ଓଡ଼ିଶାଲାଇଭ୍ ବ୍ୟୁରୋ![]()
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ନୟାପଲ୍ଲୀ ଆଇଆରସି ଭିଲେଜରେ ଏକ ଡଷ୍ଟବିନରୁ ମଣିଷ କଙ୍କାଳ ସହ ଖପୁରୀ, ହାଡ଼ ଠାବ ହୋଇଛି। ମଣିଷ କଙ୍କାଳ ଏକ ପଲିଥିନରେ ବନ୍ଧା ହୋଇପଡ଼ିଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ସକାଳେ ସଫେଇ କର୍ମଚାରୀଙ୍କ ଦ୍ୱାରା ଠାବ ପରେ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଓ କିପରି ସେଠାକୁ କଙ୍କାଳ ଆସିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
The post ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ମିଳିଲା ମଣିଷ କଙ୍କାଳ appeared first on OdishaLIVE.