କରୋନା ସଂକ୍ରମଣ ବୃଦ୍ଧି ପାଇଁ ନୂଆପଡ଼ାରୁ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଲହରି ରାଜ୍ୟବାସୀଙ୍କୁ ଡରାଇବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ଯିବାକୁ ବାରଣ କରାଯାଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ସଂକ୍ରମଣ ବ୍ୟାପୁଥିବାରୁ ବସ୍ ଚଳାଚଳ ବନ୍ଦ କରିଛି...
View Articleପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି –ଓଡ଼ିଶାର ଦୁଇ...
ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି। ଏହି ପ୍ରଚାରକମାନେ ହେବାକୁ ଥିବା ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ। ବିଜେପିର ଏହି ତାଲିକାରେ...
View Articleସ୍ପଟ୍ ରେଜିଷ୍ଟ୍ରେସନ କରି ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନେଇପାରିବେ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ବିଦ୍ୟୁତ, ଜଳ ଯୋଗାଣ, ପରିବହନ ସେବାରେ ନିୟୋଜିତ...
View Articleଗ୍ରୀଷ୍ମ ପ୍ରବାହ ସତର୍କତା –୨୦ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଖରାଗରମରେ ଏବେ ସିଜୁଛି ସାରା ଓଡ଼ିଶା। ଆଗକୁ ମଧ୍ୟ ଏଥିରୁ ନିସ୍ତାର ପାଇବାର ସମ୍ଭାବନା କ୍ଷୀଣ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନ ବେଳାର ତାପମାତ୍ରା ଆହୁରି ୨...
View Articleଭୁବନେଶ୍ୱର ଶିକ୍ଷାନୁଷ୍ଠାନରେ କରୋନା – ସରକାରୀ ଓ ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନର ବ୍ୟବଧାନପରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରର ଶିକ୍ଷାନୁଷ୍ଠାନମାନଙ୍କରୁ ଚିହ୍ନଟ ହେଉଥିବା ସଂକ୍ରମିତ ପ୍ରଶାସନ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେଣୁ...
View Articleବଲିଉଡର ୪ ଧନୀ ଅଭିନେତ୍ରୀ – ବର୍ଷକୁ ରୋଜଗାର କରନ୍ତି କୋଟି କୋଟି ଟଙ୍କା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ନେଇଥାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫିଲ୍ମ କେବଳ ସେମାନଙ୍କ ରୋଜଗାରର ଗୋଟିଏ ପନ୍ଥା ନୁହେଁ। ଫିଲ୍ମ ବ୍ୟତୀତ ବିଭିନ୍ନ...
View Articleକରୋନା କଟକଣାରେ ଫିକା ପଡ଼ିଲାଣି ବିବାହ ଉତ୍ସବ –ଚିନ୍ତାରେ ଟେଣ୍ଟ ହାଉସ ବ୍ୟବସାୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ପୁଣି ମାନ୍ଦାରେ ପଡ଼ିଥିବା ବିବାହ ଉତ୍ସବକୁ ନେଇ ଏବେ ଆୟୋଜକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ଉପରମୁହାଁ ହୋଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୁଣି...
View Articleଆଜିର ବଡ଼ ଖବର –୩୦ ମାର୍ଚ୍ଚ, ୨୦୨୧
ଓଡ଼ିଶାଲାଇଭ୍ ବ୍ୟୁରୋ ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ବଡ଼ ଖବର, ୩୦ ମାର୍ଚ୍ଚ, ୨୦୨୧ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଅଜିତ ମଙ୍ଗରାଜ ଏବଂ ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀଙ୍କ ପ୍ରାର୍ଥିପତ୍ର ଦାଖଲ ଅତ୍ୟଧିକ କେନ୍ଦ୍ର ଟିକସ...
View Articleଖରାଦିନେ ତ୍ୱଚାରେ ଚମକ ଆଣିଥାଏ ମୁଲତାନୀ ମାଟିର ଫେସ୍ପ୍ୟାକ
ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ବର୍ଗର ବ୍ୟକ୍ତି ନିଜର ତ୍ୱଚା ପାଇଁ ଅଧିକ ଯତ୍ନଶୀଳ ହୋଇଥାନ୍ତି। ଖରାଦିନରେ ତ୍ୱଚା ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ତେଣୁ ତ୍ୱଚାକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ। ତ୍ୱଚାର ଯତ୍ନ ପାଇଁ ଅନେକ ପାର୍ଲର ଯାଇ...
View Articleକଳାହାଣ୍ଡିରେ ବ୍ୟାପୁଛି କରୋନା – ଦିନକରେ ୫୭ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିଲା ବେଳେ ଗତ ୨୪ ଘଣ୍ଟାରେ କଳାହାଣ୍ଡିରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ...
