Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଶୁଭ ୨୦୧୯ ବର୍ଷ –ରେଳ ଦୁର୍ଘଟଣାରେ ଯାଇନି କୌଣସି ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେକର୍ଡ କଲା ଭାରତୀୟ ରେଳବାଇ। ଚଳିତବର୍ଷ ଦେଶରେ ରେଳ ଦୁର୍ଘଟଣାରେ କୌଣସି ଜୀବନ ଯାଇନାହିଁ। ଏନେଇ ଶୁକ୍ରବାର ରେଳ ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିପାଇଁ ୨୦୧୯କୁ ଜାତୀୟ ପରିବହନ ଇତିହାସର ସୁରକ୍ଷିତ ବର୍ଷ...

View Article


Image may be NSFW.
Clik here to view.

୨୦୧୯ରେ ଓଡ଼ିଶା ବିଜେପିର ‘ପୋଷ୍ଟରବୟ’ ଥିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତି କେମିତି ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌-୨୦୧୯ ରିପୋର୍ଟରେ। ୨୦୧୯ର ଚର୍ଚ୍ଚିତ ଚେହେରାଙ୍କ ବିଷୟରେ ଆଲୋଚନା କରିବା ବେଳେ ସମସ୍ତଙ୍କ ନଜର...

View Article


Image may be NSFW.
Clik here to view.

SBI ଆଣୁଛି ନୂଆ ନିୟମ- ଏଟିଏମରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଓଟିପି

ଓଡ଼ିଶାଲାଇଭ୍ ବ୍ୟୁରୋ ଏସ୍‌ବିଆଇ ଏଟିଏମ୍‌ କାର୍ଡଧାରୀଙ୍କ ପାଇଁ ଜରୁରୀ ସୂଚନା। ନୂଆବର୍ଷଠାରୁ ବଦଳିଯିବ ଆପଣଙ୍କ ଟଙ୍କା ଉଠାଇବାର ପ୍ରକ୍ରିୟା। କାରଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତା’ର ଏଟିଏମ୍ କାର୍ଡରୁ ଟଙ୍କା ଉଠାଇବାର ବ୍ୟବସ୍ଥାରେ କିଛି...

View Article

Image may be NSFW.
Clik here to view.

ବଲାଙ୍ଗିରରେ ଲୋକାର୍ପିତ ହେଲା ଏଲ୍‌ପିଜି ବଟଲିଙ୍ଗ୍‌ ପ୍ଲାଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିରରେ ଏଲ୍‌ପିଜି ବଟଲିଙ୍ଗ୍‌ ପ୍ଲାଣ୍ଟ ଲୋକାର୍ପିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହି ପ୍ଲାଣ୍ଟକୁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଲୋକାର୍ପିତ କରିବାର ଥିଲା। ହେଲେ କୁହୁଡ଼ି ଯୋଗୁଁ...

View Article

Image may be NSFW.
Clik here to view.

ପ୍ରଦୀପ ମାଝିଙ୍କ ‘ନିଆଁ ଲଗାଇ ଦିଅ’ ବୟାନକୁ ନେଇ ଝଡ଼, ନିଜ ଦଳରୁ ମିଳିଲାନି ସମର୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ‘ପେଟ୍ରୋଲ ଡିଜେଲ ପ୍ରସ୍ତୁତ ରଖ, ନିର୍ଦ୍ଦେଶ ଦେଲେ ନିଆଁ ଲଗାଇ ଦେବ’ ମନ୍ତବ୍ୟକୁ ନେଇ ରାଜନୀତିରେ ଝଡ଼ ଉଠିଛି। ପ୍ରଦୀପଙ୍କ ଏଭଳି ବୟାନକୁ ତାଙ୍କ ନିଜ ଦଳର ନେତା ସମର୍ଥନ କରୁ ନଥିବା ବେଳେ...

View Article


Image may be NSFW.
Clik here to view.

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଛନ୍ଦ ଓ ରସରେ ଭିଜିଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ। ଓଡ଼ିଶୀ ଛନ୍ଦ ଓ ରସରେ ଦର୍ଶକ...

View Article

Image may be NSFW.
Clik here to view.

ପ୍ରତିଷ୍ଠା ଦିବସରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ରାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୮୮୫ରେ ପ୍ରତିଷ୍ଠିତ କଂଗ୍ରେସ ଦଳ ଆଜି ୧୩୫ତମ ପ୍ରତିଷ୍ଠା ଦିବସ ପାଳୁଛି। ଏହି ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ସିଏଏ ଓ ଏନଆରସିକୁ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ବାର୍ତ୍ତା ପହଞ୍ଚାଇବାକୁ ସମଗ୍ର...

