Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ –ବିନା ଭକ୍ତରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ ଶନିବାର ରଥକାଠ ଅନୁକୂଳ କରାଯାଇଛି। ରଥଖଳାରେ ଆଜ୍ଞାମାଳ ପହଞ୍ଚିବାପରେ ରଥ ନିର୍ମାଣ...

View Article


Image may be NSFW.
Clik here to view.

କୋଭିଡ୍ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି –ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦...

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଓଡ଼ିଶା ସରକାର ୩ କୋଟି ୮୦ ଲକ୍ଷ ଟିକା କିଣିବେ। ଏଥିପାଇଁ ଟେଣ୍ଡର କରାଯାଇଛି। ଏହି ପ୍ରକ୍ରିୟା ସଫଳ ହେଲେ ମେ’ ୨୮ ପରେ ଟିକା କିଣା ଯାଇପାରିବ। ୪ ମାସ ମଧ୍ୟରେ ସମସ୍ତ ଟିକା ଯୋଗାଇ ଦେବାକୁ...

View Article


Image may be NSFW.
Clik here to view.

ଜାଣନ୍ତୁ ଅକ୍ଷୟ ତୃତୀୟାର ୨୫ଟି ମହତ୍ୱ

ସ୍ନିଗ୍ଧା ରାଣୀ ଷଡ଼ଙ୍ଗୀ ତୃତୀୟାକୁ ସ୍ୱୟଂସିଦ୍ଧ ମୂହୂର୍ତ୍ତ ଭାବରେ ଜଣାଶୁଣା। ଅକ୍ଷୟ ତୃତୀୟା ଦିନ ମାଙ୍ଗଳିକ କାର୍ଯ୍ୟ ଯେମିତିକି ବିବାହ, ଘରପ୍ରତିଷ୍ଠା ,ଉପନୟନ, ବ୍ୟାପାରର ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ନିଜର ନାମ...

View Article

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୧୬ ମେ’୨୦୨୧, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ବୈଶାଖ ଶୁକ୍ଳ ଚତୁର୍ଥୀ ଦିବା ୧୦:୦୧:୨୬ ଗତେ ପଞ୍ଚମୀ ତିଥି। ମିଥୁନଚନ୍ଦ୍ର ଅହୋରାତ୍ର।...

View Article

Image may be NSFW.
Clik here to view.

ଅଭିନୟ ପାଇଁ ଭିକିଙ୍କ ନିଶା – ଇଞ୍ଜିନିୟରରୁ ହେଲେ ବଲିଉଡ ଷ୍ଟାର

ଓଡ଼ିଶାଲାଇଭ୍‌ ଏଣ୍ଟଟେନମେଣ୍ଟ ବ୍ୟୁରୋ ୩୩ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତା ଭିକି କୌଶଲ। ଅଳ୍ପ ସମୟ ମଧ୍ୟରେ ଭିକି କୌଶଲ ବଲିଉଡରେ ଶ୍ରେଷ୍ଠ ଅଭିନେତା ତାଲିକାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଫିଲ୍ମ ‘ମସାନ’ରୁ ପରିଚୟ ପାଇବା ପରେ...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୧୭ ମେ ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ ଶୁକ୍ଳ ପଞ୍ଚମୀ ଦିବା ୧୧:୩୫:୦୦ ଗତେ ଷଷ୍ଠୀ ତିଥି। ମିଥୁନଚନ୍ଦ୍ର ପ୍ରାତଃ ୦୬:୫୨...

View Article

Image may be NSFW.
Clik here to view.

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି। କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୩ ଦିନ ହେଲା ଭେଣ୍ଟିଲେଟରରେ ଥିଲେ। ସୋମବାର ଚିକିତ୍ସାଧୀନ ଅବସ୍ଥାରେ...

View Article

Image may be NSFW.
Clik here to view.

ଦେଶରେ କମିଲା କରୋନା ସଂକ୍ରମଣ –୨୪ଘଣ୍ଟାରେ ୨ଲକ୍ଷ ୮୧ହଜାର ପଜିଟିଭ୍ ଚିହ୍ନଟ, ୪୧୦୬ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନର ବ୍ୟବଧାନ ପରେ ଆଜି ଦେଶର କରୋନା ସଂକ୍ରମଣ କମିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ...

View Article


Image may be NSFW.
Clik here to view.

ଦିନକରେ ରାଜ୍ୟରୁ ଚିହ୍ନଟ ୧୦ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍‌, କରୋନାରେ ଆଖି ବୁଜିଲେ ୨୨ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୦ହଜାରରୁ ଅଧିକ ରହୁଥିବାବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୦ହଜାର ୭୫୭ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ...

View Article


Image may be NSFW.
Clik here to view.

“ଜୁନ୍ ମଧ୍ୟଭାଗ ବେଳକୁ ଓଡ଼ିଶାରେ କମିବ କରୋନା ତାତି”

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ୍ ମାସ ମଧ୍ୟଭାଗ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବ। ଗଣମାଧ୍ୟମ ସମ୍ମୁଖରେ ଏଭଳି ମନ୍ତବ୍ୟ ରଖିଛନ୍ତି, ଇଣ୍ଟରନାଲ ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର। ସରକାରୀ ତଥ୍ୟ ଅନୁସାରେ, ଏବେ...

