୧୦୦ କୋଟି ବଜେଟରେ ପ୍ରସ୍ତୁତ ପ୍ରଥମ ଟିଭି ସୋ’ ଥିଲା ‘ମହାଭାରତ’
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବି.ଆର ଚୋପ୍ରାଙ୍କ ମହାଭାରତ ସିରିଏଲ ପରେ ଆଉ ଏକ ମହାଭାରତକୁ ମିଳିଥିଲା ଦର୍ଶକଙ୍କ ଢେର ଭଲପାଇବା। ଏହା ଥିଲା ସିଦ୍ଧାର୍ଥ କୁମାର ତିୱାରୀଙ୍କ ନିର୍ଦ୍ଦେଶିତ ସିରିଏଲ ମହାଭାରତ। ୨୦୧୩ରେ ଷ୍ଟାରପ୍ଲସରେ ଏହି...
View Articleଜୁନ୍ ୮ ରେ ବିଜେପିର ଡିଜିଟାଲ୍ ରାଲି, ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବେ ଅମିତ ଶାହ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମେ ୮ ତାରିଖ ଅପରାହଣ ସାଢ଼େ ୩ଟାରେ ଡିଜିଟାଲ୍ ରାଲିର ଆୟୋଜନ କରିବ ବିଜେପି। ମୋଦୀ ସରକାର ଦ୍ୱିତୀୟ ପାଳିର ବର୍ଷପୂର୍ତ୍ତି ଅବସରରେ ଏହି ରାଲିର ଆୟୋଜନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି...
View Articleମାର୍ଚ୍ଚ ୧୫ରୁ ଜୁନ ୬ –କରୋନା କବଳରେ ପୂରା ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୩୦ରୁ ୩୦ ଜିଲ୍ଲାକୁ ଛୁଇଁଲା କରୋନା। କରୋନା ଭାଇରସ୍ ଏବେ ପୂରା ଓଡ଼ିଶାକୁ ଗ୍ରାସ କରିଛି। ଗତକାଲି ଯାଏଁ ୨୯ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଆଜି ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା...
View Article୭ ବର୍ଷ ପରେ ବି ରହସ୍ୟ ଘେରରେ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ୍ ଅଭିନେତ୍ରୀ ଜିୟା ଖାନ୍ଙ୍କ ମୃତ୍ୟୁକୁ ୭ ବର୍ଷ ବିତି ଗଲାଣି। ଜିୟା ଜୁନ୍ ୩, ୨୦୧୩ରେ ଫ୍ୟାନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ମୃତ୍ୟୁ ପରେ ଚର୍ଚ୍ଚା ହେଉଥିଲା ଯେ, ଜିୟା ତାଙ୍କର...
View Articleଆଲିବାଗରେ ତାଣ୍ଡବ ରଚିଲା ବାତ୍ୟା ‘ନିସର୍ଗ’, ମୁମ୍ବାଇରେ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ନିସର୍ଗ ‘ବୁଧବାର ମହାରାଷ୍ଟ୍ରର ଆଲିବାଗରେ ଲ୍ୟାଣ୍ଡଫଲ୍ କରିଛି। କରୋନା ସଙ୍କଟ ଦେଇ ଗତି କରୁଥିବା ମହାରାଷ୍ଟ୍ରରେ ଏବେ ବାତ୍ୟା ‘ନିସର୍ଗ’ ତାଣ୍ଡବ ରଚିଛି। ଆରବ ସାଗରରେ...
View Articleରାଜ୍ୟର ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସୁସ୍ଥଙ୍କ ସଂଖ୍ୟା। ବୁଧବାର ରାଜ୍ୟର ଆଉ ୯୧ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ...
View Articleଜୁଲାଇ ୧୫ ସୁଦ୍ଧା ସରିବ ସ୍କୁଲ ନାମଲେଖା
ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ଶେଷ ହେବ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ନାମଲେଖା ପକ୍ରିୟା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି ଲେଖି ସୂଚନା ଦେଇଛି। କରୋନା ପାଇଁ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ...
