ଜାଣନ୍ତୁ ଆଜିର ରାଶିଫଳ – (୦୧ ଫେବ୍ରୁଆରି ୨୦୨୧, ସୋମବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାଘ କୃଷ୍ଣ ଚତୁର୍ଥୀ ସନ୍ଧ୍ୟା ୦୬:୨୫:୧୪ ଗତେ ପଞ୍ଚମୀ ତିଥି। ସିଂହଚନ୍ଦ୍ର ପ୍ରାତଃ ୦୬:୫୮...
View Articleଦୀପ୍ ସିଦ୍ଧୁଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ଆକ୍ସନ ମୋଡ୍କୁ ଓହ୍ଲାଇଛି ଦିଲ୍ଲୀ ପୋଲିସ। ହିଂସା ପାଇଁ ଲୋକଙ୍କୁ ଉସକାଇଥିବା ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କୁ ପୋଲିସ ଖୋଜୁଛି। ଏବେ ଫେରାର...
View Articleଆଇଟିଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ଛାଡ଼ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କର ୯ ମାସର ହଷ୍ଟେଲ ଫି’କୁ ଛାଡ଼ କରିଛନ୍ତି ରାଜ୍ୟ ସରକାର। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଫି’ ଛାଡ଼ କରାଯାଇଛି। ଏହା ଫଳରେ ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ...
View Articleପ୍ରଦୀପ ପାଣିଗ୍ରାହୀ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟଙ୍କ ନାପସନ୍ଦ,...
ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ଐତିହାସିକ ରାୟ କ୍ରମରେ ଓଡ଼ିଶା ହାଇକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଆସିଥିବା...
View Articleମୁମ୍ବାଇରେ ଚାଲିଲା ଲୋକାଲ ଟ୍ରେନ –ମୁଣ୍ଡିଆ ମାରି ଗାଡ଼ିରେ ଚଢ଼ିଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୦ ମାସରେ ମାୟାନଗରୀ ମୁମ୍ବାଇରେ ଆରମ୍ଭ ହୋଇଛି ଲୋକାଲ ଟ୍ରେନ ଚଳାଚଳ। ମମ୍ବାଇବାସୀ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ଟ୍ରେନ ଚଳାଚଳ ଆରମ୍ଭ ହେବା ପରେ ମୁମ୍ବାଇର ଏକ ଷ୍ଟେସନରୁ ଏକ ମଜାଦାର ଦୃଶ୍ୟ...
View Articleଟିକାକରଣରେ ଭାରତ ବିଶ୍ୱରେ ଦ୍ରୁତତମ ଦେଶ, ୨୪ ଘଣ୍ଟାରେ ୧୪ଟି ରାଜ୍ୟରେ ନାହିଁ ଗୋଟିଏ ବି...
ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱରେ କରୋନା ମହାମାରୀ ସ୍ଥିତି ଲାଗି ରହିଥିବା ବେଳେ ଏହା ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି। ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ କୋଭିଡ ଟିକାକରଣକୁ ୪...
View Articleଆଲୋକୀକରଣ ହେଲା କଟକ-ପୁରୀ ବାଇପାସ୍ ରୋଡ୍, ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପଣ
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ପୁରୀ ବାଇପାସ୍ ରୋଡ଼ରେ ହୋଇଛି ଆଲୋକୀକରଣ ବ୍ୟବସ୍ଥା। ପଳାଶୁଣୀ ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଏଲ୍ଇଟି ଷ୍ଟ୍ରିଟ୍ଲାଇଟ ଦ୍ଵାରା ଆଲୋକୀକରଣ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁକୁ...
View Articleଜାଣନ୍ତୁ ଆଜିର ରାଶିଫଳ – (୦୪ ଫେବ୍ରୁଆରି ୨୦୨୧, ଗୁରୁବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାଘ କୃଷ୍ଣ ସପ୍ତମୀ ଦିବା ୧୨:୦୭:୪୮ ଗତେ ଅଷ୍ଟମୀ ତିଥି। ତୁଳାଚନ୍ଦ୍ର ଅହୋରାତ୍ର। ସ୍ବାତୀ...
View Articleଜନ୍ମଦିନ ସ୍ପେଶାଲ- ଏହି ଫିଲ୍ମ କରିଥିଲା ଉର୍ମିଳାଙ୍କୁ ବଲିଉଡ ସୁପରଷ୍ଟାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୪୭ ବର୍ଷ ବୟସରେ ପାଦ ଦେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର। ୧୯୭୪ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଉର୍ମିଳା। ବଲିଉଡରେ ଉର୍ମିଳା ମତୋଣ୍ଡକର ଜଣେ ଖ୍ୟାତନାମା ଅଭିନେତ୍ରୀ। ଶିଶୁ...
View Articleକ୍ୟାନ୍ସର ହେବାର କାରଣ ଓ ନିରାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖରେ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଇଥାଏ। ବିଶ୍ୱ କ୍ୟାନସର ଦିବସର ସ୍ଥାପନା ୟୁନିୟନ ଫର୍ ଇଣ୍ଟରନ୍ୟାସନାଲ କ୍ୟାନସର କଣ୍ଟ୍ରୋଲ ଦ୍ୱାରା କରାଯାଇଥିଲା। ଏହି ଦିବସ ପାଳନର ମୁଖ୍ୟ...
View Articleମଧୁସୂଦନ ଦାସ – ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ
ଡକ୍ଟର ପାବକ କାନୁନଗୋ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି। ମଧୁସୂଦନ ଦାସ ଥିଲେ ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଜାତିର ସାମୂହିକ ବିକାଶ ସହିତ ସାରାଦେଶର ଉନ୍ନତି ପାଇଁ ସେ କାମ...
