ଆଜିର ବଡ଼ ଖବର –୧୩ ଜାନୁଆରି, ୨୦୨୧
ଓଡ଼ିଶାଲାଇଭ୍ ବ୍ୟୁରୋ ଜାଣନ୍ତୁ ଆଜି ଦିନ ଯାକର ସମସ୍ତ ଗୁରୁତ୍ଵପୂର୍ଣ୍ଣ ଖବର। ଛତ୍ରପୁର ନିକଟ ତାମ୍ପରା ଠାରେ ଲାଗ ଲାଗ ଦୁଇଟି ଦୁର୍ଘଟଣା, କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା ପୋଲିସ ମିଶନ ଶକ୍ତି ଓ ଡିଏମଏଫ ଯୁଗ୍ମ ଉଦ୍ୟମରେ କେନ୍ଦୁଝର...
View Articleଚାଲିଗଲେ ଡି. ପ୍ରକାଶ ରାଓ –ଝୁରିବ ଚା’ଦୋକାନ, ଝୁରିବ ‘ଆଶା ଆଶ୍ଵାସନା’ଗୃହ
ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ। “ମୋ ଚିକିତ୍ସା ପାଇଁ ଦରକାର ପଡ଼ିଥିଲା ଗୋଟିଏ ବୋତଲ ରକ୍ତ। କେହି ଜଣେ ଦେଇଥିଲା ତ ! ସେହି କେହି ଜଣେର ରକ୍ତରେ ମୁଁ ଜୀବନ ଫେରି ପାଇଥିଲି। ସେହି ଲୋକକୁ ମନେ...
View Articleପୁଣି ବିଜେପିକୁ ଫେରିଲେ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିକୁ ଫେରିଲେ ବାଲେଶ୍ଵରର ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶ। ଗତ ଉପନିର୍ବାଚନ ବେଳେ ସେ ଶାସକ ଦଳ ବିଜେଡିରୁ ବିଦା ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ...
View Articleଦେଶର ସର୍ବକନିଷ୍ଠ ଅଙ୍ଗଦାତା ଧନିଷ୍ଠା – ୫ ଜଣଙ୍କୁ ଦେଲେ ନୂଆ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ଧନିଷ୍ଠା ସର୍ବକନିଷ୍ଠ ଅଙ୍ଗଦାତା ବାଲକୋନିରୁ ଖସିପଡ଼ିଥିଲେ ବ୍ରେନ ଡେଡ୍ ଘୋଷଣା ପରେ ହେଲା ଅଙ୍ଗଦାନ ୫ ଜଣଙ୍କୁ ମିଳିଲା ନୂଆ ଜୀବନ ଦୁନିଆ କ’ଣ ବୁଝିବା ଆଗରୁ ଆଖି ସିନା ବୁଜିଦେଲା, କିନ୍ତୁ ନିଜ ଜୀବନ ବଦଳରେ ୫...
View Articleଚାଷୀ ଆନ୍ଦୋଳନ : ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରୁ ବାହାରିଲେ ଭୂପିନ୍ଦର ସିଂହ ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ୪ ଜଣିଆ କମିଟିରୁ ନିଜକୁ ଅଲଗା କରିଛନ୍ତି ଭାରତୀୟ କିଷାନ ୟୁନିଅନର ଭୂପିନ୍ଦର ସିଂହ ମାନ। ତେବେ ପୂର୍ବରୁ କୃଷି ଆଇନକୁ ସମର୍ଥନ କରିଥିଲେ ବୋଲି ଆନ୍ଦୋଳନରତ...
View Articleଜାନୁଆରି ୩୧ରୁ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକାକରଣ ପାଇଁ ଦେଶରେ ଆରମ୍ଭ ହେବାକୁ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ୨୦୨୧କୁ ସ୍ଥଗିତ ରଖାଯାଇଥିଲା। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୋଲିଓ କାର୍ଯ୍ୟକ୍ରମର ନୂଆ ତାରିଖ ପ୍ରକାଶ ପାଇଛି। ଜାନୁଆରି ୩୧ରୁ...
