Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

କାହା ନାମରେ ନାମିତ ହୋଇଛି ମାୟାନଗରୀ ମୁମ୍ବାଇ –ରହସ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବହୁତ ଐତିହାସିକ ଏବଂ ପର୍ଯ୍ୟଟନସ୍ଥଳୀ ରହିଛି। ସେଥିମଧ୍ୟରୁ ମୁମ୍ବାଦେବୀ ମନ୍ଦିର ପ୍ରମୁଖ ଅଟେ। ମରାଠିର ଏକ ଶବ୍ଦ ମୁମ୍ବା ମାତାଙ୍କ ନାମରୁ ମୁମ୍ବାଇ ସହର ନାମ ଦିଆଯାଇଥିଲା। ଏହି...

View Article


Image may be NSFW.
Clik here to view.

କୃଷି ବିଲ୍: ମୋଦୀ ସରକାରର ଅନ୍ୟତମ ଭୁଲ ପଦକ୍ଷେପ!

କମଳାକାନ୍ତ ପତି ବିମୁଦ୍ରୀକରଣ, ଜିଏସଟି ଭଳି କୃଷି ବିଲ୍‌କୁ ଆଇନ୍‌ରେ ପରିଣତ କରିବାର ପ୍ରୟାସ ମୋଦୀ ସରକାରର ଅନ୍ୟତମ ଭୁଲ ପଦକ୍ଷେପ କି? ସାଧାରଣରେ ଏଭଳି ପ୍ରଶ୍ନ ଉଠିଲାଣି। ଶାସକ ମେଣ୍ଟରେ ବି ସହମତି ନାହିଁ ୨୦୧୪ ସାଧାରଣ ନିର୍ବାଚନରେ...

View Article


Image may be NSFW.
Clik here to view.

ଭୁବନେଶ୍ୱରରୁ ଆଜି ୩୧୭ ପଜିଟିଭ ଚିହ୍ନଟ –ସୁସ୍ଥ ହେଲେ ୩୧୨ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୭ ଜଣଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୨୫୫ ଲୋକାଲ କେସ୍‌ ରହିଛି। ୟନିଟ୍‌ ୭ରୁ ୧୭,...

View Article

Image may be NSFW.
Clik here to view.

ମୋବାଇଲ ବ୍ୟାଟେରି ଜଲ୍‌ଦି ସରୁଛି କି? ଆପଣାନ୍ତୁ ଟପ୍-୫ ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ ଫୋନ୍‌ରେ ଅଧିକ ସମୟ ଯାଏଁ ଚାର୍ଜ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ। ଆଜିକାଲି ମୋବାଇଲ ଫୋନ୍ ଏକ ଅତ୍ୟାବଶ୍ୟକୀୟ ଜିନିଷରେ ପରିଣତ ହୋଇଛି। ଆଲାର୍ମଠାରୁ ଆରମ୍ଭ କରି ଦେଶ ଦୁନିଆର ଖବର ଜାଣିବା ପର୍ଯ୍ୟନ୍ତ,...

View Article

Image may be NSFW.
Clik here to view.

ଆସନ୍ତାକାଲିର ରାଶିଫଳ – (୨୮ ସେପ୍ଟେମ୍ବର ୨୦୨୦, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆସନ୍ତାକାଲି ଆଶ୍ଵିନ ମଳ ଶୁକ୍ଳପକ୍ଷ ଦ୍ଵାଦଶୀ ରାତ୍ରି ୦୮:୫୯:୧୨ ଗତେ ତ୍ରୟୋଦଶୀ ତିଥି।...

View Article


Image may be NSFW.
Clik here to view.

ଆଇପିଏଲ୍‌ର ନୂଆ ରନ୍ ମେସିନ୍ ରାହୁଲ ତିୱାଟିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାହୁଲ ତିୱାଟିଆ। ଆଇପିଏଲ୍ ପାଇଁ ଗତ ଶନିବାର ସୁଦ୍ଧା ଅପରିଚିତ ଥିବା ଏହି ନାମଟି କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ୍ ପରଠାରୁ କ୍ରିକେଟ୍ ପାଇଁ ଏକ ଚମତ୍କାରିତାରେ ପରିଣତ ହୋଇଛି। ମିରାକଲ ଇନ୍ କ୍ରିକେଟ୍। ଆଇପିଏଲ...

View Article

Image may be NSFW.
Clik here to view.

DRDO‌ ଅଧୀନରେ ନିଯୁକ୍ତି ସୁଯୋଗ, ସେପ୍ଟେମ୍ଵର ୩୦ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ୍ ଅରଗାନାଇଜେସନ୍(DRDO) ଅଧୀନରେ ଡିଫେନ୍ସ ଇଲେକ୍ଟ୍ରୋନିକ୍ସ ରିସର୍ଚ ଲାବୋରେଟୋରୀ(DERL)ରେ ରିସର୍ଚ ଏବଂ ଜୁନିଅର ରିସର୍ଚ ଫେଲୋ(JRF) ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଆଶାୟୀ...

