Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଲକ୍‌ଡାଉନ –୧୨ଶହ କିମି ଚାଲିଚାଲି ଘରେ ପହଞ୍ଚିଲେ ତାମିଲନାଡ଼ୁର ୭ଜଣ ଯୁବକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ଯୋଗୁଁ ମହାରାଷ୍ଟ୍ରରୁ ଚାଲିଚାଲି ଘରେ ପହଞ୍ଚିଲେ ତାମିଲନାଡ଼ୁର ୭ଜଣ ଯୁବକ। ମନରେ ଡର ଥିଲା। ହେଲେ ଦୃଢ଼ ନିଶ୍ଚୟ କରିଥିଲେ ଘରେ ପହଞ୍ଚିବୁ। ନାନା ସୁବିଧା ଅସୁବିଧା ପରେ ସେମାନେ ଘରେ ପହଞ୍ଚିଛନ୍ତି।...

View Article


Image may be NSFW.
Clik here to view.

କରୋନା –ବାପା, ମା’ଙ୍କୁ ମନେପକାଇ ହସ୍ପିଟାଲରେ କାନ୍ଦିଲେ ଡାକ୍ତର, ହେଲେ ହାରି ନାହାନ୍ତି ସାହସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ସହିତ ଏବେ ଯୁଦ୍ଧ କରୁଛି ସାରାବିଶ୍ୱ। ଏହି ଯୁଦ୍ଧରେ ଯୋଦ୍ଧା ପାଲଟିଛନ୍ତି ଡାକ୍ତର। ନିଜ ଜୀବନକୁ ବାଜି ଲଗାଇ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବା ପାଇଁ ପରିବାରକୁ ଛାଡ଼ି କର୍ତ୍ତବ୍ୟ ପାଳନ କରିବାକୁ...

View Article


Image may be NSFW.
Clik here to view.

ଲକ୍‌ଡାଉନ ବଢ଼ିବ? ଏହି ୮ଟି ବିଷୟ ଉପରେ ଘମାଘୋଟ ଚର୍ଚ୍ଚା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ଅବଧି ସାରା ଦେଶରେ ବଢ଼ିବ କି ନା ତାକୁ ନେଇ ଚର୍ଚ୍ଚା ଜୋର୍‌। ୨୧ ଦିନ ଲକଡାଉନ ସମୟ ଶେଷ ହୋଇ ଆସୁଥିବା ବେଳେ ଏହାକୁ ବଢ଼ାଯିବ କି ନା ସେନେଇ ଘମାଘୋଟ ଆଲୋଚନା ଚାଲିଛି। ଲକଡାଉନ ଉଠିବ କି ନା ତାହା ଏବେ ସ୍ପଷ୍ଟ...

View Article

Image may be NSFW.
Clik here to view.

ଘରେ ବସି ବଲିଉଡ ଷ୍ଟାର କଲେ ସର୍ଟ ଫିଲ୍ମ –କହିଲେ ଘରେ ରହନ୍ତୁ, ସୁସ୍ଥ ରହନ୍ତୁ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରୋନା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି। ଗୋଟିଏ ପଟେ ସରକାର କରୋନା ବିରୋଧରେ ଯୁଦ୍ଧ କରୁଥିବାବେଳେ ଅନ୍ୟ ପଟେ ବଲିଉଡ ଷ୍ଟାର ମଧ୍ୟ କରୋନା ବିପକ୍ଷରେ...

View Article

Image may be NSFW.
Clik here to view.

୨୪ ଘଣ୍ଟାର କରୋନା ଅପଡେଟ୍ – ଜାଣନ୍ତୁ, କ’ଣ କହିଲେ ରାଜ୍ୟ ସରକାର?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସକୁ ନେଇ ମଙ୍ଗଳବାର ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିରେ କରୋନା ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହିତ ଲୋକମାନଙ୍କୁ ସଚେତନ ରହିବାକୁ କୁହାଯାଇଛି। ଓଡ଼ିଶାରେ କରୋନା...

View Article


Image may be NSFW.
Clik here to view.

କରୋନା ଯୁଦ୍ଧ ପାଇଁ ପ୍ରସ୍ତୁତ ସରକାର –ମହଜୁଦ ହେଲା କୋଟିଏରୁ ଅଧିକ ମାସ୍କ ଓ ପିପିଇ କି୍ଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ବିଶ୍ଵରେ ମହାମାରୀ ରୂପ ନେଇଥିବା କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି କେନ୍ଦ୍ର ସରକାର। କରୋନା ମୁକାବିଲା ପାଇଁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସରୁକ୍ଷାକୁ ବିଶେଷ ଗୁରୁତ୍ଵ...

