କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କଲେ ତାରା...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି ଫାଲକନ୍ ଗ୍ରୁପର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ। ଏଭଳି ପରିସ୍ଥିତିରେ ସମସ୍ତ ଶିଳ୍ପପତିମାନଙ୍କୁ କରୋନା...
View Articleଦିଲ୍ଲୀରେ ଆଜିଠୁ କର୍ଫ୍ୟୁ – ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା ଲେଖାଁଏ ସହାୟତା ଦେବ ସରକାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ଦିଲ୍ଲୀରେ ଲାଗୁ ହେଲା କଟକଣା। ଆଜିଠୁ ରାଜଧାନୀ ଦିଲ୍ଲୀରେ କର୍ଫ୍ୟୁ ଲାଗୁ ହୋଇଛି। ଲୋକମାନଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି। କେବଳ ଜରୁରୀକାମ ପାଇଁ ଲୋକମାନେ ବାହାରକୁ ବାହାରି...
View Articleକରୋନା ସଚେତନତା –ଅଭିନେତା ଆକାଶ ଶିଖାଇଲେ ହାତ ଧୁଆ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବଲିଉଡରୁ ଓଲିଉଡ ସବୁଠି କରୋନା ଚର୍ଚ୍ଚା। କିଏ ଗୀତ ଗାଇ ତ କିଏ ଅଭିନୟ କରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଉଛନ୍ତି ସେଲିବ୍ରିଟି। ଏହି କ୍ରମରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ଆକାଶ ଦାସନାୟକ। ଆକାଶ...
View Articleଲକ୍ଡାଉନ ନିୟମ ଭାଙ୍ଗି ଖୋର୍ଦ୍ଧାରେ ସିଜ୍ ହେଲା ୩୬ ଗାଡ଼ି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍ଡାଉନ ନିୟମ ଉଲ୍ଲଙ୍ଘନ କରି ଖୋର୍ଦ୍ଧାରେ ୩୬ଟି ଗାଡ଼ି ସିଜ୍ ହୋଇଛି। ୩ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡାଉନ ନିୟମ ଲାଗୁ ହୋଇଥିଲେ ସୁଦ୍ଧା କେତେକ ଲୋକେ ବାରମ୍ବାର ଏହି ନୟମକୁ ଉଲ୍ଲଙ୍ଘନ କରି ଆସୁଥିଲେ।...
View Articleକରୋନା ସମ୍ପର୍କରେ ୨୪ ଘଣ୍ଟାର ତାଜା ସୂଚନା ଦେଲେ ରାଜ୍ୟ ସରକାର – ‘‘ଆଗକୁ ଆସୁଛି ବିସ୍ଫୋରକ...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ୍ ସମ୍ପର୍କରେ ୨୪ ଘଣ୍ଟାର ତାଜା ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି। କରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି।...
View Articleତାଗିଦ କଲେ ସରକାର –ବଦଳି ହୋଇଥିବା କର୍ମଚାରୀଙ୍କୁ ୪୮ ଘଣ୍ଟାରେ କାମରେ ଯୋଗ ଦିଅନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବଦଳି ହୋଇଥିବା କର୍ମଚାରୀଙ୍କୁ ୪୮ ଘଣ୍ଟାର ମହଲତ ଦେଲେ ରାଜ୍ୟ ସରକାର। ଶୀଘ୍ର ବଦଳି ହୋଇଥିବା ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ। ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।...
View Articleବ୍ରିଟେନ ରାଜକୁମାର ପ୍ରିନ୍ସ ଚାର୍ଲସ୍ ହେଲେ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବ୍ରିଟେନ ରାଜକୁମାର ପ୍ରିନ୍ସ ଚାର୍ଲସ୍ ମହାମାରୀ କରୋନା ଭାଇରସ୍ରେ ଆକ୍ରାନ୍ତ। ଏନେଇ କ୍ଲେରେନ୍ସ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ସ୍କଟଲାଣ୍ଡରେ ପରୀକ୍ଷା ହୋଇଥିବା ନମୁନା ପଜିଟିଭ୍ ଆସିଥିବା ଜଣାପଡ଼ିଛି।...
View Articleଭାରତରେ ୫୬୨ କରୋନା ପଜିଟିଭ୍, ୧୧ ଜଣଙ୍କ ଜୀବନ ଗଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ତାଜା ସ୍ଥିତି ସମ୍ପର୍କରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ଥିବା ବେଳେ ଆଜି...
View Articleକରୋନାରେ ଗଲା ଆଉ ଜଣଙ୍କର ଜୀବନ, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ନେଲା ଆଉ ଏକ ମୁଣ୍ଡ। ମଧ୍ୟପ୍ରଦେଶରେ ବୁଧବାର ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହିତ ସାରା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।...
View Articleକରୋନା ପାଇଁ ଗାଁ ମୁଖ୍ୟରାସ୍ତା ବନ୍ଦ କଲେ ବ୍ରହ୍ମପୁରର ଖଜୁରିଆ ଗ୍ରାମବାସୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବ୍ରହ୍ମପୁର : କରୋନା ପାଇଁ ଗାଁ ମୁଖ୍ୟ ରାସ୍ତାକୁ ବନ୍ଦ କଲେ ଗ୍ରାମବାସୀ। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବ୍ରହ୍ମପୁର ଉପକଣ୍ଠ ଖଜୁରିଆ ଗାଁରୁ। ଗାଁ ଭିତରକୁ କରୋନା ଭାଇରସ ପୁରାଇ ଦେବେ ନାହିଁ ବୋଲି ଶପଥ...
View Articleରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ...
View Articleକରୋନା ମୁକାବିଲା – ସରକାରଙ୍କ ସ୍କାନରରେ ରାଜ୍ୟ ବାହାରୁ ଆସିଥିବା ୭୮ ହଜାର ଲୋକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ଦମ୍ ଲଗାଇ ଦେଇଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାରଙ୍କର ୭୮ ହଜାରରୁ ଅଧିକ ଲୋକ ଏବେ ଚିନ୍ତାର କାରଣ ପାଲଟିଛନ୍ତି। ରାଜ୍ୟ...
View Articleକରୋନା ମୁକାବିଲା ପାଇଁ ବିଗ୍ ବି ଦେଲେ ଆଇଡିଆ – ରେଳଡ଼ବା ହୋଇପାରିବ ହସ୍ପିଟାଲ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ଦେଶରେ ଏବେ କରୋନାକୁ କିପରି ମୁକାବିଲା କରାଯିବ ତାକୁ ନେଇ ଚିନ୍ତା ବଢ଼ିଛି। ଯଦି ଆଗାମୀ ଦିନରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ହସ୍ପିଟାଲ ବେଡ୍ ସଂଖ୍ୟା ରୋଗୀଙ୍କ ପାଇଁ କମ୍ ପଡ଼ିବ...
View Articleଏପ୍ରିଲ ୧୪ ଯାଏଁ ସାରା ଦେଶରେ ଗଡ଼ିବନି ଟ୍ରେନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ମନ୍ତ୍ରାଳୟ ଟ୍ରେନ୍ ବାତିଲର ଅବଧିକୁ ବଢ଼ାଇଛନ୍ତି। ଭାରତୀୟ ରେଳ ମନ୍ତ୍ରାଳୟ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି। ଟ୍ରେନ୍ ବାତିଲର ଅବଧିକୁ...
View Articleସିଧା ଅକାଉଣ୍ଟକୁ ଯିବ ଟଙ୍କା? ଆସୁଛି କରୋନା ପାଇଁ ମୋଦିଙ୍କ ଆର୍ଥିକ ପ୍ୟାକେଜ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଏକ ବଡ଼ ଯୋଜନା ତିଆରି କରାଯାଉଛି। କେନ୍ଦ୍ର ସରକାର ଏ ବାବଦକୁ ଦେଢ଼ ଲକ୍ଷ କୋଟି...
View Articleଲକ୍ଡାଉନ୍ ପରେ ସ୍ଥିତି ଅସମ୍ଭାଳ –ଗୁରୁବାରଠୁ କଟକ ଛତ୍ରବଜାରକୁ ବାଇକ୍ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ କଟକ ଛତ୍ର ବଜାରରେ ସ୍ଥିତି ଅସମ୍ଭାଳ। କଟକ: ସବୁ କିଛି ସ୍ୱାଭାବିକ ଥିଲା। ଯାହାର ଯେତିକି ଦରକାର ସେହି ଅନୁଯାୟୀ ବା ତାଠାରୁ ସ୍ୱଳ୍ପ ମାତ୍ରାରେ ଅଧିକ କିଣୁଥିଲେ। କିନ୍ତୁ ଲକଡାଉନ୍...
View Articleକରୋନା ପ୍ୟାକେଜ – ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ୧ ହଜାର ଲେଖାଏଁ ସହାୟତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିରେ ବୃଦ୍ଧବୃଦ୍ଧା, ୬୦ ବର୍ଷରୁ ଅଧିକ ବୟସ୍କ ବିଧବା ଓ ଭିନ୍ନକ୍ଷମମାନଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ସେମାନଙ୍କୁ ୧ ହଜାର ଟଙ୍କା...
View Articleଜାଣନ୍ତୁ କରୋନା ପାଇଁ ଦେଶରେ କ’ଣ ବଦଳିଛି?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସବୁଠି ପଡ଼ିଛି କରୋନାର ପ୍ରଭାବ। ଜୀବନଶୈଳୀ ସହିତ ଦେଶ ଦୁନିଆରେ ହାଇଛି ଅନେକ ପରିବର୍ତ୍ତନ। ତେବେ ଆପଣ ଜାଣିଛନ୍ତି କି କରୋନା ପ୍ରଭାବରେ ଆମ ଦେଶରେ କ’ଣ ପରିବର୍ତ୍ତନ ହୋଇଛି? ମ୍ୟାଲେରିଆ ଔଷଧ ରପ୍ତାନିକୁ ଭାରତ...
View Articleମୟୁରଭଞ୍ଜ ଜିଲ୍ଲାରେ ଲକଡାଉନର ପ୍ରଭାବ, ଫାଷ୍ଟଫୁଡ ଦୋକାନ ଉପରେ ଚଢାଉ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ଓ ବାରିପଦା ଅଞ୍ଚଳରେ ଲକ୍ଡାଉନର ପ୍ରଭାବ ଦେଖିବାକୁ ମିଳିଛି। ସହରର ସାପ୍ତାହିକ ହାଟରେ ଫାଷ୍ଟ ଫୁଡ ଦୋକାନ ଉପରେ ଚଢ଼ାଉ କରାଯାଇ ବନ୍ଦ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ୟାପକ ଯାଞ୍ଚ...
View Articleଓଡ଼ିଶାରେ ହେବ ସବୁଠୁ ବଡ଼ କରୋନା ହସ୍ପିଟାଲ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏଭଳି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ଲୋକସେବା ଭବନରେ ଏନେଇ...
View Article