Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଭୁବନେଶ୍ୱରରୁ ଆଜି ୩୨୯ କରୋନା ପଜିଟିଭ୍ ଚିହ୍ନଟ – ୭୩ କ୍ୱାରେଣ୍ଟାଇନ, ୨୫୬ ଲୋକାଲ୍...

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ୍ ଚିହ୍ନଟ ୭୩ ଜଣ କ୍ୱାରେଣ୍ଟାଇରୁ,୨୫୬ ଲୋକାଲ୍ କେସ୍ ଚିହ୍ନଟ ଭୁବନେଶ୍ୱରରେ ଏବେ ବି ୩୫୨୪ ଆକ୍ରାନ୍ତ ସକ୍ରିୟ ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୨୯ ନୂଆ କରୋନା...

View Article


Image may be NSFW.
Clik here to view.

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୩୦ ସେପ୍ଟେମ୍ବର ୨୦୨୦, ବୁଧବାର) 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ବୁଧବାର ଆଶ୍ଵିନ ମଳ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ରାତ୍ରି ୧୨:୨୬:୨୩ ଗତେ ପୂର୍ଣ୍ଣିମା ତିଥି।...

View Article


Image may be NSFW.
Clik here to view.

୬ ମାସ ହେଲା ଘଣ୍ଟାକୁ ୯୦ କୋଟି ଟଙ୍କା ଆୟ କରିଛନ୍ତି ମୁକେଶ ଅମ୍ବାନି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ଭାବେ ଆପଣ ମୁକେଶ ଅମ୍ବାନିଙ୍କୁ ନିଶ୍ଚୟ ଜାଣିଥିବେ। ହେଲେ ସେ ପ୍ରତି ଘଣ୍ଟାରେ କେତେ ଟଙ୍କା ଆୟ କରିଥାନ୍ତି ତାହା ଆପଣ ବୋଧହୁଏ ଜାଣିନଥିବେ। ଆଇଆଇଏଫ୍ଏଲ୍ ୱେଲଥ୍ ହୁରୁନ୍ ଇଣ୍ଡିଆର ନୂଆ...

View Article

Image may be NSFW.
Clik here to view.

ନୂଆ ରୂପରେ ବିଧାନସଭା ଅଧିବେଶନ: ଆରମ୍ଭରୁ ବିରୋଧ, ବିଲ୍ ଚିରିଦେଲେ ତାରା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ତାତି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ବିରୋଧ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। କଳା ବିଲ୍ କହି କପି ଚିରିଦେଲେ ତାରା। କରୋନା କଟକଣା ଭିତରେ ମଙ୍ଗଳବାର ନୂଆ ରୂପରେ ବସିଛି...

View Article

Image may be NSFW.
Clik here to view.

କମିପାରେ ସ୍କୁଲ୍ ଫି’- ହାଇକୋର୍ଟଙ୍କୁ ରିପୋର୍ଟ ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାର୍ଷିକ ସ୍କୁଲ୍ ଫି’ ଅନୁସାରେ ଧାର୍ଯ୍ୟ ହେବ ଫି’ ଛାଡ଼ ସର୍ବନିମ୍ନ ୭.୫ ପ୍ରତିଶତ କମିବ ସର୍ବାଧିକ ୨୬ ପ୍ରତିଶତ କମିବ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ ସ୍କୁଲ୍ ଫି’ ଛାଡ଼କୁ ନେଇ ଆଜି ରାଜ୍ୟ ଗଣଶିକ୍ଷା ସଚିବଙ୍କ ପକ୍ଷରୁ...

View Article


Image may be NSFW.
Clik here to view.

କରୋନା କାଳରେ ବିଜୁଳି ମାଡ଼ – ଖାଉଟିଙ୍କୁ ବାଧିବ ଦରବୃଦ୍ଧି

କମଳାକାନ୍ତ ପତି ସାତ ମାସ ପୂର୍ବରୁ ବିଜୁଳି ଦର ବଢ଼ାଇବା ସପକ୍ଷରେ ନ ଥିବା ରାଜ୍ୟ ସରକାର ହଠାତ୍ କେଉଁ କ୍ଷତି ଭରଣା ପାଇଁ ୟୁନିଟ୍ ପିଛା ୨୦ ପଇସା ମୂଲ୍ୟ ବୃଦ୍ଧି କରିଦେଲେ। କରୋନା ପରିସ୍ଥିତିରେ ଏଭଳି ନିଷ୍ପତ୍ତି ରାଜ୍ୟର ଉପଭୋକ୍ତାଙ୍କୁ...

View Article

Image may be NSFW.
Clik here to view.

