ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ। ଗୁରୁବାର ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି। ବାର୍ଦ୍ଧକ୍ୟ...
View Articleମେ’୪ରୁ ହେବ ସିବିଏସଇ ବୋର୍ଡ ପରୀକ୍ଷା, ଜୁଲାଇ ୧୫ରେ ଫଳାଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ ମେ’ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା ଜୁନ୍ ୧୦ ତାରିଖରେ ଶେଷ ହେବ ପରୀକ୍ଷା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ପ୍ରାକ୍ଟିକାଲ ଜୁଲାଇ ୧୫ରେ ଫଳାଫଳ ଘୋଷଣା ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା। ମେ’ ମାସ ୪...
View Articleଆଜିର ବଡ଼ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ ୩୧ ଡିସେମ୍ଵର, ୨୦୨୦ ଓଡ଼ିଶାରେ ଆଜି ରାତି ୧୦ରୁ କାଲି ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ଟୁଇନ ସିଟିରେ ଆଜି ରାତି ୯ଟାରୁ ୧୪୪ ଧାରା କାଲିଠୁ ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ହକି ତାରକା ମାଇକେଲ...
View Article୪୨ ବର୍ଷରେ ବିଦ୍ୟା ବାଲାନ, ଜନ୍ମଦିନରେ ଜାଣନ୍ତୁ ତାଙ୍କ ସୁନ୍ଦରତାର ରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦୀର୍ଘଦିନରୁ ସେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ଆଜି ନୂଆବର୍ଷରେ ବିଦ୍ୟା ନିଜର...
View Articleନୂଆବର୍ଷ – ନୂଆ ଆଶା, ନୂଆ ସମ୍ଭାବନା
ନୂଆ ଆଶା, ସମ୍ଭାବନା ଓ ନୂଆ ଉନ୍ମାଦନା ନେଇ ଆସିଛି ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷରୁ ନୂଆ ଆରମ୍ଭ କରିବାକୁ ନୂଆ ସଂକଳ୍ପ ନେଇଛନ୍ତି ଲୋକେ। ଏଥିସହ ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ।...
View Articleନୂଆବର୍ଷକୁ କରନ୍ତୁ ଖାସ୍ –ଘରେ ପ୍ରସ୍ତୁତ କରନ୍ତୁ ମାଟି ହାଣ୍ଡି ମଟନ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୂଆ ବର୍ଷ। ଏହି ଅବସରରେ ଘରେ ମାଟି ହାଣ୍ଡି ମଟନ ପ୍ରସ୍ତୁତ କରି ନୂଆବର୍ଷକୁ ଆହୁରି ଖାସ କରନ୍ତୁ। ଆବଶ୍ୟକୀୟ ସାମଗ୍ରୀ ୧ କେଜି ମଟନ୍ ୪ ଟି ବଡ଼ ପିଆଜ ଚିନି ଗୋଟେ ଚାମଚ ୨ ଚାମଚ ଅଦା ପେଷ୍ଟ ୨ ଚାମଚ ରସୁଣ ପେଷ୍ଟ ଗୋଟେ...
View Articleପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ମୋଦୀଙ୍କୁ ଚିଠି ଲେଖିଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ଖୋଲିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଏନେଇ ଦାବି କରିବା ସହିତ ଏହାର...
View Articleଭାରତରେ ‘କୋଭିସିଲ୍ଡ’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକା ‘କୋଭିସିଲ୍ଡ’କୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି। ଶୁକ୍ରବାର ଏନେଇ ବିଶେଷଜ୍ଞ କମିଟିର ଏକ ବୈଠକ ବସିଥିଲା; ଯେଉଁଥିରେ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର କରିବାକୁ ସବୁଜ ସଙ୍କେତ...
View Articleଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟରେ ରୋହିତ ଟିମ୍ ଇଣ୍ଡିଆର ଉପ-ଅଧିନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତ ହେଲେ ହିଟ୍ ମ୍ୟାନ ରୋହିତ ଶର୍ମା। ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଚିତେଶ୍ୱର ପୂଜାରାଙ୍କ ସ୍ଥାନରେ ଟିମ୍ ମ୍ୟାନେଜମେଣ୍ଟ...
