ଦିଲ୍ଲୀରେ ସୁସ୍ଥ ହେଲେ କରୋନା ରୋଗୀ – ବଖାଣିଲେ ୧୪ ଦିନର ଅନୁଭୂତି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ରୋଗୀ। ଦିଲ୍ଲୀରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ୧୪ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିଛି ଦିନ ତଳେ ସେ କରୋନା ଭାଇରସରେ ଆକ୍ରାନ୍ତ...
View Articleକରୋନା ମୁକାବିଲା, ସବୁଠି କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। କରୋନାର ସଫଳ ମୁକାବିଲା କିପରି କରିହେବ ଏବଂ ଜନସାଧାରଣ...
View Articleକରୋନା ଯୋଗୁଁ ଓଡ଼ିଶାରେ ରାଜନୀତିକ ଗତିବିଧି ଠପ୍
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସ ଆତଙ୍କ ଯୋଗୁଁ ରାଜ୍ୟରେ କେବଳ ଯେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ତାହା ନୁହେଁ, ରାଜନୈତିକ କାର୍ଯ୍ୟକଳାପ ଏକବାର ଠପ୍ ହୋଇଯାଇଛି। ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ସମସ୍ତ ରାଜନୈତିକ...
View Articleଜଷ୍ଟିସ୍ ରଞ୍ଜନ ଗୋଗୋଇ ଯିବେ ରାଜ୍ୟସଭା
ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଯିବେ ରାଜ୍ୟସଭା। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନାଁ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଗୋଗୋଇ ୧୩ ମାସ କାଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି...
View Articleନିର୍ଭୟା ଦୋଷୀଙ୍କ ନୂଆ ଚାଲ୍ – ମାର୍ଚ୍ଚ ୨୦ରେ ଫାଶୀ ମିଳିବ ନା ଟଳିବ?
ଓଡ଼ିଶାଲାଇଭ୍ ବ୍ୟୁରୋ ଫାଶୀ ରୋକିବାକୁ ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀଙ୍କ ଓକିଲ ଏ ପି ସିଂହ। ନୂଆ ଚାଲ୍ ଖେଳିଲେ ନିର୍ଭୟା ଦୋଷୀ। ତିନି ତିନି ଥର ଡେଥ୍ ୱାରେଣ୍ଟରେ ରୋକ୍ ଲାଗିବା ପରେ ଚତୁର୍ଥ ଡେଥ୍ ୱାରେଣ୍ଟରେ...
View Articleଦେଶରେ ୧୨୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଲଦାଖ, ଓଡ଼ିଶା, ଜମ୍ମୁ କଶ୍ମୀରରେ ନୂଆ କେସ୍ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪ ଛୁଇଁଛି। କେବଳ ମହାରାଷ୍ଟ୍ରରୁ ୩୯ ଜଣ ଆକ୍ରାନ୍ତ ଚିହ୍ନଟ...
View Articleକରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ସାମ୍ବାଦିକ ସମ୍ମିଳନୀର...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ୍ ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର। ଗତ ୨୪ ଘଣ୍ଟା ଭିତରେ କରୋନା କେତେ ଦେଶକୁ ବ୍ୟାପିଛି, କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ଓଡ଼ିଶାର ସ୍ଥିତି କ’ଣ ଅଛି ସେ ସମ୍ପର୍କରେ ରାଜ୍ୟ...
View Articleସାବଧାନ! ମୋବାଇଲ ଡାକି ଆଣିବ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମୋବାଇଲ ଡାକିପାରେ କରୋନା। ମଙ୍ଗଳବାର ଗୀତ ଗୋବିନ୍ଦ ସଦନରେ ଏଭଳି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ ୨ହଜାର ୬ଶହ ଥର ମୋବାଇଲ...
View Articleସୁସ୍ଥ ଅଛନ୍ତି ଓଡ଼ିଶାର କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାର କରୋନା ଆକ୍ରାନ୍ତ ଏବେ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଏବଂ ଖିଆପିଆ ଠିକ୍ଠାକ୍ କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ...
View Articleରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର – ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ ୫ ପ୍ରତିଶତ ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଏହା ୨୦୧୯ ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ ହେବ। ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା।...
View Articleକରୋନା କର୍ଫ୍ୟୁ – ଜାଣନ୍ତୁ, କେଉଁ ସ୍ଥାନରେ କାହିଁକି ଜାରି ହୋଇଛି ୧୪୪ ଧାରା?
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସ୍ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ କିଛି ଅଞ୍ଚଳରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। କରୋନା ପାଇଁ ସାରା ବିଶ୍ଵରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସହ ଭାରତରେ...