View Article

Image may be NSFW.
Clik here to view.

ବିଧାନସଭାକୁ କରୋନା ଚିନ୍ତା – ମୌସୁମୀ ଅଧିବେଶନ ପୂର୍ବରୁ ୧୪ ବିଧାୟକ, ମନ୍ତ୍ରୀ କୋଭିଡ୍...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ମହାମାରୀ କରୋନା କବଳରେ ରାଜ୍ୟର ୧୪ ଜଣ ବିଧାୟକ ଓ ମନ୍ତ୍ରୀ। ଗତକାଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର କରୋନା ରିପୋର୍ଟ ପଜିଟିଭ୍...

View Article


Image may be NSFW.
Clik here to view.

ସରକାରଙ୍କ ମୁଖା ଖୋଲୁଛି ସିଏଜି –ରାଫାଲ୍ ପରେ ଜିଏସଟି ଧକ୍କା

କମଳାକାନ୍ତ ପତି ଭାରତ ସହ ରାଫାଲ୍ ଯୁଦ୍ଧ ବିମାନ ବିକ୍ରି ଚୁକ୍ତି କରିଥିବା ଫ୍ରାନ୍ସ କମ୍ପାନି ଅଫସେଟ୍ ସର୍ତ୍ତ ଅମାନ୍ୟ କରୁଥିଲେ ମଧ୍ୟ ସରକାର ନିରବ କାହିଁକି ବୋଲି ପ୍ରଶ୍ନ କରିଥିଲେ ସିଏଜି। ଜିଏସଟି ବାବଦ ସେସ୍ ଅର୍ଥ ଅନ୍ୟତ୍ର ବିନିଯୋଗ...

View Article


Image may be NSFW.
Clik here to view.

ଏଣିକି ଗୁଗୁଲ ମିଟ୍ ପାଇଁ ଦେବାକୁ ପଡ଼ିବ ଟଙ୍କା, ଜାଣନ୍ତୁ ନୂଆ ନିୟମ ବିଷୟରେ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୩୦ ପରେ ଗୁଗୁଲ ମିଟ୍‌କୁ ୧ ଘଣ୍ଟାରୁ ଅଧିକ ସମୟ ବ୍ୟବହାର କଲେ ଟଙ୍କା ଦେବାକୁ ପଡ଼ିବ। କରୋନା ମହାମାରୀ ସମୟରେ ଅଫିସିଆଲ ମିଟିଂଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ଏବଂ ଓ୍ଵେବିନାର ପର୍ଯ୍ୟନ୍ତ ସବୁଥିରେ ଗୁଗୁଲ...

View Article

Image may be NSFW.
Clik here to view.

ଚୀନକୁ ମିଳିବ ଜବାବ, ସୀମାରେ ନିର୍ଭୟ କ୍ରୁଜ୍ ମିସାଇଲକୁ ନିଯୁକ୍ତ କଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଚୀନ୍ ମଧ୍ୟରେ ଗତ କିଛି ଦିନ ଧରି ଲଗାତାର ଭାବେ ସୀମା ବିବାଦ ଦେଖିବାକୁ ମିଳିଛି। ଚୀନ୍ ଏଲଏସି ଅଞ୍ଚଳରେ ବିପୁଳ ସୈନ୍ୟ ନିଯୁକ୍ତ କରୁଥିବାବେଳେ ଭାରତ ମଧ୍ୟ ପଛରେ ପଡିନି। ଏସବୁ ମଧ୍ୟରେ ଭାରତ ଏଲଏସି ଅଞ୍ଚଳରେ...

View Article

Image may be NSFW.
Clik here to view.

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ଓ ବୋଟାନିକାଲ୍ ଗାର୍ଡେନ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ ତାରିଖରୁ ଖୋଲିବ ନନ୍ଦନକାନନ। ଲୋକମାନେ ପୁଣି ପ୍ରାଣୀ ଉଦ୍ୟାନ ବୁଲି ପଶୁପକ୍ଷୀଙ୍କୁ ଦେଖିପାରିବେ। ଏନେଇ ଆଜି ନନ୍ଦନକାନନର ଉପନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନନ୍ଦନକାନନ...

View Article

Image may be NSFW.
Clik here to view.

ଆସନ୍ତାକାଲିର ରାଶିଫଳ – (୨୯ ସେପ୍ଟେମ୍ବର ୨୦୨୦, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆସନ୍ତାକାଲି ଆଶ୍ଵିନ ମଳ ଶୁକ୍ଳପକ୍ଷ ତ୍ରୟୋଦଶୀ ରାତ୍ରି ୧୦:୩୩:୨୮ ଗତେ ଚତୁର୍ଦ୍ଦଶୀ ତିଥି।...

View Article


Image may be NSFW.
Clik here to view.

