ଜାଣନ୍ତୁ ଆଜିର ରାଶିଫଳ – (୨୯ ଏପ୍ରିଲ ୨୦୨୧, ଗୁରୁବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ବୈଶାଖ କୃଷ୍ଣ ତୃତୀୟା ରାତ୍ରି ୧୦:୧୦:୦୩ ଗତେ ଚତୁର୍ଥୀ ତିଥି। ବିଛାଚନ୍ଦ୍ର ଅହୋରାତ୍ର।...
View Articleଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୭୯ ହଜାର ୨୫୭ ପଜିଟିଭ୍ ଚିହ୍ନଟ, ୩୬୪୫ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରୁ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା...
View Articleଓଡ଼ିଶାରେ ୧୮-୪୪ ବର୍ଷ ଲୋକଙ୍କୁ ଟିକା ନେଇ ଅନିଶ୍ଚିତତା
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଅଠରରୁ ୪୪ ବର୍ଷୀୟ ଲୋକଙ୍କୁ କରୋନା ଟିକା ଦେବା ନେଇ ଅନିଶ୍ଚିତ ଅବସ୍ଥା ସୃଷ୍ଟି ହୋଇଛି। ଟିକା ପ୍ରସ୍ତୁତକାରୀଙ୍କ ପକ୍ଷରୁ କୌଣସି ପ୍ରତିଶ୍ରୁତି ନମିଳିବା ଯୋଗୁଁ ଏହି ଅବସ୍ଥା ଦେଖା ଦେଇଛି। ରାଜ୍ୟକୁ କେବେ...
View Article୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ପଜିଟିଭ୍ ଚିହ୍ନଟ, ୧୦ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୭ହଜାର ମଧ୍ୟରେ ରହିଥିବାବେଳେ, ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୂଚନା ଓ...
View Articleଘରୋଇ ହସ୍ପିଟାଲ ବଢ଼ାଉଛନ୍ତି କରୋନା ରୋଗୀଙ୍କ ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲା ସଦର ହସ୍ପିଟାଲରେ ଆବଶ୍ୟକୀୟ ସୁବିଧା ମିଳୁନଥିବାରୁ ଅନେକ କୋଭିଡ ରୋଗୀଙ୍କୁ ନେଇ ଭୁବନେଶ୍ୱର ଆସୁଛନ୍ତି। ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେବି...
View Articleସଂକ୍ରମଣରେ ୩ ଦିନ ହେଲା ଟପ୍ରେ ଖୋର୍ଦ୍ଧା, ଚିନ୍ତା ବଢ଼ାଉଛି ରାଜଧାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା ଏବେ ସବୁ ରେକର୍ଡ ଭାଙ୍ଗିଛି। ପ୍ରାୟ ଦିନକୁ ୭ରୁ ୮ ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ଲଗାତର ୩ ଦିନ ହେଲା ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି,...
View Articleସିରମ୍ ଇନ୍ଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲାଙ୍କୁ ମିଳିବ ‘ୱାଇ’ ସୁରକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସିରମ ଇନ୍ଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲାଙ୍କୁ ମିଳିବ ‘ୱାଇ’ ସୁରକ୍ଷା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।...
View Articleକରୋନା ଚିକିତ୍ସାରେ ପ୍ଲାଜ୍ମା ଥେରାପି
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ଲାଜମା ଥେରାପି କ’ଣ ? କରୋନା ଚିକିତ୍ସାରେ ଏହା କିପରି ସହାୟତା ହେଉଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜ୍ମା ଥେରାପିର ଷ୍ଟେଟ୍ ନୋଡାଲ ଅଫିସର ଡାକ୍ତର ସ୍ମିତା ମହାପାତ୍ର। ସାରାଦେଶରେ ଏବେ କରୋନା ସଂକ୍ରମଣ ବଢ଼ି...
View Articleକୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା, ରାଜ୍ୟ ନିଜ...
(ଭୁବନେଶ୍ୱରରୁ ନୀଳାମ୍ବର ରଥ) ୧୮ରୁ ୪୪ ବୟସ ବର୍ଗରେ କୋଭିଡ ଟିକାକରଣ ନିୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ଦାବି କରି କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା। ରାଜ୍ୟ ସରକାର କିଣୁଥିବା କୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ...
View Articleକୋଭିଡ୍ ଗାଇଡଲାଇନ୍ ମାନିଲେ ହିଁ ମହାମାରୀକୁ ହରାଇ ପାରିବା: ପୋଲିସ ଡିଜି ଅଭୟ
ଓଡ଼ିଶାଲାଇଭ୍ ବ୍ୟୁରୋ “କୋଭିଡ୍ ମାମଲାରେ ପୋଲିସଗିରି କରି ଆମକୁ ଆନନ୍ଦ ମିଳୁନି। ପୋଲିସର କାମ ଅପରାଧ ନିୟନ୍ତ୍ରଣ କରିବା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପୋଲିସ କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନକାରୀଙ୍କୁ ଜଗୁଛି। ଏଭଳି କରିବା ଦ୍ୱାରା...
