ଭୁବନେଶ୍ୱରରେ ଇଣ୍ଡିଆ–ଇଣ୍ଡିଜ୍ ଟିମ୍, ବାରବାଟୀରେ ହେବ ମହା ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଏହାସହ ବିରୋଧୀ ୱେଷ୍ଟଇଣ୍ଡିଜ୍ ମଧ୍ୟ ଗୁରୁବାର ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେ’ ଫେୟାରକୁ...
View Articleନାଗରିକତା ଆଇନକୁ ନେଇ ସମଗ୍ର ଦେଶରେ ବୋବାଳି
ଓଡ଼ିଶାଲାଇଭ୍ ବ୍ୟୁରୋ ନାଗରିକତା ଆଇନକୁ ନେଇ ସମଗ୍ର ଦେଶରେ ଅସମ୍ଭାଳ ଅବସ୍ଥା ସୃଷ୍ଟି ହୋଇଛି। ଚାରିଆଡ଼େ ଏହି ଆଇନ ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆଜି ବାମପନ୍ଥୀ ଦଳ ପକ୍ଷରୁ ସମଗ୍ର ଦେଶରେ ବନ୍ଦ ଡାକରା ଦିଆଯାଇଛି।...
View Articleଗୋପ୍ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ଗୋପ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି ପଡ଼ିଥିବା ୫ଟି ପଦବୀ ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ...
View Article୨୦୧୯ କ୍ରିକେଟ୍ ୱାଲର୍ଡ କପ୍ ବର୍ଷ –ବିରାଟ, ବିଶ୍ୱକପ୍ ଓ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାତ୍ର ଦିନ କେଇଟା ପରେ ନୂଆବର୍ଷ ଆସିବ। ଲୋକମାନେ ନୂଆ ନୂଆ କଥାକୁ ମନେ ରଖି ଆସ୍ତେ ଆସ୍ତେ ପୁରୁଣା କଥାକୁ ପାସୋରିଯିବାକୁ ଆରମ୍ଭ କରିବେ। ତେବେ ଏପରି କିଛି କଥା ଅଛି ଯାହା ଲୋକମାନଙ୍କ ମନରେ ପୁଣି ଥରେ ନୂଆ...
View Articleଆଜି ଅଭ୍ୟାସ କରିବେନି ଭାରତ-ଓ୍ଵେଷ୍ଟଇଣ୍ଡିଜ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବାରବାଟୀରେ ଅଭ୍ୟାସ କରିବେନି ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ଦଳ। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୨ ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍। ଆଜି ସକାଳ ୯ଟାରେ ପ୍ରଥମେ...
View Articleଆଇପିଏଲ୍ ୨୦୨୦ରେ ଏହି ଖେଳାଳି ହେଲେ ନିରାଶ, କିଣିଲେନି କୌଣସି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ୨୦୨୦ ପାଇଁ ଖେଳାଳି ନିଲାମ ଶେଷ ହୋଇଛି। ୮ଟି ଦଳ ଏହି ନାଲାମରେ ଭାଗ ନେଇ ନିଜ ନିଜ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। ଏହି ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ପ୍ୟାଟ୍ କୁମିନ୍ସଙ୍କୁ ସର୍ବାଧିକ ୧୫.୫୦ କୋଟିରେ...
View ArticleRealme X2 ବନାମ Redmi K20 ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର
ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ୍ ସ୍ମାର୍ଟଫୋନ ନିର୍ମାତା ରିଅଲମି ନିକଟରେ ଭାରତରେ ଲଞ୍ଚ୍ କରିଛି ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Realme X2। କମ୍ପାନି ଏହାକୁ ୧୫ ହଜାରରୁ ୨୦ ହଜାର ସ୍ମାର୍ଟଫୋନ୍ ସେଗ୍ମେଣ୍ଟେରେ ପ୍ରତିଯୋଗିତା ପାଇଁ ଆଣିଛି।...