View Articleକରୋନା ଭାଇରସ (COVID – 19) ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ଏହାର ସଂକ୍ରମଣ, ଚିକିତ୍ସା ଓ ଏଥିରୁ ରକ୍ଷା ପାଇବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ଜଟିଳ ପ୍ରଶ୍ନର ସରଳ ଉତ୍ତର.. କରୋନା ଭାଇରସ କ’ଣ? କରୋନା ଭାଇରସ୍ ଏକ ଭୂତାଣୁ, ଯାହାକି ଉଭୟ...
View Articleକରୋନା ସହିତ ଲଢୁଛି ଓଡ଼ିଶା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬, ଓଡ଼ିଶାରେ ଜଣେ ଓଡ଼ିଶାରେ ୩୧ ନମୁନା ନେଗେଟିଭ୍ ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ନୂଆ ୱେବସାଇଟ୍ ୨୪ ଘଣ୍ଟାରେ ପଞ୍ଜୀକରଣ କଲେ ୧୨୩୯ ଜଣ ସମ୍ପୂର୍ଣ୍ଣ ବନ୍ଦ ହେବନି ମଲ୍...
View Articleକରୋନା – ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସର ନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ୍କୁ ନେଇ କଠୋର ହେଲା ଦିଲ୍ଲୀ ପୋଲିସ। ମାର୍ଚ୍ଚ ୩୧ ଯାଏଁ ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସ ନା କହିଛି। ଏଥିପାଇଁ କୌଣସି ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଆଜି...
View Articleକରୋନା ଭାଇରସ୍କୁ ନେଇ ଜାଣନ୍ତୁ ଏହି ବଡ଼ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟି ରଖି ଭାରତ ସରକାର ମଧ୍ୟ ବିଭିନ୍ନ କଟକଣା ଜାରି କରିଛନ୍ତି। କରୋନାକୁ ମୁକାବିଲା କରିବାକୁ ଏକଦମ ପ୍ରସ୍ତୁତ ରହିଛନ୍ତି ଭାରତ ସରକାର।...
View Articleକରୋନା ମାଡ଼ –ଓଡ଼ିଶା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ହାରୋର...
ଓଡ଼ିଶାଲାଇଭ୍ ବ୍ୟୁରୋ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ କରୋନା ପ୍ରଭାବ ଉଦ୍ବେଗ ପ୍ରକାଶ କଲା ‘ହାରୋ’ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ହାରୋ ହୋଟେଲ ଉପରୁ ୠଣ ଛାଡ଼ ଦାବି ଜିଏସ୍ଟି ଛାଡ଼...
View Articleକରୋନା ମୁକାବିଲା – ଏଣିକି ଏଟିଏମରେ ରହିବ ସାନିଟାଇଜର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଏଣିକି ଏଟିଏମରେ ରହିବ ସାନିଟାଇଜର। ଗ୍ରାହକମାନେ ଏଟିଏମ୍ ବ୍ୟବହାର କରିସାରିବା ପରେ ହାତରେ ସାନିଟାଇଜର ଲଗାଇବେ। ରାଜ୍ୟ ସରକାର ମଙ୍ଗଳବାର ବ୍ୟାଙ୍କମାନଙ୍କ ପାଇଁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛନ୍ତି।...
View Articleରାଜ୍ୟସଭା ରେସ୍ – ବିଜେଡିର ଚାରି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡିର ଚାରିଜଣ ପ୍ରାର୍ଥୀ। ମଙ୍ଗଳବାର ବିଧାନସଭା ପରିସରରେ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଚାରିଜଣ ପ୍ରାର୍ଥୀଙ୍କୁ ତାଙ୍କର ସାଂସଦ ହେବାର ସାର୍ଟିଫିକେଟ୍...
View Articleଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ବ୍ରହ୍ମପୁରର ‘ଦି ହାର୍ଟ, ମାଇଁଣ୍ଡ ଏଣ୍ଡ ହାଣ୍ଡ...
ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୧୧ ରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇସ୍ଥିତ ମୁକ୍ତାକାଶ ସ୍କ୍ରାପ୍ ସ୍ଥାପତ୍ୟ ମ୍ୟୁଜିୟମ। ‘ଦି ହାର୍ଟ, ମାଇଁଣ୍ଡ ଏଣ୍ଡ ହାଣ୍ଡ ଶୋ’ ନାମକ ଏହି ମୁକ୍ତାକାଶ ମ୍ୟୁଜିୟମରେ ୨୦ ଟି ବୃହତ...
View Articleରାଜ୍ୟସଭା, ଗୋଗୋଇ ଓ ବିବାଦ
ଭାସ୍କର ପରିଚ୍ଛା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନୋନୀତ କରିବା ପରେ ଏନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଗୋଗୋଇ ରାଜ୍ୟସଭାକୁ ଗଲେ ନିଶ୍ଚିତ...
View Article