ହିଟ୍ ୱେଭ୍ ମୁକାବିଲା ପାଇଁ ସରକାରଙ୍କ ଆଗୁଆ ପଦକ୍ଷେପ –ଡାକ୍ତରଖାନାରେ ସ୍ୱତନ୍ତ୍ର ୱାର୍ଡ...
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଭୀଷଣ ଖରା ଅନୁଭୂତ ହେଉଛି। ଚଳିତ ବର୍ଷ ଫେବ୍ରୁଆରିର ଶେଷ ସପ୍ତାହରୁ ଖରାର ପ୍ରଭାବ ଅତ୍ୟଧିକ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜ୍ୟରେ ହିଟ୍ ୱେଭ ମୁକାବିଲା ପାଇଁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ...
View Articleଟଲିଉଡର ସବୁଠୁ ଧନୀ ଅଭିନେତା ରାମଚରଣ – ୧୨୯୨ କୋଟି ଟଙ୍କାର ମାଲିକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥ ମେଗା ଷ୍ଟାର ଚିରଞ୍ଜିବୀଙ୍କ ପୁଅ ରାମଚରଣ ଆଜି ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିରଞ୍ଜିବୀଙ୍କ ପୁଅ ରାମଚରଣ ଟଲିଉଡର ସବୁଠୁ ଧନୀ ଅଭିନେତା। ୨୦୦୭ରେ...
View Articleରାଜ୍ୟରେ ବଢ଼ିଲା ବିଦ୍ୟୁତ ଶୁଳ୍କ – ଏଣିକି ପ୍ରଥମ ୫୦ ୟୁନିଟ ପିଛା ଦେବାକୁ ପଡ଼ିବ ୩ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିଲା ବିଦ୍ୟୁତ ଶୁଳ୍କ। ଏହାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଶୁଳ୍କ ଏପ୍ରିଲର ୪ରୁ ଲାଗୁ କରାଯିବା ନେଇ ସୂଚନା...
View Articleଡକ୍ଟର ଅତନୁ ପତି ଏବଂ ଡକ୍ଟର ସୁସ୍ମିତ ପାଣି ହେବେ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ନୂଆ ସଦସ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦରେ ଦୁଇଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗର ଏକ ବିଜ୍ଞପ୍ତି ଅନୁସାରେ ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର...
View Articleକଟକଣାରେ ଭୁବନେଶ୍ୱରବାସୀ ପାଳିବେ ହୋଲି – ଜଗିବେ ୩୦ ପ୍ଲାଟୁନ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଲହରୀ ରାଜ୍ୟବାସୀଙ୍କୁ ଡରାଇବାରେ ଲାଗିଛି। ଏଥିମଧ୍ୟରେ ହୋଲି ପର୍ବ ପଡୁଥିବାରୁ, ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବାରଣ ସତ୍ତ୍ୱେ ସହରରେ ହୋଲିକୁ ଧୁମ୍ଧାମରେ ପାଳନ କରିବା...
View Articleପୁଣି ଡରାଇଲାଣି କରୋନା – ଦୈନିକ ଚିହ୍ନଟ ହେଉଛନ୍ତି ୨ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୈନିକ ଚିହ୍ନଟ ହେଉଛନ୍ତି ୨ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ୨୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୧ ଜଣ...
View Articleମାସ୍କ ଯୋଗାଇବା ନାଁରେ ବ୍ୟବସାୟୀଙ୍କୁ ଠକିଥିଲେ ୨୮ ଲକ୍ଷ –ଫରିଦାବାଦରୁ ଗିରଫ କଲା...
ଓଡ଼ିଶାଲାଇଭ୍ ବ୍ୟୁରୋ ମାସ୍କ କିଣିବା ନାଁରେ ସମ୍ଵଲପୁରର ଜଣେ ବ୍ୟବସାୟୀ ୨୮ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିଲେ। ଏହି ମାମଲାରେ ପରିଦାବାଦରୁ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି ସମ୍ଵଲପୁର ପୋଲିସ। ପୋଲିସ ଉକ୍ତ ଯୁବକଠାରୁ ଗୋଟିଏ ମୋବାଇଲ ଫୋନ,...
View Articleହୋଲି ପାଇଁ ଆସନ୍ତାକାଲି ଅପରାହ୍ଣ ୩ଟା ଯାଏଁ ମୋ ବସ୍ ସେବା ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ ହୋଲି ପାଇଁ ସୋମବାର ଅପରାହ୍ଣ ୩ଟା ଯାଏଁ ମୋ ବସ୍ ସେବା ବନ୍ଦ ରହିବ। ଅପରାହ୍ଣ ୩ଟା ପରେ ମୋ ବସ୍ ଚଳାଚଳ ସ୍ୱାଭବିକ ହେବ। ଏନେଇ କ୍ରୁଟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାସହିତ ଭୁବନେଶ୍ୱର,...
View Articleଚିନ୍ତା ବଢ଼ାଉଛି ଶିକ୍ଷାନୁଷ୍ଠାନ – ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମ୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ଚିନ୍ତା ବଢ଼ାଉଛି ଶିକ୍ଷାନୁଷ୍ଠାନ। ରାଜ୍ୟରୁ ଲଗାତାର ଶିକ୍ଷାନୁଷ୍ଠାନମାନଙ୍କରୁ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ। ରବିବାର ଭୁବନେଶ୍ୱରର ଆଲେନ ଇନଷ୍ଟିଚ୍ୟୁଟରୁ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚିହ୍ନଟ...