View Article‘ନିଦ ଭରା ରାତି ମଧୁ ଝରା ଜହ୍ନ…’ରୁ ଆରମ୍ଭ ହୋଇଥିଲା ଆଦେନୀଙ୍କ ସଫଳତାର ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଛନ୍ତି ଜେ ଆଦେନୀ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ନିଦ ଭରା ରାତି ମଧୁ ଝରା ଜହ୍ନ, ଫିକା ଫିକା ଏଇ ଜୋଛନା..’ ଏଭଳି...
View Articleଅସହ୍ୟ ହେଲାଣି ଖରା –ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ବି ନିସ୍ତାର ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ତାତିଲାଣି ସାରା ଓଡ଼ିଶା। ଆଗକୁ ତାପାମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗର ଆଶଙ୍କା। ସକାଳ ୧୦ ପରେ ଘରୁ ବାହାରିବାକୁ ଭୟ ଲାଗିଲାଣି। ବାହାରକୁ ପାଦ କାଢୁ କାଢୁ ଟାଇଁ ଟାଇଁ ଖରାରେ...
View Articleମୋଦୀଙ୍କ ଗସ୍ତ ପରେ ବାଂଲାଦେଶରେ କାହିଁକି ହେଲା ହିଂସାକାଣ୍ଡ?
ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶର ସ୍ଵାଧୀନତାକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବାଂଲାଦେଶ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ମୋଦୀଙ୍କ ଏହି ଗସ୍ତ ପରେ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ...
View Articleପିପିଲି ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ
ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ଦଳର ଉପସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ପୁରୀ...
View Articleପିପିଲି ଉପନିର୍ବାଚନ ପାଇଁ ଗାଇଡଲାଇନ –ଇଣ୍ଡୋରରେ ୨ଶହ ଲୋକଙ୍କୁ ନେଇ ହେବ ସଭା କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି। କିଛି ଦିନର ବ୍ୟବଧାନପରେ ଏବେ ଦୈନିକ ୨ଶହରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ପିପିଲି...
View Articleରାଜ୍ୟର ଏପ୍ରିଲ ଗାଇଡଲାଇନ –ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସହ ଟେଷ୍ଟିଂ, ଟାକ୍ରିଂ,...
ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ବୁଧବାର ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ ପ୍ରକାଶ ପାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଏଥର ଟେଷ୍ଟିଂ, ଟାକ୍ରିଂ,...
View Articleଏପ୍ରିଲ ୧ରୁ ‘ଷ୍ଟାର୍ଟଅପ୍ ଷ୍ଟୋରି’ : ପ୍ରଥମ ଅଧ୍ୟାୟରେ ‘ନେଷ୍ଟ୍ ଆୱେ’ର...
ଓଡ଼ିଶାଲାଇଭ୍ ବ୍ୟୁରୋ ଯୁବ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ର ମାସିକ ୱେବ୍ ସିରିଜ୍। ପ୍ରତିଭାବାନ ଯୁବ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର...
View Articleଆଜି ଉତ୍କଳ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା...
View Articleଖରାଦିନେ ତ୍ୱଚା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଗ୍ରୀନ୍ ଟି ଫେସ୍ ସ୍ପ୍ରେ
ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ଅଧିକ ତାପମାତ୍ରା କାରଣରୁ ମଣିଷ ଶରୀରରେ ଅତ୍ୟଧିକ ଝାଳ ବାହାରିଥାଏ। ଝାଳ ପାଇଁ ଅନେକଙ୍କ ତ୍ୱଚା ସମସ୍ୟା ଦେଖା ଦେଇଥାଏ। ପୋଷକ ତତ୍ତ୍ୱର ଓ ସଠିକ୍ ଯତ୍ନର ଅଭାବରୁ ତ୍ୱଚା ମଳିନ ଦେଖା ଯାଇଥାଏ। ତେଣୁ ଅନେକ ନିଜ...
View Articleଗଞ୍ଜାମରେ ନୂଆ ନିୟମ : ବାହାଘରରେ ଭୋଜି ନୁହେଁ, ଅତିଥିକୁ ଦିଆଯିବ ଖାଦ୍ୟ ପୁଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣର ପ୍ରଥମ ଲହରୀରେ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଗଞ୍ଜାମ ଜିଲ୍ଲା। ସେଥିପାଇଁ ସଂକ୍ରମଣର ଦ୍ୱିତୀୟ ଲହରୀରେ ଗଞ୍ଜାମ ଜିଲ୍ଲ ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଆଗୁଆ...
View Article