କେରଳରେ ପୁଣି ଚିହ୍ନଟ ହେଲେ କୋରୋନା ଭାଇରସ୍ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ କେରଳରେ ପୁଣି ଚିହ୍ନଟ ହେଲେ କୋରୋନା ଭାଇରସ ରୋଗୀ। ଏନେଇ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥସହିତ କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଆଉ ଜଣେ...
View Articleରବି ସିଂଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟର ମାଧ୍ୟମରେ ଶୋକପ୍ରକାଶ କରିଛନ୍ତି। ଆଜି ଏସ୍ସିବିରେ ଚିକିତ୍ସାଧିନ ଅବସ୍ଥାରେ କବି ରବି ସିଂଙ୍କ ପରଲୋକ...
View Articleଜାଣନ୍ତୁ, ଏଲଆଇସିର ଅଂଶଧନ ବିକ୍ରି ହେଲେ ପଲିସିଧାରୀଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?
ଓଡ଼ିଶାଲାଇଭ୍ ବ୍ୟୁରୋ ଏଲ୍ଆଇସିର ଅଂଶଧନ ବିକ୍ରି ହେଲେ ଏହାର ପ୍ରଭାବ ପଲିସିଧାରୀଙ୍କ ଉପରେ ପଡ଼ିବ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଶନିବାର ବଜେଟରେ ଏଲଆଇସିର ଅଂଶଧନ ବିକ୍ରି କରିବା ଘୋଷଣା କରିବା ପରେ ଏବେ ଗୋଟିଏ କଥାକୁ ନେଇ ସାରା...
View Articleଦିଲ୍ଲୀ ପାଇଁ କଂଗ୍ରେସର ବଡ଼ ଘୋଷଣା – ନିର୍ବାଚନ ଜିତିଲେ ୩ ଶହ ୟୁନିଟ୍ ମାଗଣା ବିଜୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭାକୁ ହାତେଇଲେ ଲୋକମାନଙ୍କୁ ୩ ଶହ ୟୁନିଟ୍ ମାଗଣା ବିଜୁଳି ଦେବ କଂଗ୍ରେସ। ଏଥିସହିତ ଲୋକମାନେ ୨୦ ହଜାର ଲିଟର ମାଗଣା ପାଣି ମଧ୍ୟ ପାଇପାରିବେ। ଦିଲ୍ଲୀ ନିର୍ବାଚନୀ ଇସ୍ତାହାରରେ ଏଭଳି ବଡ଼ ଘୋଷଣା...
View Articleକୋରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱରେ ଚୀନ ଲୋକଙ୍କୁ ଘୃଣା
ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ଚୀନ୍ ପ୍ରତି ବିଶ୍ୱ ତମାମ ଏକ ରକମ ଘୃଣା ଭାବ ସୃଷ୍ଟି ହୋଇଛି। ପଡ଼ୋଶୀ ଭିଏତନାମଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଚୀନର...
View Articleନ୍ୟୁଜିଲାଣ୍ଡରେ ଭାରତର ଐତିହାସିକ ବିଜୟ: ୫-୦ରେ ସିରିଜ ପୋଛିଲା
ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ବିଜୟ। ନ୍ୟୁଜିଲାଣ୍ଡକୁ ୭ ରନ୍ରେ ହରାଇ ୫-୦ରେ କ୍ଲିନସୁଇପ କଲା ଭାରତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ସମସ୍ତ ମ୍ୟାଚରେ ଭାରତ ବିଜୟୀ...
View Articleଚିଲିକାରେ ଡଙ୍ଗା ବୁଡ଼ି ୬ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକାରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା। ଏଥିରେ ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କାଳୀଜାଇରୁ ପିକ୍ନିକ୍...
View ArticleRMRCରେ କୋରୋନା ମୁକାବିଲା ବୈଠକ – ସଜାଗ ରହିବାକୁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ପାଇଁ ଭୁବନେଶ୍ୱରସ୍ଥିତ ଆରଏମ୍ଆର୍ସିରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ କୋରୋନା ଭାଇରସ ମୁକାବିଲା ପାଇଁ ଆଲୋଚନା ହୋଇଛି। ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ...
View Articleଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ। ବିଜୟ କେତନଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ଏହାସହ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା...
View Articleସପ୍ତାହେ ଧରି ଚାଲିବ ବିଜୁ ଜୟନ୍ତୀ, ଜାଣନ୍ତୁ କ’ଣ ହେବ କାର୍ଯ୍ୟକ୍ରମ?
ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଧୁମଧାମରେ ପାଳନ କରିବ ବିଜେଡି। ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଜୟନ୍ତୀ ଉତ୍ସବକୁ ୭ ଦିନ ଧରି ପାଳନ କରିବାକୁ ବିଜେଡି ପକ୍ଷରୁ ନିଷ୍ପତ୍ତି ହୋଇଛି।...
View Articleଏଥର ରାନୀଙ୍କୁ କାହିଁକି ମନା ଖଣ୍ଡଗିରି?
ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଖଣ୍ଡଗିରି ଯାତ୍ରାରେ ନଜର ଆସିବେନି ଆଇଟମ୍ କୁଇନ୍ ରାନୀ ପଣ୍ଡା। ଏଥର ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ନଜର ଆସିବେନି ଆଇଟମ୍ ଗର୍ଲ ରାନୀ ପଣ୍ଡା। ରାନୀଙ୍କ ଦମଦାର ରେକର୍ଡ ଡ୍ୟାନ୍ସ ଦେଖିବାରୁ ବଞ୍ଚିତ ହେବେ ଯାତ୍ରା...
View Articleବିଦେଶ ଯାତ୍ରା କରୁଥିଲେ କୋରୋନା ଭାଇରସରୁ କେମିତି ବଞ୍ଚିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ ସାରାବିଶ୍ୱକୁ ଏବେ କୋରୋନା ଭାଇରସ୍ ଚିନ୍ତା। ଏହି ଭାଇରସକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ବିଶ୍ୱବାସୀ। ଏଭଳି ସ୍ଥିତିରେ ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ କୋରୋନା ଭାଇରସଠୁ ନିଜକୁ କେମିତି...
View Articleଦିଲ୍ଲୀରେ ପ୍ରଚାର କଲେ ମୋଦୀ – ‘‘କେଉଁଭଳି ସରକାର ଦରକାର ତାହା ଦିଲ୍ଲୀବାସୀ ଜାଣିଛନ୍ତି’’
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ଜମୁଛି ନିର୍ବାଚନ ପ୍ରଚାର। ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ରୋଡ୍ ସୋ’ ଏବଂ ସଭା କରି ରାଜନୀତି ପାଣିପାଗକୁ ସରଗରମ କରିଥିବା ବେଳେ ଏହାକୁ କାଉଣ୍ଟର କରିବା ପାଇଁ ମଇଦାନକୁ...
View Articleଚିଲିକା ଡଙ୍ଗାବୁଡ଼ିର କରୁଣ କାହାଣୀ –‘‘ଗଣ୍ଡରେ ହଠାତ ଆସିଲା ପବନ, ବୁଡ଼ିଗଲା ଡଙ୍ଗା’’
ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକା ଡଙ୍ଗାବୁଡ଼ିରୁ ନୂଆ ଜୀବନ ନେଇ ଫେରିଥିବା ଲୋକେ କହିଲେ କେମିତି ଥିଲା ସେ କରୁଣ ଚିତ୍ର। ‘‘କାଳିଜାଈରେ ଭୋଜି କରି ଡଙ୍ଗାରେ ଖୁସି ମନରେ ଘରକୁ ଆସୁଥିଲୁ। ଡଙ୍ଗା ଚାଲୁଥିବା ବେଳେ ହଠାତ ଦଲକାଏ ପବନ ମାଡ଼ ହେଲା। ପବନ...
