ଘରେ କରିପାରିବେ କୋଭିଡ୍ ପରୀକ୍ଷା –‘କୋଭିସେଲ୍ଫ କିଟ୍’କୁ ଅନୁମୋଦନ କଲା ଆଇସିଏମଆର
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଘରେ ଥାଇ ଆପଣ କରିପାରିବେ ନିଜର କୋଭିଡ୍ ପରୀକ୍ଷା। ମାତ୍ର ୨ ମିନିଟରେ ହେବ ପରୀକ୍ଷା, ଆଉ ୧୫ ମିନିଟରେ ଆସିବ ଟେଷ୍ଟ ରିପୋର୍ଟ। ଦେଶରେ ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ଆବଶ୍ୟକ ଏକ କିଟ୍କୁ ଗୁରୁବାର ଦିନ...
View Articleଜାଣନ୍ତୁ ଆଜିର ରାଶିଫଳ – (୨୧ ମେ’୨୦୨୧, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ବୈଶାଖ ଶୁକ୍ଳ ନବମୀ ଦିବା ୧୧:୧୧:୦୫ ଗତେ ଦଶମୀ ତିଥି। ସିଂହଚନ୍ଦ୍ର ରାତ୍ରି ୦୯:୦୫ ଗତେ...
View Articleଦେଶରେ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୫୯ହଜାର ପଜିଟିଭ୍ ଚିହ୍ନଟ, ୪୨୦୯ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଏବେ ଦୈନିକ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୫୯ହଜାର ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ...
View Articleସଂକ୍ରମଣ ସହ ବଢ଼ିଲା ମୃତ୍ୟୁ ସଂଖ୍ୟା –ରାଜ୍ୟରୁ ଚିହ୍ନଟ ହେଲେ ୧୨ହଜାରରୁ ଅଧିକ ପଜିଟିଭ୍,...
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ସରକାରୀ ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ...
View Articleସଂକ୍ରମଣ ସହ ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା –ଆଜି ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ...
ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୨୭...
View Articleବାୟୋ ବବଲ୍ କ’ଣ ଓ କାହିଁକି ହୁଏ ଏହାର ବ୍ୟବହାର?
ଓଡ଼ିଶାଲାଇଭ୍ ବ୍ୟୁରୋ ମହାମାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ନହେବା ପାଇଁ ଏହି ‘ବାୟୋ ବବଲ୍’ର ବ୍ୟବହାର କରାଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅକ୍ଷୟ ତୃତୀୟା ଦିନ ନୀତିକାନ୍ତି...
View Articleବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ – ପ୍ରଥମଥର ପାଇଁ ବିହାରରୁ ଚିହ୍ନଟ ହେଲେ ୪...
ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ଦେଶରେ କରୋନା ସଙ୍କଟ ମଧ୍ୟରେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ ପୁଣି ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଯାହାର ନାମ ‘ହ୍ୱାଇଟ୍ ଫଙ୍ଗସ୍’। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ...
View Articleରଥ ନିର୍ମାଣ କାର୍ଯ୍ୟରେ କରୋନା ବାଧକ – ରଥଖଳାରୁ ପୁଣି ବାହାରିଲେ ୧୦ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ରଥଖଳାରୁ ବାହାରିଲେ ୧୦ପଜିଟିଭ୍। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ, ରଥ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି କରୋନା। ଗୁରୁବାର ରଥଖଳାରୁ ୮ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ...
View Article୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା –୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଲା...
ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ୧୮ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି...
View Articleକୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିଲା କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି।...
View Articleଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୧ହଜାରରୁ ଅଧିକ ପଜିଟିଭ୍, ଆଉ ୨୬ଜୀବନ ନେଲା କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ସର୍ବାଧିକ ୧୧ହଜାର ୧୦୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...
View Articleଆଇଏଏସ୍ ସ୍ତରରେ ଅଦଳ ବଦଳ –କେବିକେ ମୁଖ୍ୟ ପ୍ରଶାସକ ହେଲେ ବେନୁଗୋପାଲ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସିଜେ ବେନୁଗୋପାଲଙ୍କୁ କେବିକେର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି...
View Articleଏତେ ଭୟଙ୍କର ହେବନି ବାତ୍ୟା ‘ୟାସ୍’–ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ ମେ’ ୨୫ରୁ ୨୬ ବେଳକୁ ବଙ୍ଗୋପସାଗର କୂଳରେ ଏକ ବାତ୍ୟା ସଂଘଠିତ ହେବ। ଏହାର ଆକାର ଏତେ ଭୟଙ୍କର ହେବ ନାହିଁ। ଏହା ପଶ୍ଚିମବଙ୍ଗ କୂଳରେ ମାଡ଼ କରିବ ଏବଂ ଏହାର ପ୍ରଭାବରେ ଓଡ଼ିଶାରେ ବ୍ୟାପକ ବର୍ଷା ହେବ ବୋଲି କହିଛନ୍ତି...