View Article

Image may be NSFW.
Clik here to view.

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ବିଜୟ ଅଭିଯାନ, ଜାମସେଦପୁର ଏଫସିକୁ ୨-୧ ଗୋଲରେ ହରାଇଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ଓଡ଼ିଶା ଏଫସି କଳିଙ୍ଗ ଷ୍ଟାଡିୟମରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଆଇଏସ୍ଏଲର ଏକ ରୋମାଞ୍ଚକର ମ୍ୟାଚରେ ଜାମସେଦପୁର ଏଫସି ୨-୧ଗୋଲରେ ହରାଇଛି ଓଡ଼ିଶା ଏଫସି।ଘରୋଇ ପଡ଼ିଆରେ ପ୍ରଥମ ଥର ପାଇଁ...

View Article


Image may be NSFW.
Clik here to view.

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପିଏଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ୟାମରୁ ମିଳିଲା ଶବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତୀଗୁଡ଼ା ଡ୍ୟାମରୁ ମିଳିଲା ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ। ଶୁକ୍ରବାର ଅଫିସ ଯାଇଥଲା ବେଳେ ଦେବ ନାରାୟଣ ଆଉ ଘରକୁ ଫେରିନଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ...

View Article


Image may be NSFW.
Clik here to view.

NRC, NPR ଗରିବ ଲୋକଙ୍କୁ ବିମୁଦ୍ରୀକରଣ ଭଳି କଷ୍ଟ ଦେବ– ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସରେ ଏନ୍ଆରସି ଓ ଏନପିଆରକୁ ନେଇ ସରକାରଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ। “କେନ୍ଦ୍ର ସରକାରଙ୍କ NRC ଓ NPR ଯୋଜନା ଗରିବ ଲୋକଙ୍କ ପାଇଁ ପୁଣିଥରେ ବିମୁଦ୍ରୀକରଣ ଭଳି କଷ୍ଟ ଆଣିବ।...

View Article

Image may be NSFW.
Clik here to view.

ଫିକା ପଡ଼ିପାରେ ନୂଆବର୍ଷ, ଜାନୁଆରି ୧ରୁ ୪ ଯାଏଁ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫିକା ପଡ଼ିପାରେ ନୂଆବର୍ଷ। ଜାନୁଆରି ୧ ତାରିଖରୁ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା। ନୂଆବର୍ଷଠାରୁ ରାଜ୍ୟର କେତକ ସ୍ଥାନରେ ସ୍ଵଳ୍ପଧରଣ ବର୍ଷା ହେବାର ଅନୁମାନ କରାଯାଉଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ...

View Article

Image may be NSFW.
Clik here to view.

୨୦୧୯ରେ ୪ ରତ୍ନଙ୍କୁ ହରାଇଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁ ତୁଙ୍ଗ ନେତାଙ୍କୁ ହରାଇଛି। ଏହା ବିଜେପକୁ ଏକ ବଡ଼ କ୍ଷତି ପହଞ୍ଚାଇଛି। ଜାଣନ୍ତୁ କେଉଁ ନେତାଙ୍କୁ ହରାଇଲା ବିଜେପି ଓଡ଼ିଶାଲାଇଭ୍‌ ୨୦୧୯ଫ୍ଲାସବ୍ୟାକ୍‌ ରିପୋର୍ଟରେ। ମନୋହର...

View Article

Image may be NSFW.
Clik here to view.

ଜନ୍ମଦିନରେ ଜାଣନ୍ତୁ, ଧୀରୁଭାଇ ଅମ୍ବାନୀ କେମିତି ଠିଆ କରିଥିଲେ ରିଲାଏନ୍ସ ସାମ୍ରାଜ୍ୟ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରିଲାଏନ୍ସ କମ୍ପାନିର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ଜନ୍ମଦିନ। ଜୀବନରେ ଆଗକୁ ବଢ଼ିବାକୁ ହେଲେ ପ୍ରଥମେ ନିଜର ଅଭିଳାଷକୁ ଉଚ୍ଚ ରଖିବାକୁ ପଡ଼ିବ। ଏହାପରେ ଯାଇ ଜଣେ ମଣିଷ ଜୀବନରେ ଆଗକୁ ବଢ଼ିପାରିବ। ଉଚ୍ଚ...

View Article


Image may be NSFW.
Clik here to view.

