Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ବିନା ପିଆଜରେ ପ୍ରସ୍ତୁତ କରନ୍ତୁ ‘କଞ୍ଚା ଲଙ୍କା ମଟନ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ବିନା ମସଲାରେ କେହି କେବେ ମଟନ, ଚିକେନ୍‌ ଖାଇନଥିବେ। ହେଲେ ବିନା ପିଆଜରେ ରାନ୍ଧନ୍ତୁ ସ୍ଵାଦିଷ୍ଟ କଞ୍ଚା ଲଙ୍କା ମଟନ୍‌।  ସାମଗ୍ରୀ ଖାସି ମାଂସ – ୫୦୦ଗ୍ରାମ୍‌ ସୋରିଷ ତେଲ – ୨ ଚାମଚ କଞ୍ଚା ଲଙ୍କା – ୧୨ଟି ଟମାଟୋ –...

View Article


Image may be NSFW.
Clik here to view.

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ହେବା ପରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏହାକୁ ଘୋର ପ୍ରତିବାଦ କରାଯାଉଛି। ବିଲ୍‌ର ପ୍ରତିବାଦ କରି ଉତ୍ତର ପୂର୍ବାଞ୍ଚଳ ଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।...

View Article


Image may be NSFW.
Clik here to view.

ଆଇନମନ୍ତ୍ରୀଙ୍କ ସୂଚନା- ଓଡ଼ିଶାରେ ଖୁବଶୀଘ୍ର ଖୋଲିବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଖୁବଶୀଘ୍ର ଖୋଲିବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ। ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସୂଚନା ଦେଇଛନ୍ତି। ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟରୁ ୨୧ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ...

View Article

Image may be NSFW.
Clik here to view.

କୋରାପୁଟ: ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ଭିତରେ ଯୁବକଙ୍କ ଆତ୍ମହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସକାଳ ୫ଟା ବେଳେ ଗୁପ୍ତେଶ୍ୱର ଶିବ ମନ୍ଦିରରୁ ଏହି ଯୁବକଙ୍କ ଝୁଲନ୍ତା...

View Article

Image may be NSFW.
Clik here to view.

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା –ମିହିର ଦାସ ଶ୍ରେଷ୍ଠ ଅଭିନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ରେ ମିହିର ଦାସ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହେବେ। ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ବିଶିଷ୍ଟ ସଂଳାପକାର ବିଜୟ ମିଶ୍ରଙ୍କୁ...

View Article


Image may be NSFW.
Clik here to view.

ନାଗରିକତା ବିଲ: ରାଜ୍ୟସଭାରେ ଫସିବେ ଶାହ? ଦେଖନ୍ତୁ ପୂରା ଗଣିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ବହୁମତ ଥିବା ଦୃଷ୍ଟିରୁ ନାଗରିକତା ସଂଶୋଧନ  ବିଲ ସହଜରେ ପାସ୍‌ ହୋଇଥିଲା। କିନ୍ତୁ ରାଜ୍ୟସଭାର ଗଣିତ ପୂରା ଅଲଗା। ପାକିସ୍ତାନ,ଆଫଗାନିସ୍ତାନ ଓ ବଙ୍ଗଳାଦେଶରେ ରହୁଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତରେ...

View Article

Image may be NSFW.
Clik here to view.

ଆସିଲା ‘ଛପାକ୍’ ଫିଲ୍ମର ଜବରଦସ୍ତ ଟ୍ରେଲର – ଏସିଡ୍ ପୀଡିତାଙ୍କ ସଂଘର୍ଷର କାହାଣୀ ଦେଖିବ ଦେଶ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ଛପାକ୍’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏଥିରେ ଦର୍ଶକ ଜଣେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ କାହାଣୀ ଦେଖିବାକୁ ପାଇବେ। ଦୀପିକାଙ୍କ ଏହି...

View Article

Image may be NSFW.
Clik here to view.

