ଭାରତ ଗସ୍ତ ପାଇଁ ଦଳ ଘୋଷଣା କଲା ୱେଷ୍ଟଇଣ୍ଡିଜ୍, କିରଣ ପୋଲାର୍ଡଙ୍କୁ ଅଧିନାୟକ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୬ ତାରିଖରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କ୍ରିକେଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗୁରୁବାର ବୋର୍ଡ ପକ୍ଷରୁ ୱେଷ୍ଟଇଣ୍ଡିଜ୍ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳର ଘୋଷଣା କରାଯାଇଛି। ବୋର୍ଡ...
View Articleପୁଣି ଫେରୁଛି ଟ୍ରାଫିକ୍ ଜ୍ଵର, ସାବଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ ଗାଡ଼ି ଚାଳକମାନେ ସାବଧାନ ହୋଇଯାଆନ୍ତୁ। ରାତି ପାହିଲେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ଯାଞ୍ଚ କଡ଼ାକଡ଼ି କରାଯିବ। ହେଲମେଟ୍ ନ...
View Articleଆଜି ଫ୍ଲୋର ଟେଷ୍ଟ ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଦିନ ୨ଟା ବେଳେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏନସିପି ବିଧାୟକ ଦିଲୀପ ବାଲସେ ପାଟିଲ କାମଚଳା...
View Articleଦୁଇ ଗୋଷ୍ଠୀଙ୍କ ଝଗଡ଼ା ତୁଟାଇବାକୁ ଯାଇ ସ୍ତ୍ରୀକୁ ହରାଇଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ ସାମନ୍ୟ ଝଗଡ଼ାରୁ ଯୁବକଙ୍କ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ନୟାଗଡ଼ ଜିଲ୍ଲା ଓଡ଼ଙ୍ଗା ଥାନା ବାହାଡ଼ଝୋଲା ଭଟ୍ଟସାହିର ଏଭଳି ଜଘନ୍ୟ ଘଟଣା ଘଟିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ତୁଟାଉଥିବା ବ୍ୟକ୍ତି ଆକ୍ରମଣର...
View Articleନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡା ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନକୁ ଆସିଥିବା ୮ଟି ଆନାକୋଣ୍ଡା ମଧ୍ୟରୁ ଆଉ ଏକ ହଳଦିଆ ଆନାକେଣ୍ଡାର ମୃତ୍ୟୁ ହୋଇଛି। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆନାକୋଣ୍ଡାର ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ି ନାହିଁ। ଏହା ପୂର୍ବରୁ ଆଉ ଏକ...
View Articleହାଇଦ୍ରାବାଦ ଗଣଦୁଷ୍କର୍ମ: ସଂସଦ ସାମ୍ନାରେ ଧାରଣାରେ ବସିଲେ ଅନୁ, କହିଲେ ‘‘ମୁଁ ବି ଜଳିବି...
ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଛି। ଏହି ଘଟଣା ପୁଣି ଥରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ କଥା ମନେ ପକାଇ ଦେଇଛି। ସାରାଦେଶରେ ପ୍ରିୟଙ୍କା ରେଡ୍ଡୀଙ୍କ...
View Articleପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମ ପୂରଣ ଡିସେମ୍ବର ୪କୁ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମପୂରଣ ଡିସେମ୍ବର ୪କୁ ବୃଦ୍ଧି କରାଯାଇଛି। ସେକେଣ୍ଡାରି ସ୍କୁଲ ମୁଖ୍ୟ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରି ବୋର୍ଡକୁ...
View Articleକଟକ: ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁକୁ କିପରି ଆୟତ୍ତ କରାଯାଇପାରିବ ଅଗ୍ନିଶମ କର୍ମଚାରୀ ସେନେଇ ଉଦ୍ୟମ...
View Articleଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ
ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ଜାରି ରହିଛି ମତଦାନ। ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା...
View Articleସିସିଟିଭି ସବୁ ଦେଖୁଛି, ଟ୍ରାଫିକ୍ ନିୟମ ଭାଙ୍ଗି ଖସିଲେ ବି ଗଣିବେ ଫାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ପହିଲାରୁ ଅର୍ଥାତ୍ କାଲିଠୁ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ଯାଞ୍ଚ କଡ଼ାକଡ଼ି କରାଯିବ। ଏନେଇ କମିସନରେଟ୍ ପୋଲିସ ଏକ...
View Articleଫ୍ୟାନ୍ ମୂଲ୍ୟରେ ମିଳିବ ଏୟାର କୁଲର, ବଜାରକୁ ଆସିଲା ଫରାଟା କୁଲର୍
ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଫ୍ୟାନ୍ ମୂଲ୍ୟରେ ଲୋକଙ୍କୁ ମିଳିପାରିବ ଏୟାର କୁଲର। ରାଜପଥ ଗ୍ରୁପ ପକ୍ଷରୁ ‘ପ୍ୟାଟ୍ରିଅଟ୍ ଫରାଟା’ ନାମକ ଏୟାର କୁଲର ବଜାରକୁ ଛଡ଼ାଯାଇଛି। ଏହାକୁ ଲୋକମାନେ ସାଧାରଣ ଫ୍ୟାନ୍ ମୂଲ୍ୟରେ କିଣିପାରିବେ। ‘‘ଗରମ...