View Articleପୁରୀରେ ଖୋଲିଲା ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ
ଓଡ଼ିଶାଲାଇଭ୍ ବ୍ୟୁରୋ “ରାଜ୍ୟରେ କୋଭିଡ୍ର ଦ୍ୱିତୀୟ ଲହର ଜାରି ରହିଛି। ସମଗ୍ର ରାଜ୍ୟ କଠିନ ପରିସ୍ଥିତି ଦେଇ ଗତି କରୁଛି । ପୂର୍ବବର୍ଷ କୋଭିଡ୍ର ପ୍ରଥମ ଲହର ସଂକ୍ରମଣକୁ ରୋକିବାରେ ରାଜ୍ୟ ସଫଳ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଆମେ ସଫଳ ହେବା।...
View Articleହ୍ଵାଇଟ୍ ଫଙ୍ଗସ୍ କ’ଣ? କେଉଁମାନେ ରହିବେ ସତର୍କ?
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଙ୍କଟ ମଧ୍ୟରେ ଦେଶରେ ଏବେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ ପୁଣି ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି, ଯାହାର ନାମ ‘ହ୍ୱାଇଟ୍ ଫଙ୍ଗସ୍’। ସ୍ୱାସ୍ଥ୍ୟ...
View Articleଆଣ୍ଟିବଡି ଟେଷ୍ଟ ପାଇଁ ଡିଆରଡିଓ ପ୍ରସ୍ତୁତ କଲା ‘ଡିପ୍କୋଭ୍ୟାନ କିଟ୍’
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ବିରୋଧି ଲଢ଼େଇରେ ଡିଆଡିଓକୁ ମିଳିଛି ଆଉ ଏକ ସଫଳତା। ନିକଟରେ ୨-ଡିଜି କରୋନା ଔଷଧ ପ୍ରସ୍ତୁତ କରିବାପରେ ଏବେ ଏହି ସଂସ୍ଥା ପକ୍ଷରୁ ଏକ ଆଣ୍ଟିବଡି ଟେଷ୍ଟ କିଟ୍ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ମଣିଷ ଶରୀରରେ କେତେ...
View Articleକରୋନା କାଳରେ ରଥଯାତ୍ରା ପାଇଁ ପ୍ରସ୍ତୁତି – ବିନ୍ଧ ଅନୁକୂଳ ପରେ ଚାଲିଛି ଘେର କଟା ଓ ବିନ୍ଧ...
ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ବାୟୋ ବବଲ୍ ପରିସରରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ। ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ ରଥଖଳାରେ ସର୍ବାଧିକ ସଚେତନତା...
View Articleଦାନା ବାନ୍ଧୁଛି ବାତ୍ୟା ୟାସ୍ – ଉଦ୍ଧାର ଓ ରିଲିଫ୍ ପାଇଁ ଆଗୁଆ ପ୍ରସ୍ତୁତ ବିଶାଖାପାଟଣା...
ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରୟଣ ପାଢ଼ୀ) : କରୋନା କାଳରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପ୍ରସ୍ତୁତ ହୋଇଛି ବିଶାଖାପାଟଣା ସ୍ଥିତ ନୌସେନା ବିଭାଗ। ବାତ୍ୟା ୟାସ୍କୁ ନେଇ ଅନେକ ଆଲୋଚନା ଚାଲିଥିବାବେଳେ, ସେହି ସମୟରେ...
View Articleସମ୍ଭାବ୍ୟ ବାତ୍ୟା ପାଇଁ ସତର୍କତା –ଗର୍ଭବତୀଙ୍କୁ ଆଗୁଆ ମେଡ଼ିକାଲରେ ଭର୍ତ୍ତି କରିବାକୁ...
ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ପୂର୍ବରୁ ଗର୍ଭବତୀ ମହିଳାମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନ ଆଣି ଆଗୁଆ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା...
View Articleଏଣିକି କୋଭିଡ୍ କେନ୍ଦ୍ରରେ ଲାଗିବନି ଲମ୍ବା ଧାଡ଼ି –ସ୍ୱତନ୍ତ୍ର ୱେବସାଇଟ୍ରୁ ମିଳିବ ଟେଷ୍ଟ...
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଅନ୍ଲାଇନ୍ ଜରିଆରେ କୋଭିଡ୍ ଓ୍ୱେବସାଇଟ୍ରୁ ପାଇପାରିବେ ରିପୋର୍ଟ। ଆରଟିପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି, ରାଜ୍ୟ ସରକାରଙ୍କ ୱେବସାଇଟରୁ ସେମାନଙ୍କ ରିପୋର୍ଟ...
View Article