Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ହୋଲିରେ ଅମିତାଭଙ୍କ ଗୀତରେ ନାଚିଲେ ଶିଳ୍ପା ସେଠୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ହୋଲିରେ ସାରା ଦେଶ ନିଜକୁ ରଙ୍ଗରେ ରଙ୍ଗେଇଛି। ବଲିଉଡର ବିଗ୍ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। କୋରୋନା ଭାଇରସ ଭୟ ରହିଥିଲେ ମଧ୍ୟ ବଲିଉଡ୍ ଷ୍ଟାରମାନେ ନିଜ ନିଜ ଢ଼ଙ୍ଗରେ ହୋଲି...

View Article


Image may be NSFW.
Clik here to view.

ଏଥର ଆଇପିଏଲ୍‌ରେ ପର୍ପଲ କ୍ୟାପ ଦୌଡ଼ରେ ରହିପାରନ୍ତି ଏହି ଖେଳାଳିମାନେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ୍‌ ମହାସମର। ବର୍ତ୍ତମାନ ଏହି ମହାସମରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଲାଣି। ଆଇପିଏଲ୍‌ରେ ଦର୍ଶକମାନେ ଅଧିକ ବ୍ୟାଟ୍ସମ୍ୟାନମାନଙ୍କ ଖେଳ ଦେଖିବାକୁ ବେଶ ପସନ୍ଦ କରନ୍ତି।...

View Article


Image may be NSFW.
Clik here to view.

ଡେଉଁଛି କୋରୋନା: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଛୁଇଁଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ପୁଣି କେରଳ ଓ କର୍ଣ୍ଣାଟକରେ ୯ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଆଜି କେରଳରେ ୬...

View Article

Image may be NSFW.
Clik here to view.

ହୋଲି ଅଘଟଣ – ବିଭିନ୍ନ ସ୍ଥାନରେ ନଈରେ ବୁଡ଼ି ୧୧ ମୃତ, ଜଣେ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଲି ପାଇଁ କେଉଁଠି ଖୁସି ତ କେଉଁଠି ଦୁଃଖ। ହୋଲି ଖେଳିବା କିଛି ଲୋକଙ୍କ ପାଇଁ ହୋଇଛି କାଳ। ରାଜ୍ୟର ବିଭିନ୍ନ ସ୍ଥାନରେ ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ଜଣେ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କୁ ଏଯାଏଁ ଖୋଜିବା...

View Article

Image may be NSFW.
Clik here to view.

ସୁସ୍ମିତା ଦାସଙ୍କ ହୋଲି ଗୀତ – ‘ରଙ୍ଗିନ ଛତା ଖୋଲି ଆସିଛି ହୋଲି’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ‘ରଙ୍ଗିନ ଛତା ଖୋଲି ଆସିଛି ହୋଲି, ନେଳିଆ ଖରା ତା’ର ବର୍ଷା ନାଲି’। ରଙ୍ଗର ପର୍ବ ହୋଲି ଅବସରରେ ସୋସିଆଲ ମିଡିଆରେ ରିଲିଜ୍‌ ହୋଇଛି ଗାୟିକା ସୁସ୍ମିତା ଦାସଙ୍କ ଏହି ନୂଆ ଗୀତ। ଦେବଦାସ ଛୋଟରାୟଙ୍କ ଗୀତରେ...

View Article


Image may be NSFW.
Clik here to view.

କେନ୍ଦ୍ର କର୍ମଚାରୀଙ୍କୁ ମୋଦୀଙ୍କ ଉପହାର – ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍‌ କର୍ମଚାରୀ ଏବଂ ପେନ୍‌ସନ୍‌ ଉପଭୋକ୍ତାଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିରେ ମୋହର ମାରିଛି। ମାର୍ଚ୍ଚ ମାସ ଦରମାରୁ ଏହି...

View Article

Image may be NSFW.
Clik here to view.

