Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଞ୍ଚାଅ –ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରବାସୀଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବା ମାମଲା ଥିଲେ...

View Article


Image may be NSFW.
Clik here to view.

ଭୁବନେଶ୍ଵରରୁ ଆଉ ୪ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଚିହ୍ନଟ ହୋଇଥିବା ୧୪୬ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ଵରରୁ ୪ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ। ଆଜି...

View Article


Image may be NSFW.
Clik here to view.

ବଙ୍ଗୋପସାଗରରେ ଲଘୁଚାପ –ଆସନ୍ତାକାଲିଠୁ ୧୩ ଯାଏଁ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତକାଲିଠୁ ୧୩ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା...

View Article

Image may be NSFW.
Clik here to view.

ରାଜ୍ୟରେ ସୁସ୍ଥ ହେଲେ ୧୪୦ କରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ୨,୧୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ। ୧୪୦ କରୋନା...

View Article

Image may be NSFW.
Clik here to view.

ଆଇଏଏସ୍ ଅଫିସର ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଜ୍ୱର ହେବାରୁ ସେ କରୋନା ପରୀକ୍ଷା କରିଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ହୋମ୍‌...

View Article


Image may be NSFW.
Clik here to view.

ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’କରୋନା ପଜିଟିଭ୍‌, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲକ୍‌ଡାଉନ...

View Article

Image may be NSFW.
Clik here to view.

ଭଦ୍ରକ କୋର୍କୋରା କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ଵାରେଣ୍ଟାଇନ୍ ସେଣ୍ଟରରେ ଜଣେ କୋଲକାତା ଫେରନ୍ତାଙ୍କ ମୃତ୍ୟୁ। ଭଦ୍ରକ କୋର୍କୋରା କ୍ଵାରେଣ୍ଟାଇନ୍ ସେଣ୍ଟରରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହେଲେ ସେହି ଗାଁର ରାଧାଶ୍ୟାମ ପାଣି । ସେ ମଙ୍ଗଳବାର ରାତିରେ ନିଜ...

View Article

Image may be NSFW.
Clik here to view.

ଅଣସର ଗୃହରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି : ଆଜି ଲାଗି ହେବ ଫୁଲୁରି ତେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ମହାପ୍ରଭୁ ଜରରେ ପଡ଼ି ଅଣସର ଗୃହରେ ରହିଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣସର ଗୃହରେ ଚାଲିଛି ଗୋପନ ସେବା।...

View Article


Image may be NSFW.
Clik here to view.

ଜମ୍ମୁ କଶ୍ମୀର: ସୋପିଆ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାମ୍ମୁ କଶ୍ମୀରର ସୋପିଆ ଜିଲ୍ଲାର ସୁଗୁ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାବାହିନୀ ଦ୍ୱାରା ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଏବଂ ସୁରକ୍ଷାବାହିନୀର...

View Article


Image may be NSFW.
Clik here to view.

ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ – ଜୁନ୍ ଶେଷ ବେଳକୁ ଦେଢ଼ ଲକ୍ଷ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରସ୍ପର ବିରୋଧରେ ନଲଢ଼ି କରୋନା ବିରୋଧରେ ଲଢ଼ିବରାକୁ ପଡ଼ିବ – ଅରବିନ୍ଦ କେଜରିୱାଲ। ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହୋଇଯାଇଛି। ପ୍ରତିଦିନ ହଜାର ହଜାର ନୂଆ କେସ୍‌ ସାମ୍ନାକୁ ଆସୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

View Article

Image may be NSFW.
Clik here to view.

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ଠାରୁ ଶ୍ରୀମନ୍ଦିର ସେବାୟତମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛି। ସବୁ ସେବାୟତଙ୍କୁ ମାସ୍କ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର...

View Article

Image may be NSFW.
Clik here to view.