View Articleଜାଣନ୍ତୁ ଆଜିର ରାଶିଫଳ – (୩୦ ଏପ୍ରିଲ ୨୦୨୧, ଶୁକ୍ରବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ବୈଶାଖ କୃଷ୍ଣ ଚତୁର୍ଥୀ ସନ୍ଧ୍ୟା ୦୭:୧୦:୦୫ ଗତେ ପଞ୍ଚମୀ ତିଥି। ବିଛାଚନ୍ଦ୍ର ଦିବା ୧୨:୦୮...
View Articleଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୮୬ ହଜାର ୪୫୨ ପଜିଟିଭ୍ ଚିହ୍ନଟ, ୩୪୯୮ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪...
View Articleରାଜ୍ୟରୁ ପୁଣି ବାହାରିଲେ ୮୬୮୧ ପଜିଟିଭ୍ –ଦିନକରେ କରୋନା ନେଲା ୧୪ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍ର ଦ୍ୱିତୀୟ ଲହର ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ବୁଧବାର ରାଜ୍ୟରୁ ୮ହଜାରରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଗୋଟିଏ ଦିନ...
View Articleଆସିଲା ଭୋଟ ବାହୁଡ଼ା ମତ – ପଶ୍ଚିମବଙ୍ଗରେ ପୁଣି ଦିଦି! ତାମିଲନାଡୁ, ପୁଡ଼ୁଚେରୀରେ ବଦଳିବ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ଭୋଟ। ମେ’୨ରେ ହେବ ଭୋଟ ଗଣତି। ଏହା ପୂର୍ବରୁ ଆସିଛି ଏକ୍ଜିଟ୍ ପୋଲ୍ ଫଳାଫଳ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି...
View Articleଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ‘ପ୍ଲାଜମା ଥେରାପି’ବରଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ‘ପ୍ଲାଜମା ଥେରାପି’ର ପ୍ରୟୋଗ କରାଯାଉଛି। ଓଡ଼ିଶାରେ ଏହି ଚିକିତ୍ସା ପଦ୍ଧତି ଜାରି ରହିଛି। ରାଜ୍ୟରେ ଏହି ଥେରାପି ସଫଳ ହେଉଥିବାରୁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି...
View Articleଲକ୍ଡାଉନ୍ ନିୟମ – ଏଥର ନୂଆ କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟ ସରକାର ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି। ଯାତାୟତ ଓ ଜନ ଗହଳି କମାଇ ସଂକ୍ରମଣ ରୋକିବା ଲକଡାଉନ୍ର...
View Article‘ଖେଲା ହୋବେ’ –ଦିଦିଙ୍କ ଆଡ଼କୁ ଢଳୁଛି ବିଜେପି ବାଜି
ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରେ ବିଜେପିର ଖେଳ ଫସର ଫାଟିଲାଣି। ଭୋଟ୍ ଗଣତି କହୁଛି, ଦିଦିଙ୍କ ଆଡ଼କୁ ବାଜି ଢଳୁଛି। ଖେଲା ହୋବେ…ଖେଲା ହୋବେ…। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ପ୍ରଚାର ରାଲିରେ ତୃଣମୂଳ କଂଗ୍ରେସର (ଟିଏମ୍ସି)...
View Articleନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଫୁ – ଦେହରେ ରଙ୍ଗ ବୋଳି, ମିଠା ଖୁଆଇ ମନାଉଛନ୍ତି ବିଜୟ...
ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ଆୟୋଗଙ୍କ ବାରଣ ସତ୍ତ୍ୱେ ବି ଖାତିର କଲେନି ଦଳୀୟ କର୍ମୀ। ଫଳାଫଳ ଘୋଷଣା ହେବା ପୂର୍ବରୁ ଦେହରେ ରଙ୍ଗ ବୋଳି ହୋଇ, ବାଣ ଫୁଟାଇ, ମିଠା ଖାଇ, ନାଚଗୀତରେ ମସଗୁଲ ହେଲେଣି ଦଳୀୟ କର୍ମୀ। ଏମିତି ଦୃଶ୍ୟ ତାମିଲନାଡ଼ୁ ଓ...
View Articleକ୍ୟାପଟେନ ପିନାରାୟୀଙ୍କ ମ୍ୟାଜିକ୍ – କେରଳରେ ଭାଙ୍ଗିଲା ‘ପାଳି ସରକାର’ ଧାରା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କ୍ୟାପ୍ଟେନ୍, କମ୍ରେଡ୍ ଏବଂ କ୍ରାଇସିସ ମ୍ୟାନେଜର। କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ମ୍ୟାଜିକ ଏବେ ରାଜ୍ୟର ବିଧାନସଭା ନିର୍ବାଚନ ଫଳରେ ପ୍ରତିଫଳିତ ହୋଇଛି। କେରଳ ରାଜ୍ୟ ବିଧାନସଭ ନିର୍ବାଚନୀ...
View Articleମମତା ଏବେ ବିରୋଧୀ ଦଳର ମାସ୍କଟ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ମମତା ବାନାର୍ଜୀ ହିଁ ଏବେ ବିରୋଧୀ ଦଳର ମୁଖ୍ୟ ଚେହେରା ହେବା ପାଇଁ ଯାଉଛନ୍ତି। ୨୦୦ରୁ...
View Article