ଦୁଇ ଦିନ ରାଜ୍ୟରେ ପ୍ରବଳ ଶୀତ
ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇଦିନ ରାଜ୍ୟରେ ପ୍ରବଳ ଥଣ୍ଡା ଲାଗି ରହିବ। ରାଜ୍ୟର କେତେକ ଜିଲ୍ଲାରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ। ସ୍ଥାନେ ସ୍ଥାନେ ପାରଦ ୫ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଛି। ୨୨ ତାରିଖରେ ବାଲେଶ୍ୱର ଓ...
View Articleଶ୍ରୀମନ୍ଦିରରେ ଭିତରେ ମୋବାଇଲ୍, ଚାହାଣି ମଣ୍ଡପରେ ଛିଡ଼ା ହୋଇ ଫୋନରେ ଗପୁଛନ୍ତି ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ ଶ୍ରୀମନ୍ଦିର ଭିତରେ ଦେଖାଗଲା ମୋବାଇଲ୍ ଫୋନ୍। କିଛିଦିନ ତଳେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଏବେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଉଥିବା ଦେଖିବାକୁ...
View Articleବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ରିହରସେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ଧୁନୁଯାତ୍ରା ପାଇଁ ଉଠୁଛି ପଡ଼ୁଛି ବରଗଡ଼ ସହର। ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ ଧନୁଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ରିହରସେଲ୍ ବା ପୂର୍ବାଭିନୟ। ଧନୁ ଯାତ୍ରାକୁ ଦୃଷ୍ଟିରେ ରଖି...
View Articleଏଥର ବଡ଼ଦିନରେ କାହିଁକି ସୋଇବେନି କାଳିଆ ସାଆନ୍ତେ?
ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ଡିସେମ୍ବର ୨୫ ବଡ଼ଦିନ ଅବସରରେ ରାତିସାରା ଖୋଲା ରହିବ ଶ୍ରୀମନ୍ଦିରର ଦ୍ୱାର। ଶ୍ରଦ୍ଧାଳୁମାନେ ରାତି ସାରା ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଚଳିତବର୍ଷ...
View Articleବାରବାଟୀରେ ଟସ୍ ଜିତିଲା ଭାରତ –ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାତ୍ର କିଛି କ୍ଷଣ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମହାମୁକାବିଲା। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଫଳରେ...
View Articleସନ୍ଧ୍ୟାରେ ଝଲସିବ ବାରବାଟୀ କ୍ଲକ୍ ଟାୱାର
ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଦିନିକିଆରେ ଝଲସିବ କ୍ଲକ୍ ଟାୱାର। ବାରବାଟୀର ସ୍ୱତନ୍ତ୍ରତା ଭିତରେ ସ୍ଥାନ ପାଇଥିବା ଏହି କ୍ଲକ୍ ଟାୱାର ଆଜିର ମ୍ୟାଚ୍ ସମୟରେ ଦର୍ଶକଙ୍କ ଆଖିକୁ ଆକର୍ଷିତ କରିବ। ଏପରିକି ରାତି ସମୟରେ ଏହା ବେଶ ଆକର୍ଷଣୀୟ...
View Articleରେକର୍ଡ ଅପେକ୍ଷାରେ କୁଲଦୀପ, ବାରବାଟୀରେ ପୂରଣ କରିବେ ୧୦୦ ଓ୍ଵିକେଟ
ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀରେ ଆରମ୍ଭ ହୋଇଯାଇଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ନୂଆ ରେକର୍ଡର ଅପେକ୍ଷାରେ ରହିଛନ୍ତି। କୁଲଦୀପ ଦିନିକିଆରେ ୧୦୦ ଓ୍ଵିକେଟ ପୂରଣ କରିବାରେ...
