Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ – ଇଣ୍ଡୋନେସିଆର ଲୋକନୃତ୍ୟରେ ଦୁଲୁକିବ ମଞ୍ଚ

ଓଡ଼ିଶାଲାଇଭ୍  ବ୍ୟୁରୋ କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ ପରିବେଷଣ ହେବ ଓଡ଼ିଶୀ, ଭାରତନାଟ୍ୟମ୍, କଥକ, କୁଚିପୁଡ଼ି ଓ ମୋହିନୀଆଟନ ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ ଦିନ କେଇଟା ପରେ ପୁଣି...

View Article


Image may be NSFW.
Clik here to view.

ବାରବାଟୀ ଦିନିକିଆକୁ ଆଉ ୨୫ ଦିନ – ୨୦୧୧ରେ ରୋହିତ ଶର୍ମା ହୋଇଥିଲେ ମ୍ୟାନ ଅଫ୍‌ ଦ ମ୍ୟାଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଶେଷଥର ପାଇଁ ୨୦୧୧ରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ୨୯ ନଭେମ୍ଵର ୨୦୧୧ରେ ହୋଇଥିଲା। ଏଥିରେ ଭାରତ ଗୋଟିଏ ଓ୍ଵିକେଟରେ ବିଜୟୀଲାଭ କରିଥିଲା। ଏହି ମ୍ୟାଚରେ ରୋହିତ...

View Article


Image may be NSFW.
Clik here to view.

ଜିଓର ଧମାକାଦାର ଅଫର୍- ମାତ୍ର ୧୪୧ ଟଙ୍କାରେ ପାଇପାରିବେ ଜିଓ ଫୋନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଓ ତା’ର ଗ୍ରାହକମାନଙ୍କ ପାଇଁ ଏକ ଧମାକାଦାର ଅଫର୍ ଆଣିଛି। ଯେଉଁଥିରେ ଗ୍ରାହକମାନେ ମାତ୍ର ୧୪୧ ଟଙ୍କା ଦେଇ ଜିଓ ଫୋନ୍-୨ କିଣିପାରିବେ। ବର୍ତ୍ତମାନ ଜିଓ ଫୋନ୍-୨ର ବିକ୍ରି ଚାଲିଛି। ଗ୍ରାହକମାନେ ଜିଓର ଅଫିସିଆଲ୍...

View Article

Image may be NSFW.
Clik here to view.

ଆଜି ସନ୍ଧ୍ୟାରେ ଶପଥ ନେବେ ଉଦ୍ଧବ – ଜାଣନ୍ତୁ ଅତିଥି ତାଲିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ଆଜି ନୂଆ ସରକାର ଗଠନ ହେବାକୁ ଯାଉଛି। ଏନସିପି, ଶିବସେନା, କଂଗ୍ରେସର ମେଣ୍ଟରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ମୁମ୍ବାଇର ଶିବାଜୀ ପାର୍କରେ ଗୁରୁବାର ସନ୍ଧ୍ୟାରେ...

View Article

Image may be NSFW.
Clik here to view.

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟରେ ଲାଗି ରହିଛି କୁହୁଡ଼ି। ଲଗାତାର ତିନିଦିନ ଧରି ସବୁଠି କୁହୁଡ଼ିର ମାତ୍ରା ବଢ଼ୁଛି। କେତେକ ସ୍ଥାନରେ ଭୋରରୁ କୁହୁଡ଼ିର ଆସ୍ତରଣ ହେଉଥିବା ବେଳେ କିଛିଟା ସ୍ଥାନରେ ଦିନ ୧୦ ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ୁନି। ଏଭଳି...

View Article


Image may be NSFW.
Clik here to view.

ଆଜିଠୁ ୩ଦିନ ସମ୍ବଲପୁର ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି। ଏହି ଦାବି କରି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଫଳରେ ସରକାରୀ,...

View Article

Image may be NSFW.
Clik here to view.

ମୟୂରଭଞ୍ଜ: କୋଦାଳରେ ଛେଚି ଶ୍ରମିକଙ୍କୁ ଜଘନ୍ୟ ଭାବେ ହତ୍ୟା କଲା ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କୋଦାଳରେ ଛେଚି ଶ୍ରମିକଙ୍କୁ ହତ୍ୟା ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା କୈଳାସଚନ୍ଦ୍ରପୁରରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କୈଳାସଚନ୍ଦ୍ରପୁରରେ ଥିବା ମନରେଗା ଯୋଜନାରେ ୨୨ ଜଣ...

