Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଲକଡାଉନ ପ୍ରଭାବ –ଭୋକ ଉପାସରେ ଦିନ କାଟୁଛନ୍ତି ଇନାୟତପୁର ଗ୍ରାମର ସବିତା ବରାଳ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଲକ୍‌ଡାଉନ ଯୋଗୁଁ ଭୋକ ଉପାସରେ ଦିନ କାଟୁଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଇନାୟତପୁର ଗ୍ରାମର ସବିତା ବରାଳ। ଅନ୍ୟମାନଙ୍କ ଘରେ କାମ କରି ପେଟ ପୋଷନ୍ତି ସବିତା। ତେବେ ଲକ୍‌ଡାଉନ...

View Article


Image may be NSFW.
Clik here to view.

ହୋମ୍‌ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ପାଇଁ ଟିପ୍ସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସମଗ୍ର ବିଶ୍ୱ ଏବେ କରୋନା ଜୀବାଣୁ ବିରୋଧରେ ଯୁଦ୍ଧ କରୁଛି। ଭାଇରସ୍ ବିସ୍ତାର ନହେବା ପାଇଁ ପ୍ରତ୍ୟେକ ଦେଶ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ତଥାପି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

View Article


Image may be NSFW.
Clik here to view.

ଅମୃତଭଣ୍ଡା ଖାଆନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମୃତଭଣ୍ଡାରେ ଅନେକ ଗୁଣକାରୀ ପୋଷକ ତତ୍ତ୍ଵ ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। କଞ୍ଚା ଅମୃତଭଣ୍ଡା ଓ ପାଚିଲା ଅମୃତଭଣ୍ଡା ଉଭୟ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ତେବେ ଅନେକ ଉପାୟରେ ପାଚିଲା ଅମୃତଭଣ୍ଡାର...

View Article

Image may be NSFW.
Clik here to view.

ଲକ୍‌ଡାଉନ୍‌ ବେଳେ ଓଡ଼ିଶାରେ ଖାଉଟି ସାମଗ୍ରୀର ଅଭାବ ରହିବନି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ୨୧ ଦିନିଆ ଲକ୍‌ଡାଉନ୍‌। ଏହି ଲକ୍‌ଡାଉନ୍‌ ବେଳେ ଓଡ଼ିଶାରେ ଖାଉଟି ସାମଗ୍ରୀର ଅଭାବ ରହିବନି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଜି କରୋନା ସମ୍ପର୍କରେ ୨୪ ଘଣ୍ଟାର ତାଜା...

View Article

Image may be NSFW.
Clik here to view.

ସରକାରଙ୍କ କଡ଼ା ଚେତାବନୀ – କରୋନାକୁ ନେଇ ଗୁଜବ କଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାକୁ ନେଇ ଗୁଜବ କରୁଥିବା ଲୋକ ଦେଶଦ୍ରୋହୀ। କରୋନାକୁ ନେଇ ଗୁଜବ କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଯେଉଁମାନେ ଗୁଜବ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ...

View Article


Image may be NSFW.
Clik here to view.

ସୁସ୍ଥ ହେଲେ ଓଡ଼ିଶାର ଦ୍ଵିତୀୟ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ହେଲେ ଓଡ଼ିଶାର ଦ୍ଵିତୀୟ କରୋନା ଆକ୍ରାନ୍ତ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। The second COVID-19 positive case in Odisha, belonging to Bhubaneswar...

View Article

Image may be NSFW.
Clik here to view.

ଘରକୁ ସୁସ୍ଥ ହୋଇ ଫେରିଥିବା ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ମୁହଁରୁ: “କରୋନାକୁ ନ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ଶୁକ୍ରବାର ଦିନ ଏକ ଭିଡିଓ ଜରିଆରେ ସେ ନିଜର ଅନୁଭୂତି ସେୟାର କରିଛନ୍ତି। ସେ କହନ୍ତି, ‘‘ପ୍ରଥମେ କରୋନା ପଜିଟିଭି ବୋଲି ଜାଣିବା ପରେ ମୁଁ ଟିକେ...

View Article

Image may be NSFW.
Clik here to view.

କରୋନା କଟକଣା – ପ୍ରତିଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ଜିଲ୍ଲା ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ ଦିନ ୧୨ଟାରୁ ସକାଳ ୭ଟା ବନ୍ଦ ରହିବ ଜିଲ୍ଲା ଅତ୍ୟାବଶ୍ୟକ ସାମଗ୍ରି କିଣାବିକା ପାଇଁ ୫ ଘଣ୍ଟା ସକାଳ ୭ଟାରୁ ୧୨ଟା ଯାଏଁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ ଜିଲ୍ଲାରେ...

View Article


Image may be NSFW.
Clik here to view.

