ସାବଧାନ! ଫେସ୍ବୁକ୍ରେ ଅଚିହ୍ନାଙ୍କ ବନ୍ଧୁତ୍ୱ ସ୍ୱୀକାର କରନ୍ତୁ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ସାଇବର ଠକେଇ ବଢ଼ିଚାଲିଛି। ଆଉ ଏବେ ଏହି ସାଇବର ଠକେଇମାନେ ଲୋକଙ୍କୁ ଠକିବା ଲାଗି ନୂଆ ଉପାୟ ଆପଣେଇଛନ୍ତି। ଫେସ୍ବୁକ୍ରେ ବିଭିନ୍ନ ଝିଅ, ପୁଅଙ୍କ ଆର୍ଷଣୀୟ ଚେହେରାର ଫଟୋକୁ ଅପଲୋଡ୍ କରି ଅନ୍ୟମାନଙ୍କ ସହ...
View Article୪ ତାରିଖରୁ ରାୟଗଡ଼ାରେ ଖୋଲିବ ସବୁ ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ମହାମାରୀ କରୋନା ସକାଶେ ଦୀର୍ଘ ୯ ମାସ ବନ୍ଦ ପଡ଼ିଥିବା ଧାର୍ମିକସ୍ଥଳୀ ଏବେ ଖୋଲିବାର ବାଟ ଫିଟିଛି। ଜିଲ୍ଲାପାଳ ଏନେଇ ବିଜ୍ଞପ୍ତି ଜାରି କରି ସବୁ ଜାନୁଆରି ୪ରୁ ସବୁ...
View Article୧୫ ମିନିଟ କାର୍ଯ୍ୟକ୍ରମ ପାଇଁ ୪ କୋଟି ନେଇ ଚର୍ଚ୍ଚାରେ ଉର୍ବଶୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଏବେ ସେ ଏକ ନୂଆବର୍ଷ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏହି ଚର୍ଚ୍ଚା ପଛର କାରଣ ହେଉଛି...
View Articleଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୁରଲୀଧର
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଜଷ୍ଟିସ୍ ଏସ୍. ମୁରଲୀଧର। ରାଜଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।...
View Articleଆଗାମୀ ଦିନରେ ପୁରୀରେ ହେବ ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର!
ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖି ପୁରୀରେ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ଆଗାମୀ ଦିନରେ ଓଡ଼ିଶାର...
View Articleଶ୍ମଶାନ ଛାତ ଭୁଶୁଡିବା ଘଟଣା –ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ, ଗାଜିଆବାଦରେ ଥିବା ଏକ ଶ୍ମଶାନ ଘାଟରେ ଘଟିଥିବା ମର୍ମନ୍ତୁଦ ଘଟଣାରେ ଏଯାଏଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟି ୨୫ରେ ପହଞ୍ଚିଲାଣି। ଏହାସହିତ ପ୍ରାୟ ୨୦ ଜଣ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି...
View Articleରାଜ୍ୟରେ କମୁଛି ସଂକ୍ରମଣ – ଦିନକରେ ୧୮୩ ଆକ୍ରାନ୍ତ, ୨ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି କ୍ରମରେ ଆଜି ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୧୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୦୬ ଜଣ ଓ...
View Articleମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି, ରାସ୍ତାକୁ ଓହ୍ଲାଇଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ହତ୍ୟାକାଣ୍ଡ ନେଇ ତେଜିଲା ରାଜନୀତି ବିଜେଡି ନେତାଙ୍କ ହାତ ଥିବା କହିଲା ବିଜେପି ତଦନ୍ତରେ ସବୁ ସତ ସାମ୍ନାକୁ ଆସିବ କହିଲା ବିଜେଡି ମାହାଙ୍ଗାର ବରିଷ୍ଠ...
View Articleକରୋନା ଭୟ ନଯାଉଣୁ ଡରାଇଲାଣି ବାର୍ଡ ଫ୍ଲୁ
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ମାହାମାରୀର ପ୍ରକୋପ କମିନଥିଲା ବେଳେ ଏବେ ଲୋକଙ୍କୁ ବାର୍ଡ ଫ୍ଲୁର ଭୟ ଘାରିଲାଣି। କାରଣ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ଏହି ପ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉଙ୍କ ମୃତ୍ୟୁ...
View Articleମାହାଙ୍ଗା ହତ୍ୟା ଘଟଣା ପରେ ସମ୍ଵିତଙ୍କ ପ୍ରତିକ୍ରିୟା ‘ବଙ୍ଗଳା ପଥରେ ଯାଉଛି କି ଓଡ଼ିଶା?’
ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣା ପରେ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣାରେ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର...
View Articleନାର୍କୋ ଟେଷ୍ଟ କ’ଣ, କାହିଁକି ଓ କେମିତି କରାଯାଏ ଏହି ପରୀକ୍ଷା?
ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ନାର୍କୋ ଟେଷ୍ଟ ହୋଇପାରେ। ଏଥିପାଇଁ ନୟାଗଡ଼ ପକସୋ କୋର୍ଟରେ ଏସଆଇଟି ପକ୍ଷରୁ ଆବେଦନ କରାଯାଇଛି। ମଙ୍ଗଳବାର କୋର୍ଟ ଏହି ଆବେଦନର ଶୁଣାଣି କରି ରାୟ...