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୦୧ ଅକ୍ଟୋବର ୨୦୨୦, ଗୁରୁବାର)

 ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଗୁରୁବାର ଆଶ୍ୱିନ ମଳ ଶୁକ୍ଳପକ୍ଷ ପୂର୍ଣ୍ଣିମା ନିଶାନ୍ତ ୦୨:୩୫:୧୨ ଗତେ ଆଶ୍ୱିନ ମଳ...

View Article

Image may be NSFW.
Clik here to view.

ବିହାର ନିର୍ବାଚନ: ତେଜିଲା ଉତ୍ତରାଧିକାର ରାଜନୀତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପୁଅ ନାତିଙ୍କ ପାଇଁ ସମସ୍ତେ ବ୍ୟସ୍ତ ଶୀର୍ଷ ନେତୃତ୍ୱଙ୍କ ଉପରେ ବଂଶବାଦର ଚାପ ଗୋଟେ ସର୍ଭେ ଅନୁସାରେ ଡାକ୍ତରଙ୍କ ପୁଅ ଡାକ୍ତର ହେବାକୁ ଯେତିକି ଚାହେଁନାହିଁ, ରାଜନେତାଙ୍କ ପୁଅ ନାତି କିନ୍ତୁ ରାଜନୀତିକୁ ଭଲ...

View Article


Image may be NSFW.
Clik here to view.

ବଲିଉଡରେ ଡ୍ରଗ୍ସ ଲିଙ୍କ୍: ଅଭିନେତ୍ରୀଙ୍କ ପରେ ଏବେ ପଡ଼ିପାରେ ଅଭିନେତାଙ୍କ ପାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତ୍ରୀଙ୍କ ପରେ ଏବେ ପଡ଼ିବ ଅଭିନେତାଙ୍କ ପାଳି। ବଲିଉଡ୍ ଡ୍ରଗ୍ସ କାରବାର ଘଟଣା ନେଇ ଏନସିବି ଅଭିନେତ୍ରୀମାନଙ୍କୁ ଜେରା କରିବା ପରେ ଏବେ ଖୁବଶୀଘ୍ର କିଛି ଅଭିନେତାଙ୍କୁ ଡକାଇ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି।...

View Article


Image may be NSFW.
Clik here to view.

କୋଭିଡ ନିୟମ ଭାଙ୍ଗିଲେ ୧ ଲକ୍ଷ ଜରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କରୋନା ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ୧ ଲକ୍ଷ ଟଙ୍କା ଜରିମାନା କିମ୍ଵା ୨ ବର୍ଷ ଜେଲ୍ ଦଣ୍ଡ। ବୁଧବାର ରାଜ୍ୟ କ୍ୟାବିନେଟରେ ପାରିତ ହୋଇଛି ସଂକ୍ରାମକ ରୋଗ (ଓଡ଼ିଶା ସଂଶୋଧନ) ବିଧେୟକ ୨୦୨୦। ବିରୋଧୀଙ୍କ ବିରୋଧ...

View Article

Image may be NSFW.
Clik here to view.

ଭୁବନେଶ୍ୱର ଓ କଟକରେ ଅଧା କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ ଅଫିସ ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏଥିସହ ମାସର ପ୍ରତ୍ୟେକ ଶନିବାର ଅଫିସଗୁଡ଼ିକ ବନ୍ଦ ରହିବ। ମଙ୍ଗଳବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ...

View Article

Image may be NSFW.
Clik here to view.

ଅନଲକ୍ ୫.୦ ଗାଇଡଲାଇନ୍: ସିନେମା ହଲରୁ ଖୋଲିଲା ତାଲା, ସୁଇମିଂ ପୁଲରେ ଅଭ୍ୟାସ କରିପାରିବେ...

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ୍ ୫.୦କୁ ନେଇ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି ଲକଡାଉନ୍ କଟକଣା ଜାରି ରହିବ। ଅକ୍ଟୋବର ୧୫ ତାରିଖରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଦେଶରେ ସିନେମା...

View Article

Image may be NSFW.
Clik here to view.

ସିନେମା ହଲ୍‌ରୁ ତାଲା ଖୋଲିଲେ କେନ୍ଦ୍ର ସରକାର, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନଲକ୍ ୫ର ଗାଇଡଲାଇନ ଜାରି କରିଛନ୍ତି। ନୂଆକରି ଜାରି ହୋଇଥିବା ଏହି ଗାଇଡଲାଇନରେ ସରକାର ଦେଶରେ ସିନେମା ହଲ୍ ଏବଂ ଥିଏଟର୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଅକ୍ଟୋବର ୧୫ରୁ ଦେଶରେ ୫୦...