View Articleକ୍ରୀଡ଼ା ଜଗତର ଭବିଷ୍ୟତ ନେଇ ସିଆଇଆଇର ୱେବିନାର୍, ଆଜି ୪ଟାରେ –ଓଡ଼ିଶାଲାଇଭରେ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରୀଡ଼ା ଜଗତର ଭବିଷ୍ୟତ ଉପରେ ହେବ ଜୋରଦାର୍ ଚର୍ଚ୍ଚା ଭାଗନେବେ ଜଣାଶୁଣା କ୍ରୀଡ଼ାବିତ, କ୍ରୀଡ଼ା ସଙ୍ଗଠକ, ସାମ୍ବାଦିକ ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ଓଡ଼ିଶାଲାଇଭର ୟୁଟ୍ୟୁବ୍ ଏବଂ ଫେସବୁକ୍ ପେଜରେ...
View Articleମୀନାର ବାର୍ତ୍ତା –ତରଳ ଝାଡ଼ାର ଉପଶମ ପାଇଁ ପିଅନ୍ତୁ ପ୍ରଚୁର ପାଣି
ଓଡ଼ିଶାଲାଇଭ୍ ବ୍ୟୁରୋ ତରଳ ଝାଡ଼ା ହେଲେ ଆମ ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଆମେ ଦୁର୍ବଳ ହୋଇପଡ଼ିଥାଉ। ଶରୀରରୁ ପାଣିର ମାତ୍ରା ଅଧିକ କମି ଗଲେ ମୃତ୍ୟୁ ମଧ୍ୟ ହୋଇପାରେ। ତେଣୁ ତରଳ ଝାଡ଼ା ହେଲେ ଖୁବ୍ ପାଣି ପିଇବା ଦରକାର। ବିଭିନ୍ନ ପାନୀୟ ତଥା...
View Articleସଟଡାଉନରେ ମିଳିବ କ୍ଷୀର, ଓମଫେଡ୍ କରିବ ହୋମ୍ ଡେଲିଭରି
ଓଡ଼ିଶାଲାଇଭ୍ ବ୍ୟୁରୋ ସଟଡାଉନ ସମୟରେ ଆପଣଙ୍କୁ ଘରେ ବସି ମିଳିପାରିବ କ୍ଷୀର। ହୋମ ଡେଲିଭରି ଜରିଆରେ ଆପଣଙ୍କ ପାଖରେ କ୍ଷୀର ପହଞ୍ଚାଇବ ଓମଫେଡ୍। ଏନେଇ ଆଜି ଓମଫେଡ୍ ତରଫରୁ ସୂଚନା ମିଳିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର...
View Articleରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ମା’ ତଥା ବରିଷ୍ଠ ବିଜେପି ନେତ୍ରୀ ଚନ୍ଦ୍ରକାନ୍ତାଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ମା’ଙ୍କ ଚନ୍ଦ୍ରକାନ୍ତା ଗୋୟଲଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି। ପିୟୁଷ ଗୋୟଲ ତାଙ୍କ ମା’ଙ୍କର ଏକ ଫଟୋ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଟୁଇଟ କରି ପିୟୁଷ ଲେଖିଛନ୍ତି, “ମା’ ଯିଏ ମତେ...
View Articleଟିଏମ୍ସିରେ ଆଖିବୁଜିଲା ଶିଶୁ କନ୍ୟା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର (ଟିଏମ୍ସି)ରେ ଆଖି ବୁଜିଲା ୬ ବର୍ଷର ଶିଶୁକନ୍ୟା। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଟିଏମ୍ସିରେ। ମୃତକ ଶିଶୁଟି ହେଉଛି ଡାକ୍ତର ଖଳସେଙ୍କ ଝିଅ ବର୍ଷା ଖଳସେ।...