View Article

Image may be NSFW.
Clik here to view.

ସାଇଲେଣ୍ଟ କିଲର୍‌ କରୋନା ଭାଇରସ୍‌କୁ ନେଇ ଓଡ଼ିଶାରେ ବଢ଼ିଲା ଡର!

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସବୁଠି ଭୟ। ଓଡ଼ିଶାରେ କରୋନା ନେଲା ପ୍ରଥମ ମୁଣ୍ଡ। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବୃଦ୍ଧ କରୋନାରେ ଆରପାରିକୁ ଚାଲିଯିବା ପରେ ଏବେ ଡର ବଢ଼ିଛି। ଭୁବନେଶ୍ୱର...

View Article

Image may be NSFW.
Clik here to view.

ହ୍ଵାଟ୍ସ ଆପ୍‌ରେ ଆସିବ ନୂଆ ଫିଚର୍ସ –ବଦଳିଯିବ ଚାଟିଂର ଅନ୍ଦାଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମେସେଜିଂ ଆପ୍ ହ୍ଵାଟ୍ସଆପରେ ଆସିବାକୁ ଯାଉଛି ନୂଆ ନୂଆ ଫିଚର୍ସ। ୨୦୨୦ ମସିହାରୁ ଆରମ୍ଭରୁ ହ୍ଵାଟ୍ସଆପରେ କେତେଗୁଡ଼ାଏ ନୂଆ ଫିଚର୍ସ ଆସିଥିଲା। କିଛି ଦିନ ପୂର୍ବରୁ ହ୍ଵାଟ୍ସ ଆପ୍‌ରେ ଡାର୍କ ମୋଡ ଫିଚର ଆସିଥିଲା। ଏବେ...

View Article


Image may be NSFW.
Clik here to view.

କରୋନା କଟକଣା –ସିଲ୍ ହେଲା ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସିଲ୍ ହେଲା ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳ। ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ ଯାଏଁ କଣ୍ଟେନେମେଣ୍ଟ ଅଞ୍ଚଳ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ସେହିପରି କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ଛକ, ପତଞ୍ଜଳି...

View Article


Image may be NSFW.
Clik here to view.

ଭାରତରେ କରୋନା – ଆକ୍ରାନ୍ତ ସଂଖ୍ୟା ୫ ହଜାର ଟପିଲା, ୧୪୯ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ଭାଇରସ୍ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାରି ମଧ୍ୟରେ ସାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ବ୍ୟକ୍ତି ମୃତ୍ୟୁଘଟିଛି...

View Article

Image may be NSFW.
Clik here to view.

କରୋନା ନିୟନ୍ତ୍ରଣ ପାଇଁ ବଡ଼ ଅସ୍ତ୍ର ହେଉଛି ଲକ୍‌ଡାଉନ୍‌ –ପ୍ରବାସୀ ଓଡ଼ିଆ ଡାକ୍ତର ପିନାକୀ...

ନୀଳାମ୍ବର ରଥ ବିଶେଷଜ୍ଞଙ୍କ କହିବା କଥା, ଯଦି ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଏ ତେବେ ୧୫ ଦିନ ମଧ୍ୟରେ କରେନାକୁ ସୀମିତ ରଖିବାରେ ଆମେ ହୁଏତ ସକ୍ଷମ ହୋଇପାରିବା! କରୋନା ଭାଇରସ୍‌କୁ ନେଇ ରାଜ୍ୟରେ ଏବେ ଏକ ପ୍ରକାର ନୂଆ ସ୍ଥିତି...

View Article

Image may be NSFW.
Clik here to view.

‘ଭାରତର ସାହାଯ୍ୟ ହନୁମାନଙ୍କ ସଞ୍ଜୀବନୀ ସହ ସମାନ’–ବ୍ରାଜିଲ୍ ରାଷ୍ଟ୍ରପତି ଜେର ବୋଲସୋନାରୋ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ବିଶ୍ଵରେ କରୋନା ଭାଇରସ କାୟା ବିସ୍ତାର କରିଛି। ଏଭଳି ସ୍ଥିତିରେ ଭାରତ ପକ୍ଷରୁ କରୋନା ସଂକ୍ରମିତ ଦେଶଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି। ବ୍ରାଜିଲ୍‌କୁ ଭାରତ ପକ୍ଷରୁ...

View Article

Image may be NSFW.
Clik here to view.