View Articleଜିଲ୍ଲାପାଳମାନଙ୍କୁ ସରକାରଙ୍କ ପରାମର୍ଶ, ସଫେଇ କର୍ମଚାରୀଙ୍କୁ ପ୍ରଥମେ ଦିଆଯାଉ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ସଫେଇ କର୍ମଚାରୀ ପ୍ରଥମ ଟିକା ପାଇବେ। ରାଜ୍ୟ ସରକାର ଏନେଇ ବୁଧବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମ ହିତାଧିକାରୀ ଯିଏ ଟିକା ପାଇବେ ତାହା ସମାଜକୁ ଭଲ ସନ୍ଦେଶ ପଠାଇବା ଦରକାର ବୋଲି...
View Articleବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାରେ ବିଜୟ ବାନା ଉଡ଼ାଇବାକୁ ଏବେଠୁ ପ୍ରସ୍ତୁତ ହେଲାଣି ଶାସକ ଦଳ ବିଜେଡି। ଆଉ ମାସ କେଇଟା ପରେ ଓଡ଼ିଶାରେ ହେବ ପୌର ଆଉ ପଞ୍ଚାୟତ ନିର୍ବାଚନ; ହେଲେ ଏବେଠୁ ପଶ୍ଚିମ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବା ଆରମ୍ଭ...
View Articleକାଲିଠୁ ଗାବା ଟେଷ୍ଟ : ଇତିହାସ ରଚିବ କି ଟିମ୍ ଇଣ୍ଡିଆ?
ଓଡ଼ିଶାଲାଇଭ୍ ବ୍ୟୁରୋ ଗାବା ଷ୍ଟାଡିୟମରେ ଗତ ୩୩ ବର୍ଷ ହେଲା କୌଣସି ଟେଷ୍ଟ ହାରିନି ଅଷ୍ଟ୍ରେଲିଆ। ସିଡନୀରେ ଘମାସନ ଲଢ଼େଇ ପରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଗାବା ଟେଷ୍ଟ। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଏବେ ବରାବର ସ୍ଥିତିରେ ଥିବାରୁ...
View Articleଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୫ ଜାନୁଆରି ୨୦୨୧, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆସନ୍ତାକାଲି ପୌଷ ଶୁକ୍ଳ ଦ୍ୱିତୀୟା ଦିବା ୦୮:୦୫:୦୭ ଗତେ ତୃତୀୟା ତିଥି। ମକରଚନ୍ଦ୍ର ସନ୍ଧ୍ୟା...
View Articleଜାନୁଆରି ୨୯ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ଫେବ୍ରୁଆରି ୧ରେ ଆଗତ ହେବ ବଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୨୯ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ଦୁଇଟି ଭାଗରେ ଏହି ଅଧିବେଶନ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗୁରୁବାର ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଫେବ୍ରୁଆରି ୧ ତାରିଖରେ...
View Articleଏଥର ସାଧାରଣତନ୍ତ୍ର ଦିବସରେ ଯୋଗଦେବେନି ବିଦେଶୀ ଅତିଥି
ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେନି କୌଣସି ବିଦେଶୀ ଅତିଥି। କୋଭିଡ୍ ମହାମାରୀ ହେତୁ କେନ୍ଦ୍ର ସରକାର ଚଳିତ ବର୍ଷ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରତିବର୍ଷ ରାଜଧାନୀ ଦିଲ୍ଲୀ...
View Articleମୋଦୀଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ – କୃଷକଙ୍କ ପାଇଁ ଦିଲ୍ଲୀରେ କରିବେ ଅନଶନ
ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀଙ୍କ ପାଇଁ ଦିଲ୍ଲୀରେ ଅନଶନ କରିବେ ସମାଜସେବୀ ଅନ୍ନା ହଜାରେ। କେନ୍ଦ୍ର ସରକାର ଯଦି ଚାଷୀଙ୍କ ସମସ୍ୟା ସମାଧାନ ନକରନ୍ତି ତେବେ ଅନ୍ନା ପୁଣି ଅନଶନରେ ବସିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚେତାବନୀ...