View Article

Image may be NSFW.
Clik here to view.

ପାଖେଇ ଆସୁଛି ଡିସେମ୍ବର ଏକ – ଲୋକଙ୍କୁ ଡରାଉଛି ଟ୍ରାଫିକ୍‌ ଚେକ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାତ୍ର ଦୁଇ ଦିନ। ଦୁଇ ଦିନ ପରେ ଟ୍ରାଫିକ୍‌ ଟେକିଂ କଡ଼ାକଡ଼ି। ଗାଡ଼ିର କାଗଜପତ୍ର ନ ଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଫାଇନ୍‌। ଏଥିପାଇଁ ଦୁଇ ପରିବହନ କାର୍ଯ୍ୟାଳୟରେ ଅସମ୍ଭାଳ ଭିଡ଼। ଏତେ ଭିଡ଼ ଯେ ଠେଲାପେଲାରେ ଲୋକ...

View Article


Image may be NSFW.
Clik here to view.

ଶପଥ ପାଇଁ ଶିବାଜୀ ପାର୍କକୁ କାହିଁକି ବାଛିଲେ ଉଦ୍ଧବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇର ଶିବାଜୀ ପାର୍କ ଶିବସେନା ପାଇଁ ପୁଣିଥରେ ଖାସ୍‌ ହେବାକୁ ଯାଉଛି। ଏହି ସ୍ଥାନରେ ଆଜି ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ନେବେ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ...

View Article


Image may be NSFW.
Clik here to view.

ଦିନେ ଶରଦଙ୍କୁ ଶିବସେନାର ଶତ୍ରୁ କହିଥିଲେ ବାଲ୍ ଠାକରେ, ଆଜି ମିଶିକି କରୁଛନ୍ତି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶରଦ ପାୱାରଙ୍କ ଦଳ ଏନସିପି ଓ କଂଗ୍ରେସର ହାତ ଧରି ଗୁରୁବାର  ମହାରାଷ୍ଟ୍ରର କିଙ୍ଗ୍ ହେବେ ଉଦ୍ଧବ ଠାକରେ।...

View Article

Image may be NSFW.
Clik here to view.

ଗାଡ଼ି କାଗଜପତ୍ର ପାଇଁ ଆଉ କିଛିଦିନ ମିଳିବ ସମୟ, କୋହଳ ହେଇପାରେ ଟ୍ରାଫିକ୍ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରିବା ପାଇଁ ଧାର୍ଯ୍ୟ ହୋଇଥିବା ଡେଡ୍ ଲାଇନକୁ ବଢ଼ାଇବା ପାଇଁ ଚିନ୍ତା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା...

View Article

Image may be NSFW.
Clik here to view.

ମାଲକାନଗିରି ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ମିଶନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ମିଶନରେ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯାଉଛି। ୫ ଡିସେମ୍ଵରରୁ ଏହି ଇଣ୍ଟରଭ୍ୟୁ ଆରମ୍ଭ ହୋଇ ୭...

View Article

Image may be NSFW.
Clik here to view.

ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ବନ୍ଦ ହେବ ବିଏସ୍‌-୪ ଇଞ୍ଜିନ୍‌ଯୁକ୍ତ ଗାଡ଼ି

ଓଡ଼ିଶାଲାଇଭ୍‌ବ୍ୟୁରୋ ୨୦୨୦ ଏପ୍ରିଲ୍‌ ପହିଲାରୁ ଦେଶରେ ବିଏସ୍‌-୪ ଇଞ୍ଜିନ୍‌ଯୁକ୍ତ ଗାଡ଼ି ବନ୍ଦ ହେବ। ଜାଣନ୍ତୁ କ’ଣ ଏହି ବିଏସ୍‌ ଇଞ୍ଜିନ? ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

View Article


Image may be NSFW.
Clik here to view.

ଏବେ ବଜାରକୁ ଆସିବ Xiaomiର ଫୋଲ୍‌ଡ ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତବର୍ଷ ଅନେକ କମ୍ପାନି ବଜାରରେ ଫୋଲ୍‌ଡ ସ୍ମାର୍ଟଫୋନ ଲଞ୍ଚ୍‌ କରିଛନ୍ତି। ନିକଟରେ ସାମସଙ୍ଗ୍‌ କମ୍ପାନି ଗାଲାକ୍ସି ଫୋଲ୍‌ଡ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଥିଲା। ସେହିପରି ହୁଆୱି ମଧ୍ୟ ମେଟ୍‌ ଏକ୍ସ ନାଁରେ ଏକ ଫୋଲ୍‌ଡ...