ସନା ମରୀନ୍‌ ହେଲେ ଦୁନିଆର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଇତିହାସ ରଚିଲେ ଫିନ୍‌ଲାଣ୍ଡ୍‌ର ସୋସିଆଲ ଡେମୋକ୍ରେଟିକ୍‌ ପାର୍ଟି ନେତ୍ରୀ ସନା ମିରେଲା ମରୀନ୍‌। ନିକଟରେ ସେ ଫିନ୍‌ଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ୩୪ ବର୍ଷୀୟା ସନା ଫିନ୍‌ଲ୍ୟାଣ୍ଡ...

View Article


Image may be NSFW.
Clik here to view.

ବାପା ହେଲେ ଷ୍ଟାର କମେଡିଆନ କପିଲ ଶର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା। ସୋମବାର ବିଳମ୍ବିତ ରାତିରେ ତାଙ୍କ ପତ୍ନୀ ଗିନି ଚତରଥ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। କପିଲ ଶର୍ମା ଏ ଖୁସି ଖବର ଟୁଇଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି। ଏଥସହ ବିଲଉଡ...

View Article


Image may be NSFW.
Clik here to view.

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଗୋଲାପଜାମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଲାପଜାମୁ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଜାଣନ୍ତୁ, କେମିତି ଏହାକୁ ଘରେ ପ୍ରସ୍ତୁତ କରିବେ। ଶିରା ପ୍ରସ୍ତୁତି ଗ୍ୟାସ୍‌ରେ ଗୋଟେ ସସ୍‌ପେନ୍‌ ବସାନ୍ତୁ। ଏବେ ଏଥିରେ ଦୁଇ କପ୍‌ ଚିନି ଓ ଦୁଇ କପ୍‌ ପାଣି ଦେଇ ଘାଣ୍ଟି...

View Article

Image may be NSFW.
Clik here to view.

5G ସପୋର୍ଟ, ୬୪ ମେଗାପିକ୍ସେଲ କ୍ୟାମେରା ସହ ଲଞ୍ଚ୍‌ ହେଲା Redmi K30

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ପକ୍ଷରୁ ମଙ୍ଗଳବାର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍‌ Redmi K30 ଲଞ୍ଚ୍‌ କରାଯାଇଛି। ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଇଛି। ଏହି...

View Article

Image may be NSFW.
Clik here to view.

ବାରବାଟୀ ଦିନିକିଆ ଆଉ ୧୦ ଦିନ: ଧୋନୀ-ଯୁବରାଜଙ୍କ ପାର୍ଟନରସିପକୁ ଝୁରିବେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଦିନିକିଆକୁ ଆଉ ବାକି ରହିଲା ୧୦ ଦିନ। ୨୨ ଡିସେମ୍ଵରରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଏଠାରେ ଦିନିକିଆ ମ୍ୟାଚ ଖେଳାଯିବ। ଶେଷଥର ପାଇଁ ୨୦୧୭ ଜାନୁଆରି ୧୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ...

View Article

Image may be NSFW.
Clik here to view.

ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ ୨୦୧୯

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ ୨୦୧୯। ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍‌ ଉପରେ ହେବ ଆଲୋଚନା। ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିଲେ ବି କେନ୍ଦ୍ର ସରକାର ବିଲ୍‌କୁ ପାରିତ କରିବା ପାଇଁ ଚେଷ୍ଟା...

View Article


Image may be NSFW.
Clik here to view.

ଧାନ ଖଳାରେ ନିଆଁ ଲାଗି ୭ ଲକ୍ଷ ଟଙ୍କାର ଧାନ ପାଉଁଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନ ଖଳାରେ ନିଆଁ ଲାଗି ପ୍ରାୟ ୭ ଲକ୍ଷ ଟଙ୍କାର ଧାନ ଜଳି ପୋଡ଼ି ପାଉଁଶ ହୋଇଛି। ବୈାଦ୍ଧ କଣ୍ଟାମାଳ ଖଟଖଟିଆ ପଞ୍ଚାୟତ ସିନ୍ଦୁରପୁର ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସିନ୍ଦୁରପୁର ଗାଁର ମନୋଜ ଭୋଇ ନାମକ ଜଣେ ଚାଷୀ...