View Articleଲୋ-ରିସ୍କ କୋଠା ନିର୍ମାଣ ପାଇଁ ଦରକାର ନାହିଁ ବିଡିଏ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀବାସୀଙ୍କୁ ନୂଆ ବର୍ଷରେ ନୂଆ ଉପହାର ଦେଇଛି ବିଡିଏ। ଏଣିକି ଭୁବନେଶ୍ୱରରେ ଲୋ-ରିସ୍କ କୋଠା ଗଢ଼ିବା ପାଇଁ କୌଣସି ମଞ୍ଜୁରିର ଆବଶ୍ୟକତା ପଡ଼ିବ ନାହିଁ। ନାଗରିକମାନେ ବିଡିଏର ଅଫିସିଆଲ୍ ୱେବସାଇଟକୁ ଯାଇ ସେଠାରେ...
View Articleଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସ କଲେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍ ଫଳରେ ଶିକ୍ଷାର ହବ୍ ହେବ ସମ୍ବଲୁପର। “ଆଜିର ଷ୍ଟାର୍ଟଅପ୍ ଆସନ୍ତାକାଲିର ବଡ଼ ଉଦ୍ୟୋଗୀ। ଏଥିପାଇଁ କେବଳ ସଠିକ ମ୍ୟାନେଜମେଣ୍ଟର ଆବଶ୍ୟକତା ଅଛି। ଆଇଆଇଏମ୍ ଅନୁଷ୍ଠାନ ଆମ ଦେଶରେ ଏଥିପାଇଁ ଯୁବବର୍ଗଙ୍କୁ...
View Articleରାଜ୍ୟରେ ଆରମ୍ଭ ହେଲା କରୋନା ଟିକାର ଡ୍ରାଏ ରନ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଧିବଦ୍ଧ ଭାବେ ଆରମ୍ଭ ହେଲା କରୋନା ଟିକାର ଡ୍ରାଏ ରନ୍। ସ୍ୱାସ୍ଥ୍ୟବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ର ଶନିବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ କୋଭିଡ୍ ଟିକାକରଣ କେନ୍ଦ୍ର ଶୁଭାରମ୍ଭ କରିବା...
View Articleରାଜ୍ୟର କରୋନା ରିପୋର୍ଟ – ୨୫୧ ପଜିଟିଭ୍ ଚିହ୍ନଟ, ୪ ଆକ୍ରାନ୍ତ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୧ ନୂଆ କୋଭିଡ୍ ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ଟପିଛି। ଏପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୪ ଆକ୍ରାନ୍ତ ଶୁକ୍ରବାର ଆଖି...
View Articleପ୍ରଥମ ପର୍ଯ୍ୟାୟରେ ୩ କୋଟି କୋଭିଡ୍ ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଏବେ ଯେକୌଣସି ମୁହୂର୍ତ୍ତରେ କରୋନା ଟିକାକରଣ ଆରମ୍ଭ ହୋଇପାରେ। ବିଶେଷଜ୍ଞ କମିଟି ମଧ୍ୟ କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇସାରିଛି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...
View Articleବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି। ଶନିବାର ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା...
View Articleଜାନୁଆରି ୮ରୁ ରାଜ୍ୟରେ ଖୋଲିବ ସ୍କୁଲ – କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ହେବ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କୋଭିଡ୍ କଟକଣାକୁ ମାନି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଆସିବେ। ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି।...
View Articleଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ମାଟ୍ରିକ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପ୍ରତିଟି ବିଷୟରେ ୮୦ ମାର୍କ ଲେଖାଏଁର ପରୀକ୍ଷା ଦେବେ। ଏଥି ମଧ୍ୟରୁ ୫୦ ମାର୍କର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ। କିନ୍ତୁ ପରୀକ୍ଷାଫଳ ପ୍ରକାଶ କରାଯିବା...
View Articleରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ଆଜି ୧୯୨ ନୂଆ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୨ ନୂଆ କୋଭିଡ୍ ପଜିଟିଭ୍। ସେଥି ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୦୯ ଜଣ ଏବଂ ଲୋକାଲ କେସ୍ ୮୩ ରହିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର...
View Articleବିକାଶ ଖୋଜୁଛି ରାୟଗଡ଼ାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଚାଟିକଣା ଜଳପ୍ରପାତ
ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପାହାଡ଼ ଜଙ୍ଗଲ ଘେରା ରାୟଗଡ଼ା ଜିଲ୍ଲା ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିବାରୁ ପଡୋଶୀ ଆନ୍ଧ୍ର ସମେତ କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲ୍ଲାର ଅଧିକାଂଶ ପର୍ଯ୍ୟଟକ ବଣଭୋଜିର ମଜା...
View Articleକରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲା ଡିଜିସିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ଆରମ୍ଭରେ ଦେଶବାସୀଙ୍କ ପାଇଁ ଖୁସିଖବର ଆସିଛି। ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଧିବଧ୍ୟଭାବେ ଅନୁମତି ମିଳିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ...
View Article