ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ ଦୁଇଦିନ –ପୁଣି ରାଜକ୍ଷମା ଆବେଦନ କଲା ଅକ୍ଷୟ
ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖରେ ଫାଶୀ ହେବାକୁ ଥିବା ବେଳେ ଏବେଠୁ ଦୋଷୀ ଆରମ୍ଭ କରିଛନ୍ତି ଷଡ଼ଯନ୍ତ୍ର। ଫାଶୀରୁ ବଞ୍ଚିବାକୁ ଆଜି ପୁଣି ରାଜକ୍ଷମା ଆବେଦନ କରିଛି ଦୋଷୀ ଅକ୍ଷୟ କୁମାର ସିଂ। ପ୍ରଥମ ଥର ଖାରଜ ପରେ...
View Articleମହିଳା ଟି-୨୦ ବିଶ୍ଵକପ, ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଟି-୨୦ ବିଶ୍ଵକପରେ ରାଧା ଯାଦବଙ୍କ ଚମତ୍କାର ବୋଲିଂରେ ଧରାଶାୟୀ ହୋଇଛି ଶ୍ରୀଲଙ୍କା ମହିଳା ଦଳ। ଫଳରେ ଭାରତ ଏହି ମ୍ୟାଚକୁ ୭ ଓ୍ଵିକେଟରେ ଜିତି ନେଇଛି। ଏହାସହ ଭାରତ ଟି-୨୦ ବିଶ୍ଵକପରେ ଗ୍ରୁପ୍ ‘ଏ’ରେ ଅପରାଜୟ ହୋଇ...
View Articleଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଶୁଭିଲା ‘ଗୁଳି ମାର’ ନାରାବାଜି – ୬ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଶୁଭିଲା ‘ଗଦ୍ଦାରଙ୍କୁ ଗୁଳିମାର’ ନାରାବାଜି। ଶନିବାର ସିଏଏକୁ ସମର୍ଥନ କରି କିଛି ଯୁବକ ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନରେ ଏଭଳି ନାରାବାଜି କରିଛନ୍ତି। ଏହି ଘଟଣାରେ ସିଆଇଏସ୍ଏଫ୍...
View Articleକଂଗ୍ରେସ ଉଠାଇଲା ପ୍ରଶ୍ନ – ‘ପୋଡ଼ା ଟ୍ରାନ୍ସଫର୍ମର’ କହିଥିବା ଶାହଙ୍କ ସାଙ୍ଗରେ କେମିତି...
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବୀନ ନିବାସରେ ଅମିତ ଶାହ ଏବଂ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲ୍ରେ ଲଞ୍ଚ୍ କରିବାକୁ ନେଇ ଜୋର୍ ଧରିଛି ରାଜନୀତି। ଯେଉଁ ଶାହ ନବୀନଙ୍କୁ ‘ପୋଡ଼ା ଟ୍ରାନ୍ସଫର୍ମର’ କହି ସମାଲୋଚନା କରିଥିଲେ ଉଭୟ ଗୋଟିଏ ଟେବୁଲରେ...
View Articleଚୀନରେ କମୁନି କରୋନା ଭୟ – ୨, ୮୦୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନରେ କମିବାର ନାଁ ଧରୁନି କରୋନା ଭୟ। ଧିରେ ଧିରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଚୀନ୍ରେ ୨ ହଜାର ୮୦୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ୭୯ ହଜାର ୨୫୧ ଜଣ ଲୋକ କରୋନା ଆକ୍ରାନ୍ତ ଥିବା...
View Articleଟିମ୍ ଇଣ୍ଡିଆ ଟପ୍ ଅର୍ଡର ଫେଲ୍ – ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୯୦/୬
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଫେଲ୍ ମାରିଛନ୍ତି ଟିମ୍ ଇଣ୍ଡିଆ ଟପ୍ ଅର୍ଡର। ପ୍ରଥମ ଇଂନିସ ଭଳି ଦ୍ୱିତୀୟ ଇଂନିସରେ ମଧ୍ୟ ଦଳ ମାତ୍ର ୯୦ରନ୍ ଭିତରେ ନିଜର ୬ଟି ୱିକେଟ୍ ହରାଇସାରିଛି।...