View Article

Image may be NSFW.
Clik here to view.

ରାମଦୋଳିରେ ସେଲଫି ନେବା ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମଦୋଳିରେ ବସି ସେଲଫି ନେବା ହେଲା କାଳ। ସେଲଫି ନିଶାରେ ଚାଲିଗଲା ଯୁବକଙ୍କ ଜୀବନ। ସୋନପୁର ବିନିକାରେ ଏହି ଏକ ଦୁଃଖଦ ଘଟଣା ଘଟିଛି। ଯୁବକ ଜଣକ ରାମଦୋଳିରେ ବସି ସେଲିଫି ନେଲା ବେଳେ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ...

View Article


Image may be NSFW.
Clik here to view.

ପୁରୀ: ମଙ୍ଗୁ ମଠ ପରେ ସାନଛତା ମଠରେ ଚାଲିଲା ବୁଲଡୋଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନରେ ଆସୁଥିବା ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ବୁଧବାରଠୁ ଆରମ୍ଭ ହୋଇଛି। ପୁରୀ ଏଡିଏମ୍‌ଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ସାନଛତା ମଠର ପଛ ପାର୍ଶ୍ୱରୁ ଭଙ୍ଗା କାର୍ଯ୍ୟ ଜାରି...

View Article

Image may be NSFW.
Clik here to view.

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌, କ’ଣ କହିଲେ ଶାହ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ। ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌ ଉପସ୍ଥାପନ କରିଛନ୍ତି। ବିଲ୍‌ ଉପସ୍ଥାପନ କରି ବିଲ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଶାହ। ‘‘ଏହା ଶରଣାର୍ଥୀଙ୍କ ବିଲ୍। ବିଲ୍‌ରେ...

View Article


Image may be NSFW.
Clik here to view.

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ କହିଲେ ବିଏମସି କମିଶନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ। ଉଚ୍ଛେଦ ନେଇ ବୁଧବାର ୧୦ ଜଣିଆ କମିଟି ସହ ବୈଠକ ପରେ ବିଏମସି କମିଶନର ଏହି ସୂଚନା ଦେଇଛନ୍ତି। ଉଚ୍ଛେଦ ପରବର୍ତ୍ତୀ ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁ ପ୍ରିଣ୍ଟ...

View Article

Image may be NSFW.
Clik here to view.

ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା –କମ୍ପାନି ବନ୍ଦ କଲା ସବୁଠୁ ଶସ୍ତା ପ୍ଲାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ଡିସେମ୍ବର ୬ ତାରିଖରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍‌ ଟାରିଫ୍‌ ପ୍ଲାନ୍‌କୁ ବଦଳାଇଥିଲା। ତେବେ ଏଥିରେ ଜିଓ ଫୋନ୍‌ର ପ୍ଲାନ୍‌କୁ ନେଇ କୌଣସି ଦାମ୍‌ ବଢ଼ାଯାଇନଥିଲା। ବର୍ତ୍ତମାନ ଜିଓ ଫୋନ୍‌ ଗ୍ରାହକଙ୍କୁ ଛଟ୍‌କା...

View Article

Image may be NSFW.
Clik here to view.

ବିରାଟ-ଅନୁଷ୍କାଙ୍କ ବିବାହକୁ ପୂରିଲା ୨ ବର୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୨ ବର୍ଷ ପୂରଣ ହୋଇଛି। ଦ୍ୱିତୀୟ ବିବାହବାର୍ଷିକୀ ଅବସରରେ ଦୁଇ ସେଲିବ୍ରିଟିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ବିରାଟ,...

View Article
Browsing all 11715 articles
Browse latest View live