Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

‘ପଦ୍ମଶ୍ରୀ’ ପାଇବେ ଶାନ୍ତି ଦେବୀ – ଆଦିବାସୀ ଓ ଅନାଥ ପିଲାଙ୍କ ଭବିଷ୍ୟତ ପାଇଁ କରୁଛନ୍ତି...

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ସମାଜସେବୀ ଶାନ୍ତି ଦେବୀ ପାଇବେ ଭାରତ ସରକାରଙ୍କ ମର୍ଯ୍ୟାଦାପୂର୍ଣ୍ଣ ପଦ୍ମଶ୍ରୀ ପୁରଷ୍କାର। ଏହି ପୁରଷ୍କାର ଘୋଷଣା ହେବା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ...

View Article


Image may be NSFW.
Clik here to view.

ନିୟମ ଭାଙ୍ଗି ଲାଲକିଲ୍ଲାରେ ପତାକା ଉଡ଼ାଇଲେ ଚାଷୀ, ନାକେଦମ୍ ଦିଲ୍ଲୀ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ଦିଲ୍ଲୀ ସୀମାରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ବ୍ୟାରିକେଡ ଭାଙ୍ଗିଲେ ଚାଷୀ ଚାଷୀଙ୍କୁ ଅଟକାଇବା ବେଳେ ଧସ୍ତାଧସ୍ତି ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ପୋଲିସ। ପୋଲିସ...

View Article


Image may be NSFW.
Clik here to view.

ଏବର୍ଷ ଦଶହରାରେ ରିଲିଜ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘RRR’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘RRR’ର ରିଲିଜ୍ ତାରିଖ ଘୋଷଣା ହୋଇଛି। ସାଉଥ୍‌ ସୁପରଷ୍ଟାର ରାମଚରଣ ଓ ଜୁନିୟର ଏନଟିଆର୍‌ଙ୍କ ଅଭିନୀତ ‘RRR’ ୨୦୨୧ ଅକ୍ଟୋବର ୧୩ ତାରିଖ...

View Article

Image may be NSFW.
Clik here to view.

ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସା, କଡ଼ା ସୁରକ୍ଷାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପୋଲିସ ଓ ଚାଷୀ ମୁହାଁମହିଁ ହେବା ଯୋଗୁଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥିତିକୁ ଦୃଷ୍ଟିରେ...

View Article

Image may be NSFW.
Clik here to view.

ତଥାଗତଙ୍କ ନେତାଜୀ ମନ୍ତବ୍ୟକୁ ଭର୍ତ୍ତୃହରିଙ୍କ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ଜନତା ଦଳର କଟକ ସାଂସଦ ତଥା ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରି ମହତାବ ପୂର୍ବତନ ବିଜେଡ଼ି ସାଂସଦ ଓ ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ ନେତାଜୀ ସୁଭାଷ ବୋଷଙ୍କ ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି।...

View Article


Image may be NSFW.
Clik here to view.

ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ‘ପରୀକ୍ଷା ଦର୍ପଣ’। ବୁଧବାର ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ...

View Article

Image may be NSFW.
Clik here to view.

ଦିଲ୍ଲୀ ହଂସା: ୩୦୦ ପୋଲିସ ଆହତ, ଲାଲକିଲ୍ଲା ସ୍ଥିତି ଦେଖିଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟରୋ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଚାଷୀଙ୍କ ଟ୍ରାକ୍ଟର ରାଲି ନେଲା ଉଗ୍ରରୂପ ୩୦୦ ପୋଲିସ କର୍ମୀ ଆହତ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏହି...

View Article

Image may be NSFW.
Clik here to view.

୨୫ ବର୍ଷ କ୍ୟାରିୟରରେ ୪ ହିଟ୍‌ ଫିଲ୍ମ ଦେଇଛନ୍ତି ବବି, ‘ଆଶ୍ରମ’ ଚମକାଇଲା ଭାଗ୍ୟ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଅଭିନେତା ବବି ଦେଓ୍ୱଲ ଆଜି ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୯ରେ ମୁମ୍ବାଇରେ ଜନ୍ମ ହୋଇଥିବା ବବି ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା। ମାତ୍ର ତାଙ୍କର ଖୁବ୍‌ କମ୍‌ ଫିଲ୍ମ ହିଟ ହୋଇଛି। ଦୀର୍ଘ...

View Article


Image may be NSFW.
Clik here to view.

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା...

View Article


Image may be NSFW.
Clik here to view.

‘ବସ୍ ଟର୍ମିନାଲ’କୁ ନେଇ ମହତାବଙ୍କ ମନ୍ତବ୍ୟ – ହସି ଉଡ଼ାଇଲେ ଦେବାଶିଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଖାନନଗରଠାରେ ‘ନେତାଜୀ ବସ ଟର୍ମିନାଲ’କୁ ନେଇ ମଙ୍ଗଳବାର ଦିନ କଟକ ସାଂସଦ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ଓ ଅଭିଯୋଗକୁ ପୂର୍ବତନ ବାରବାଟୀ-କଟକ  ବିଧାୟକ ଦେବାଶିଷ ସାମନ୍ତରାୟ ଖଣ୍ଡନ କରିଛନ୍ତି।...

View Article

Image may be NSFW.
Clik here to view.

