ଏଇ ରବିବାର କରୋନାକୁ ଦିଅନ୍ତୁ ୧ ଘଣ୍ଟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ଜାଣନ୍ତୁ, ଜିଣନ୍ତୁ। କରୋନା ସମ୍ପର୍କିତ ଖବର ଜାଣିବା ପାଇଁ ‘ଓଡ଼ିଶାଲାଇଭ୍’, ‘ସ୍ୱାସ୍ଥ୍ୟ ପ୍ଲସ୍’ର ମିଳିତ ଆରମ୍ଭ ହୋଇଥିବା କ୍ୟାମ୍ପେନ ‘କରୋନାକୁ ଡରନା’ରେ ସାମିଲ ହୁଅନ୍ତୁ। କରୋନା ଭାଇରସ୍ ଏବେ...
View Articleପଞ୍ଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏବେ ପଞ୍ଚାୟତ ସ୍ତରରେ କରୋନା ମୁକାବିଲା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦେଶରୁ ଯଦି କୌଣସି ବ୍ୟକ୍ତି ନିଜ ଘରକୁ ଫେରନ୍ତି ତାହାଲେ ଏ ସମ୍ପର୍କରେ...
View Articleକରୋନା ସଚେତନ ପାଇଁ ସୁବ୍ରତ ବାଗ୍ଚୀଙ୍କୁ ନୂଆ ଦାୟିତ୍ୱ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ସୁବ୍ରତ ବାଗ୍ଚୀ। କରୋନା ମୁକାବିଲା ଓ ସଚେତନତା ପାଇଁ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ଆଜି...
View Articleକରୋନା ପାଇଁ କଟକଣା – କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିବା ମନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା। ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲି ପାରିବେନି। ବିଦେଶୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହି...
View Articleସରକାରଙ୍କୁ ବିଜେପିର ପ୍ରଶ୍ନ – କାହିଁକି ବନ୍ଦ କଲ ବିଧାନସଭା?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କରୋନା ପାଇଁ ବିଧାନସଭାକୁ ମାର୍ଚ୍ଚ ୨୯ ଯାଏଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ବିଜେପି ଏହାକୁ ଗ୍ରହଣ କରିନାହିଁ। କରୋନା ନୁହେଁ, ୟେସ୍ ବ୍ୟାଙ୍କ ପ୍ରସଙ୍ଗକୁ ଏଡାଇବା ପାଇଁ ଶାସକ ଦଳ ଏଭଳି ଚାଲ୍...
View Articleବଲିଉଡ ଚୁଲବୁଲି ଆଲିୟାଙ୍କୁ ଛୁଇଁଲା ୨୭
ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ ଆଜି ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ଆଲିୟାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଜନ୍ମଦିନରେ...
View Articleକରୋନା କଟକଣା –ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ, ଭକ୍ତଙ୍କ ଉପରେ ରହିବ ନଜର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଟକଣା। ଏଣିକି ଶ୍ରୀମନ୍ଦିର ଭିତରେ ସେବାୟତ ପିନ୍ଧିବେ ମାସ୍କ। ଏହାସହ ଦେଶ ବିଦେଶରୁରୁ ଆସୁଥିବା ଭକ୍ତଙ୍କ ଉପରେ ମଧ୍ୟରେ ନଜର ରଖାଯିବ। ରବିବାର ଛତିଶା ନିଯୋଗ ବୈଠକରେ...
View Articleଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି, ମହାରାଷ୍ଟ୍ରରେ ସର୍ବାଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ ଏବେ ପ୍ରତି ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଏହି ସଂଖ୍ୟା ୧୦୮ରେ ପହଞ୍ଚିଛି। କରୋନା ଭାରତରେ ନିଜର କାୟା ବିସ୍ତାର କରିବା ମଧ୍ୟରେ...
View Articleକଶ୍ମୀରରେ ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ ଲସ୍କର-ଇ-ତାଇବା...
View Articleଡେଉଁଛି କରୋନା – ହାତ ମିଳାନ୍ତୁନି, ଆଲିଙ୍ଗନ କରନ୍ତୁନି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ବିଶ୍ଵରେ କରୋନା ଭାଇରସ ନିଜ କାୟା ବିସ୍ତାର କରିଛି। ଏଥିରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ସୁଦ୍ଧା ଭାରତରେ ୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ଓଡ଼ିଶାରେ ଏଭଳି କୌଣସି ମାମଲା ଏଯାଏଁ...
View Articleକରୋନା ପ୍ରସ୍ତୁତିରେ ଚୀନ ଓ ଆମେରିକାକୁ ପଛରେ ପକାଇଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ଛଅ ହଜାର ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷରେ ପହଞ୍ଚିଛି। ଆଶ୍ୱାସନାର ବିଷୟ ଭାରତରେ କିନ୍ତୁ ଏହି ରୋଗର ଭୟାବହତା ଏତେ ମାତ୍ରାରେ...