୨୦୧୯ –କଂଗ୍ରେସ ଗୋଡ଼ ତଳକୁ ତଳକୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ଓଡ଼ିଶା କଂଗ୍ରେସ ପାଇଁ କେମିତି ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍‌ ‘ଫ୍ଲାସ୍‌ବ୍ୟାକ୍‌-୨୦୧୯’ ରିପୋର୍ଟରୁ। ଗତ ୧୯ ବର୍ଷ ଭିତରେ କଂଗ୍ରେସ ରାଜନୀତିରେ ଯାହା ଘଟି ନଥିଲା ତାହା ୨୦୧୯ରେ ହିଁ ଘଟିଛି। ସଫଳତା ଅପେକ୍ଷା...

View Article

Image may be NSFW.
Clik here to view.

ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଆଉ ୫ କୋଟିର ପ୍ୟାକେଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ। ଏହି ଟଙ୍କାରେ...

View Article


Image may be NSFW.
Clik here to view.

ଏଣିକି ଅନ୍‌ଲାଇନ୍‌ରେ ମିଳିବ ଜାତି ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍‌ଲାଇନ୍‌ରେ ପୈଠ ହୋଇ ପାରିବ ଖଜଣା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଗଲେ ଦରକାର ପଡ଼ିବନି ଉତ୍ତରାଧିକାରୀ ପ୍ରମାଣପତ୍ର ସଲଭେନ୍‌ସି ସାର୍ଟିଫିକେଟ ମଧ୍ୟ ଉଚ୍ଛେଦ ଅନ୍‌ଲାଇନ୍‌ ପ୍ରମାଣପତ୍ର ପାଇଁ ଦେବାକୁ ପଡ଼ିବନି କୌଣସି...

View Article

Image may be NSFW.
Clik here to view.

୨୦୧୯ ଫ୍ଲାସବ୍ୟାକ୍ – ମହାବାତ୍ୟା ୨୦ ବର୍ଷ ପରେ ପୁଣି ଦୁଃଖ ଦେଲା ବାତ୍ୟା ଫନି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ବର୍ଷରେ ବାତ୍ୟା ଫନି କେଉଁଭଳି ଭାବେ ନିଜର ଧ୍ୱଂସଲୀଳା ମଚାଇଥିଲା। ଜାଣନ୍ତୁ, ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୧୯ର ଏହି ରିପୋର୍ଟରେ। ଆଉ କିଛି ଦିନ ପରେ କ୍ୟାଲେଣ୍ଡରେ ଯୋଡି ହୋଇଯିବ ୨୦୨୦। ପୁରୁଣାବର୍ଷର ଦୁଃଖ...

View Article


Image may be NSFW.
Clik here to view.

କେମିତି ହେଲା ବରଗଡ଼ ଧନୁଯାତ୍ରାର ନାମକରଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେ ଭିତରୁ ଏହାର ସାହିତ୍ୟିକ ମୂଲ୍ୟବୋଧ ଏକ ବିଶେଷ ଦିଗ। ପୌରାଣିକ ସାହିତ୍ୟ ‘ମଥୁରାମଙ୍ଗଳ’ର ନାଟ୍ୟରୂପ ହେଉଛି ‘ଧନୁଯାତ୍ରା’। ଏହି...

View Article

Image may be NSFW.
Clik here to view.

ମହିଳା ସାମ୍ଵାଦିକଙ୍କୁ ମାଡ଼ ଘଟଣା – ଏସ୍‌ପ୍ଲାନେଡ ମଲ୍‌ ସାମ୍ନାରେ ସାମ୍ଵାଦିକଙ୍କ ଧାରଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା ସାମ୍ଵାଦିକଙ୍କୁ ମାଡ଼ ଘଟଣାରେ ରାସ୍ତାକୁ ଓହ୍ଲାଇଛନ୍ତି ସମ୍ଵାଦିକ ସଂଘ। ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ ସାମ୍ନାରେ ସାମ୍ଵାଦିକଙ୍କ ଧାରଣା। ଆକ୍ରମଣ କରିଥିବା ମଲ୍‌ କର୍ମଚାରୀଙ୍କ ଗିରଫ ଦାବିରେ ଧାରଣା...

View Article

Image may be NSFW.
Clik here to view.

୨୦୧୯ ବର୍ଷର ଶେଷ ମନ୍‌ କି ବାତ୍‌ –ନୂଆବର୍ଷର ଆଗୁଆ ଅଭିନନ୍ଦନ ଜଣାଇଲେ ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦୀ ନୂଆବର୍ଷ ପାଇଁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଆଜିକାଲିର ଯୁବପିଢ଼ି...

View Article
Browsing all 11715 articles
Browse latest View live