View Articleକଟକ ଦହିବରା ଆଳୁଦମ୍ର ନିଆରା ସ୍ଵାଦ, ଜମୁଛି ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ଵ ଦହିବରା ଆଳୁଦମ୍ ଦିବସ। ଏନେଇ କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍ ଷ୍ଟଲରେ ଲାଗିଛି ଲୋକମାନଙ୍କ ଭିଡ଼। ଓଡ଼ିଶାର ସାଂସ୍କୃତିକ ରାଜଧାନୀ ହେଉଛି କଟକ। ପରମ୍ପରା, ଐତିହଠୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠାରେ...
View Articleଦିଲ୍ଲୀ ହିଂସା – କନଷ୍ଟେବଲ ଆନିସଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ କନଷ୍ଟେବଲ ମହମ୍ମଦ ଆନିସଙ୍କୁ ମିଳିଲା ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ। ଦିଲ୍ଲୀ ହିଂସାରେ ଘରପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଏହି କ୍ଷତିପୂରଣ ମିଳିଛି। ଏହି କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...
View Articleଏବେ ଘରେ ପଶି ଶତ୍ରୁଙ୍କୁ ମାରିବ ଭାରତ – ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ “ଆମେ ବିଶ୍ୱରେ ଶାନ୍ତି ଆଣିବାକୁ ଚାହୁଁଛୁ। ହେଲେ ଯଦି କିଏ ଭାରତ ଉପରେ ଆକ୍ରମଣ କରେ, ତେବେ ଭାରତ ମଧ୍ୟ ଚୁପ୍ ବସିବନି। ଆକ୍ରମଣକାରୀଙ୍କୁ ଘରେ ପଶି ମାରିବ ଭାରତ”, କୋଲକାତାରେ ଜାତୀୟ ସୁରକ୍ଷା ଗାର୍ଡର ନୂଆ...
View Articleଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର – ୧୯୯ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍ ଓ ଇଣ୍ଟରନେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଜିଓ ଗ୍ରାହକମାନଙ୍କ ପାଇଁ ଖୁସି ଖବର। ସେମାନେ ଏଣିକି ୨ଶହରୁ କମ୍ ଟଙ୍କାର ପ୍ଲାନରେ ଅନଲିମିଟେଡ୍ କଲ୍ ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ଜଗତରେ ଲାଗି ରହିଥିବା ପ୍ରତିଯୋଗିତାକୁ ଲକ୍ଷ୍ୟ କରି ଜିଓ ପକ୍ଷରୁ...
View Articleଯାଞ୍ଚ ବେଳେ ତାତିଲେ ମହିଳା – କହିଲେ, ‘ଗାଡ଼ି ମୋର ପୋଲିସ ବି ମୋର, ଫାଇନ ଦେବିନି’
ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ରାଫିକ ଚେକିଂ ବେଳେ ଭୁବନେଶ୍ଵରରେ ଉତ୍ତେଜନା। ରଙ୍ଗ ରୁଟ୍ ଯାଇ ଧରାପଡ଼ିବା ପରେ ପୋଲିସକୁ ନାଲି ଆଖି ଦେଖାଇଲେ ମହିଳା। “ଗାଡ଼ି ମୋର ପୋଲିସ ବି ମୋର, ମୁଁ ଫାଇନ ଦେବିନି। ଗାଡ଼ିକୁ ଥାନାକୁ ନେଇ ଯାଆନ୍ତୁ। ମୁଁ ଭୁଲରେ...
View Articleଏସସିବିକୁ ବିଶ୍ଵସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ, ନିଯୁକ୍ତ ହେଲେ ୧୦ ପରାମର୍ଶଦାତା
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସ୍ସିବିକୁ ବିଶ୍ଵସ୍ତରୀୟ ହସ୍ପିଟାଲ କରିବାକୁ ପ୍ରକ୍ରିୟା ଆରମ୍ଭ। ଏନେଇ ୧୦ ବିଶିଷ୍ଟ ଚିକିତ୍ସାବିତ୍ଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ ଜଣଙ୍କ ମଧ୍ୟରୁ ୭ ଜଣ ପଦ୍ମ...