View Articleକେମିତି କରିବେ କୋର୍ଟ ମ୍ୟାରେଜ, ଜାଣନ୍ତୁ ପୂରା ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହକୁ ଆଇନଗତ ଭାବେ ବୈଧ ଦର୍ଶାଇବା ପାଇଁ କୋର୍ଟ ମ୍ୟାରେଜ କରାଯାଇଥାଏ। ଆପଣ ପ୍ରତିଦିନ କୋର୍ଟ ମ୍ୟାରେଜ ଶବ୍ଦ ଶୁଣି ଆସୁଥିବେ ହେଲେ ଆଜିବି ଅନେକ ଏହି କୋର୍ଟ ମ୍ୟାରେଜ କେମିତି ହୁଏ ଓ ଏହାର ପ୍ରକ୍ରିୟା କ’ଣ...
View Articleକେମିତି କରିବେ ଛେନା ଆଳୁ ତରକାରୀ
ଗାୟତ୍ରୀ ଦାସ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଛେନା ଆଳୁ ତରକାରୀ। ସାମଗ୍ରୀ ଛେନା – ୨୫୦ ଗ୍ରାମ୍ ସୁଜି – ୫୦ ଗ୍ରାମ୍ ଖାଇବା ସୋଡ଼ା – ଅଳ୍ପ ଲୁଣ ସ୍ୱାଦ ଅନୁସାରେ ଜିରାଗୁଣ୍ଡ – ୧ ଚା’ ଚାମଚ ଧନିଆଗୁଣ୍ଡ – ୧ ଚା’ ଚାମଚ ଲଙ୍କା ଗୁଣ୍ଡ –...
View Articleଆଉ ଶୁଭିବନି ରାଧାକାନ୍ତଙ୍କ ତବଲାର ଶବ୍ଦ…
ଓଡ଼ିଶାଲାଇଭ୍ ବ୍ୟୁରୋ ଆରପାରିରେ ଓଡ଼ିଶାର ପ୍ରସିଦ୍ଧ ତବଲା ବାଦକ ରାଧାକାନ୍ତ ନନ୍ଦ। ପ୍ରସିଦ୍ଧ ଓଡ଼ିଆ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍ଣରେ...
View Articleତାପସୀଙ୍କ ହାତରେ ନୂଆ ଫିଲ୍ମ – ପ୍ରଥମ ଥର ଡବଲ ରୋଲ୍ରେ ଆସିବେ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ ଟଲିଉଡରୁ ଆସି ବଲିଉଡରେ ବେଶ୍ ସକ୍ରିୟ ଅଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଦମଦାର ଅଭିନୟ ପାଇଁ ବ୍ୟାକ ଟୁ ବ୍ୟାକ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳୁଛି। ଏବେ ତାଙ୍କ ହାତକୁ ସଞ୍ଜୟ ଲୀଳା ଭଂସାଲିଙ୍କ ଆଉ ଏକ ଫିଲ୍ମ ଆସିଛି।...
View Articleବଲିଉଡ ଡେବ୍ୟୁ କରିବେ ସାଉଥ୍ ସୁପରଷ୍ଟାର ବିଜୟ ଦେବେରାକୋଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ ସୁପରହିଟ୍ ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀ ଫେମ୍ ବିଜୟ ଦେବେରାକୋଣ୍ଡାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ବିଜୟ। ଗୋଆରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...
View Article୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଖାରବେଳ ଭବନରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୮ ହଜାର ୯୩୮ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର...
View Articleଆରମ୍ଭ ହେଲା ଟ୍ରାଫିକ୍ ଚେକିଂ –ନିୟମ ଉଲଙ୍ଘନ କଲେ କଡ଼ା ଫାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟରେ ଆରମ୍ଭ ହେଲା ଟ୍ରାଫିକ୍ ଚେକିଂ। ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଛି। ରାଜ୍ୟ ସରକାର ଆଗାମୀ ୩ ମାସ ଯାଏଁ ଟ୍ରାଫିକ୍ ନିୟମ କୋହଳ କରିଥିଲେ ମଧ୍ୟ କେତେକ...
View Articleକଂଗ୍ରେସର ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ କଂଗ୍ରେସର ନାନା ପାଟୋଲେ। ବାଚସ୍ପତି ପଦ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ନାନା ପାଟୋଲେ। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ...
View Articleପୁଅ ଭାଙ୍ଗିଲା ଟ୍ରାଫିକ ନିୟମ, ବାପାଙ୍କଠୁ ଆଦାୟ ହେଲା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ଟ୍ରାଫିକ୍ ଧରପଗଡ଼। ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜଣେ ନାବାଳକ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରିବାରୁ ତାଙ୍କ ବାପାଙ୍କଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନାବାଳକ ଜଣକ...
View Article