View Articleଭୋପାଳ ଗ୍ୟାସ ଦୁର୍ଘଟଣା ମାମଲା ଲଢ଼ି ଚର୍ଚ୍ଚିତ ହୋଇଥିଲେ ଜଷ୍ଟିସ୍ ଏସ୍. ମୁରଲୀଧର
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଏସ୍. ମୁରଲୀଧର। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ୍ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ...
View Articleଭୁବନେଶ୍ୱରରେ ଏବେ ଯୁଆଡ଼େ ଦେଖିଲେ ସିଆଡ଼େ ହେଲମେଟ
ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ପହିଲାରୁ ହେଲମେଟ ନିୟମ କଡ଼ାକଡ଼ି ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଯୁଆଡ଼େ ଦେଖିଲେ ସିଆଡ଼େ ହେଲମେଟ ଦେଖାଯାଉଛି। ଏବେ ଗାଡ଼ି ଚାଳକଙ୍କ ସମେତ ପଛରେ ବସିଥିବା ଯାତ୍ରୀମାନେ ମଧ୍ୟ ହେଲମେଟ ପିନ୍ଧିବା ଆରମ୍ଭ...
View Articleଭିତରକନିକାରେ ବଢ଼ିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ୧ ଲକ୍ଷ ୩୬ ହଜାର ୯୨ ପକ୍ଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଭିତରକନିକା ପକ୍ଷୀ ଜାତୀୟ ଉଦ୍ୟାନର ଆକାଶରେ ଏବେ ହଜାର ହଜାର ବିଦେଶୀ ପର୍ଯ୍ୟଟକ। କିଚିରମିଚିର ଶବ୍ଦରେ ପ୍ରକମ୍ପିତ ହେଉଛି ଗଗନ ପବନ। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବି ବୃଦ୍ଧି...
View Articleରାଜ୍ୟରେ ଏବେ ବି ୨୨୦୨ କରୋନା ଆକ୍ରାନ୍ତ ସକ୍ରିୟ –୨୪ ଘଣ୍ଟା ଭିତରେ ୨୩୦ ପଜିଟିଭ୍...
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଉ ୨୩୦ ପଜିଟିଭ୍ ଚିହ୍ନଟ ଆଖି ବୁଜିଲେ ଖୋର୍ଦ୍ଧାର ଜଣେ କୋଭିଡ୍ ରୋଗୀ ରାଜ୍ୟରେ ଏବେ ବି ୨୨୦୨ ଜଣ ଆକ୍ରାନ୍ତ ସକ୍ରିୟ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୨୩୦ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ...
View Articleମାହାଙ୍ଗା ଡବଲ ମର୍ଡର –ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରକାଶ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ଓଡ଼ିଶା ପୋଲିସରେ ଏବେ ସ୍ଵଚ୍ଛତା ନଥିବା ସେ ଅଭିଯୋଗ କରିଛନ୍ତି। ମାହାଙ୍ଗା...
View Articleମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେଡିକୁ ଘେରିଲେ ବିଜେପି ପ୍ରଭାରି ପୁରନ୍ଦେଶ୍ୱରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲେ ରାଜ୍ୟ ବିଜେପି ପ୍ରଭାରି ଡି ପୁରନ୍ଦେଶ୍ୱରୀ। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ ଏଯାଏଁ...
View Articleଦିଲ୍ଲୀ ସୀମାରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ – କୃଷି ଆଇନକୁ ବିରୋଧ କରି ବାହାରିଲା...
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିଛନ୍ତି ଚାଷୀ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ସହ ଆଗାମୀ ବୈଠକ ହେବା ପୂର୍ବରୁ ଦିଲ୍ଲୀ ସୀମାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଚାଷୀ ସଙ୍ଗଠନ। ଗୁରୁବାର ଦିଲ୍ଲୀ ସୀମାରେ ହଜାର ହଜାର କୃଷକ...
View Articleତୃତୀୟ ଟେଷ୍ଟରେ କଙ୍ଗାରୁ ଦଳର ଲଢୁଆ ବ୍ୟାଟିଂ, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ...
ଓଡ଼ିଶାଲାଇଭ୍ ବ୍ୟୁରୋ ସିଡନୀରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ। ଦ୍ୱିତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରିଛି କଙ୍ଗାରୁ ଦଳ। ଗୁରୁବାରଠାରୁ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ...
View Articleବିଶ୍ଵସ୍ତରୀୟ ଏମଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗିରର ୭ ବର୍ଷର ବାଳକ
ଓଡ଼ିଶାଲାଇଭ୍ ବ୍ୟୁରୋ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ (ଏମଟିଏ) ପରୀକ୍ଷାରେ ବିରଳ କୃତିତ୍ଵ ହାସଲ କରିଛନ୍ତି ବଲାଙ୍ଗିରର ବାଳକ ଭେଙ୍କଟ ରମଣ ପଟ୍ଟନାୟକ। ମାତ୍ର ୭ ବର୍ଷ ବୟସରେ ଏହି ବିଶ୍ଵସ୍ତରୀୟ ପରୀକ୍ଷାରେ ପ୍ରମାଣପତ୍ର ଅର୍ଜନ କରି ଏବେ...
View Article