Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଓଡ଼ିଶାରେ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ, ବୁଲିବା ଉପରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରୋଟି ପର୍ଯ୍ୟାୟ ଲକଡାଉନ୍ ପରେ ରବିବାର କେନ୍ଦ୍ର ସରକାର ଲକଡାଉନ୍ କଟକଣାରେ କେତେକ କୋହଳ ନୀତି ଆପଣେଥିଲା। ଯେଉଁଥିରେ ରାତି ୯ଟାରୁ ଭୋର୍ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଥିଲା। ହେଲେ...

View Article


Image may be NSFW.
Clik here to view.

ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ମାମଲା –୫ ଜଣଙ୍କ ବିରୋଧରେ ଏତଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ଵର ସହରରେ ଏକ ବିବାଦୀୟ ପୋଷ୍ଟରକୁ ନେଇ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ଅଛନ୍ତି ବୋଲି ଏକ ପୋଷ୍ଟର ହଠାତ ଦୁଇ ଦିନ ତଳେ ବାଲେଶ୍ୱରରେ...

View Article


Image may be NSFW.
Clik here to view.

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥର ଅଧିକ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଫଳରେ ତାପମାତ୍ରା ହ୍ରାସ ପାଇଥିବା ରେକର୍ଡ...

View Article

Image may be NSFW.
Clik here to view.

ଭାଙ୍ଗିଗଲା ଯୋଡ଼ି –ଓ୍ୱାଜିଦଙ୍କୁ ଅନ୍ତିମ ବିଦାୟ ଦେଲା ବେଳେ ଭୋ ଭୋ ହୋଇ କାନ୍ଦିଲେ ଭାଇ ସାଜିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋମବାର ସମସ୍ତଙ୍କଠାରୁ ଅନ୍ତିମ ବିଦାୟ ନେଇଛନ୍ତି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନ। ମୁମ୍ବାଇସ୍ଥିତ ବର୍ସୋବା ସମାଧିସ୍ଥଳରେ ଓ୍ୱାଜିଦଙ୍କ ଅନ୍ତିମ ସଂସ୍କାର ହୋଇଛି। ଅଭିନେତା ଇରଫାନଙ୍କୁ ମଧ୍ୟ ଏହି...

View Article

Image may be NSFW.
Clik here to view.

ବିମାନ ଯାତ୍ରାରେ ଫାଙ୍କା ରହିବ ମଝି ସିଟ୍, ଯାତ୍ରୀଙ୍କୁ ମିଳିପାରିବନି ଖାଇବା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବିମାନ ଯାତ୍ରା ସମୟରେ ବିମାନର ମଝି ସିଟ୍ ଫାଙ୍କା ରହିବ। ବିମାନର ମଝି ସିଟରେ ବସି ଯାତ୍ରୀମାନେ ବିମାନ ଯାତ୍ରା କରିପାରିବେ ନାହିଁ। ଏନେଇ ଆଜି ଡିଜିସିଏ ପକ୍ଷରୁ ଏଭଳି କିଛି ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଛି।...

View Article


Image may be NSFW.
Clik here to view.

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟ ପାଇଁ ଭଲ ଖବର। ପୁଣି ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ଏଯାଏଁ ୧,୨୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ସୁସ୍ଥ ହୋଇଥିବା...

View Article

Image may be NSFW.
Clik here to view.

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୧ ପଜିଟିଭ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଜି ୧୮ ଜିଲ୍ଲାରୁ ପୁଣି ୧୪୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ ୨,୨୪୫ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

View Article

Image may be NSFW.
Clik here to view.

ଜୁନ୍‌ ୮ରୁ ଖୋଲିବ ମଥୁରା-ବୃନ୍ଦାବନ, ଶ୍ରଦ୍ଧାଳୁଙ୍କୁ ପାଳିବାକୁ ହେବ ନିୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଢ଼େଇ ମାସ ବନ୍ଦ ରହିବା ପରେ ଜୁନ୍‌ ୮ ତାରିଖରୁ ଖୋଲିବ ମଥୁରା ଓ ବୃନ୍ଦାବନ ମନ୍ଦିର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ପ୍ରକ୍ରିୟାରେ ଆମୂଳଚୂଳ ପରିବର୍ତ୍ତନ ପରେ କଟକଣା ସହ ଏହି ଦୁଇ ମନ୍ଦିର ଖୋଲିବା ପାଇଁ...

View Article


Image may be NSFW.
Clik here to view.

ଓଡ଼ିଶାକୁ ନାହିଁ ବିପଦ –ଛତିଶଗଡ଼ରୁ ମଧ୍ୟପ୍ରଦେଶ ଗଲେ ପଙ୍ଗପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଚାଲିଗଲେ ପଙ୍ଗପାଳ ଦଳ। ମଧ୍ୟପ୍ରଦେଶର ଶାହଡୋଲା ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ। ପଙ୍ଗପାଳ ଦଳ ସୋମବାର...

View Article


Image may be NSFW.
Clik here to view.

