Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

କେନ୍ଦ୍ର ମୁହାଁ ହେଉଛନ୍ତି ନୀତିଶ କୁମାର!

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଧର୍ମ ସଙ୍କଟରେ। ଗୋଟିଏ ପଟେ ବିଜେପି ମେଣ୍ଟ ଧର୍ମ ଭାଙ୍ଗୁଛି। ଅନ୍ୟପଟେ ସରକାର ଚଳାଇବାରେ ନୀତିଶଙ୍କ ଉପରେ ପ୍ରବଳ ଚାପ ରହୁଛି। ଏପରି ପରିସ୍ଥିତିରେ ନୀତିଶ କ’ଣ କରିବେ ତାକୁ ନେଇ...

View Article


Image may be NSFW.
Clik here to view.

ଆଇପିଏସ ଅରୁଣ ବୋଥ୍ରା ହେଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ପଦବୀକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଅରୁଣଙ୍କ ସହିତ ୧୯୯୬ ବ୍ୟାଚର ଆଇପିଏସ ଅଫିସର ସଂଜୟ ସିଂହ ଓ ସୁନିତା କକରନଙ୍କୁ ମଧ୍ୟ ଏହି ପଦୋନ୍ନତି...

View Article


Image may be NSFW.
Clik here to view.

ଆଜିର ବଡ଼ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୯ ଡିସେମ୍ଵର, ୨୦୨୦ ଆଇପିଏସ ଅରୁଣ ବୋଥ୍ରା ହେଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରାଜ୍ୟରେ କାଲିଠୁ ବଢ଼ିବ ଶୀତ, ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ବ୍ରିଟେନରୁ ଫେରିଥିଲେ ନିଜ ତଥ୍ୟ ଦିଅ ବିନା ଅନୁମତିରେ...

View Article

Image may be NSFW.
Clik here to view.

ସରକାରୀ ଅଫିସରେ ନୂଆବର୍ଷ କଟକଣା – ଭର୍ଚୁଆଲ ଶୁଭେଚ୍ଛା ଜଣାଇବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରୀ ଅଫିସରେ ନୂଆବର୍ଷ ପାଳନ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର। ଅଫିସରେ କର୍ମଚାରୀ ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବେ। ବୁଧବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ...

View Article

Image may be NSFW.
Clik here to view.

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟେନରୁ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଏହାରି ଭିତରେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନେକାର ବ୍ୟବହାର ପାଇଁ ବ୍ରିଟେନ ଅନୁମତି ଦେଇଛି। ଟିକାର...

View Article


Image may be NSFW.
Clik here to view.

ଟ୍ୱିନ୍ ସିଟିରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଜାନୁଆରି ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ କୁହାଯାଇଛି ଯେ,...

View Article

Image may be NSFW.
Clik here to view.

ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବ୍ୟବସ୍ଥା ପ୍ରଚଳନ ପାଇଁ ଲୋକଙ୍କୁ ଆଲୋଚନାର ଆବଶ୍ୟକତା...

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ (ଓ୍ଵାନ୍ ନେସନ, ଓ୍ଵାନ୍ ଇଲେକ୍ସନ୍) ବାବଦରେ ଆଲୋଚନାର ଅଭାବ ରହିଛି। ଏହି ବ୍ୟବସ୍ଥା ଲାଗୁ ହେଲେ କ’ଣ ସୁବିଧା ହୋଇପାରିବ ତାହା ଲୋକେ ବୁଝିପାରୁନାହାନ୍ତି। ତେଣୁ ଏକ ଦେଶ, ଏକ...

View Article

Image may be NSFW.
Clik here to view.

୨୦୨୦ର ପ୍ରାକୃତିକ ବିପର୍ଯ୍ୟୟ – କେଉଁଠି ନିଆଁ ତ କେଉଁଠି ବାତ୍ୟା, ବନ୍ୟା ନେଲା ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦ ବର୍ଷକୁ ଦୁଃଖଦ ବର୍ଷ ଭାବେ ଲୋକେ ମନେ ରଖିବେ। କିନ୍ତୁ, ଆପଣଙ୍କର ମନେ ଅଛି କି କରୋନା ବ୍ୟତୀତ ଅନ୍ୟ କେଉଁ  ବିପର୍ଯ୍ୟୟ ଏହି ବର୍ଷରେ ଘଟିଥିଲା? ବର୍ଷ ୨୦୨୦, ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ ଭାବେ କଟିଲା।...

