Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଆଜିଠୁ ସଂସଦରେ ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୨୯ ତାରିଖରୁ ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ଫେବ୍ରୁଆରି ୧୫ ଯାଏଁ ଚାଲିବ। ଏହି ଅଧିବେଶନରେ ରାଜ୍ୟସଭା କାର୍ଯ୍ୟ ପୂର୍ବାହ୍‌ଣ ୯ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ଯାଏଁ...

View Article


Image may be NSFW.
Clik here to view.

କେନ୍ଦ୍ରାପଡ଼ାରୁ ଲୁଟେରା ଗ୍ୟାଙ୍ଗ ଗିରଫ –ବିପୁଳ ମାରଣାସ୍ତ୍ର ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବନ୍ଧୁକ, ଛୁରୀ ଆଉ କଟୁରୀ ଧରି ଡକାୟତି କରିବାକୁ ସଜବାଜ ହେଉଥିବା ଦଳେ ଡକାୟତଙ୍କୁ କାବୁ କରିଛି ପୋଲିସ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ପାଖ କଟକ-ଚାନ୍ଦବାଲି ରାଜପଥ ବଙ୍ଗାଳୀଦିଆ  ବ୍ରିଜ୍‌ଠାରେ ରାତିରେ...

View Article


Image may be NSFW.
Clik here to view.

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ –ସରକାରଙ୍କ ସଫଳତା ବଖାଣିଲେ କୋବିନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ କେନ୍ଦ୍ର ବଜେଟ ଅଧିବଶେନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ଫେବ୍ରୁଆରି ୧୩ରେ ହେବ ଶେଷ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ବଜେଟ ଆଜିଠୁ କେନ୍ଦ୍ର ବଜେଟ ଅଧିବେଶନ ଆରମ୍ଭ ହୋଇଛି।...

View Article

Image may be NSFW.
Clik here to view.

ଚାଷୀଙ୍କ ବିରୋଧରେ ତାତିଲେଣି ସ୍ଥାନୀୟ ଲୋକେ – ଫିକା ପଡ଼ିଲା ଆନ୍ଦୋଳନ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନ ଫିକା ପଡ଼ିଛି। ଧୀରେ ଧୀରେ ଚାଷୀ ଆନ୍ଦୋଳନରୁ ଚାଷୀ କମିବାକୁ ଲାଗିଲେଣି। ଦୁଇଟି ପ୍ରମୁଖ ଚାଷୀ ସଙ୍ଗଠନ ଆନ୍ଦୋଳନରୁ ଓହରି ଯାଇଥିଲା ବେଳେ ପୋଲିସ...

View Article

Image may be NSFW.
Clik here to view.

ଝରାଫୁଲ ମୃତ୍ୟୁ ଘଟଣା – ବୟଫ୍ରେଣ୍ଡ ରାକେଶ ପାଖରେ ଅଟକିଛି ସସପେନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାକୁ ୩ ଦିନ ବିତିଥିଲେ ବି ଝରାଫୁଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ମୟୁରଭଞ୍ଜର ଝିଅ ଝରାଫୁଲ ଭୁବନେଶ୍ୱର...

View Article


Image may be NSFW.
Clik here to view.

ଅର୍ଥନୈତିକ ସର୍ଭେ ରିପୋର୍ଟ କ’ଣ –ବଜେଟ୍ ଆସିବା ପୂର୍ବରୁ କାହିଁକି ଦିଆଯାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ୨୦୨୧-୨୨ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି।...

View Article

Image may be NSFW.
Clik here to view.

କରୋନା ଟିକାକରଣରେ ବି ଓଡ଼ିଶା ପ୍ରଥମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁ ଗଣ କାର୍ଯ୍ୟକ୍ରମ ଭଳି କରୋନା ଟିକାଦାନ କାର୍ଯ୍ୟରେ ବି ଓଡ଼ିଶା ପ୍ରଥମ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କୋଭିଡ ଟିକା ଦେବାରେ ଅନ୍ୟ ରାଜ୍ୟ ସରକାରଙ୍କଠାରୁ ଓଡ଼ିଶା ଖୁବ ଆଗରେ ରହିଛି।...

View Article

Image may be NSFW.
Clik here to view.

ପହିଲାରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଯୋଗୁଁ ଅଳ୍ପ କର୍ମଚାରୀରେ ଚାଲିଥିବା ଓଡ଼ିଶା ହାଇକୋର୍ଟ ଏବେ ପୂର୍ଣ୍ଣକ୍ଷମ ହେବ। ଫେବ୍ରୁଆରି ପହିଲାରୁ ଶତ ପ୍ରତିଶତ କର୍ମଚାରୀ କୋର୍ଟ ଆସିବେ। କୋଭିଡ ଆସିବା ପରଠାରୁ ଏପର୍ଯ୍ୟନ୍ତ କୋର୍ଟରେ ପୂରା କାର୍ଯ୍ୟ...

View Article


Image may be NSFW.
Clik here to view.

ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଆସିବେ କଙ୍ଗନା ରଣାଓ୍ୱତ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପୁଣି ଏକ ପଲିଟିକାଲ ଡ୍ରାମା ଫିଲ୍ମ ପାଇଁ ସାଇନ କରିଛନ୍ତି। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୩୦ ଜାନୁଆରି ୨୦୨୧, ଶନିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଶନିବାର ମାଘ କୃଷ୍ଣ ଦ୍ୱିତୀୟା ରାତ୍ରି ୧୦:୧୨:୫୯ ଗତେ ତୃତୀୟା ତିଥି। ସିଂହଚନ୍ଦ୍ର ଅହୋରାତ୍ର।...

View Article

Image may be NSFW.
Clik here to view.

