Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ କହିଲେ ବିଏମସି କମିଶନର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ। ଉଚ୍ଛେଦ ନେଇ ବୁଧବାର ୧୦ ଜଣିଆ କମିଟି ସହ ବୈଠକ ପରେ ବିଏମସି କମିଶନର ଏହି ସୂଚନା ଦେଇଛନ୍ତି। ଉଚ୍ଛେଦ ପରବର୍ତ୍ତୀ ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି। କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଥଇଥାନର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରାଯିବ। ଆଜି ବୈଠକ ପରେ ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ନାରାୟଣ ପତି ଏକଥା କହିଛନ୍ତି।

ଲିଙ୍ଗରାଜ ମନ୍ଦିରର ଚାରିପାଖରେ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ ଉଚ୍ଛେଦ କାର୍ଯ୍ୟ ଚାଲିଛି|

The post ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ କହିଲେ ବିଏମସି କମିଶନର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images