ପୋଲିସ ବାବୁଙ୍କୁ ପରିବାର ଚିନ୍ତା –ଡ୍ୟୁଟିରୁ ଫେରି ଗ୍ୟାରେଜରେ କାଟୁଛନ୍ତି ସମୟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାକୁ ରୋକିବା ପାଇଁ ଦେଶରେ ଯେଉଁ ଯୁଦ୍ଧ ଚାଲିଛି ସେଥିରେ ଯୋଦ୍ଧା ହୋଇଛନ୍ତି ଡାକ୍ତର ଓ ପୋଲିସ୍‌। କରୋନାରୁ ସୁରକ୍ଷା ପାଇବା ସମସ୍ତେ ଘରେ ଥିଲା ବେଳେ ନିଜ କର୍ତ୍ତବ୍ୟ ପାଳନ ପାଇଁ ଘରୁ ବାହାରୁଛନ୍ତି ଡାକ୍ତର ଓ...

View Article


Image may be NSFW.
Clik here to view.

ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌...

View Article

Image may be NSFW.
Clik here to view.

କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ। କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା...

View Article

Image may be NSFW.
Clik here to view.

ଭାରତରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭାରତରେ କରୋନା ତାର କାୟା ମେଲାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ...

View Article

Image may be NSFW.
Clik here to view.

କଟକରେ ଜଣେ କରୋନା ଆକ୍ରାନ୍ତ – ସିଲ୍ ହେଲା ବକ୍ସିବଜାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମହାନଗର ନିଗମ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ଘର ବକ୍ସିବଜାର ଅଞ୍ଚଳରେ ହୋଇଥିବାରୁ ସିଏମ୍‌ସି ପୂରା ଅଞ୍ଚଳକୁ ସିଲ୍‌ କରିଛି। ବକ୍ସି ବଜାର ଅଞ୍ଚଳରେ...

View Article


Image may be NSFW.
Clik here to view.

କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କହିଲେ ସରକାର – ଜାଣନ୍ତୁ, ବମିଖାଲ, ସୂର୍ଯ୍ୟନଗର...

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିବା ପରେ ଚିନ୍ତା ବଢ଼ିଛି। ଗତ ଦୁଇ ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ଥିବା ବେଳେ ହଠାତ୍‌ ଏତେ ସଂଖ୍ୟା କେମିତି ହେଲା ତାକୁ ନେଇ ଖୋଳତାଡ଼ କରିଥିଲା ପ୍ରଶାସନ।...

View Article

Image may be NSFW.
Clik here to view.

୨୧ ଛୁଇଁଲା ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବାହାରିନରୁ ଆସିଥିଲେ କଳାହାଣ୍ଡିର ଯୁବକ। ରିପୋର୍ଟ ଆସିଲା ପଜିଟିଭ୍‌। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଲା। ଗତକାଲି ଏହା ୨୦ରେ ଥିଲା। ଗତକାଲି ଗୋଟିଏ ଦିନରେ ୧୫ଟି ପଜିଟିଭ୍‌ ବାହାରିଥିବା ବେଳେ...

View Article


Image may be NSFW.
Clik here to view.

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ ଯେତିକି ନୁହେଁ, ସ୍କୁଲ, ବନ୍ଧୁ ଏବଂ...

View Article

Image may be NSFW.
Clik here to view.

ଭୁବନେଶ୍ୱରରେ ଆଉ ଦୁଇ କରୋନା ରୋଗୀ, ଆକ୍ରାନ୍ତ ସଂଖ୍ୟା ୨୩ ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ଦୁଇ କରୋନା ରୋଗୀ। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ ବୋର୍ଡ...

View Article


Image may be NSFW.
Clik here to view.

ମାର୍ଚ୍ଚ ୧୫ରୁ ଏପ୍ରିଲ ୫ – ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ କରୁଣ କାହାଣୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ମାର୍ଚ୍ଚ ୧୫ରୁ ଏପ୍ରିଲ ୫। ଓଡ଼ିଶାରେ ୨୨ ଦିନରେ କରୋନାର ଶୀକାର ହେଲେ ୨୩ ଜଣ। ଚୀନର ଉହାନ ସହରରେ ଦେଖାଦେଇଥିବା ଭୟାନକ କରୋନା ଭୂତାଣୁ ସୀମା ସରହଦ ଡେଇଁ ଓଡ଼ିଶାରେ ପ୍ରବେଶ କରିଛି। ମାତ୍ର ୨୨ ଦିନ ଭିତରେ ଓଡ଼ିଶାରେ...

View Article

Image may be NSFW.
Clik here to view.

ଘରେ କେମିତି ରହିବେ ଫିଜିକାଲ୍ ଫିଟ୍ –ଆପଣାନ୍ତୁ WHOର ଟିପ୍ସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ଲୋକମାନଙ୍କୁ ଏବେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି...

View Article

Image may be NSFW.
Clik here to view.

କରୋନା ମୁକାବିଲା – ସୋନିଆ, ମନମୋହନଙ୍କ ସହ କଥା ହେଲେ ମୋଦୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ସମ୍ପର୍କରେ ବିରୋଦୀ ଦଳର ନେତାମାନଙ୍କ ସହ କଥା ହୋଇଛନ୍ତି। ମୋଦୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଫୋନ୍‌ରେ...

View Article
Browsing all 11715 articles
Browse latest View live