ଛୋଟ ପରଦାର ଟପ୍ ହିରୋ, ବଡ଼ ପରଦାରେ ଦେଖାଇ ପାରିଲେନି ଜଲଓ୍ୱା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କିଛି କଳାକାର ଅଛନ୍ତି ଯେଉଁମାନେ ଷ୍ଟାର ହେବା ସ୍ୱପ୍ନ ଦେଖି ଫିଲ୍ମରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। କିନ୍ତୁ ତାଙ୍କୁ ସେହି ସଫଳତା ଫିଲ୍ମରୁ ନୁହେଁ ବରଂ ଟିଭି ସୋ’ରୁ ମିଳିଛି। ଛୋଟ ପରଦାରେ ଏହି...

View Article

Image may be NSFW.
Clik here to view.

ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ –ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତିର ଜନକ ଆମର ପ୍ରିୟ ବାପୁଜୀ। ସାରା ଦେଶ ପାଇଁ ଯେଉଁ ପୁରୁଷ ଦିନେ ସ୍ୱାଧୀନତା ଫେରାଇ ଆଣିଥିଲା ସେହି ମହାନ ଆତ୍ମା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ପୂଣ୍ୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ...

View Article

Image may be NSFW.
Clik here to view.

ଦିଲ୍ଲୀରେ ବିସ୍ଫୋରଣ ପରେ ଆଜି ପଶ୍ଚିମବଙ୍ଗ ଗସ୍ତ ବାତିଲ କଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏପିଜେ ଅବଦୁଲ କଳାଲାମ ରୋଡସ୍ଥିତ ଦୂତାବାସଠାରୁ ପ୍ରାୟ ୫୦ ମିଟର ଦୂର ଜିନ୍ଦଲ...

View Article


Image may be NSFW.
Clik here to view.

ଫେବ୍ରୁଆରି ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ – ବିବାହ, ଶେଷକୃତ୍ୟରେ ୫ ଶହ ଲୋକଙ୍କୁ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛି ଦିନ ହେବ ରାଜ୍ୟରେ କରୋନା ପ୍ରଭାବ କମିଛି। କିନ୍ତୁ କୋଭିଡ ନିୟମାବଳି ନଭୁଲିବାକୁ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରି ଆସୁଛନ୍ତି। ପ୍ରତିମାସରେ ସରକାର ନୂଆ ନୂଆ ଗାଇଡଲାଇନ ଜାରି କରୁଛନ୍ତି। ଏହି କ୍ରମରେ...

View Article

Image may be NSFW.
Clik here to view.

ଖୋଲିବ ଯାତ୍ରା ମଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ମାସ ପାଇଁ ରାଜ୍ୟ ସରକାର ଦେଇଥିବା ଗାଇଡଲାଇନରେ ଯାତ୍ରା କଳାକାର ଓ ଯାତ୍ରା ପାର୍ଟି ମାଲିକ ଆଶ୍ୱସ୍ତ ହୋଇଛନ୍ତି। କାରଣ ଏହି ମାସ ଗାଇଡଲାଇନରେ ସରକାର ଯାତ୍ରା ମଞ୍ଚ ଖୋଲିପାରିବ ବୋଲି କହିଛନ୍ତି। ତେବେ...

View Article


Image may be NSFW.
Clik here to view.

କାହିଁକି ଅନଶନ ନିଷ୍ପତ୍ତିରୁ ଓହରିଲେ ଆନ୍ନା ହଜାରେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ନିଜ ଗାଁରେ ଅନଶନରେ ବସିବାକୁ ଘୋଷଣା କରିଥିଲେ। କିନ୍ତୁ ଆଜି ଅନଶନରେ ବସି ନାହାନ୍ତି ଆନ୍ନା। ତେବେ ସେ କାହିଁକି ଅଚାନକ ନିଜ...

View Article

Image may be NSFW.
Clik here to view.

ଦିଲ୍ଲୀରେ ବିସ୍ଫୋରଣ ପଛରେ ଆତଙ୍କବାଦୀ ସଙ୍ଗଠନ ଜୈସ-ଉଲ-ହିନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି। ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଙ୍ଗଠନ ଜୈସ-ଉଲ-ହିନ୍ଦ। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛି...

View Article


Image may be NSFW.
Clik here to view.

୫ ଫିଲ୍ମ, ଯାହା ମହାତ୍ମା ଗାନ୍ଧୀଙ୍କ ଜୀବନ ବିଷୟରେ କହେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋହନଦାସ କରମଚାନ୍ଦ ଗାନ୍ଧୀ, ଯାହାକୁ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ନାମରେ ଜାଣେ। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାକୁ ନିଜର ଅସ୍ତ୍ର କରି ନେଇଥିଲେ। ଏପରି ଅସ୍ତ୍ର ଯାହା ବ୍ରିଟିଶ ସାମ୍ରାଜ୍ୟକୁ ବି ଧ୍ୱଂସ...

View Article

Image may be NSFW.
Clik here to view.

ଫେବ୍ରୁଆରି ୧ରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡି କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ସୋମବାରଠାରୁ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ସବୁ ପୁଣି ଖୋଲିବ। ସେହିଭଳି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କେବେ ଖୋଲାଯିବ ଗଣଶିକ୍ଷା ବିଭାଗ ସେହି ନିଷ୍ପତ୍ତି ନେବ। ଫେବ୍ରୁଆରି ମାସ ପାଇଁ...

View Article

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୩୧ ଜାନୁଆରି ୨୦୨୧, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ରବିବାର ମାଘ କୃଷ୍ଣ ତୃତୀୟା ରାତ୍ରି ୦୮:୨୫:୦୧ ଗତେ ଚତୁର୍ଥୀ ତିଥି। ସିଂହଚନ୍ଦ୍ର ଅହୋରାତ୍ର।...

View Article
Browsing all 11715 articles
Browse latest View live