ସୋ’ମ୍ୟାନ୍ ରାଜ କପୁରଙ୍କ ପ୍ରେମରେ ପାଗିଳି ଥିଲେ ନର୍ଗିସ, କରିଥିଲେ ଆତ୍ମହତ୍ୟା ଉଦ୍ୟମ

  ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ନର୍ଗିସ୍ ସୋ’ ମ୍ୟାନ୍ ରାଜ କପୁରଙ୍କ ପ୍ରେମରେ ଏମିତି ପାଗଳ ଥିଲେ ଯେ ସେ ତାଙ୍କୁ ନ ପାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ରାଜ କପୁରଙ୍କ ସହିତ ନର୍ଗିସଙ୍କ...

View Article

Image may be NSFW.
Clik here to view.

ଆରବସାଗରରେ ବାତ୍ୟା ନିସର୍ଗ, ମହାରାଷ୍ଟ୍ର-ଗୁଜୁରାଟରେ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାସହ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇ ଏହା ସ୍ଥଳ ଭାଗ ଆଡ଼କୁ ମୁହାଁଉଛି। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସାମୁଦ୍ରିକ ଝଡ଼...

View Article

Image may be NSFW.
Clik here to view.

ସିଆଇଆଇ ବାର୍ଷିକ ସମ୍ମିଳନୀରେ କହିଲେ ମୋଦୀ – ‘‘ବ୍ୟବସାୟୀମାନେ ଗୋଟେ ପାଦ ବଢ଼ାନ୍ତୁ, ସରକାର...

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ମୁଁ ବ୍ୟବସାୟୀମାନଙ୍କ ସହିତ ସବୁବେଳେ ରହିଛି। ଭାରତର ଶିଳ୍ପ କେମିତି ଅଗକୁ ଯିବ ସେଥିପାଇଁ କେନ୍ଦ୍ର ସରକାର ସବୁବେଳେ ଉଦ୍ୟମ କରୁଛନ୍ତି। ଭାରତୀୟ ଶିଳ୍ପକୁ ଆହୁରି ଆଗକୁ ନେବାକୁ ହେଲେ ବ୍ୟବସାୟୀମାନେ ଆଗକୁ ଆସିବା...

View Article

Image may be NSFW.
Clik here to view.

୫ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା – ପୁରୀରେ ଲାଗୁ ହେବ ୧୪୪ ଧାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ଲାଗୁ ହେବ। ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ପୁରୀରେ ୧୪୪ ଧାରା ଲାଗୁ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ୪...

View Article


Image may be NSFW.
Clik here to view.

ପଙ୍ଗପାଳ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ –ସୀମାନ୍ତ ଜିଲ୍ଲାକୁ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଙ୍ଗପାଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ। ରାଜ୍ୟର ସୀମାନ୍ତ ଜିଲ୍ଲାକୁ ପଙ୍ଗପାଳ ନେଇ ଆଲର୍ଟ ଜାରି କରାଯାଇଛି। ଏନେଇ ସମୀକ୍ଷା ପରେ କୃଷି ବିଭାଗ ସ୍ଵତନ୍ତ୍ର ସଚିବ...

View Article

Image may be NSFW.
Clik here to view.

ସି ଭୋଟର ସର୍ଭେ କହିଲା – ମୋଦୀ ବଢ଼ିଆ, ନବୀନ ଆହୁରି ବଢ଼ିଆ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଆଗରେ। କରୋନା ସଙ୍କଟ ଭିତରେ ‘ସି ଭୋଟର’ ସର୍ଭେର ଫଳାଫଳ ଆସିଛି। ଏହି ଫଳାଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ବଜାୟ ରଖିଥିବା ବେଳେ...

View Article


Image may be NSFW.
Clik here to view.

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ। ଏହାସହ ବର୍ତ୍ତମାନ ରାଜ୍ୟରେ ୧,୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୮୦ କରୋନା...

View Article

Image may be NSFW.
Clik here to view.

ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ଆମେରିକାରେ ହିଂସା, ସୈନ୍ୟ ମୁତୟନ ପାଇଁ ଧମକ ଦେଲେ ଟମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ବର୍ଣ୍ଣବୈଷମ୍ୟର ଶିକାର ହୋଇ ପ୍ରାଣ ହରାଇଥିବା ଜର୍ଜ ଫ୍ଲଏଡଙ୍କୁ ନ୍ୟାୟ ଦେବା ପାଇଁ ଏବେ ବି ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ କିନ୍ତୁ ସ୍ଥିତି ସମ୍ଭାଳିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

View Article


Image may be NSFW.
Clik here to view.

ଆଉ ୧୪୩ ଜଣ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ବୁଧବାର ରାଜ୍ୟରେ ଆଉ ୧୪୩  ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ...

View Article

Image may be NSFW.
Clik here to view.

ରାଜ୍ୟର ଆଉ ୮୦ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେ ଆଉ ୮୦ ଜଣ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଏବେ କରୋନା କବଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଶହ ପାର୍ କରିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...

View Article

Image may be NSFW.
Clik here to view.

ମୁମ୍ବାଇ ଆଲିବାଗ ଅଞ୍ଚଳରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା ନିସର୍ଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ‘ନିସର୍ଗ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ମୁମ୍ବାଇ ଉପକୂଳଠାରୁ ୯୦ କିଲୋମିଟର ଦୂର ଆଲିବାଗଠାରେ ବାତ୍ୟା ସ୍ଥଳଭାଗ ଛୁଉଁଛି। ପ୍ରାୟ ୬ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ। ଏହାର ପ୍ରଭାବରେ...

View Article
Browsing all 11715 articles
Browse latest View live