View Article

Image may be NSFW.
Clik here to view.

କୋଭିଡ୍ ହସ୍ପିଟାଲରେ ହେବ ୨୪ ଘଣ୍ଟିଆ ହେଲ୍ପ ଡେସ୍କ –ସିସିଟିଭି ଜରିଆରେ ରୋଗୀଙ୍କୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସମସ୍ତ ଘରୋଇ, ସରକାରୀ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲାଯିବ। ସମସ୍ତ ସେଣ୍ଟରରେ ଏକ ସ୍ଵତନ୍ତ୍ର କନ୍ଫରେନ୍ସ ହଲ୍‌ର ବ୍ୟବସ୍ଥା କରାଯାଇ ସେଠାରେ ସିସିଟିଭି ସହ ଟିଭି...

View Article

Image may be NSFW.
Clik here to view.

ଆନ୍ଧ୍ର ସରକାରଙ୍କ ଘୋଷଣା – କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ମିଳିବ ୧୫ହଜାର ଟଙ୍କା...

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଏଣିକି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ, ସେମାନଙ୍କ ଶବ ସତ୍କାର ପାଇଁ ପରିବାର ସଦସ୍ୟଙ୍କୁ ମିଳିବ ୧୫ହଜାର ଟଙ୍କା ସହାୟତା ରାଶି। ଏହି ରାଶି ରାଜ୍ୟ ସରକାରଙ୍କ ପାଣ୍ଠିରୁ...

View Article

Image may be NSFW.
Clik here to view.

ଘରୋଇ ଆମ୍ଵୁଲାନ୍ସ ଭଡ଼ା ପାଇଁ ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭଳି ମହାମାରୀ ସମୟରେ ରୋଗୀ ସେବାରେ ନିୟୋଜିତ ଆମ୍ଵୁଲାନ୍ସଗୁଡ଼ିକ ଲୋକଙ୍କଠାରୁ ମନଇଚ୍ଛା ଭଡ଼ା ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଆମ୍ଵୁଲାନ୍ସଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି। ଉଭୟ ଘରୋଇ ହସ୍ପିଟାଲ ଓ...

View Article


Image may be NSFW.
Clik here to view.

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୧,୮୨୧ ଜଣ, ସୁନ୍ଦରଗଡ଼ରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର...

View Article

Image may be NSFW.
Clik here to view.

ପ୍ରଥମ ବିଫଳତାରୁ ପାଇଥିଲି ସଫଳ ଷ୍ଟାର୍ଟଅପ୍‌ର ସୂତ୍ର –ଅମୀୟ ସାମନ୍ତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୧୮ ମେ’୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ବୈଶାଖ ଶୁକ୍ଳ ଷଷ୍ଠୀ ଦିବା ୧୨:୩୩:୧୭ ଗତେ ସପ୍ତମୀ ତିଥି। କର୍କଟଚନ୍ଦ୍ର ଅହୋରାତ୍ର।...

View Article

Image may be NSFW.
Clik here to view.

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତକଙ୍କ ସଂଖ୍ୟା –ଦିନକରେ ୨ଲକ୍ଷ ୬୩ହଜାର ପଜିଟିଭ୍...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିବି ଦେଶର କରୋନା ସଂକ୍ରମଣ କମିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୪ହଜାର...

View Article


Image may be NSFW.
Clik here to view.

ରାଜ୍ୟରୁ ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍‌, ଆଜିବି ୨୨ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୦ହଜାରରୁ ୧୧ହଜାର ଭିତରେ ରହିଛି। ଦୁଇଦିନ ହେବ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୦ହଜାର ୩୨୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...

View Article

Image may be NSFW.
Clik here to view.

ଗାଁ ମୁହାଁ କରୋନା – କଣ୍ଟେନମେଣ୍ଟ ଜୋନ୍‌, ଟେଷ୍ଟିଂକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାର ପ୍ରଥମ ଲହରରେ ଗାଁରେ ସଂକ୍ରମଣ ଅଧିକ ଦେଖା ଯାଉନଥିଲା। ଏବେ କିନ୍ତୁ ଦ୍ୱିତୀୟ ଲହରରେ କରୋନା ଗାଁ ମୁହାଁ ହୋଇଛି। ଗାଁରେ ଦିନକୁ ଦିନ ଏବେ ସଂକ୍ରମଣ ବଢ଼ୁଛି। ତେଣୁ ଗାଁ ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲା...

View Article

Image may be NSFW.
Clik here to view.

ଜୁନ୍ ୧ ଯାଏଁ ଓଡ଼ିଶାରେ ବଢ଼ିଲା ଲକଡାଉନ୍ –ସକାଳ ୭ଟାରୁ ୧୧ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ୨ ସପ୍ତାହ ବଢ଼ିଲା ଲକଡାଉନ୍‌ ଅବଧି। ଜୁନ୍‌ ୧, ସକାଳ ୫ଟା ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହାସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାକିଣି ପାଇଁ ସରକାର ପୂର୍ବରୁ ଯେଉଁ ସମୟ ଧାର୍ଯ୍ୟ...

View Article
Browsing all 11715 articles
Browse latest View live