୨ ବର୍ଷ ୬ମାସର ସଂଘର୍ଷ –ଏଡ୍‌ସକୁ ଜିତିଲେ ଲଣ୍ଡନ ଯୁବକ ଆଦାମ୍ କାଷ୍ଟିଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଡ୍‌ସ ରୋଗକୁ ମାତ୍ ଦେଲେ ଲଣ୍ଡନ ଯୁବକ। ୨ବର୍ଷ ୬ମାସ ସମୟ ଧରି ଏଡ୍‌ସ ରୋଗ ସହ ସଂଗ୍ରାମ କରିବା ପରେ ଲଣ୍ଡନର ଆଦାମ କାଷ୍ଟିଲେଜ ଏବେ ସୁସ୍ଥ ହୋଇ ପାରିଛନ୍ତି। ଏଡ୍‌ସ ରୋଗରୁ ମୁକ୍ତି ପାଇବା ପରେ ଏବେ ସାଧାରଣ ଜୀବନଯାପନ...

View Article

Image may be NSFW.
Clik here to view.

କେନ୍ଦ୍ର କ୍ୟାବିନେଟ୍‌ରେ ବାଜିଲା ମୋହର –ନୂଆ ରୂପରେ ଆସିବ ‘ୟେସ୍‌ ବ୍ୟାଙ୍କ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କ ଖୁବ୍‌ଶୀଘ୍ର ନୂଆ ରୂପରେ ଆସିବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ‘ୟେସ୍‌ ବ୍ୟାଙ୍କ ପୁନର୍ଗଠନ ନିୟମ’ ଲାଗୁ ହେବାକୁ...

View Article


Image may be NSFW.
Clik here to view.

କୋରୋନା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ସିରିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ। କୋରୋନା ଭାଇରସ୍‌ ପାଇଁ ସିରିଜର ବାକି ୨ଟି ମ୍ୟାଚକୁ ବାତିଲ କରାଯାଇଛି। ସିରିଜ ବାତିଲ ନେଇ ଘୋଷଣା କଲା ବିସିସିଆଇ। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି...

View Article


Image may be NSFW.
Clik here to view.

କୋରୋନାକୁ ନେଇ ସୁପ୍ରିମକୋର୍ଟଙ୍କ କଟକଣା –ସୋମବାରଠୁ କେବଳ ଜରୁରୀ ମାମଲାର ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ଭାଇରସକୁ ନେଇ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ମାର୍ଚ୍ଚ ୧୬ତାରିଖଠାରୁ କେବଳ ଜରୁରୀ ମାମଲାର ଶୁଣାଣି କରାଯିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କୋର୍ଟ ଗୃହ ଭିତରକୁ କେବଳ ବାଦୀ,...

View Article

Image may be NSFW.
Clik here to view.

କୋରୋନାକୁ ଡରନା – ହ୍ୟାଣ୍ଡୱାସ୍‌ରେ ହାତଧୋଇ ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନାକୁ ଡରନା। ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡୱାସ୍‌ରେ ହାତ ଧୋଇ ଲୋକଙ୍କୁ ସଚେତନ କରାଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି,...

View Article

Image may be NSFW.
Clik here to view.

କୋରୋନା ଡର – କଟକ-ଭୁବନେଶ୍ଵରରେ ବାହାଘର ପ୍ରୋସେସନ୍‌କୁ କମିସନରେଟ୍‌ ପୋଲିସର ନାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌କୁ ମୁକାବିଲା କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ବିବାହ ଉତ୍ସବ ଓ ଶୋଭାଯାତ୍ରା ଅନୁମତିକୁ ରଦ୍ଦ କରିଛନ୍ତି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି...

View Article

Image may be NSFW.
Clik here to view.

ସବୁଠି କୋରୋନା ଭୟ – ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୮୧, ୧୧ ରାଜ୍ୟରେ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ବ୍ୟାପୁଛି କୋରୋନା ଭାଇରସ୍‌। ଶୁକ୍ରବାର ସକାଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଥିବା ବେଳେ ସନ୍ଧ୍ୟାରେ ୮୧ ଛୁଇଁଛି। ଆତଙ୍କ ଖେଳାଇଛି କୋରୋନା। ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ଚିହ୍ନଟ ହେଉଥିବାରୁ ସବୁଠି ଭୟର ବାତାବରଣ...