View Articleଗାବା ଟେଷ୍ଟରେ ଲବୁସଚେଞ୍ଜଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୭୪/୫
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍ନସ ଲବୁସଚେଞ୍ଜ। ଏହାସହ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ୫ ୱିକେଟ୍ ହରାଇ ୨୭୪ ରନ୍ କରିପାରିଛି। ଟିମ୍ ଇଣ୍ଡିଆ...
View Articleଭୁବନେଶ୍ୱରରେ ୬ଟି ହସ୍ପିଟାଲରେ ହେବ ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠୁ ଆରମ୍ଭ ହେଉଛି ଟିକାକରଣ। ଏଥିପାଇଁ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖାଯାଇଛି। ଟିକାକରଣ ଲାଗି ରାଜ୍ୟରେ ୧୬୨ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ଭୁବନେଶ୍ୱରରେ ୫ଟି ବଦଳରେ ଏବେ ୬ ହସ୍ପିଟାଲରେ ଟିକା ଦିଆଯିବ...
View Articleକଂଗ୍ରେସର କୃଷକ ଅଧିକାର ଦିବସ – ଦିଲ୍ଲୀରେ ରାଜଭବନ ଘେରିଲେ ରାହୁଲ, ପ୍ରିୟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ କର୍ମୀମାନେ ରାଜ୍ୟପାଳଙ୍କ ବାସଭବନକୁ ଘେରିବା ସହିତ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
View Articleକରୋନା ଟିକା ନେବା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ୍?
ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ସାରା ଦେଶରେ କାଲିଠୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ। ଯେଉଁଥିରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍...
View Articleସୁଧୁରିଲେନିରେ ଅଷ୍ଟ୍ରେଲିଆ ଦର୍ଶକ – ଗାବା ଟେଷ୍ଟରେ ସିରାଜ ଏବଂ ୱାସିଂଟନଙ୍କୁ ଗାଳିଗୁଲଜ
ଓଡ଼ିଶାଲାଇଭ୍ ବ୍ୟୁରୋ ସିଡନୀ ପରେ ଗାବା ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲୀୟ ଦର୍ଶକଙ୍କ ଗାଳିଗୁଲଜର ଶିକାର ହେଲେ ଟିମ୍ ଇଣ୍ଡିଆ ଖେଳାଳି। ଶୁକ୍ରବାର ଚତୁର୍ଥ ଟେଷ୍ଟ ଚାଲିଥିବାବେଳେ କିଛି ଅଷ୍ଟ୍ରେଲୀୟ ପ୍ରଶଂସକ ମହମ୍ମଦ ସିରାଜ ଓ ୱାସିଂଟନ ସୁନ୍ଦରଙ୍କୁ...
View Articleଚାଷୀ ଓ ସରକାରଙ୍କ ଭିତରେ ପୁଣି ଆଲୋଚନା ବିଫଳ, ୧୯ରେ ଆଗାମୀ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ଆଲୋଚନା। ଶୁକ୍ରବାର ଚାଷୀ ଆନ୍ଦୋଳନ ଓ ନୂଆ କୃଷି ଆଇନକୁ ନେଇ ବସିଥିବା ବୈଠକରେ କୌଣସି ସମାଧାନର ବାଟ ବାହାରିପାରିନି। ଅନ୍ୟପଟେ ଜାନୁଆରି ୧୯ରେ ପୁଣି ଦୁଇ ପକ୍ଷଙ୍କୁ ନେଇ ବୈଠକ...
View Articleପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ପାଇଁ ସୁନ୍ଦରଗଡ଼ ପ୍ରସ୍ତୁତ, ଜିଲ୍ଲାର ୮ଟି କେନ୍ଦ୍ରରେ...
ଓଡ଼ିଶାଲାଇଭ ବ୍ୟୁରୋ ସାରାଦେଶରେ ଜାନୁଆରି ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେଉଛି। ଏହି ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହୋଇଛି। ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ...
View Article