View Article


Image may be NSFW.
Clik here to view.

ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କ’ଣ ପାଇଁ?

କପିଳାସ ଭୂୟାଁ ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ ବିଦ୍ୟାଳୟରେ ପଢିଥିବା ପିଲାଙ୍କୁ ଉଚ୍ଚ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ହେବାର ଗୋଟିଏ ଦିନ ନଯାଉଣୁ ବିଜେପି ଓ ବିଜେଡି ମଧ୍ୟରେ କଳି ଆରମ୍ଭ ହୋଇଯାଇଛି। କାରଣ...

View Article


Image may be NSFW.
Clik here to view.

ଆଜିର ବଡ଼ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ୩୦ ଡିସେମ୍ଵର, ୨୦୨୦ ରାଜ୍ୟ ପାଇଁ ଜାନୁଆରି ଗାଇଡଲାଇନ – ନୂଆ ବର୍ଷ ପାଳନ ମନା, ଅଧା ଦର୍ଶକରେ ଖୋଲିବ ସିନେମା ହଲ୍ ଏବେ ଖୋଲିବନି ସ୍କୁଲ, ଗଣଶିକ୍ଷା ବିଭାଗକୁ ନିଷ୍ପତ୍ତି ଭାର ଦେଲେ ସରକାର ଏଣିକି ଖୋଲିବ ସିନେମା ହଲ, ଅଧା...

View Article

Image may be NSFW.
Clik here to view.

ଏଣିକି ଖୋଲିବ ସିନେମା ହଲ, ଅଧା ଦର୍ଶକରେ ଚାଲିବ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ସିନେ ପ୍ରେମୀମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଜାନୁଆରି ମାସରେ ସିନେମା ହଲ୍ ଏବଂ ଥିଏଟରଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଯାତ୍ରା ଏବଂ ମୁକ୍ତାକାଶ ରଙ୍ଗମଞ୍ଚ ଆଦି ଖୋଲିବା ଦାୟିତ୍ଵ...

View Article

Image may be NSFW.
Clik here to view.

ଏବେ ଖୋଲିବନି ସ୍କୁଲ, ଗଣଶିକ୍ଷା ବିଭାଗକୁ ନିଷ୍ପତ୍ତି ଭାର ଦେଲେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ସ୍କୁଲ, କଲେଜ କେବେ ଖୋଲିବ ସେ ବାବଦରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ବିଭାଗୀୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇପାରିବେ। ବୁଧବାର ଜାନୁଆରି ଗାଇଡଲାଇନରେ ସ୍କୁଲ...

View Article

Image may be NSFW.
Clik here to view.

ରାଜ୍ୟ ପାଇଁ ଜାନୁଆରି ଗାଇଡଲାଇନ –ନୂଆ ବର୍ଷ ପାଳନ ମନା, ଅଧା ଦର୍ଶକରେ ଖୋଲିବ ସିନେମା ହଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଜିରୋ ନାଇଟ ଏବଂ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର। ବୁଧବାର ଜାନୁଆରି ମାସ ପାଇଁ ଗାଇଡଲାଇନ ଜାରି କରି ୩୧ ଏବଂ ୧ ତାରିଖରେ ନୂଆ ବର୍ଷ ପାଇଁ କଟକଣା ଲଗାଇଛନ୍ତି ସରକାର। ଅନ୍ୟପଟେ ସିନେମା ହଲ୍‌...

View Article


Image may be NSFW.
Clik here to view.

ଅସିତ ତ୍ରିପାଠୀଙ୍କ ନିଯୁକ୍ତି –ପଶ୍ଚିମ ଓଡିଶାର ଭାଗ୍ୟ ବଦଳିବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସଦ୍ୟ ନିଆଯାଇ ଥିବା ଏକ ନିଷ୍ପତ୍ତିକୁ ନେଇ ପ୍ରଶାସନିକ ମହଲରେ ଏବେ ଜୋର ଚର୍ଚ୍ଚା। ଅବସର ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶା ବିକାଶ...