View Article


Image may be NSFW.
Clik here to view.

ହାଇଦ୍ରାବାଦରେ ସୁସ୍ଥ ହେଲେ ଜଣେ କୋରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇଦ୍ରାବାଦରେ ଜଣେ କୋରୋନା ରୋଗୀ ସୁସ୍ଥ ହେବା ଖବର ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ। ଏବେ ସେ ସୁସ୍ଥ ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ସେ...

View Article

Image may be NSFW.
Clik here to view.

କରୋନା ନେଲା ଆଉ ଜଣଙ୍କ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଆଉ ଜଣଙ୍କ ଜୀବନ ନେଇଛି। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ୬୯ ବର୍ଷିୟା ଜଣେ ମହିଳା ଆଖି ବୁଜିଛନ୍ତି। ତାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିଲେ। ପୁଅଙ୍କଠାରୁ ସଂପୃକ୍ତ ମହିଳାଙ୍କୁ କରୋନା ଭାଇରସ୍‌...

View Article


Image may be NSFW.
Clik here to view.

କରୋନା କଣ୍ଟ୍ରୋଲ ପାଇଁ ଭାରତ ହାତରେ ଆଉ ମାତ୍ର ୩୦ ଦିନ ସମୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶେଷଜ୍ଞଙ୍କ ମତରେ କରୋନା ଭାଇରସର ସମୂହ ସଂକ୍ରମଣକୁ ରୋକିବା ପାଇଁ ଭାରତ ହାତରେ ଆଉ ମାତ୍ର ୩୦ ଦିନ ସମୟ ରହିଛି। ଏବେ ଦେଶରେ ଏହି ବିପଦ ଦ୍ଵିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ କେବଳ...

View Article

Image may be NSFW.
Clik here to view.

କରୋନାକୁ ନେଇ ବଢୁଛି ଗୁଜବ – WHO ଦେଲା ସଠିକ ତଥ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ କରୋନା ଭାଇରସ ଯେତିକି ଆତଙ୍କ ସୃଷ୍ଟି କରୁଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମନରୁ ଏହି ଭ୍ରାନ୍ତ ଧାରଣାକୁ ଦୂରେଇବା ପାଇଁ ବିଶ୍ୱ...

View Article


Image may be NSFW.
Clik here to view.

କରୋନା ମୁକାବିଲା ପାଇଁ ଗଠନ ହେଲା ବିଏମସି ସ୍କ୍ଵାଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସ ମୁକାବିଲା କରିବା ପାଇଁ ବିଏମସି ସ୍କ୍ଵାଡ୍ ଗଠନ ହୋଇଛି। ରାଜଧାନୀ ଭୁବନେଶ୍ଵରର ୩ଟି ଜୋନ୍ ପାଇଁ ୩ଟି ଟିମ୍ ଗଠନ ହୋଇଛି। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ଵର ପୌରପାଳିକା ବରିଷ୍ଠ ଅଧିକାରୀ...

View Article

Image may be NSFW.
Clik here to view.

କରୋନା ପାଇଁ ବଡ଼ ଘୋଷଣା – ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାରା କରୋନାରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ପାଇଁ...

View Article

Image may be NSFW.
Clik here to view.

ଜୟପୁର ଟାଉନରୁ ୩୫ଜଣ ଦାଦନଙ୍କୁ ଉଦ୍ଧାର କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ଟାଉନରୁ ୩୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଜୟପୁର ପୋଲିସ। ଏହି ଶ୍ରମିକମାନେ ହାଇଦ୍ରାବାଦର କୌଣସି ଏକ ଇଟାଭାଟିରେ ଦାଦନ  ଖଟିବାକୁ ଯାଉଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ କୋରାପୁଟ...

View Article
Browsing all 11715 articles
Browse latest View live