View Article


Image may be NSFW.
Clik here to view.

ଅକ୍ଟୋବର ୧୫ ପରେ ଖୋଲିପାରିବ ସ୍କୁଲ୍, କଲେଜ – ରାଜ୍ୟ ହାତରେ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଅନଲକ୍ ୫ ନେଇ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ସରକାର ସିନେମା ହଲ୍, ଥିଏଟର ଆଦି ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ ଦେଶରେ ସ୍କୁଲ୍ ଓ କଲେଜ ଖୋଲିବା ନିଷ୍ପତ୍ତି କିନ୍ତୁ ରାଜ୍ୟ...

View Article

Image may be NSFW.
Clik here to view.

ମଧ୍ୟପ୍ରଦେଶ ଉପନିର୍ବାଚନ: ଭୋଟ୍ ବ୍ୟାଙ୍କ ପାଇଁ ହିନ୍ଦୁଙ୍କ ଆଡ଼କୁ ଢଳୁଛି କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଏବେ ନିଜ ପାଇଁ ଏକ ହିନ୍ଦୁତ୍ୱବାଦୀ ଚିତ୍ର ତିଆରି କରିବାରେ ବ୍ୟସ୍ତ। ବିଜେପିକୁ ହିନ୍ଦୁବିରୋଧୀ କହି ନିଜ ଦଳ ହିନ୍ଦୁଙ୍କ ପାଇଁ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ତଥା ଯୋଜନାର...

View Article


Image may be NSFW.
Clik here to view.

ବାବ୍ରୀ ମସଜିଦ୍ ଭଙ୍ଗ ମାମଲାର ଚୂଡ଼ାନ୍ତ ରାୟ –ପୁରୁଣା କଥାକୁ ଘାଣ୍ଟି ଲାଭ କ’ଣ?

କମଳାକାନ୍ତ ପତି ଦୀର୍ଘ ୨୮ ବର୍ଷ ପୂର୍ବରୁ ଅଯୋଧ୍ୟାରେ ବାବ୍ରୀ ମସଜିଦ୍‌ ଧ୍ଵଂସ ହୋଇଥିଲା କର ସେବକମାନଙ୍କ ହାତରେ। ତାହାକୁ ନେଇ ଚାଲିଥିବା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି ସିବିଆଇ ସ୍ଵତନ୍ତ୍ର ଅଦାଲତର ବିଚାରପତି। ଏହି ଘଟଣାର ସମସ୍ତ...

View Article

Image may be NSFW.
Clik here to view.

ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ, ଅକ୍ଟୋବର ୨୦ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନାରେ ୩୪ ଗୋଟି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରର୍ଥୀମାନେ ଅକ୍ଟୋବର ୨୦ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ପଦବୀ ସଖ୍ୟା – ଏଜୁକେସନ ବ୍ରାଞ୍ଚ – ୫ଟି...

View Article


Image may be NSFW.
Clik here to view.

ଭୁବନେଶ୍ୱରରୁ ଆଜି ୩୪୦ ପଜିଟିଭ୍ ଚିହ୍ନଟ, ୩୩୭ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୪୦ କରୋନା ସଂକ୍ରମିତ। ଏଥିସହିତ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ଟପିଛି। ଏନେଇ ବିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ...

View Article

Image may be NSFW.
Clik here to view.

ଗାନ୍ଧୀ ଜୟନ୍ତୀରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ସହ ଓ୍ଵେବିନାର ଆୟୋଜନ କରିବ ସଂସ୍କୃତି...

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନେକ କାର୍ଯ୍ୟକ୍ରମ ରଖିଛି। ଏଥିରେ ସାମିଲ ରହିଛି ପୁସ୍ତକ ଉନ୍ମୋଚନ, ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ଓ ଓ୍ଵେବିନାର ପର୍ବ। ଓଡ଼ିଶା...

View Article

Image may be NSFW.
Clik here to view.

ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବିମାନଯାତ୍ରା ପାଇଁ ଆସିଲା ନୂଆ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିମାନଯାତ୍ରା ପାଇଁ ଆସିଛି ନୂଆ ଅତ୍ୟାଧୁନିକ ବିମାନ ‘ବି ୭୭୭’। ଉନ୍ନତ ଜ୍ଞାନକୌଶଳ ଓ ଶତ୍ରୁ ପକ୍ଷକୁ ମାତ୍ ଦେବାରେ ସିଦ୍ଧହସ୍ତ ଏହି ବିମାନ ଆଜି ଆମେରିକାରୁ...

View Article
Browsing all 11715 articles
Browse latest View live