ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ମିଶନରେ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଓ୍ଵାକ୍-ଇନ୍-ଇଣ୍ଟରଭ୍ୟୁ କରାଯାଉଛି। ୫ ଡିସେମ୍ଵରରୁ ଏହି ଇଣ୍ଟରଭ୍ୟୁ ଆରମ୍ଭ ହୋଇ ୭ ଡିସେମ୍ଵରରେ ଶେଷ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଏହି ଇଣ୍ଟରଭ୍ୟୁରେ ଯୋଗ ଦେଇ ପାରିବେ।
ପଦବୀ
- ଏନ୍ଆର୍ସି କାଉନ୍ସେଲୋର – ପଦବୀ(୨), ଦରମା – ୧୫,୯୭୬, ଇଣ୍ଟରଭ୍ୟୁ ତାରିଖ – ୫.୧୨.୨୦୧୯(ସକାଳ ୧୦ଟାରୁ ୧୨ଟା)।
- ଆୟୁଷ ମେଡିକାଲ ଅଫିସର – ପଦବୀ(୫), ଦରମା – ୨୧,୯୨୪, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ପେଡିଟ୍ରିସିଆନ୍, ଡିଇଆଇସି – ପଦବୀ(୦୧), ଦରମା – ୬୬,୧୫୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
- କନସୁଲାଣ୍ଟ ମେଡିସିନ୍, ଏନ୍ପିଏଚ୍ସିଇ – ପଦବୀ(୦୧), ଦରମା – ୬୬,୧୫୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
- ମେଡିକାଲ ଅଫିସର୍, ଏମ୍ବିବିଏସ୍(ଏନ୍ପିସିଡିସିଏସ୍) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
- ମେଡିକାଲ ଅଫିସର୍, ଏମ୍ବିବିଏସ୍(ଡିଇଆଇସିୟୁ) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
- ମେଡିକାଲ ଅଫିସର୍, ଏମ୍ବିବିଏସ୍(ଏସ୍ଏନ୍ସିୟୁ) – ପଦବୀ(୦୩), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
- ମେଡିକାଲ ଅଫିସର୍, ଏମ୍ବିବିଏସ୍(ଏନ୍ଏମ୍ଏଚ୍ପି) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
- ମେଡିକାଲ ଅଫିସର୍, ଏମ୍ବିବିଏସ୍(ଆର୍ଏନ୍ଟିସିପି) – ପଦବୀ(୦୧), ଦରମା – ୫୨,୯୨୦, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ। ମେଡିକାଲ ଅଫିସର୍, ଷ୍ଟାଫ ନର୍ସ – ପଦବୀ(ଅସ୍ପଷ୍ଟ), ଦରମା – ୮୫୦ ଦିନକୁ, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯ରୁ ୭.୧୨.୨୧୯(ସକାଳ ୧୦.୩୦ରୁ ୧୨ଟା) ମଧ୍ୟରେ।
- ଓପଟୋମେଟ୍ରିଷ୍ଟ – ପଦବୀ(୦୧), ଦରମା – ୧୩,୪୨୮, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ଡେଣ୍ଟାଲ ଟେକ୍ନିସିଆନ୍ – ପଦବୀ(୦୧), ଦରମା – ୧୧,୫୬୨, ଇଣ୍ଟରଭ୍ୟୁ ତାରିଖ -୫.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- କମ୍ୟୁନିଟି ନର୍ସ – ପଦବୀ(୦୧), ଦରମା – ୧୫,୯୭୬, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- କ୍ଲନିକାଲ ସାଇକୋଲୋଜିଷ୍ଟ – ପଦବୀ(୦୧), ଦରମା – ୨୫,୯୩୧, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ସମାଜସେବୀ – ପଦବୀ(୦୧), ଦରମା – ୧୬,୭୭୪, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ସାଇକାଟ୍ରିକ ସମାଜସେବୀ – ପଦବୀ(୦୧), ଦରମା – ୨୫,୯୩୧, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ସାଇକାଟ୍ରିକ ନର୍ସ – ପଦବୀ(୦୧), ଦରମା – ୧୫,୯୭୬, ଇଣ୍ଟରଭ୍ୟୁ ତାରିଖ -୬.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ଲାବ ଟେକ୍ନିସିଆନ୍ – ପଦବୀ(ଅସ୍ପଷ୍ଟ), ଦରମା – ୮୫୦ ଦିନକୁ, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ଯୋଗ ଶିକ୍ଷକ – ପଦବୀ(ଅସ୍ପଷ୍ଟ), ଦରମା – ୫୦୦ ଦିନକୁ, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ଅଫିସ୍ ଆସିଷ୍ଟାଣ୍ଟ – ପଦବୀ(୦୧), ଦରମା – ୧୩,୮୯୨, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
- ଫାର୍ମାସିଷ୍ଟ – ପଦବୀ(୦୧), ଦରମା – ୧୩,୮୯୨, ଇଣ୍ଟରଭ୍ୟୁ ତାରିଖ -୭.୧୨.୨୦୧୯(ସକାଳ ୧୦.୩୦ରୁ ୧୨ଟା)
ଇଣ୍ଟରଭ୍ୟୁରେ ଯୋଗ ଦେବା ପାଇଁ ପ୍ରାର୍ଥୀ ୦୫.୧୨.୨୦୧୯ରୁ ୦୭.୧୨.୨୦୧୯ ତାରିଖ ମଧ୍ୟରେ ସକାଳ ୧୦ଟା ୩୦ରୁ ୧୨ ମଧ୍ୟରେ ପହଞ୍ଚିବାକୁ ହେବ। ଅଧିକ ତଥ୍ୟ ପାଇଁ ଓ୍ଵେବ୍ସାଇଟ୍ www.malkangiri.nic.in କୁ ଯାଇପାରିବେ।
The post ମାଲକାନଗିରି ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ମିଶନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୫ରୁ ଓ୍ଵାକ୍-ଇନ୍-ଇଣ୍ଟରଭ୍ୟୁ appeared first on OdishaLIVE.