ଜାଣନ୍ତୁ ଆଜିର ରାଶିଫଳ – (୨୩ ମେ’୨୦୨୧, ରବିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ବୈଶାଖ ଶୁକ୍ଳ ଏକାଦଶୀ ପ୍ରାତଃ ୦୬:୪୩:୧୧ ଗତେ ଦ୍ଵାଦଶୀ (କ୍ଷୟ) ରାତ୍ରି ୦୩:୩୮:୫୭ ଗତେ...
View Articleକରୋନାରେ ଆଖି ବୁଜିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା
ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଓଡିଆ ଗାୟକ ଓ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। କୋଭିଡ୍ରେ ଆକ୍ରାନ୍ତ ହୋଇ ସେ ହୋମ୍ ଆଇସୋଲେସନରେ ଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି...
View Articleଆକାଶ ମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ୟାସ୍ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ଆଜି ସ୍ଥିତି ସମୀକ୍ଷା କରିବେ...
View Articleଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା – ବାତ୍ୟା ପରେ ଏବେ ବନ୍ୟା ଆଶଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବାତ୍ୟା ୟାସ୍ ତାଣ୍ଡବ ରଚିବା ପରେ ଏବେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ୟାସ୍ର ପ୍ରଭାବରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରପଡ଼ା ଅଧିକ ପ୍ରଭାବିତ ହୋଇଥିଲେ ହେଁ, ପାଣିପାଗ ବିଭାଗର ତଥ୍ୟ ଅନୁସାରେ...
View Articleନିଜ ହସ୍ପିଟାଲରେ ଟିକା ବ୍ୟବସ୍ଥା କରିବାକୁ ଶିଳ୍ପ ସଂସ୍ଥାକୁ ଓଡ଼ିଶା ସରକାରଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ କର୍ପୋରେଟ ସେକ୍ଟର ଓ ଶିଳ୍ପ ସଂସ୍ଥାମାନଙ୍କୁ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି। ସେମାନେ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ...
View Articleବାତ୍ୟା ପରର ସ୍ଥିତି – ସବୁଠି ଚାଲିଛି ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବାତ୍ୟା ୟାସ୍ ଅତିକ୍ରମ କରିବାପରେ ଏବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାମାନଙ୍କରେ ଚାଲିଛି ଗଛ କାଟ, ରାସ୍ତା ମରାମତି, ଇଲେକ୍ଟ୍ରି ସଜଡ଼ା କାମ। ଏଥିସହ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇ ତଳିଆ...
View Article‘ବାତ୍ୟାରେ ଜୀବନ ବଞ୍ଚିଲା ହେଲେ ଏଯାଏଁ ମିିଳିନି ଆହାର’
ଓଡ଼ିଶାଲାଇଭ୍ ବ୍ୟୁରୋ “ବାତ୍ୟାରେ ଜୀବନ ବଞ୍ଚିଗଲା ସତ କିନ୍ତୁ ଏଯାଏଁ ଆମ ପାଖରେ କୌଣସି ଖାଦ୍ୟ ସାମଗ୍ରୀ ପହଞ୍ଚିନାହିଁ । ଭୋକ ଉପାସରେ ଛୁଆ ପିଲାଙ୍କୁ ଧରି ପାଣି ଘେରରେ ବସି ରହିଛୁ । ଜୁଆର ଯୋଗୁଁ ଗାଁରେ ଲୁଣି ପାଣି ମାଡ଼ିଥିବାରୁ ପିଇବା ପାଇଁ...
View Articleଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ୟାସ୍ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକ ବୁଲି ଦେଖିବେ। କେବଳ ଓଡ଼ିଶା ନୁହେଁ...
View Articleଆକାଶ ମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ୟାସ୍ ଦ୍ଵାରା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଅପରାହ୍ଣରେ ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରେ ଘଣ୍ଟାଏରୁ...
View Articleବାତ୍ୟା ସମୟରେ ଓଡ଼ିଶାରେ ଜନ୍ମନେଲେ ୭୫୦ ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ୟାସ୍ ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୭୫୦ଶିଶୁ। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଲୋକମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମୟରେ...
View Article‘ଷ୍ଟାର୍ଟଅପ୍ ଷ୍ଟୋରି’ର ତୃତୀୟ ଅଧ୍ୟାୟରେ ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ର ସିଇଓ...
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଭାବାନ ଯୁବ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’। ଏହାର ତୃତୀୟ ଅଧ୍ୟାୟର...
View Articleବିଶ୍ୱ ତମାଖୁ ବର୍ଜନ ଦିବସ –ତମାଖୁ ସେବନ ଏଡ଼ାନ୍ତୁ , ସୁସ୍ଥ ରହନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମେ’ ୩୧, ଏହି ଦିନ ସାରାବିଶ୍ୱରେ ତମାଖୁ ବର୍ଜନ ଦିବସ ପାଳନ ହୁଏ। ତମାଖୁ ପ୍ରତି ଦୂରତା ରଖିବାକୁ ସଚେତନ କରାଯାଏ। ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ ଏକ ବାର୍ତ୍ତା ଆସିଥାଏ ଯେ ‘ତମାଖୁ...