ଘରେ ୭ ମାସର ଛୁଆ –କୋଭିଡ୍‌ ଯୁଦ୍ଧରେ ପ୍ରତିଦିନ ଲଢ଼ୁଛି ଆଇଏଏସ୍‌ ମା’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଘରେ ୭ ମାସର ଝିଅକୁ ଛାଡ଼ି କରୋନା ପାଇଁ ଦିନରାତି ଲଢୁଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ ନରଓ୍ୱଣେ। ଜାଣନ୍ତୁ ଜଣେ ମହିଳା ଆଇଏଏସ୍‌ ଅଫିସରଙ୍କ ଲକ୍‌ଡାଉନ୍‌ କାହାଣୀ… ସାଧାରଣ ଜୀବନ ଶୈଳୀକୁ...

View Article


Image may be NSFW.
Clik here to view.

କରୋନା ମୁକାବିଲା – ଗଞ୍ଜାମରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତରୀ ଟିମ୍

ଓଡ଼ିଶାଲାଇଭ୍‌ କାରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାପାଳଙ୍କ କରୋନା ମୁକାବିଲା ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍‌ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ...

View Article

Image may be NSFW.
Clik here to view.

ଦେଶରେ କରୋନା ଟେଷ୍ଟ ମାଗଣାରେ କରାଯାଉ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ଟେଷ୍ଟ୍ ମାଗଣାରେ କରାଯାଉ। ଲୋକମାନେ ବିନା କୌଣସି ଟଙ୍କା ଦେଇ କିଭଳି ଏହି ଭାଇରସର ଯାଞ୍ଚ କରାଇପାରିବେ ସରକାର ସେନେଇ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ...

View Article


Image may be NSFW.
Clik here to view.

କରୋନା ବେଳେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ! ଉଦ୍ଧବ ଠାକ୍‌ରେ କେମିତି ବଞ୍ଚାଇବେ...

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମେ’ ୨୮ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେବାକୁ ପଡ଼ିବ ଅଗ୍ନିପରୀକ୍ଷା। ସାରା ଦେଶ ଏବେ କରୋନା ଭାଇରସ୍‌ ସହିତ ଲଢ଼େଇ କରୁଛି। ଗାଁଠୁ ସହର ସବୁଠି କରୋନାକୁ ଚିନ୍ତା ବଢ଼ିଥିବା ବେଳେ...

View Article

Image may be NSFW.
Clik here to view.

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ ଯେତିକି ନୁହେଁ, ସ୍କୁଲ, ବନ୍ଧୁ ଏବଂ...

View Article


Image may be NSFW.
Clik here to view.

ପାହାଡ଼ ଶିଖରରେ ୫ କିଲୋମିଟରର ରହସ୍ୟମୟ ଦୁର୍ଗ –ଜାଣନ୍ତୁ ଭାରତରେ କେଉଁଠି ଅଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଅନେକ ପ୍ରାଚୀନ ଦୁର୍ଗ ଅଛି, ଯାହା ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ରହସ୍ୟରେ ପରିପୂର୍ଣ୍ଣ। ଏହିପରି ଏକ ଦୁର୍ଗ ରାଜସ୍ଥାନର ‘ଅଲୱାର୍’ ପାହାଡ ଉପରେ ରହିଛି। ଏହି ଦୁର୍ଗର କାନ୍ଥ ସମଗ୍ର ପାହାଡ ଉପରେ ବିସ୍ତାରିତ ହୋଇଛି।...

View Article

Image may be NSFW.
Clik here to view.

୨୫ କୋଟି ପରେ କରୋନା ପାଇଁ ଆଉ ୩ କୋଟି ଦେଲେ ଅକ୍ଷୟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବଲିଉଡ ସେଲିବ୍ରିଟିମାନେ କରୋନା ମହାମାରୀକୁ ଏଡ଼ାଇବା ପାଇଁ ଅନେକ ସାହାଯ୍ୟ କରୁଛନ୍ତି। କିନ୍ତୁ ସମସ୍ତଙ୍କ ଆଗରେ ଅଛନ୍ତି ଖିଲାଡି କୁମାର ଅକ୍ଷୟ।  ୨୫ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ୍‌କୁ ଦେବା ପରେ...

View Article

Image may be NSFW.
Clik here to view.

ବାତିଲ୍ ହୋଇଯିବ ଆଇପିଏଲ୍!

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାରଣରୁ ପ୍ରଥମେ ଏପ୍ରିଲ ୧୫କୁ ଘୁଞ୍ଚିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଚଳିତ ଥର ବାତିଲ୍ ହୋଇଯାଇପାରେ। ଏନେଇ ଆଇପିଏଲର ପୂର୍ବତନ ଚେୟାରମ୍ୟାନ୍ ରାଜୀବ ଶୁକ୍ଲା ସାମାନ୍ୟ ସଙ୍କେତ ଦେଇଛନ୍ତି। ରାଜୀବ ଶୁକ୍ଲା...

View Article
Browsing all 11715 articles
Browse latest View live