ଅଙ୍ଗନାବାଡି ବନ୍ଦ ହେଲେ ବି ଶିଶୁଙ୍କୁ ଯୋଗାଇ ଦିଆଯିବ ରନ୍ଧାଖାଦ୍ୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଅଙ୍ଗନାବାଡି ବନ୍ଦ ହେଲେ ସୁଦ୍ଧା ଶିଶୁଙ୍କୁ ଖାଦ୍ୟ ଯୋଗାଇବେ ଅଙ୍ଗନାବାଡି କର୍ମୀ। ନିୟମିତ ଭାବରେ ଶିଶୁମାନଙ୍କ ଘରେ ଛତୁଆ, ରନ୍ଧା ଖାଦ୍ୟ କିମ୍ବା ଖାଦ୍ୟ ପାଇଁ ସୁଖିଲା ରାସନ୍ ଯୋଗାଇ ଦେବେ ଅଙ୍ଗନବାଡୀ କର୍ମୀ।...
View Articleସୁସ୍ଥ ଲୋକମାନେ ମାସ୍କ ପିନ୍ଧନ୍ତୁ ନାହିଁ – ସୁବ୍ରତ ବାଗଚି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ଯୋଗୁଁ ଏବେ ବଜାରରେ ମାସ୍କର ଦର ଆକାଶ ଛୁଆଁ। ଲୋକମାନେ କରୋନା ଭାଇରସ୍ ଭୟରେ ବଜାରରୁ ଚଢ଼ା ଦରରେ ମାସ୍କ କିଣୁଥିବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ ବଜାରରେ ମାସ୍କର ଘୋର ଅଭାବ ମଧ୍ୟ ଦେଖା...
View Articleସାନିଟାଇଜର ନମିଳିଲେ ସାବୁନରେ ଧୁଅନ୍ତୁ ହାତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବଜାରରେ ସାନିଟାଇଜର ମିଳୁନି କି? ଯଦି ନା, ତାହାଲେ ସାବୁନ ବ୍ୟବହାର କରନ୍ତୁ। ସାବୁନରେ ୨୦ ସେକେଣ୍ଡ ଯାଏଁ ହାତକୁ ଭଲଭାବେ ଧୁଅନ୍ତୁ। ଖାଇବା ପୂର୍ବରୁ ଏବଂ ପରେ ମଧ୍ୟ ହାତ ଧୁଅନ୍ତୁ। ଏଭଳି ପରାମର୍ଶ ଦେଇଛନ୍ତି...
View Articleକରୋନା ଅପଡେଟ୍ – ଜାଣନ୍ତୁ, ରାଜ୍ୟ ସରକାର କ’ଣ ଦେଲେ ତାଜା ସୂଚନା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ବୁଧବାର ତାଜା ସୂଚନା ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କରୋନା ଭାଇରସର ଲାଟେଷ୍ଟ୍ ଅପଡେଟ୍ ସବୁକୁ ଗୋଟି ଗୋଟି କରି...
View Articleକରୋନା ଆଲର୍ଟ – ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଆଗୁଆ ରାସନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ୪୫ ଦିନ ମଧ୍ୟରେ ହିତାଧିକାରୀଙ୍କୁ ୩ମାସର ରାସନ୍ ଯୋଗାଇ ଦିଆଯିବା। ଏନେଇ ବୁଧବାର ରାଜ୍ୟ ଯୋଗାଣ ବିଭାଗ ସୂଚନା ଦେଇଛି। ଏପ୍ରିଲ ୧ତାରିଖରୁ ୧୫ତାରିଖ ମଧ୍ୟରେ ହିତାଧିକାରୀଙ୍କୁ ଚାଉଳ,...
View Articleଓଡ଼ିଶାରେ କରୋନା: ଗୋଷ୍ଠୀଗତ ସଂକ୍ରମଣ ରୋକିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ସହ ଲଢେଇ କରୁଥିବା ଓଡିଶା ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି ସଂକ୍ରମଣକୁ ନିୟନ୍ତ୍ରଣ କରିବା। ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ଦିନଠାରୁ ଆମେ ଆମ ଭବିଷ୍ୟତକୁ ନେଇ ଚିନ୍ତା ଆରମ୍ଭ କରିଥିଲୁ।...