ଚାଷୀନେତାଙ୍କ ଭିତରେ ଫାଟ –ଆନ୍ଦୋଳନରୁ ଓହରିଲେ ୨ ପ୍ରମୁଖ କୃଷକ ସଙ୍ଗଠନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନରେ ବଡ଼ ଫାଟ ସୃଷ୍ଟି ହୋଇଛି। ପରସ୍ପର ଉପରେ ଦୋଷ ଲଦା ଲଦି ହୋଇ ୨ଟି ପ୍ରମୁଖ ଚାଷୀ ସଙ୍ଗଠନ ଆନ୍ଦୋଳନରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହି ଦୁଇ ଦଳ...

View Article

Image may be NSFW.
Clik here to view.

ଫେବ୍ରୁଆରି ଗାଇଡଲାଇନ୍‌ : ଖୋଲିବ ସୁଇମିଂ ପୁଲ୍‌, ସିନେମା ହଲ୍‌ରେ ଅଧିକ ଦର୍ଶକଙ୍କୁ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛି ଦିନ ହେବ ଦେଶରେ କରୋନା ପ୍ରଭାବ କମିଛି। କିନ୍ତୁ କୋଭିଡ ନିୟମାବଳି ନଭୁଲିବାକୁ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରି ଆସୁଛନ୍ତି। ପ୍ରତିମାସରେ ସରକାର ନୂଆ ନୂଆ ଗାଇଡଲାଇନ ଜାରି କରୁଛନ୍ତି। ଏହି କ୍ରମରେ...

View Article

Image may be NSFW.
Clik here to view.

ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଲା ରାମ ମନ୍ଦିର ମେଢ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ପରେଡରେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିଥିଲା ଉତ୍ତରପ୍ରଦେଶର ରାମ ମନ୍ଦିର ମେଢ। ଏହି ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ବାଜି ମାରି ନେଇଛି ରାମ ମନ୍ଦିର...

View Article


Image may be NSFW.
Clik here to view.

ଦିଲ୍ଲୀ ହିଂସା : ଆହତ ପୋଲିସଙ୍କୁ ହସ୍ପିଟାଲରେ ଭେଟିଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡରେ ୩୦୦ ପୋଲିସ କର୍ମୀ ଆହତ ହୋଇଥିଲେ। ଏହି ଆହତ ପୋଲିସ କର୍ମୀଙ୍କୁ ଆଜି ହସ୍ପିଟାଲରେ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଶୁଶ୍ରୁତ ହସ୍ପିଟାଲ...

View Article

Image may be NSFW.
Clik here to view.

ପିପିଲି ଉପନିର୍ବାଚନ: ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଉପନିର୍ବାଚନ ପାଇଁ ବିଧାୟକ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ମିଳିବା ପରେ ପ୍ରତାପ ଦେବ...

View Article


Image may be NSFW.
Clik here to view.

କେନ୍ଦ୍ରାପଡ଼ା ପୋଲିସକୁ ବଡ ସଫଳତା – ଉଦ୍ଧାର ହେଲେ ୧୨୭ ନିଖୋଜ ନାବାଳିକା

 ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ପୋଲିସକୁ ଏକ ବଡ ସଫଳତା ମିଳିଛି। ୮ ଦିନରେ ୧୨୭ ନିଖୋଜ ନାବାଳିକାଙ୍କୁ ଠାବ କରିବାରେ କେନ୍ଦ୍ରାପଡ଼ା ପୋଲିସ ସଫଳ ହୋଇଛି। ଜିଲ୍ଲାର ୨୨୫ଜଣ ନିଖୋଜ ମାମଲାରୁ ୧୨୭ଟି...

View Article

Image may be NSFW.
Clik here to view.

ସଂସଦ ବଜେଟ ଅଧିବେଶନ – ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମଳିତ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ...

View Article


Image may be NSFW.
Clik here to view.

‘ଅନ୍ତିମ’ରେ ସଲମାନଙ୍କ ସହ ରୋମାନ୍ସ କରିବେ ସାଉଥ୍ ସୁନ୍ଦରୀ ପ୍ରଜ୍ଞା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ୍‌’ ଚଳିତ ବର୍ଷ ଇଦରେ ରିଲିଜ ହେବ। ଏହି ଫିଲ୍ମରେ ସଲମାନଙ୍କ ସହିତ ଲିଡ୍‌ରୋଲରେ ନଜର ଆସିବେ ଆୟୁଷ ଶର୍ମା। ତେବେ...

View Article

Image may be NSFW.
Clik here to view.

ସମ୍‌ରେ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର, ସମସ୍ତ ଖର୍ଚ୍ଚ ବହନ କଲେ ସବ୍ୟସାଚୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନ୍‌ଟେରିଅର୍ ଏନ୍‌ସେଫାଲୋସିଲସ୍‌) ସଫଳତାର ହୋଇଛି।...

View Article

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୨୯ ଜାନୁଆରି ୨୦୨୧, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଶୁକ୍ରବାର ମାଘ କୃଷ୍ଣ ପ୍ରତିପଦ ରାତ୍ରି ୧୧:୪୨:୨୩ ଗତେ ଦ୍ୱିତୀୟା ତିଥି। କର୍କଟଚନ୍ଦ୍ର...

View Article
Browsing all 11715 articles
Browse latest View live