ପଶୁପ୍ରେମୀ –୨ ହାତୀଙ୍କ ନାଁରେ ଲେଖି ଦେଲେ ସବୁ ସମ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାତୀ ନାଁରେ ଲେଖି ଦେଲେ ସବୁ ସମ୍ପତ୍ତି। ଏଭଳି କଥା ନା ଆଗରୁ କେହି ଶୁଣିଥିବେ, ନା ଦେଖିଥିବେ। ବିହାର ପାଟନାରେ ଏଭଳି ବିରଳ ଘଟଣା ଘଟିଛି। ପୋଷିଥିବା ୨ ହାତୀ ମୋତି ଏବଂ ରାଣୀ ନାଁରେ ନିଜର ସବୁ ସମ୍ପତ୍ତି ଲେଖି...

View Article

Image may be NSFW.
Clik here to view.

ଆଜିଠୁ ଲଘୁଚାପ ବର୍ଷା –୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୩ ତାରିଖ ଯାଏଁ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।...

View Article


Image may be NSFW.
Clik here to view.

କରୋନାରୁ ସୁସ୍ଥ ହେଲେ ୧୪୯, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ରୁ ଆଜି ରାଜ୍ୟରୁ ୧୪୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ୫୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୧,...

View Article

Image may be NSFW.
Clik here to view.

ରାୟଗଡ଼ାରେ ଆଜି ୪ କରୋନା ପଜିଟିଭ, ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡା ଜିଲ୍ଲାରେ ବୁଧବାର ପୁଣି ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଅଜି ଚିହ୍ନଟ ୪ ଜଣଙ୍କ...

View Article


Image may be NSFW.
Clik here to view.

କରୋନା ଯୁଦ୍ଧରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପ୍ରକୃତ ହିରୋ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ବ୍ୟକ୍ତିଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ସଂକ୍ରମିତ ନହେବା ଉପରେ ଗୁରୁତ୍ୱ ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ:...

View Article

Image may be NSFW.
Clik here to view.

ଗୁଣ୍ଡିଚା ମନ୍ଦିରରେ ମିଳିଲା ମହାପ୍ରଭୁଙ୍କ ଆଡ଼ପ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା। ଗତକାଲି ମହାପ୍ରଭୁ ରଥରୁ ଯାଇ ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି। ତେଣୁ  ଆଜିଠୁ ମହାପ୍ରଭୁଙ୍କ ପାଖରେ ଆଡ଼ପ ଅବଢ଼ା ଭୋଗ ହୋଇଛି। କରୋନା କଟକଣା ଯୋଗୁଁ ଚଳିତ ଥର ସୀମିତ...

View Article


Image may be NSFW.
Clik here to view.

ଭୁବନେଶ୍ଵରରୁ ଆଉ ୩୮ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରରେ ଆଜି ସର୍ବାଧିକ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ ପଜିଟିଭ୍‌ ମଧ୍ୟରୁ ୨୫ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ୧୩ ଲୋକାଲ କେସ୍‌। ଏନେଇ ଭୁବନେଶ୍ଵରର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ...

View Article

Image may be NSFW.
Clik here to view.

ଇସ୍ରୋର ବଡ଼ ଘୋଷଣା – ଏଣିକି ଘରୋଇ କମ୍ପାନିମାନେ ତିଆରି କରିବେ ରକେଟ୍ ଏବଂ ଉପଗ୍ରହ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଏଣିକି ଘରୋଇ କମ୍ପାନିମାନେ ମଧ୍ୟ ରକେଟ୍ ଓ ଉପଗ୍ରହ ତିଆରି କରିପାରିବେ। ଏନେଇ ଆଜି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ କେ ଶିବନ...

View Article

Image may be NSFW.
Clik here to view.

କଂଗ୍ରେସ ଭବନରେ କିଏ ପକାଇଥିଲା ତାଲା? ତଦନ୍ତ କରିବ ଭାରତୀୟ ଯୁବ କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସ ଭବନରେ ତାଲା ପକାଇବା ଘଟଣାର ତଦନ୍ତ ହେବ ଭାରତୀୟ ଯୁବ କଂଗ୍ରେସ କରିବ ତଦନ୍ତ ତାଲା ପକାଇଥିବା ଲୋକ ବିଶ୍ୱାସଘାତକ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ପଡ଼ିଲେ ୬ ବର୍ଷ ପାଇଁ ଦଳରୁ...

View Article
Browsing all 11715 articles
Browse latest View live