Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ। କୌଶଳ ସମନ୍ୱୟ ସମିତି ପକ୍ଷରୁ ୩ ଦଫା ଦାବିରେ ବୌଦ୍ଧର ଏହି ବନ୍ଦ ଡାକରା ଦିଆଯାଇଛି। କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ତେଲନଦୀ ସେତୁକୁ ତରୁନ୍ତ କାର୍ଯ୍ୟକ୍ଷମ, ସହରରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବିରେ ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ଫଳରେ ଗମନାଗମନ ଠପ୍‌ ହେବା ସହିତ ଦୋକାନ ବଜାର ବନ୍ଦ, ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିଛି।

କୋଶଳ ସମନ୍ୱୟ ସମିତି ପକ୍ଷରୁ ବୌଦ୍ଧ – କଣ୍ଟାମାଳ-ମନମୁଣ୍ଡା ଏନଏଚ-୫୭ରେ ପିକେଟିଂ କରି ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି।

The post ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ appeared first on OdishaLIVE.


Viewing all articles
Browse latest Browse all 11715

Trending Articles