View Articleଦିନ ୧୨ରୁ ୪ ଚାଷୀଙ୍କ ରେଳରୋକ- ୪ ରାଜ୍ୟରେ ରେଳସେବା ବାଧାପ୍ରାପ୍ତ ଆଶଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦୀର୍ଘ ଅଢ଼େଇ ମାସରୁ ଉର୍ଦ୍ଧ୍ୱ ହେବ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛିି । ସଂଯୁକ୍ତ କିଷାନ ମୋର୍ଚ୍ଚା ସଂଗଠନର ନେତୃତ୍ୱରେ ଗୁରୁବାର ଅର୍ଥାତ୍ ଆଜି ଚାଷୀଙ୍କ ଦେଶବ୍ୟାପୀ ରେଳରୋକ...
View Articleବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ –କହିଲେ, ”ସୁସ୍ଥ ଓ ସୁଖୀ ଓଡ଼ିଶା ରାଜ୍ୟ ସରକାରଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ଅଭିଭାଷଣ ରଖିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ପାଇଁ ପ୍ରଶଂସା କରିଥିଲେ। ‘‘କରୋନା ନିୟନ୍ତ୍ରଣରେ...
View Articleଓଡ଼ିଶାରେ କଏଦୀଙ୍କ ପାଇଁ ଇ-ମୁଲାକାତ ସେବା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଜେଲ ଅନ୍ତେବାସୀଙ୍କୁ ତାଙ୍କ ପରିବାର ସଦସ୍ୟ ସହଜରେ ସାକ୍ଷାତ କରିପାରିବେ। ଏଥିପାଇଁ ଜେଲରେ ଆରମ୍ଭ ହୋଇଛି ଇ-ମୁଲାକାତ ସେବା। ରାଜ୍ୟସରକାର ଇ-ମୁଲାକାତ ସେବା ପାଇଁ ଜେଲ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଥିବାବେଳେ,...
View Articleଚାଷୀଙ୍କ ଚିନ୍ତା ହେବ ଦୂର – ଇଞ୍ଜିନିୟର ଅମିତ ବର୍ମା ତିଆରି କଲେ ଭ୍ରାମ୍ୟମାଣ ଶୀତଳ ଭଣ୍ଡାର
ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତଳଭଣ୍ଡାର ଅଭାବରୁ ଅନେକ ସମୟରେ ଆପଣ ଦେଖିଥିବେ ଯେ କୃଷକଙ୍କ ଉତ୍ପାଦନ ନଷ୍ଟ ହୋଇଯାଇଥାଏ। ବେଳେ ବେଳେ ଶୀତଳଭଣ୍ଡାରଠାରୁ ଦୂରରେ ଥିବାରୁ ଚାଷୀମାନେ ଏହାର ଉପଯୋଗ କରିପାରନ୍ତିନାହିଁ। ତେବେ ଚାଷୀଙ୍କର ଏହି ସମସ୍ୟାକୁ ଏବେ...
View Articleବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ କମ୍ପିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଶୁକବ୍ରାର ଦିନ ୧୦ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି...
View Articleବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ପାଇଁ ହେଉଛି ଷଡ଼ଯନ୍ତ୍ର : ଭୁବନେଶ୍ୱର ଡିସିପି
ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିକଟରେ ପୁଣି ହୋଇଛି ଆତ୍ମାହୁତି ଉଦ୍ୟମ। ଗୁରୁବାର ଜଣେ ମହିଳା ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳିବା ସମୟରେ ପୋଲିସ ମହିଳାଙ୍କୁ କାବୁ କରିଛି। ତେବେ...
View Articleସ୍କୁଲ ଯିବେ ଓଲିଉଡ ଡିଭା ଅର୍ଚ୍ଚିତା – ରୋଲ୍ ନମ୍ବର ୨୭
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନୂଆ ରୂପରେ, ନୂଆ ଢଙ୍ଗରେ ଆସୁଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚତା। ଏଥର ଓକିଲ ନୁହେଁ କି ପୋଲିସ ଅଫିସର ନୁହେଁ ବରଂ ଏକଦମ ସିଧାସାଧା ଗାଉଁଲି ଝିଅ ହୋଇ ଦର୍ଶକଙ୍କ ମନୋରରଞ୍ଜନ କରାଇବେ ଏହି ଓଲିଉଡ ଡିଭା।...
View Article୪ ଘଣ୍ଟା ପାଇଁ ଠପ୍ ହେଲା ରେଳ –ଟିକାୟତ କହିଲେ, ‘‘ସରକାର ନଶୁଣିବା ଯାଏଁ ଆନ୍ଦୋଳନ ଚାଲିବ’’
ଓଡ଼ିଶାଲାଇଭ୍ ବ୍ୟୁରୋ କୃଷି ଆନ୍ଦୋଳନ ବିରୋଧୀରେ ଚାଷୀ କରିଥିବା ରେଳରୋକ ଆନ୍ଦୋଳନ ସରିଛି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ୪ ଘଣ୍ଟା ରେଳରୋକ ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ଆଜି ଯାତ୍ରୀ ହନ୍ତସନ୍ତ...
View Article“କୋଟିଆ ବିବାଦ ହେଉଛି ଆମର ରାଜନୈତିକ ଓ ପ୍ରଶାସନିକ ବିଫଳତା”
ବିଶ୍ଵଜିତ ସାହୁ କୋଟିଆ ପ୍ରସଙ୍ଗରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ‘ଆମ କୋଟିଆ’ ସଙ୍ଗଠନର ଆବାହକ ଗଦାଧର ପରିଡ଼ାଙ୍କ ସହ ଓଡ଼ିଶାଲାଇଭ୍ର ଏକ ଟେଲିଫୋନିକ ସାକ୍ଷାତକାର। କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଏବଂ...
View Article