Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଜିଠୁ ୩ଦିନ ସମ୍ବଲପୁର ବନ୍ଦ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି। ଏହି ଦାବି କରି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।

ଫଳରେ ସରକାରୀ, ବେସରକାରୀ ଅଫିସ ସହ ବ୍ୟାଙ୍କ, କୋର୍ଟ କଚେରୀ ବନ୍ଦ ରହିଛି। ହେଲେ ଦୋକାନ ବଜାର ଖୋଲା ରହିବା ସହିତ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି।

କଚେରୀ ଛକ ନିକଟରେ କ୍ରିୟାନୁଷ୍ଠାନ କମିଟି  ସଦସ୍ୟ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଦସ୍ୟମାନେ ଚେତାବନୀ ଦେଇଛନ୍ତି।

The post ଆଜିଠୁ ୩ଦିନ ସମ୍ବଲପୁର ବନ୍ଦ appeared first on OdishaLIVE.


Viewing all articles
Browse latest Browse all 11715

Trending Articles