View Articleନବରଙ୍ଗପୁରରୁ ହଟିଲା ନାଇଟ କର୍ଫ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ନବରଙ୍ଗପୁରରେ ନାଇଟ କର୍ଫ୍ୟୁ ଜାରି କରାଯାଇଥିଲା। କିନ୍ତୁ ଏବେ ଜିଲ୍ଲାରେ ଏହି ସଂଖ୍ୟାରେ ହ୍ରାସ ଘଟୁଥିବାରୁ ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲା...
View Articleକରୋନା କଟକଣା – ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରବିବାର ବନ୍ଦ ରହିବ ଜଗା ଦର୍ଶନ। କିଛି ଦିନର ବ୍ୟବଧାନପରେ ପୁଣିଥରେ ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ଆସନ୍ତା ସପ୍ତାହ ରବିବାର ଦର୍ଶନ...
View Article‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନୀତ ହେବେ ବିଶ୍ୱଭୂଷଣ ହରିଚନ୍ଦନ
ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ସମାଜସେବୀ ବିଶ୍ୱଭୂଷଣ ହରିଚନ୍ଦନ ଚଳିତ ବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୨ରେ ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ ଓଡ଼ିଶା ଗସ୍ତରେ ଆସି ତାଙ୍କୁ...
View Articleଜାଣନ୍ତୁ ଆପଣଙ୍କ ରାଶି ପାଇଁ କେଉଁ ରଙ୍ଗ ଶୁଭ?
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଅନେକେ ପଚାରନ୍ତି, “ମୋର ଅମୁକ ରାଶି। ମୋର କେଉଁ ରଙ୍ଗ ଶୁଭ ଟିକେ କହିବେ, ମୁଁ ଗୋଟେ ଗାଡ଼ି କିଣିବି।” ପ୍ରକୃତରେ ରଙ୍ଗଜନିତ ଶୁଭାଶୁଭତ୍ୱ ରାଶିରୁ ନୁହେଁ, ଲଗ୍ନ ଅନୁଯାୟୀ ବିଚାର୍ୟ୍ୟ। କିନ୍ତୁ ରାଶି ଯେହେତୁ...
View Articleହୋଲି ଖେଳିବା ଆଗରୁ କ’ଣ କଲେ ସହଜରେ ଛାଡ଼ିଯିବ ରଙ୍ଗ?
ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଛି ରଙ୍ଗର ପର୍ବ ହୋଲି। ପରସ୍ପରକୁ ବିଭିନ୍ନ ପ୍ରକାର ରଙ୍ଗ ଲଗାଇ ଲୋକେ ହୋଲି ଖେଳିଥାନ୍ତି। ମାତ୍ର ଏଥିରେ ଅଧିକାଂଶ ରାସାୟନିକ ରଙ୍ଗ ଥାଏ। ଯାହା ଆମକୁ କ୍ଷତି ପହଞ୍ଚାଇଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଲୋକେ...
View Articleଧର୍ମର ନଗରୀ କାଶୀ –ଏଠି ଅବିର ନୁହେଁ ଚିତା ଭସ୍ମରେ ଖେଳାଯାଏ ହୋଲି
ଓଡ଼ିଶାଲାଇଭ୍ ବ୍ୟୁରୋ ରଙ୍ଗର ପସରା ନେଇ ଆସିଛି ହୋଲି। ପବିତ୍ର ପରମ୍ପରା ହୋଲିକୁ ନେଇ ପ୍ରତିବର୍ଷ ଉତ୍ସବ ମୁଖର ହୋଇଥାଏ ସାରା ଦେଶ। କିନ୍ତୁ ଧର୍ମର ନଗରୀ କାଶୀରେ ଏହି ହୋଲିର ପର୍ବକୁ ଭିନ୍ନ ଧରଣରେ ପାଳନ କରାଯାଏ। ଏଠାର ଲୋକେ ଶ୍ମଶାନର ଚିତା...
View Articleଦେଶରେ ବଢ଼ୁଛି ସଂକ୍ରମଣ –ଦିନକରେ ୬୮ ହଜାରରୁ ଊର୍ଦ୍ଧ୍ୱ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। । ଦୈନିକ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା...
View Articleବଲିଉଡରେ ହୋଲି ରଙ୍ଗର ଛିଟା – ଏହି ଗୀତ ବିନା ଅଧୁରା ହୋଲି
ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡରେ ହୋଲି ରଙ୍ଗରେ ମତୁଆଲା ହୋଇଥାନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ। ବିଗ୍-ବି ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ସେଲିବ୍ରିଟି ପରଦାରେ ଖୁବ୍ ନିଆରା ଢଙ୍ଗରେ ହୋଲି ପାଳିଥାନ୍ତି।...
View Articleରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ ନୂଆ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୬ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ...
View Articleକରୋନା ପାଇଁ ବନ୍ଦ ହେବନି ନବମ ଓ ଏକାଦଶ ପାଠପଢ଼ା – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବର୍ଦ୍ଧିତ ସଂକ୍ରମଣକୁ ନେଇ ରାଜ୍ୟରେ ସରକାରୀ ସ୍କୁଲ ବନ୍ଦ ହେବାନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ...
View Articleଆଜି ରାଜ୍ୟରୁ ୨୧୮ କରୋନା ପଜିଟିଭ୍ ଚିହ୍ନଟ, ବରଗଡ଼ରୁ ସର୍ବାଧିକ ୩୪ ଜଣ
ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ରାଜ୍ୟରୁ ୨୧୮ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନରୁ ୧୨୯, ଲୋକାଲେ କେସ୍ ୮୯ ମୋଟ୍ ସଂକ୍ରମଣ ୩,୪୦,୬୨୦ ଛୁଇଁଲା ଓଡ଼ିଶାରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ମଙ୍ଗଳବାର ରାଜ୍ୟର ୨୪ଟି ଜିଲ୍ଲା ଏବଂ ଷ୍ଟେଟ...
View Article