View Article

Image may be NSFW.
Clik here to view.

ଦେଶରେ ଆଉ ୫ ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରିଟେନରେ ଆତଙ୍କ ଖେଳାଇଥିବା ନୂଆ ପ୍ରଜାତିର କରୋନା ଏବେ ଭାରତରେ ବି ବ୍ୟାପିବା ଆରମ୍ଭ କଲାଣି। ତାଜା ତଥ୍ୟ ଅନୁସାରେ ବ୍ରିଟେନରୁ ଫେରିଥିବା ଆଉ ୫ ଜଣ ଭାରତୀୟଙ୍କଠାରେ ନୂଆ କରୋନା ଭାଇରସ ଚିହ୍ନଟ ହୋଇଛି। ଏନଆଇଭି...

View Article


Image may be NSFW.
Clik here to view.

ଓଡ଼ିଶାରେ ଆଜି ରାତି ୧୦ରୁ କାଲି ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷ ପାଳନ ଉପରେ କଟକଣା ଲଗାଇ ରାଜ୍ୟରେ ଆଜି ରାତି ୧୦ରୁ କାଲି ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ଏବାବଦରେ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଟୁଇଟ କରି ସୂଚନା ଦେଇଛନ୍ତି।...

View Article

Image may be NSFW.
Clik here to view.

ଟୁଇନ ସିଟିରେ ଆଜି ରାତି ୯ଟାରୁ ୧୪୪ ଧାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର। ଲୋକେ ନୂଆ ବର୍ଷର ନୂଆ ସୂର୍ଯ୍ୟ ଦେଖିବେ। କିନ୍ତୁ ଏଥର ଲୋକେ ନୂଆବର୍ଷର ଖୁସି ମନେଇ ପାରିବେ ନାହିଁ। କଟକ, ଭୁବନେଶ୍ୱରରେ ରାତି ୯ଟାରୁ ନୂଆବର୍ଷ ପାଇଁ ୧୪୪ ଧାରା ଜାରି କରାଯିବ।...

View Article


Image may be NSFW.
Clik here to view.

ଜିରୋ ନାଇଟରେ ଜିରୋ ମଉଜ ମସ୍ତି

 ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆବର୍ଷ ଆସିଲେ ଉତ୍ସାହିତ ହୁଅନ୍ତି ଲୋକେ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ବିଦାୟ ବର୍ଷର ଶେଷ ଦିନରେ ଲୋକେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ଜିରୋ...

View Article

Image may be NSFW.
Clik here to view.

୨୦୨୦ : ରୂପେଲି ପରଦାରେ ଅନ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେତେକ ରାଜ୍ୟରେ ଜାନୁଆରିରୁ ସିନେମା ହଲ୍ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି। ହେଲେ ରିଲିଜ୍ ହେବା ପାଇଁ ଫିଲ୍ମ କାହିଁ। ପ୍ରଡକ୍ସନ ନାହିଁ କହିଲେ ଚଳେ। କିଛି ନାମୀଦାମୀ ହିରୋ ହିରୋଇନ ୱେବରେ ନିଜକୁ ରିଲିଜ କରାଇସାରିଛନ୍ତି।...

View Article

Image may be NSFW.
Clik here to view.

ଜାନୁଆରି ୨ରୁ ସବୁ ରାଜ୍ୟରେ ହେବ ଡ୍ରାଏ ରନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଟିକାକରଣ ପାଇଁ ଜାନୁଆରି ୨ ତାରିଖରୁ ସବୁ ରାଜ୍ୟରେ ଡ୍ରାଏ ରନ୍ ଆରମ୍ଭ ହେବ। ପ୍ରତି ରାଜ୍ୟର ରାଜଧାନୀରେ ଏହି ପ୍ରକ୍ରିୟାରେ ଡମି ଟିକାକରଣ କରାଯିବ। ଗୁରୁବାର ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ...

View Article
Browsing all 11715 articles
Browse latest View live