View Articleଉନ୍ନାଓ ଦୁଷ୍କର୍ମ –ସେଙ୍ଗରଙ୍କ ବିରୋଧରେ ଆଜି ଦଣ୍ଡବିଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଧାୟକ କୁଳଦୀପ ସିଂ ସେଙ୍ଗରଙ୍କ ବିରୋଧରେ ଦଣ୍ଡ ବିଧାନ ନେଇ ଆଜି ଶୁଣାଣି ହେବ। ଗତ ୧୭ ତାରିଖରେ ଦିଲ୍ଲୀର ତିସହଜାରୀ...
View Articleଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଶେଷ ପର୍ଯ୍ୟାୟରେ ୧୬ଟି ଆସନରେ ମତଦାନ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଶୁକ୍ରବାର ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୩୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ଏହି ମତଦାନ ସକାଳ ୭ଟାରୁ...
View Articleଓଡ଼ିଆ ଫିଲ୍ମରେ ଓଡ଼ିଶା ମାଟିର ବାସ୍ନା ରହିବା ଦରକାର – ବିଜୟ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ‘‘ଓଡ଼ିଆ ଫିଲ୍ମରେ ଓଡ଼ିଶାର ମାଟି, ପାଣି, ପବନର ବାସ୍ନା ରହିଲେ ଆମ ଫିଲ୍ମ ନିଶ୍ଚୟ ସ୍ୱତନ୍ତ୍ର ଓ ହୃଦୟସ୍ପର୍ଶୀ ହେବ। ଏହିସବୁ ଯଦି ଓଡ଼ିଆ ଫିଲ୍ମରେ ରହେ ଆଗାମୀ ଦିନରେ ଓଡ଼ିଆ ଫିଲ୍ମ...
View Articleଇଣ୍ଡିଆ-ଇଣ୍ଡିଜ୍ ମ୍ୟାଚ୍ ପାଇଁ କଟକରେ ଟ୍ରାଫିକ୍ ଗାଇଡ୍ଲାଇନ୍, ଜାଣନ୍ତୁ କେଉଁଠି...
ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ରବିବାର ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି। ଏହି ଦିନିକିଆ ମ୍ୟାଚ୍ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି। ରିଂ ରୋଡ୍ରେ ଆସୁଥିବା ଗାଡ଼ିଗୁଡ଼ିକ...
View Article‘‘ଓଡ଼ିଶାକୁ ଚଳଚ୍ଚିତ୍ର ପର୍ଯ୍ୟଟନସ୍ଥଳୀ କରିବାକୁ ଲକ୍ଷ୍ୟ’’
ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ଦିନରେ ଚଳଚ୍ଚିତ୍ର ଶିଳ୍ପକୁ ପର୍ଯ୍ୟଟନ ଶିଳ୍ପରେ ଯୋଡ଼ିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ରାଜ୍ୟ ଚଳଚ୍ଚିତ୍ରରେ ପୁରସ୍କାର ଉତ୍ସବରେ କହିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।...
View Articleବାରବାଟୀକୁ ଜଗିବ ୮୦ ପ୍ଲାଟୁନ ପୋଲିସ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୨ ତାରିଖରେ ଭାରତ ୱେଷ୍ଟଇଣ୍ଡିଜ୍ ଶେଷ ଦିନିକିଆ ମ୍ୟାଚ୍ ବାରବାଟୀ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୨୧ ତାରିଖରେ ଦୁଇ ଦଳ ଷ୍ଟାଡିୟମରେ ଅଭ୍ୟାସ କରିବେ। ଷ୍ଟାଡିୟମକୁ ଖେଳାଳି ପ୍ରବେଶ କରିବା ପୂର୍ବରୁ ଶୁକ୍ରବାର...
View Article୨୦୧୯ ଫ୍ଲାସବ୍ୟାକ୍: ଭୁବନେଶ୍ୱର ହକିର ନୂଆ ହବ୍
ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ରେ ରାଜଧାନୀ ଭୁବନେଶ୍ୱର କେମିତି କ୍ରୀଡ଼ା ରାଜଧାନୀର ମାନ୍ୟତା ପାଇବା ସହ ହକି ପାଇଁ ନୂଆ ପରିଚୟ ଆଣିଛି ଜାଣନ୍ତୁ ଓଡ଼ିଶାଲାଇଭର ‘ଫ୍ଲାସ୍ ବ୍ୟାକ୍- ୨୦୧୯’ ରିପୋର୍ଟରେ। (ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ):...