View Articleରାଜ୍ୟସଭା ରାଜନୀତି – ପାଟ୍ଟଶାଣୀ କହିଲେ ନବୀନଙ୍କ ଉପରେ ବିଶ୍ୱାସ ଅଛି
ଓଡ଼ିଶାଲାଇଭ୍ ବ୍ୟୁରୋ “ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରି ଦେଖାନ୍ତି। ନହେଲେ ସେ ଏତେ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇନଥାନ୍ତେ। ସେ ରାଜ୍ୟସଭା ପାଇଁ ମୋ ନାଁ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏହାପରେ ଏ କଥାକୁ ନେଇ ସନ୍ଦେହ କାଇଁ...
View Articleବିଜେଡିର ୪ ନେତାଙ୍କୁ ମିଳିଲା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ୪ ନେତାଙ୍କୁ ମିଳିଲା ନୂଆ ଦାୟିତ୍ଵ। ଏହି ୪ ନେତାଙ୍କୁ ମିଳିଛି ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ଵ। ଏହି ଦାୟିତ୍ଵ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବ୍ୟୋମୋକେଶ ରାୟଙ୍କୁ...
View Articleସାବଧାନ! ଚାଇନା ରଙ୍ଗ ଆଣିପାରେ କରୋନା ଭାଇରସ୍?
ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ହୋଲିରେ ରୁହନ୍ତୁ ସତର୍କ। ଚାଇନା ରଙ୍ଗଠାରୁ ଦୂରେଇ ରହିବାକୁ କରାଯାଉଛି ସତର୍କ। କାରଣ ଏହି ଚାଇନା ରଙ୍ଗ ଆଣିପାରେ ମାରାତ୍ମକ କୋରୋନା ଭାଇରସ୍। ହୋଲି ପର୍ବରେ ଚାଇନାର ରଙ୍ଗକୁ ଏଡ଼ାଇବା ପାଇଁ ସଚେତନତା ସୃଷ୍ଟି...
View Articleପବନର ରାଜକ୍ଷମା ଖାରଜ, ଏବେ ବଢ଼ିଲା ଫାଶୀ ସମ୍ଭାବନା!
ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଖାରଜ ହୋଇଛି। ଆଜି ସୁପ୍ରିମ୍କୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବା ପରେ ପବନ ପୁଣି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା।...
View Article୨୪ ଘଣ୍ଟାରେ କୋଟିଏ ଜରିମାନା ଆଦାୟ
ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଯାଇଛି ଟ୍ରାଫିକ ଧରପଗଡ଼। ମୋଟର ଯାନ ଆଇନ ଉଲ୍ଲଘଂନକାରୀଙ୍କଠାରୁ ଆଦାୟ ହୋଇଛି ୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା। ଗତ ୨୪ ଘଣ୍ଟା ମଧ୍ୟରେ ୧ କୋଟି ୬ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଛି। ୩...
View Articleଟ୍ରେଲର ଦେଖି ‘ସୂର୍ଯ୍ୟବଂଶୀ’କୁ ବ୍ଲକବଷ୍ଟର କହିଲେ ଦର୍ଶକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଆଜି ରିଲିଜ ହୋଇଛି। ଏହି ଫିଲ୍ମରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିଛି। ଟ୍ରେଲରକୁ...
View Articleଭାରତକୁ ପ୍ରବେଶ କଲା କୋରୋନା: ୨ ରୋଗୀ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ଏବେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଭାରତର ଦୁଇ ଜଣ ଲୋକ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା...
View Articleବିଶିଷ୍ଟ ସାହିତ୍ୟିକ ବିଣାପାଣୀ ମହାନ୍ତିଙ୍କୁ ମିଳିବ ଅତିବଡ଼ୀ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ପୁରସ୍କାର। ଓଡ଼ିଆ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ହେଉଛି ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ଏହି ପୁରସ୍କାର ବୀଣାପାଣି ମହାନ୍ତିଙ୍କୁ ମିଳିବ ବୋଲି...
View Article