ସାଂସଦ ଓ ବିଧାୟକଙ୍କ ଫୌଜଦାରୀ ମକଦ୍ଦମା ବିବରଣୀ ମାଗିଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ଥିବା ସାଂସଦ ତଥା ବିଧାୟକ କାହା ନାଁରେ କେତେ ଫୌଜଦାରୀ ମକଦ୍ଦମା ବକେୟା ପଡ଼ି ରହିଛି ତାର ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ। ରାଜ୍ୟ ସରକାରଙ୍କୁ ଏନେଇ ଏକ ନୋଟିସ ଜାରି...

View Article

Image may be NSFW.
Clik here to view.

ଭୁବନେଶ୍ୱରରେ ମାତ୍ର ୬୦୦ ସାମାଜିକ ଉତ୍ସବ ହୋଇଛି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୩ ତାରିଖରେ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଲକଡାଉନ ଲଗା ଯାଇଥିଲା। ଏହି ସମୟ ମଧ୍ୟରେ କୌଣସି ପ୍ରକାର ସାମାଜିକ ଉତ୍ସବକୁ ଅନୁମତି ପ୍ରଦାନ କରାଯାଇନଥିଲା। ଫଳ ସ୍ୱରୂପ ରାଜଧାନୀ...

View Article


Image may be NSFW.
Clik here to view.

ଅନୁରାଗ କଶ୍ୟପଙ୍କ ଅସଦାଚରଣ ମାମଲା –ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ପାୟଲ ଘୋଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ଭେଟିଛନ୍ତି। ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଥିବା...

View Article

Image may be NSFW.
Clik here to view.

ଭୋଡାଫୋନ୍ ଆଇଡିଆ(VI)ର ଦମ୍‌ଦାର୍ ପ୍ଲାନ୍ – ଖୁବ୍ ଶସ୍ତାରେ ମିଳିବ ୧୦୦ ଜିବି ଡାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍-ଆଇଡିଆ(VI)ର ୩୫୧ ଟଙ୍କିଆ ‘ଓ୍ଵର୍କ ଫ୍ରମ୍ ହୋମ୍’ର ଫାଇଦା ବିଷୟରେ ଜାଣନ୍ତୁ। କରୋନା ମହାମାରୀ ସମୟରେ ‘ଓ୍ଵର୍କ ଫ୍ରମ୍ ହୋମ୍’ ଏକ ଆବଶ୍ୟକତାରେ ପରିଣତ ହୋଇଛି। ଏଭଳି ସମୟରେ ନିଜ ଗ୍ରାହକମାନଙ୍କୁ ଖୁବ୍ ଶସ୍ତାରେ...

View Article


Image may be NSFW.
Clik here to view.

ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଗାଣ ବର୍ଷାରେ ଭିଜିବ ଦକ୍ଷିଣ ଓ ଉପକୂଳ ଓଡ଼ିଶା। ପ୍ରବଳ ବୃଷ୍ଟିପାତ ସହ ବଜ୍ରାପାତ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି...

View Article

Image may be NSFW.
Clik here to view.

ସ୍କୁଲରେ ପଢ଼ିବା ବେଳେ ଓଲିଉଡରେ ଏଣ୍ଟ୍ରି ପାଇଥିଲେ ଏହି ହିରୋଇନ –ଏବେ ଇଣ୍ଡଷ୍ଟ୍ରିର ବଡ଼ ନାଁ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅର୍ଚ୍ଚିତାଙ୍କଠାରୁ ଆରମ୍ଭକରି ଭୂମିକାଙ୍କ ପର୍ଯ୍ୟନ୍ତ ଆଗଧାଡ଼ିର ନାୟିକାମାନଙ୍କୁ ସ୍କୁଲରେ ପଢ଼ିବା ବେଳରୁ ହିଁ ଓଲିଉଡରେ ଏଣ୍ଟ୍ରି ପାଇଁ ମିଳିଥିଲା ସୁଯୋଗ। ଓଡ଼ିଆ ସିନେମାରେ ଅଧିକାଂଶ ନାୟିକାଙ୍କର...

View Article

Image may be NSFW.
Clik here to view.

ଭାରତରେ Redmi 9Aର ବିକ୍ରି ଆରମ୍ଭ, ଜାଣନ୍ତୁ ଦାମ୍ ଓ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ Redmi 9A ସ୍ମାର୍ଟଫୋନର ଦାମ୍ ଓ ଫିଚର ବିଷୟରେ ଜାଣନ୍ତୁ। ସାଓମି ନିଜ ନୂଆ ସ୍ମାର୍ଟଫୋନ Redmi 9Aର ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୨୯ ମଧ୍ୟାହ୍ନ ୧୨ଟାରୁ ଆମାଜନ୍ ଓ ସାଓମିର ଅଫିସିଆଲ୍ ଓ୍ଵେବସାଇଟ୍‌ରେ ଏହି ଫୋନ...

View Article
Browsing all 11715 articles
Browse latest View live