View Articleବରଗଡ଼ରେ ଜୋର୍ ଧରିଲା ସିଟି ହସ୍ପିଟାଲ ଦାବି: ପୋଲିସ-ଜନତା ଖଣ୍ଡଯୁଦ୍ଧ, ଢେଲା ମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ରେ ଅଖ, ଚକ ବନ୍ଦ। ଦୋକାନ ବଜାର ବି ବନ୍ଦ। ସିଟି ହସ୍ପିଟାଲ ଦାବିରେ ତେଜିଲା ଆନ୍ଦୋଳନ। ବରଗଡ଼ରେ ଭୟଙ୍କର ରୂପ ନେଲା ସିଟି ହସ୍ପିଟାଲ ଦାବି। ଏହି ଦାବିକୁ ନେଇ ଜିଲ୍ଲା ମେଡିକାଲ ସାମ୍ନାରେ ଚାଲିଥିବା ଆନ୍ଦୋଳନ ଉଗ୍ର...
View Articleମଙ୍ଗଳବାରଠୁ ଏସ୍ସିବି ଚାରିପଟୁ ଉଚ୍ଛେଦ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାରଠୁ କଟକ ବଡ଼ ମେଡିକାଲ ଚାରିପଟୁ ଉଚ୍ଛେଦ ଆରମ୍ଭ ହେବ। ମେଡିକାଲର ସଂପ୍ରସାରଣ ପାଇଁ ଏହି ଉଚ୍ଛେଦ କରାଯିବ। ଉଚ୍ଛେଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ତାଳଦଣ୍ଡା କେନାଲ...
View Articleଭୟଙ୍କର ହେଉଛି କୋରୋନା ଭାଇରସ୍ – ଚୀନ୍ରେ ମୃତ୍ୟୁ ସଂଖ୍ୟା ୩୬୧
ଓଡ଼ିଶାଲାଇଭ୍ ବ୍ୟୁରୋ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ୍। କୋରୋନା ଭାଇରସ୍ ସଂକ୍ରମଣରେ ଚୀନ୍ରେ ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି ପାଇଛି। ସେହିପରି କୋରୋନା ଭାଇରସ୍ ଆକ୍ରାନ୍ତ ସଂଖ୍ୟା ୧୬ ହଜାର ୬ ଶହକୁ ବୃଦ୍ଧି ପାଇଛି। ସଂକ୍ରମଣଙ୍କ...
View Articleକୋରୋନା ଭୟ– ପିଲାଙ୍କଠାରେ ଥଣ୍ଡା, ଜ୍ୱର ଲକ୍ଷଣ ଦେଖାଦେଲେ ଶିକ୍ଷକ କରିବେ ଚିକିତ୍ସା...
ଓଡ଼ିଶାଲାଇଭ୍ ବ୍ୟୁରୋ କୋରାନାକୁ ନେଇ ସବୁଠି ଭୟ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ସ୍କୁଲଗୁଡ଼ିକୁ ଗାଇଡଲାଇନ୍ ମଧ୍ୟ ଜାରି କରିଛି। ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ପରେ କୋରୋନା ଭାଇରସରୁ ଛାତ୍ୟଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ଗଣଶିକ୍ଷା...
View Articleଓଡ଼ିଆ ସ୍ୱାଭିମାନ ଓ ମଧୁସୂଦନ
ଦାଶ ବେନହୁର ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପବିତ୍ର ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି। ‘‘ଇତିହାସ ତୂରୀ ଜଗତେ ଘୋଷୁଛି ମୋର ସୁତଙ୍କର ଯଶ, ତାଙ୍କର ବଂଶଜ ଘୃଣିତ ଓଡ଼ିଆ ଏହା ମୋ କପାଳ ଦୋଷ। ବହୁକାଳ ଧରି...
View Articleଡିଇଓ ଓ ବିଇଓ କାର୍ଯ୍ୟାଳୟରେ ୬ବର୍ଷରୁ ଅଧିକ ସମୟ ରହିପାରିବେନି କିରାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା କିରାଣୀ ୬ ବର୍ଷରୁ ଅଧିକ ସମୟ ରିହପାରିବେନି। ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଥିଲେ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବ। ଏନେଇ...
View Article