View Articleଚୀନରୁ ଓଡ଼ିଶା ଆସିଲା ୧୩ ଶହ ଅକ୍ସିଜେନ୍ ସିଲିଣ୍ଡର
ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଚୀନରୁ ଓଡ଼ିଶା ଆସିଲା ୧୩ ଶହ ଅକ୍ସିଜେନ୍ ସିଲିଣ୍ଡର। ରବିବାର ଚୀନରୁ ଏକ କାର୍ଗୋ ବିମାନ ଯୋଗେ ଏହି ମେଡିକାଲ ଗ୍ରେଡ୍ ଅକ୍ସିଜେନ ସିଲଣ୍ଡର ଭୁବନେଶ୍ଵରରେ ପହଞ୍ଚିଛି। ଆର୍ସେଲର ମିତ୍ତଲ...
View Articleଜୟପୁରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ...
ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୋମବାର ଜୟପୁର ଗସ୍ତ କରିଛନ୍ତି। ସେଠାରେ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ। ଉକ୍ତ...
View Articleତେଲେଙ୍ଗାନା –ଆମ୍ଵୁଲାନ୍ସକୁ ଭଡ଼ା ମିଳିଲାନି, ହସ୍ପିଟାଲର ଅକ୍ସିଜେନ୍ ସଂଯୋଗ କାଟିଦେଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ ଆମ୍ଵୁଲାନ୍ସକୁ ଭଡ଼ା ନ ମିଳିବାରୁ ହସ୍ପିଟାଲ ଛାତରେ ଛଢ଼ି ଅକ୍ସିଜେନ୍ ସଂଯୋଗ କାଟିଦେଲେ ଆମ୍ଵୁଲାନ୍ସ ଚାଳକ। (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ଭଳି ମହାମାରୀ ସମୟରେ ହଜିଗଲା ମାନବିକତା। ଜୀବିକା ପାଇଁ...
View Articleଋତୁସ୍ରାବକୁ ନେଇ ସଙ୍କୋଚ ନୁହେଁ ଆଲୋଚନା କରନ୍ତୁ – ଶିପ୍ରା ସକ୍ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମଧ୍ୟ ଲୋକ ପିରିୟଡ୍ସକୁ ଲଜ୍ଜାଜନକ ମନେ କରନ୍ତି ଏବଂ ଲୋକମାନେ ଏନେଇ ଆଲୋଚନା କରନ୍ତି ନାହିଁ। ଏହି କାରଣରୁ ଅନେକ ମହିଳା ଋତୁସ୍ରାବ ପରିଚ୍ଛନତା ଏବଂ ଏହାସହିତ ଜଡ଼ିତ ସ୍ୱଚ୍ଛତା ବିଷୟରେ ସୂଚନା ପାଇପାରନ୍ତି ନାହିଁ।...
View Articleକୋଭିଡ୍ ଦ୍ଵିତୀୟ ଲହରରେ ‘ମଧ୍ୟବିତ୍ତ’ପରିବାର ସହିଛନ୍ତି ବେଶୀ କ୍ଷତି
ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣରେ ରାଜଧାନୀ ଭୁବନେଶ୍ଵରରେ ବାସ କରୁଥିବା ମଧ୍ୟବିତ୍ତ ପରିବାରର ଲୋକେ ବେଶୀ କ୍ଷତି ସହିଛନ୍ତି। ଗତ ତିନି ମାସ ମଧ୍ୟରେ ଯେତେ କରୋନା ମାମଲା ଆସିଛି ସେଥି ମଧ୍ୟରୁ ୭୫ ଭାଗ ରୋଗୀ...
View Articleବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି –ଅଖ ଅନୁକୂଳ ପରେ ଚାଲିଛି ବିଲେଇ ବାଡ଼ିଆ...
ଓଡ଼ିଶାଲାଇଭ୍ ବ୍ୟୁରୋ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ପ୍ରସ୍ତୁତି। ଆଗକୁ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋର୍ସୋରରେ ଚାଲିଛି। ଭୋଇ, କମାର, ସେବକ ଓ ରୂପକାରମାନେ ରଥ ତିଆରିରେ ଲାଗିପଡ଼ିଛନ୍ତି। ରାଜ୍ୟରେ...
View Articleସଂକ୍ରମଣ ହାରଠୁ ବଢୁଛି ସୁସ୍ଥ ସଂଖ୍ୟା : ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦ହଜାର ୪୦୫...
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହାରଠାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
View Articleପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲ୍ପନ ବନ୍ଦୋପାଧ୍ୟାୟ
ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲ୍ପନ ବନ୍ଦୋପାଧ୍ୟାୟ। ତାଙ୍କୁ ନେଇ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ସରକାର ମଧ୍ୟରେ ବିବାଦ ଉପୁଜିବା ପରେ ସୋମବାର ସେ ତାଙ୍କ ପଦରୁ ଅବସର ନେଇଛନ୍ତି। ପଦରୁ...
View Article