View Articleବାରବାଟୀ ଦିନିକିଆରେ ଫ୍ୟାନଙ୍କ ଅଫର୍ –ଗୋଟେ ଛକାକୁ କିଲେ ପିଆଜ
ଓଡ଼ିଶାଲାଇଭ୍ ବ୍ୟୁରୋ “ବାରବାଟୀରେ ଯେଉଁ ଭାରତୀୟ ଖେଳାଳି ଛକା ମାରିବେ, ଆମେ ସେମାନଙ୍କୁ ପିଆଜ ଦେବୁ। ପ୍ରତିଟି ଛକା ପାଇଁ ସେମାନଙ୍କୁ ଗୋଟିଏ କିଲୋ ପିଆଜ ମିଳିବ”,କହିଛନ୍ତି କ୍ରିକେଟ୍ ଫ୍ୟାନ୍। ବାରବାଟୀ ମ୍ୟାଚ୍ ଦେଖିବାକୁ ଆସିଥିବା କିଛି...
View Article୫୪ ରନ୍ରେ ପ୍ରଥମ ଓ୍ଵିକେଟ ହରାଇଲା ଓ୍ଵେଷ୍ଟଇଣ୍ଡିଜ
ଓଡ଼ିଶାଲାଇଭ୍ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ ତା’ର ପ୍ରଥମ ଓ୍ଵିକେଟ ହରାଇଛି। ୧୪ ଓଭରର ଶେଷ ବଲରେ ଜାଡେଜାଙ୍କ ବଲରେ ପାଭିଲିୟନ ଫେରିଯାଇଛନ୍ତି ଇଭିନ ଲୁଇସ। ବ୍ୟକ୍ତିଗତ ୨୧ ରନ୍ କରି ଲୁଇସି ଆଉଟ ହୋଇଛନ୍ତି। ବର୍ତ୍ତମାନ ପ୍ରଥମ ଓ୍ଵିକେଟରେ ହୋପ୍ଙ୍କ...
View Articleବାରବାଟୀରେ ନବଦୀପ ସୈନୀଙ୍କ ଡେବ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଦିନିକିଆ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କଲେ ଭାରତୀୟ ପେସ୍ ବୋଲର ନବଦୀପ ସୈନୀ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ। ବାରବାଟୀରେ ସେ ତାଙ୍କ କ୍ୟାରିୟରର ପ୍ରଥମ ମ୍ୟାଚ...
View Articleସିଏଏ ଏବଂ ଏନ୍ଆରସିକୁ ନେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି –ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ ନାଗରିତା ସଂଶୋଧନ ଆଇନ୍କୁ ସାରା ଦେଶରେ ବିରୋଧ କରୁଥିବା ବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ମୁହଁ ଖୋଲିଛନ୍ତି। ଦିଲ୍ଲୀ ରାମଲୀଳା ମୈଦାନ୍ରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି,...
View ArticleNSA କ’ଣ? ଯାହାକୁ ବିକ୍ଷୋଭକାରୀଙ୍କ ଉପରେ ଲାଗୁକରିବାକୁ ଚିନ୍ତା କରୁଛନ୍ତି ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ ନାଗରିକତା ସଂଶୋଧନ ଆଇନକୁ ନେଇ ହୋ ହଲ୍ଲା ଲାଗି ରହିଛି। କେତେକ ସ୍ଥାନରେ ଆନ୍ଦେଳନକାରୀମାନେ ହିଂସାତ୍ମକ ଘଟଣା ମଧ୍ୟ ଘଟାଇବା ଆରମ୍ଭ କରିଦେଇଛନ୍ତି। ଏପରି ସମୟରେ ସରକାର NSA ଲାଗୁ କରିବାକୁ ଚିନ୍ତା...