View Articleଆଜି ବାରବାଟୀରେ ଅଭ୍ୟାସ କରିବେ ଭାରତ-ଓ୍ଵେଷ୍ଟଇଣ୍ଡିଜ
ଓଡ଼ିଶାଲାଇଭ୍ ବ୍ୟୁରୋ ସକାଳ ୧୦ଟାରେ ଭାରତ କରିବ ଅଭ୍ୟାସ। ଦିନ ୨ଟାରେ ଓ୍ଵେଷ୍ଟଇଣ୍ଡିଜ କରିବ ଅଭ୍ୟାସ। କଟକ: ଆଜି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳି ଅଭ୍ୟାସ କରିବେ। ଅଭ୍ୟାସ ପାଇଁ ଭାରତ ସକାଳ ୧୦ଟା ବେଳକୁ ବାରବାଟୀ ଷ୍ଟାଡିୟମକୁ ଆସିବ।...
View Articleରବିବାର ବାରବାଟୀକୁ ଓହ୍ଲାଇବେ ଦୁଇ ଦଳ, ଭାରତର ପଲ୍ଲା ଭାରି
ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ବାରବାଟୀ ଷ୍ଟାଡିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଦୁଇ ଦଳ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି। ଏହାସହ ଉଭୟ ଦଳ ଆଜି ବାରବାଟୀରେ ଅଭ୍ୟାସ...
View Articleଜାଣନ୍ତୁ, ଟୋଲ୍ ଗେଟ୍ରେ ବାଧ୍ୟତାମୂଳକ ହୋଇଥିବା ‘ଫାସ୍ ଟ୍ୟାଗ୍’କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ରାଜପଥକୁ କ୍ରିୟାଶୀଳ ଏବଂ ଟୋଲ୍ ଟ୍ୟାକ୍ସ ବ୍ୟବସ୍ଥାକୁ ଡିଜିଟାଲ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ଫାସ୍ଟ୍ୟାଗ୍’। ଫାସ୍ଟ୍ୟାଗ୍ ଲାଗୁ ହେବା ଫଳରେ ଆପଣଙ୍କୁ ଟୋଲ୍...
View Articleଥମୁନି ସିଏଏ ତାତି – ଉତ୍ତର ପ୍ରଦେଶରେ ୯ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶବ୍ୟାପି ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଜାରି ରହିଛି। ଉତ୍ତରପ୍ରଦେଶର ଅଧିକାଂଶ ସହରରେ ବିକ୍ଷୋଭ ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କାନପୁରରେ ୧୩ଜଣ ବିକ୍ଷୋଭକାରୀ, ୧୮ ଜଣ...
View Articleକ୍ରିକେଟ୍ପ୍ରେମୀଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ବାରବାଟୀ ଚାଲିବ ସ୍ୱତନ୍ତ୍ର ମୋ’ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଷ୍ଟାଡିୟମ୍ରେ ରବିବାର ହେବ ମହାମୁକାବିଲା। ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। କ୍ରିକେଟ୍ପ୍ରେମୀଙ୍କ ସୁବିଧାକୁ ଆଖି ଆଗରେ ରଖି କ୍ରୁଟ୍ ପକ୍ଷରୁ ମୋ’ବସ୍...
View Article୭ମ ରାଜ୍ୟ ଟେଲି ପୁରସ୍କାର – ବାଜି ମାରିନେଲେ କୋରାପୁଟିଆ କଳାକାର
ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ୭ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବରେ ମୋଟ ୪୭ଟି ପୁରସ୍କାରରୁ ୧୨ଟିରେ ଦକ୍ଷିଣ ଓଡ଼ିଶା କଳାକାର ବାଜି ମାରି ନେଇଛନ୍ତି। (ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଶୁକ୍ରବାର ୭ମ...
View Article