View Articleକରୋନା ସଂକ୍ରମଣ ଲୁଚାଇଥିବାରୁ କନିକାଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସ ସଂକ୍ରମଣକୁ ଲୁଚାଇଥିବାରୁ ଗାୟିକା କନିକା କପୁରଙ୍କ ଉପରେ ବର୍ଷିଛନ୍ତି ଗାୟିକା ସୋନା ମହାପାତ୍ର। ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ସୋନା କନିକାଙ୍କୁ ‘ଦାୟିତ୍ୱହୀନ’ ବୋଲି କହିବା...
View Articleକରୋନା ପାଇଁ ‘ଲକ୍ ଡାଉନ୍’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରପଡ଼ା,...
View Articleକରୋନା କଟକଣା –ବନ୍ଦ ରହିବ ପାନ ଦୋକାନ ଓ ଆଇସ୍କ୍ରିମ୍ ପାର୍ଲର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଆଉ ଏକ କଟକଣା ଜାରି କଲା ଭୁବନେଶ୍ଵର ମହାନଗର ନିଗମ। ପାନ ଦୋକାନ ଓ ଆଇସ୍କ୍ରିମ୍ ପାର୍ଲର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓପେଲଫେଡ୍ରେ ମଧ୍ୟ ରନ୍ଧା ଖାଦ୍ୟ ବିକ୍ରି ହେବା ନେଇ କଟକଣା ଜାରି...
View Article୨୨ରୁ ୨୯ ଲକ୍ ଡାଉନ୍: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ?
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମାର୍ଚ୍ଚ ୨୨ରୁ ୨୯ ଯାଏଁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଖୋର୍ଦ୍ଧା, ଗଞ୍ଜାମ, କଟକ,...
View Articleକରୋନା କଟକଣା – ୫ ଜିଲ୍ଲା ଓ ୮ ସହରରେ ୨୨ରୁ ୨୯ ଟୋଟାଲ ‘ଲକ୍ ଡାଉନ୍’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କଣ୍ଟ୍ରୋଲ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା ସାମାଜିକ ଦୂରତା ପାଇଁ ଓଡ଼ିଶାରେ ଆସିଲା ‘ଲକ୍ ଡାଉନ୍’ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, କଟକ ଓ ଅନୁଗୁଳ ଜିଲ୍ଲା ପୁରୀ, ଯାଜପୁର...
View Articleକନିକା କପୁରଙ୍କ ସହ ପାର୍ଟିରେ ଥିବା ୪୫ ଲୋକଙ୍କ ନମୁନା ନେଗେଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କନିକା କପୁରଙ୍କ ସହ ଲକ୍ଷ୍ନୌରେ ଏକ ପାର୍ଟିରେ ଯୋଗ ଦେଇଥିବା ୪୫ ଲୋକଙ୍କ ନମୁନା କରୋନା ନେଗେଟିଭ ଆସିଛି। ଏହି ପାର୍ଟିରେ ଉତ୍ତରପ୍ରଦେଶର ସ୍ଵାସ୍ଥ୍ୟମନ୍ତ୍ରୀ ଜୟପ୍ରତାପ ସିଂହ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ନମୁନା...
View Articleଓଲିଉଡ୍ କଳାକାରଙ୍କ କରୋନା ସଚେତନତା – ଜାଣନ୍ତୁ କିଏ, କ’ଣ କହିଲେ?
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ନେଇ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ସରକାର ଲୋକମାନଙ୍କୁ କରୋନା ମୁକାବିଲା କରିବା ପାଇଁ ସଚେତନ କରୁଛନ୍ତି। ସେହିପରି ଓଲିଉଡ୍ର କିଛି ଆଗ ଧାଡ଼ିର କଳାକାର ମଧ୍ୟ ଲୋକଙ୍କୁ ସଚେତନ କରିବାକୁ...