View Articleଜୁଲାଇ ୨୧ରୁ ଅମରନାଥ ଯାତ୍ରା –୫୫ ବର୍ଷରୁ କମ୍ ବୟସର ତୀର୍ଥଯାତ୍ରୀଙ୍କୁ ମିଳିବ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ ବାବା ଅମରନାଥଙ୍କ ଭକ୍ତଙ୍କ ପାଇଁ ଖୁସି ଖବର। ବର୍ଷକର ଅପେକ୍ଷା ପରେ ଖୁବଶୀଘ୍ର ଏବର୍ଷର ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥର ବାର୍ଷିକ ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୩, ରାକ୍ଷୀ ପୁର୍ଣ୍ଣିମା...
View Articleଘରୋଇ ହସ୍ପିଟାଲକୁ କରୋନା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଦିଲ୍ଲୀର ସମସ୍ତ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ହୋଇପାରିବ। କରୋନା ରୋଗୀଙ୍କ ଚିକିତ୍ସାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ ଏଣିକି ଘରୋଇ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା...
View Articleରାଜ୍ୟର ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଶନିବାର ରାଜ୍ୟର ଆଉ ୧୧୨ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ୧୭ ଶହରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଆଜି...
View Articleରାଜ୍ୟ ପର୍ଯ୍ୟଟନ ପାଇଁ ସରକାରଙ୍କ ପଦକ୍ଷେପ –ନଦୀ, ଦ୍ରଦରେ ଚାଲିବ କ୍ରୁଜ ଜାହାଜ
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିବ କ୍ରୁଜ ପାଣି ଜାହାଜ। ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ନୂଆ ଯୋଜନା ଆରମ୍ଭ କରିବ। ଏନେଇ ଜୁଲାଇ ୧୦ ତାରିଖ ସୁଦ୍ଧା ସମସ୍ତ ପରିଚାଳକଙ୍କଠାରୁ ପ୍ରସ୍ତାବ ଆହ୍ଵାନ...
View Articleଏହି ଅଣ୍ଡରଓ୍ଵାର୍ଲ୍ଡ ଡନ୍ଙ୍କ ସହ ବଲିଉଡ୍ ଅଭିନେତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ ଦିନେ ମୁମ୍ଵାଇ ଥିଲା ଅଣ୍ଡରଓ୍ଵାର୍ଲଡ ଡନ୍ଙ୍କ ରାଜୁତି। ସେ ବଲିଉଡ୍ ହେଉକି ରାଜନୀତି ରାଚି ଆଡ଼େ ନିଜର ଦବାଦବା ରଖୁଥିଲେ ଗ୍ୟାଙ୍ଗଷ୍ଟାରମାନେ। ଏହି ସମୟ ମଧ୍ୟରେ ଅନେକ ବଲିଉଡ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ...
View Articleଜୟଲଳିତାଙ୍କ ଜୀବନ ଉପରେ ୱେବସିରିଜ ‘କୁଇନ୍’ – ଜାଣନ୍ତୁ, କେମିତି ଦେଖିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି ୱେବସିରିଜ୍। ଯାହାର ନାଁ ରହିଛି ‘କୁଇନ୍’। ତାମିଲ ଭାଷାରେ ନିର୍ମିତ ହୋଇଥିବା ଏହି ୱେବସିରିଜଟି ଆପଣଙ୍କୁ ହିନ୍ଦୀରେ ମଧ୍ୟ ମିଳିପାରିବ।...
View Articleରାଜ୍ୟରେ ୧୪୬ ପଜିଟିଭ୍ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩, ୧୪୦କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୧୪୬ କରୋନା ଆକ୍ରାନ୍ତଙ୍କ...
View Articleରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟୁଇଟ କରି ସୂଚନା ଦେଇଛନ୍ତି। କୋଲକାତାରୁ ବାତ୍ୟା ପୁନରୁଦ୍ଧାର ପାଇଁ ଯାଇ...
View Article