View Article

Image may be NSFW.
Clik here to view.

ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ। କୌଶଳ ସମନ୍ୱୟ ସମିତି ପକ୍ଷରୁ ୩ ଦଫା ଦାବିରେ ବୌଦ୍ଧର ଏହି ବନ୍ଦ ଡାକରା ଦିଆଯାଇଛି। କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ତେଲନଦୀ ସେତୁକୁ ତରୁନ୍ତ କାର୍ଯ୍ୟକ୍ଷମ, ସହରରେ ବେଆଇନ ଜବରଦଖଲ...

View Article


Image may be NSFW.
Clik here to view.

ଖରାପ ଖାଦ୍ୟ –  ଟପ୍‌ ୧୦ ରାଜ୍ୟ ଭିତରେ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଦ୍ୟପେୟ ସୁରକ୍ଷାକୁ ନେଇ କରାଯାଇଥିବା ଏକ ସର୍ଭେରେ ଓଡ଼ିଶା ପଛରେ ପଡ଼ି ଯାଇଛି। ଫୁଡ୍‌ ସେଫଟି ଆଣ୍ଡ ଷ୍ଟାଣ୍ଡର୍ଡ ଅଥରିଟି (ଫସାଇ) ପକ୍ଷରୁ ଖାଦ୍ୟ ସାମଗ୍ରୀର ବ୍ୟବହାର କେତେ ସ୍ଵଛ ଓ ପରିଷ୍କାର ତାହାର ଏକ ନିୟମିତ ସର୍ଭେ...

View Article

Image may be NSFW.
Clik here to view.

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ମିଳିଲା ମଣିଷ କଙ୍କାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ନୟାପଲ୍ଲୀ ଆଇଆରସି ଭିଲେଜରେ ଏକ ଡଷ୍ଟବିନରୁ ମଣିଷ କଙ୍କାଳ ସହ ଖପୁରୀ, ହାଡ଼ ଠାବ ହୋଇଛି।  ମଣିଷ କଙ୍କାଳ ଏକ ପଲିଥିନରେ ବନ୍ଧା ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳେ ସଫେଇ...

View Article


Image may be NSFW.
Clik here to view.

ଚନ୍ଦ୍ରଶେଖର ପୁର, ଜୟଦେବ ବିହାରରେ ବିଡିଏ ବିକୁଛି ପ୍ଲଟ୍‌ – ଜାଣନ୍ତୁ, କେମିତି କରିବେ ଆବେଦନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଜୟଦେବ ବିହାର ଓ ଚନ୍ଦ୍ରଶେଖର ପୁରରେ ଜମି କିଣିବାକୁ ଚାହୁଁଛନ୍ତି କି? ତେବେ ବିଡିଏ ଓ୍ୱେବ୍‌ସାଇଟ୍‌ www.bda.gov.in କୁ ଯାଇ ଆବେଦନ କରନ୍ତୁ। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ...

View Article

Image may be NSFW.
Clik here to view.

ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ – ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ଦଳ ଉପନେତା ବିଷ୍ଣୁ ସେଠୀ ଖୁବ୍‌ ବର୍ଷିଛନ୍ତି।...

View Article

Image may be NSFW.
Clik here to view.

ଅନୁଗୁଳରେ ହାଉସିଂବୋର୍ଡ ବିକୁଛି ଫ୍ଲାଟ୍ – ଆବେଦନ ତାରିଖ ନଭେମ୍ବର ୩୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳରେ ଫ୍ଲାଟ୍‌ କିଣିବାକୁ ଇଚ୍ଛୁକ କି? ତେବେ ଜଲଦି ବୁକ୍‌ କରନ୍ତୁ। ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ବିକୁଛି ଫ୍ଲାଟ୍‌ ଏବଂ ଏହାକୁ ବୁକ୍‌ କରିବା ପାଇଁ ୩୦ ନଭେମ୍ଵର ସୁଦ୍ଧା ଆବେଦନ କରିପାରିବେ। ‘ଅନୁଗୁଳ ଏନ୍‌କ୍ଲେଭ୍‌’...

View Article
Browsing all 11715 articles
Browse latest View live