View Articleବିଶ୍ୱର ଏମିତି ଏକ ଦେଶ- ଯେଉଁଠି ସେଲଫି ନେବା ମନା, ନମାନିଲେ ମୃତ୍ୟୁଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ସମୟରେ ଅଧିକରୁ ଅଧିକ ଲୋକଙ୍କ ଭିତରେ ସେଲଫି ନେବାର କ୍ରେଜ ରହିଛି। ବେଳେ ବେଳେ ସେଲଫି ନେବା ପାଇଁ ଏମିତି ପାଗଳ ହୋଇଥାନ୍ତି ସେ ସମୟରେ ସବୁକିଛି ଭୁଲି ଯାଇଥାନ୍ତି। ଆଉ ସୁନ୍ଦର ସୁନ୍ଦର ସ୍ଥାନ ବୁଲି ଯାଉଥିଲେ ସେଲଫି...
View Articleକମିବ ଶୀତ, ୨୫ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ କମିବ ଶୀତ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୫ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା...
View Articleଝାଡ଼ଖଣ୍ଡରେ ପଛରେ ପଡ଼ିଲା ବିଜେପି –ଜେଏମ୍ଏମ,କଂଗ୍ରେସ ମେଣ୍ଟ ଆଗରେ
ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇବ। କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି। ରାଜ୍ୟରେ ଜେଏମ୍ଏମ- କଂଗ୍ରେସ, ଆରଜେଡି ମେଣ୍ଟ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। ମୋଟ୍ ୮୧ଟି ଆସନରୁ...
View Articleରାଜଧାନୀ ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ – ଜିଅନ୍ତା ଜଳିଗଲେ ୯ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ୧୫ ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଦୁଇଟି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୂର୍ବରୁ ଏକ କାରଖାନାରେ ନିଆଁଲାଗି ୪୩ ଜଣଙ୍କର ମୃତ୍ୟ ହୋଇଥିଲା ବେଳେ ରବିବାର ପୁଣି ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ...
View Article୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଅଭିନେତା ବିକି କୌଶଳ, ଆୟୁଷ୍ମାନ ଖୁରାନା
ଓଡ଼ିଶାଲାଇଭ୍ ବ୍ୟୁରୋ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅନ୍ଧାଧୁନ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ...
View Articleବରଫ ଚାଦର ତଳେ ଜମ୍ମୁ କଶ୍ମୀର, ମଜା ନେଉଛନ୍ତି ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ ବରଫ ଚାଦର ତଳେ ଘୋଡ଼ାଇ ହୋଇଛି ଜମ୍ମୁ କଶ୍ମୀର। ଏହାର ମଜା ନେଉଛନ୍ତି ଦେଶ ବିଦେଶରୁ ଆସିଥିବା ହଜାର ହଜାର ପର୍ଯ୍ୟଟକ। ଭୂସ୍ୱର୍ଗ କଶ୍ମୀରରେ ବରଫର ବର୍ଷାକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଗୋଟିଏ ପଟେ ପର୍ଯ୍ୟଟକ...
View Articleଖ୍ରୀଷ୍ଟମାସରେ କାହିଁକି ପିନ୍ଧାଯାଏ ଲାଲ ରଙ୍ଗର ପୋଷାକ, ଟୋପି?
ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ଖ୍ରୀଷ୍ଟମାସ। ଏହି ପର୍ବକୁ ଧୁମଧାମରେ ପାଳନ କରିବାକୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜେଇ ହୋଇଥିଲା ବେଳେ ବିଭିନ୍ନ ସପିଂ ମଲ୍ରେ ସାନ୍ତା କ୍ଲଜ୍ ପୋଷାକ ପାଇଁ ଲୋକଙ୍କ ଭିଡ଼...
View Articleଆଜି ଜାତୀୟ କୃଷକ ଦିବସ? ଜାଣନ୍ତୁ, ଡିସେମ୍ବର ୨୩ରେ କାହିଁକି ପାଳିତ ହୁଏ?
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ଡିସେମ୍ବର ୨୩ରେ ସାରା ଭାରତରେ କୃଷକ ଦିବସ ପାଳିତ ହୋଇଥାଏ। ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ଜନ୍ମଦିନକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ...
View Article