View Articleକରୋନା ଯୁଦ୍ଧ ପାଇଁ ଓଡ଼ିଶା ପ୍ରସ୍ତୁତ: ୨୨ରୁ ୨୨ ନେଗେଟିଭ, ୮ଟେଷ୍ଟ ରିପୋର୍ଟକୁ ଅପେକ୍ଷା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କମ୍ୟୁନିକେସନ ସେଲ୍ର ମୁଖ୍ୟ ସୁବ୍ରତ ବାଗ୍ଚିଙ୍କ ସାମ୍ଵାଦିକ ସମ୍ମିଳନୀ କରୋନା ମୁକାବିଲା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ସରକାର ହାତଧୁଆ ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ ପ୍ରତିଦିନ ୪ଟା ୩୦ରେ...
View Articleକରୋନାକୁ ନେଇ ସାର୍କ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କଲେ ମୋଦୀ, ଦେଖନ୍ତୁ ଭିଡିଓ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ନେଇ ସାର୍କ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରବିବାର ସାର୍କ ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଏନେଇ ଚର୍ଚ୍ଚା କରିଛନ୍ତି।...
View Articleକରୋନା ପାଇଁ ଚାରି ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରବିବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ୪ ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି।ଏହି...
View Articleଲୋକେ ସଚେତନ ହେଲେ କରୋନା ହାରିବ – ସୁବ୍ରତ ବାଗ୍ଚି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ୩୦ଟି ଜିଲ୍ଲାପାଳଙ୍କ ସହ ମୁଖ୍ୟ ସଚିବଙ୍କ ସମୀକ୍ଷା ୧୦୪ – କରୋନା ହେଲ୍ପଲାଇନ୍ ନମ୍ବର ଜାରି ପ୍ରତି ଜିଲ୍ଲା ଓ ମେଡିକାଲ କଲେଜ୍ରେ କଣ୍ଟ୍ରୋଲ ରୁମ୍ ସ୍ଥାପିତ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗାଇଡ୍ଲାଇନ୍...
View Articleମହାରାଷ୍ଟ୍ରରେ ଅଧିକ କରୋନା ଆକ୍ରାନ୍ତ – ଆଜି ସନ୍ଧ୍ୟାରୁ ସିଦ୍ଧିବିନାୟକଙ୍କ ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ଧୀରେ ଧୀରେ ସାରାବିଶ୍ୱକୁ ବ୍ୟାପିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଏହି ଘାତକ ଭାଇରସ ୧୪ଟି ରାଜ୍ୟରେ ପ୍ରବେଶ କରିଥିଲା ବେଳେ...
View Articleମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି –ମଙ୍ଗଳବାର ବହୁମତ ପ୍ରମାଣ ଦେବେ କମଳନାଥ
ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ନିଜର ସରକାର ବଞ୍ଚାଇବା ପାଇଁ ବହୁମତ ପ୍ରମାଣ ଦେବେ। ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ରାଜନୈତିକ ସଙ୍କଟ ଜାରି ରହିଛି। ଏହାମଧ୍ୟରେ କରୋନା କାରଣରୁ ବିଧାନସଭା ମାର୍ଚ୍ଚ...
View Articleଭାରତରେ ୧୧୫ କରୋନା ପଜିଟିଭ୍, ଓଡ଼ିଶାରେ ଜଣେ – ସୁବ୍ରତ ବାଗ୍ଚୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ କରୋନା ରୋଗୀ ଟ୍ରେନରେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲ ସଂପୃକ୍ତ ବ୍ୟକ୍ତି ଘରୋଇ କ୍ଲିନିକକୁ ପ୍ରଥମେ ଯାଇଥିଲେ ସଂପୃକ୍ତ ରୋଗୀ କ୍ଲିନିକ ସିଲ୍, ଆଇସୋଲେସନରେ କର୍ମଚାରୀ ଭାରତରେ...
View Articleକରୋନାକୁ ନେଇ କେଉଁ ଦେଶରେ କି ପ୍ରକାରର ଚିତ୍ର?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଚୀନର ଉହାନରୁ ଆରମ୍ଭ ହୋଇଥିବା ଏହି...
View Articleଓଡ଼ିଶାରେ ଆଉ ନୂଆ ଡିଗ୍ରୀ କଲେଜ ଖୋଲିବନି
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଉ କୌଣସି ନୂଆ ଡିଗ୍ରୀ କଲେଜ ଖୋଲିବ ନାହିଁ। ବିଧାନସଭାର ଷ୍ଟାଣ୍ଡିଂ କମିଟି ଏହିଭଳି ସୁପାରିସ କରିଛି। ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ନୂଆ ଡିଗ୍ରୀ କଲେଜ ଖୋଲିବା ପାଇଁ ଅନୁମତି ନଦେବାକୁ...
View Article