକୁ ରଦ୍ଦ...
View Articleସୁନ୍ଦରଗଡ଼ବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ ଉତ୍ସର୍ଗ କଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ ୪୯୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ୧୦୩୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଅନ୍ୟ ଯୋଜନା ଅର୍ଥରେ ବିକାଶମୂଳକ କାର୍ଯ୍ୟକ୍ରମ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଗ୍ରାମ୍ୟ...
View Articleସଂସଦରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଆକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଆକ୍ରମଣ। ବିରୋଧି ଦଳର ଦୁଇ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ସାଂସଦ ସଙ୍ଗୀତା ସିଂହଦେଓ। ସାଂସଦ ଜ୍ୟୋତିମଣି ଓ ରାମ୍ୟାଲକ୍ଷ୍ମୀ ତାଙ୍କୁ ସଂସଦରେ...
View Articleନୋଏଡ଼ା ଏବଂ ଆଗ୍ରାରେ କେମିତି ବ୍ୟାପିଲା କୋରୋନା ଭାଇରସ୍?
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ଏକ ହୋଟେଲରେ ପାଳନ ହୋଇଥିଲା ଜନ୍ମଦିନ ଉତ୍ସବ। ଏହି ଉତ୍ସବକରୁ ବ୍ୟାପିଗଡ଼ା କୋରୋନା ଭାଇରସ୍। ମାରାତ୍ମକ କୋରୋନା ଭାଇରସ୍ ଚୀନର ସୀମା ଡେଇଁ ଏବେ ଭାରତରେ ପହଞ୍ଚିଛି। ଯଦିଓ ଏପର୍ଯ୍ୟନ୍ତ ଏହି ଭାଇରସ୍ ଭାରତରେ...
View Article୧୦ ହଜାର ଟଙ୍କା ଭିତରେ କିଣନ୍ତୁ ଏହିସବୁ ସ୍ମାର୍ଟଫୋନ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଶସ୍ତାରେ ଫୋନ୍ କିଣିବାକୁ ଚାହୁଁଛନ୍ତି କି? କମ ଦାମ୍ ସହିତ ଭଲ ଫିଚର୍ସ ଭଳି ସୁବିଧା ରଖି ଫୋନ୍ କିଣିବାକୁ ଚାହୁଁଥିଲେ ଏହି ସବୁ ଫୋନ୍ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଆପଣ କେବଳ ୧୦ ହଜାର ଟଙ୍କା ଭିତରେ ଭଲ...
View Articleନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ପୁଣି ଆବେଦନ ହେଲା ଡେଥ୍ ଓ୍ଵାରେଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ପୁଣି ଆବେଦନ ହେଲା ଡେଥ୍ ଓ୍ଵାରେଣ୍ଟ। ଟ୍ରାଏଲ କୋର୍ଟରେ ଦିଲ୍ଲୀ ସରକାରଙ୍କ ଜେଲ୍ ବିଭାଗ ଏହି ଆବେଦନ କରିଛି। ଆଜି ପବନର ରାଜକ୍ଷମା ଖାରଜ ପରେ ଡେଥ୍ ଓ୍ଵାରେଣ୍ଟ ପାଇଁ ଆବେଦନ...
View Articleପଞ୍ଚାୟତକୁ ଅଧିକ କ୍ଷମତାଶାଳୀ କରିବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ପଞ୍ଚାୟତଗୁଡ଼ିକୁ ସରକାର ଅଧିକ ମଜବୁତ କରିବା ପାଇଁ ଯାଉଛନ୍ତି। ଏନେଇ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ନବୀନ ସରକାର ସ୍ଥିର କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ...
View Articleସୁନ୍ଦରଗଡ଼କୁ ନୂଆ ପରିଚୟ ଦେବ ୨୦୨୩ ହକି ପୁରୁଷ ବିଶ୍ୱକପ୍
ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ରେ ହକିର ଗଡ଼ ସୁନ୍ଦରଗଡ଼ରେ ଆୟୋଜନ ହେବ ହକି ପୁରୁଷ ବିଶ୍ୱକପ୍। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ ତାରିଖରେ ସୁନ୍ଦରଗଡ଼ ଗସ୍ତ ଅବସରରେ ଘୋଷଣା କରିଛନ୍ତି। ରାଉରକେଲା ଷ୍ଟାଡିୟମରେ ଏହି ହକି...
View Articleଆଇସିସି ଟି-୨୦ ମହିଳା ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗ୍, ଶୀର୍ଷରେ ଶେଫାଳି ବର୍ମା
ଓଡ଼ିଶା ଲାଇଭ ବ୍ୟୁରୋ ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ ବିଶ୍ଵକପରେ ଚମତ୍କରା ପ୍ରଦର୍ଶନ କରିଥିବା ଭାରତୀୟ ଓପନ୍ର ଶେଫାଳି ବର୍ମାଙ୍କୁ ବଡ଼ ଫାଇଦା। ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ଶେଫାଳି ଶୀର୍ଷ ସ୍ଥାନ ହାସଲ କରିଛନ୍ତି।...
View Article