View Articleବିଶ୍ଵ ସୁଖୀ ରାଷ୍ଟ୍ର ତାଲିକା –୧୪୪ତମ ସ୍ଥାନକୁ ଖସିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ସୁଖୀ ରାଷ୍ଟ୍ର ତାଲିକାରେ ୧୪୪ତମ ସ୍ଥାନକୁ ଖସିଲା ଭାରତ। ମିଳିତ ଜାତିସଂଘ ପକ୍ଷରୁ ବିଶ୍ଵ ସୁଖୀ ରାଷ୍ଟ୍ରର ତାଲିକା ପ୍ରକାଶ ପାଇଛି। ପୂର୍ବରୁ ସୁଖୀ ରାଷ୍ଟ୍ର ତାଲିକାରେ ଭାରତ ୧୪୦ତମ ସ୍ଥାନରେ ରହିଥିଲା। ଚଳିତ ବର୍ଷ...
View Articleଓଡ଼ିଶାରେ ୬୯ କରୋନା ରିପୋର୍ଟ – ୬୭ ନେଗେଟିଭ, ୨ ପଜିଟିଭ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭୦ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ ରିପୋର୍ଟ ଆସି ସାରିଛି। ଏଥିରୁ ୬୭ ନମୁନା ନେଗେଟିଭ ଓ ୨ଟି ପଜିଟିଭ ଅଛି। ଏନେଇ ଆଜି ସାମ୍ଵାଦିକ ସମ୍ମିଳନୀ କରି ସୂଚନା...
View Articleଓଡ଼ିଶାରେ ଲକ୍ ଡାଉନ୍ –ଜାଣନ୍ତୁ, କ’ଣ କହିଲେ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସଂକ୍ରମଣରୁ ଲୋକମାନଙ୍କୁ ବଞ୍ଚାଇବା ଲାଗି ଓଡ଼ିଶାର ୫ ଜିଲ୍ଲା ଓ ୮ସହରକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଶନିବାର...
View Articleକରୋନା କଟକଣା – ବନ୍ଦ ହେଲା ଆହାରକେନ୍ଦ୍ର, କେବଳ ଡାକ୍ତରଖାନା ପରିସରରେ ରହିବ ଖୋଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ସମସ୍ତ ଆହାରକେନ୍ଦ୍ର ଉପରେ ଲାଗିଲା କଟକଣା। କରୋନା ପାଇଁ ସବୁ ଆହାରକେନ୍ଦ୍ର ବନ୍ଦ ରଖିବାକୁ ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ ସବୁ ଜିଲ୍ଲାପାଳ ଏବଂ ପୌର ପରିଷଦ କମିସନରମାନଙ୍କୁ ଚିଠି ଲେଖିଛନ୍ତି। କେବଳ...
View Articleକରୋନା ମୁକାବିଲା ପାଇଁ ଦରମା ଦାନ କଲେ ମନ୍ତ୍ରୀ ଓ ବିଧାୟକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସର ମୁକାବିଲା ପାଇଁ ୩ମାସର ଦରମା ଦାନ କରିଛନ୍ତି ମନ୍ତ୍ରୀ ଓ ବିଧାୟକ। ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜେନ୍ଦ୍ର ସାହୁ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜ୍ଞାନ ଓ ପ୍ରଯୁକ୍ତି...
View Articleକରୋନା ମୁକାବିଲା ପାଇଁ ନବୀନ ଶୁଭାରମ୍ଭ କଲେ ‘ମୋ ଜୀବନ’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ୍ଠାରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ ଶପଥପାଠ କରିବାକୁ ଆହ୍ୱାନ ଦେଲେ ନବୀନ। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ‘ମୋ...
View Articleକରୋନା ପ୍ରକୋପ –ବାପା, ମା’ଙ୍କ ପାଇଁ କିଛି ଜାଣିବା କଥା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମଣ ପାଇଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଏବେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିଛି। ଫଳରେ ପିଲାମାନେ ଘରେ ବାପା, ମା’ଙ୍କ ସାଙ୍ଗରେ ସମୟ...
View Article